Excuse Me Odisha

ଯାହା କହିବୁ ସତ କହିବୁ

ପ୍ରଭୁ ଶନିଦେବଙ୍କ କୃପାରୁ ଏହି ରାଶିର ଲୋକ ମାନଙ୍କୁ ମିଳିବ ଧନ , ମାନ ସମ୍ମାନ ବୃଦ୍ଧି ହେବ ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପ୍ରଭୁ ଶନିଦେବଙ୍କ କୃପାରୁ ଏହି ରାଶିକୁ ମିଳିବ ଟଙ୍କା। ତେବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ଭଗବାନ ଶନିଦେବଙ୍କୁ ନ୍ୟା-ୟର ଦେବତା ବୋଲି କୁହାଯାଏ। ଯଦି ଶନିଦେବଙ୍କର କୌଣସି ରାଶିର ଜାତକ ଉପରେ ଖରାପ ନଜର ପଡ଼ିଯାଏ ତେବେ ସେହି ରାଶିର ମନୁଷ୍ୟ ନିଜର ସବୁ ସମସ୍ୟାକୁ ସଜାଡିବାରେ ସମ୍ପୂର୍ଣ ଜୀ-ବ-ନ କଟିଯାଏ। ଯଦି ଶନିଦେବଙ୍କର କୃପା ଦୃଷ୍ଟି ପଡ଼ି ଯାଏ ତେବେ ସେହି ମଣିଷ ବହୁତ କମ ପରିଶ୍ରମରେ ନିଜର ଜୀ-ବ-ନରେ ସବୁ ପ୍ରକାରର ସୁଖର ପ୍ରାପ୍ତି କରିଥାଏ। ତେବେ ସେହି ଠାରେ ମା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ। ଏବଂ ପ୍ରତ୍ୟକ ମଣିଷ ଏହା ଚାହିଁଥାଏ ଯେ, ତାହାର ଉପରେ ମା ଲକ୍ଷ୍ମୀଙ୍କର ଅପାର କୃପା ବନି ରହୁ ବୋଲି। ଯେମିତିକି ତାର ଜୀ-ବ-ନରେ କେବେବି ସୁଖ ସମୃଦ୍ଧିର ଅଭାବ ନରହୁ। ଜ୍ୟୋତିଷଙ୍କ ଅନୁସାରେ, ଗ୍ରହ ମାନଙ୍କର ଚଳନ କାରଣରୁ ଏଭଳି ମହା ସଂଯୋଗ ବନୁ ଅଛି। ଆସନ୍ତା କାଲି ଠାରୁ ମା ଲକ୍ଷ୍ମୀ ଏବଂ ଭଗବାନ ଶନିଦେବ ଏକା ସହିତ କିଛି ରାଶି ମାନଙ୍କର ଉପରେ ପ୍ରସନ୍ନ ହେବେ। ଯାହା ଫଳରେ ସେହି ରାଶି ମାନଙ୍କର ଭାଗ୍ୟ ଏବେ ଚମକିବାକୁ ଯାଉଛି। ଏହି ରାଶି ମାନଙ୍କ ଭାଗ୍ୟରେ ହେବାକୁ ଥିବା ଲାଭ ବିଷୟରେ ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟ ମାଧ୍ୟମରେ ଜଣେଇବୁ। ତେବେ ଆପଣ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଏବଂ ଭଗବାନ ଶନିଦେବଙ୍କର କୃପା ପାଇବା ପାଇଁ ଏହି ପୋଷ୍ଟଟିକୁ ସାଙ୍ଗ ମାନଙ୍କର ସହିତ ସେୟାର କରନ୍ତୁ।ତେବେ ଆସନ୍ତୁ ଜାଣିବା

Google

ମେଷ ରାଶି:-

ଏହି ରାଶିର ବ୍ୟକ୍ତି ମାନଙ୍କର ଖରାପ ସମୟ ଏବେ ଶେଷ ହୋଇ ସାରିଛି। ଏହି ରାଶିର ବ୍ୟକ୍ତି ମାନଙ୍କର ଉପରେ ଭଗବାନ ଶନିଦେବ ନିଜର କୃପା ଦୃଷ୍ଟି ରଖିବେ। ଏହି ରାଶିର ବ୍ୟକ୍ତି ମାନଙ୍କୁ ମାନ ସମ୍ମାନ ପ୍ରାପ୍ତି ହେବ। ଆଗାମୀ ସମୟରେ ଆପଣଙ୍କୁ ସଫଳତା ହାସଲ ହେବାର ଯୋଗ ମଧ୍ୟ ବନୁଅଛି। ଏହା ସହିତ ସ୍ବାସ୍ଥ୍ୟ ସମ୍ବୋଦ୍ଧିତ ସମସ୍ୟାରୁ ମୁକ୍ତି ମିଳିପାରିବ। ଆପଣ ମାନେ ନିଜର ଶ-ତୃ ମାନଙ୍କର ଉପରେ ବିଜୟ ଲାଭ କରିବେ। ଘର ପରିବାରରେ ଖୁସିର ବାତାବରଣ ଲାଗି ରହିବ।

କର୍କଟ ରାଶି:-

ଏହି ରାଶିର ବ୍ୟକ୍ତି ମାନଙ୍କର ଉପରେ ଭଗବାନ ଶନି ମହାରାଜଙ୍କର କୃପା ଦୃଷ୍ଟି ଲଗାତାର ଭାବରେ ରହିବ। ଆପଣ ମାନଙ୍କର ଜୀ-ବ-ନରେ ଯାହା ସବୁ ସମସ୍ୟା ଗୁଡ଼ିକ ରହିଥିଲା ସେହିସବୁ ସମସ୍ୟା ଗୁଡ଼ିକର ଅନ୍ତ ଘଟିବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କୁ ଆଗାମୀ ଭବିଷ୍ୟତରେ ଭଲ ଲାଭ ପ୍ରାପ୍ତ ହେବ। ଆପଣଙ୍କୁ ଆପଣଙ୍କର କିଛି ସାଙ୍ଗ ବା ବନ୍ଧୁ ମାନଙ୍କ ଠାରୁ ଲାଭ ମିଳିପାରେ। ଗୁରୁଜନ ମାନଙ୍କର ସମ୍ପୂର୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ। ଚାକିରି କରୁଥିବା ଲୋକମାନଙ୍କୁ ନିଜର ଚାକିରିରେ ପ୍ରୋମସନ ହେବାର ସମ୍ଭାବନା ଅଧିକ ରହିଅଛି।

ବିଛା ରାଶି:-

ଏହି ରାଶିରେ ସବୁ ଲୋକଙ୍କୁ ଆସୁଥିବା ଆଗାମୀ ସମୟରେ ମନ ଚାହୁଁଥିବା ଚାକିରି ମିଳିବ। ଏହା ସହିତ ଲୋକମାନଙ୍କର ଅଟକି ରହିଥିବା କାର୍ଯ୍ୟ ମଧ୍ୟ ଆଗାମୀ ସମୟରେ ପୁରଣ ହେବ। ଆପଣଙ୍କର ଜୀ-ବ-ନରେ ଆଗକୁ ଆସିବାକୁଥିବା ସବୁ କଷ୍ଟ ଦୂର ହୋଇଯିବ। ଆପଣଙ୍କୁ ଆପଣଙ୍କର ଜୀ-ବ-ନରେ ବହୁତ ଜୋରରେ ସଫଳତା ପାଇବାରୁ କେହିବି ଅଟକାଇ ପାରିବେ ନାହିଁ।ଯେଉଁ ଲୋକମାନେ ଚାକିରି ଖୋଜୁଛନ୍ତି ସେମାନଙ୍କୁ ନିଶ୍ଚିତ ଭାବରେ ନିଜର ଚାକିରୀରେ ସଫଳତା ମିଳିବ।

Google

ଧନୁ ରାଶି:-

ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଭଗବାନ ଶନିଦେବ ଖୁସି ପୂର୍ଣ ରହିବ। ଖାସ କରି ଯେଉଁ ବ୍ୟକ୍ତି ମାନେ ବ୍ୟାପାରି ଅଟନ୍ତି ସେମାନଙ୍କୁ ସେମାନଙ୍କର ବ୍ୟାପାର କ୍ଷେତ୍ରରେ ଭଲ ଲାଭ ମିଳିବାର ଯୋଗ ବନୁଅଛି। ଆପଣଙ୍କୁ ଆଗାମୀ ସମୟରେ ସଫଳତାର ଅନେକ ପ୍ରକାରର ମାର୍ଗ ପ୍ରାପ୍ତ ହେବ। ଧନ ସମ୍ବୋଦ୍ଧିତ ସବୁ ସମସ୍ୟା ଆପଣଙ୍କର ଦୂର ହେବ।କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସମ୍ମାନିତ କରାଯାଇପାରେ। ଭଗବାନ ଶନିଦେବଙ୍କର କୃପାରୁ ଆପଣଙ୍କର କାରବାରରେ ଦିନକୁ ଦିନ ଲାଭ ବଢ଼ିଯିବ।

କୁମ୍ଭ ରାଶି:-

ଏହି ରାଶିର ବ୍ୟକ୍ତିମାନଙ୍କୁ ଭଗବାନ ଶନି ମହାରାଜ ଅତ୍ୟନ୍ତ ପ୍ରସନ୍ନ ରହିବେ। ଆପଣଙ୍କର ଜୀ-ବ-ନରେ ସବୁ ପ୍ରକାରର ବାଧା ଗୁଡ଼ିକ ଦୂର ହୋଇଯିବ। ଖାସ କରି ପ୍ରେମ ସମ୍ବୋଦ୍ଧରେ ଯେଉଁ ବ୍ୟକ୍ତି ମାନେ ଅଛନ୍ତି, ସେମାନଙ୍କର ପ୍ରେମ ବିବାହ ହେବାର ସମ୍ଭାବନା ରହିଛି। ଆପଣଙ୍କର ଦ୍ବାରା କରାଯାଇଥିବା ସବୁ ଚେଷ୍ଟା ବହୁତ ଶୀଘ୍ର ସଫଳ ହେବ। ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ। ଆପଣ ଆପଣଙ୍କର କାର୍ଯ୍ୟ କ୍ଷେତ୍ରରେ ଉନ୍ନତି କରିବେ। ନୁଆ ଘର ମଧ୍ୟ ଆପଣ କିଣି ପାରିବେ।

Google

ତୁଳା ରାଶି:-

ଏହି ରାଶିର ସବୁ ଲୋକମାନଙ୍କୁ କୌଣସି ନିବେଶରୁ ମଧ୍ୟ ଲାଭ ମିଳିବାର ସମ୍ପୂର୍ଣ ସମ୍ଭାବନା ରହିଛି। ଆପଣଙ୍କର ପରିବାରରେ ସୁଖ ଶାନ୍ତି ଲାଗିରହିବ। ବହୁତ ଦିନରୁ ଅଟକି ରହିଥିବା ଧନ ବା ଟଙ୍କା ପଇସା ଫେରି ମିଳିବାର ସମ୍ଭାବନା ଅଛି। ବିଦ୍ୟାର୍ଥୀ ମାନଙ୍କର ପାଇଁ ଏହି ସମୟ ବହୁତ ସୁଖ ସମୟ ସାବ୍ୟସ୍ତ ହେବ। ବହୁତ ଶୀଘ୍ର ଚାକିରି ମିଳିବାର ସମ୍ଭାବନା ରହିଛି। ଚାକିରି ମିଳିବା ମାତ୍ରେ ଆପଣଙ୍କର ପ୍ରତି ସମସ୍ତଙ୍କର ବ୍ୟବହାର ବଦଳି ଯିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଶନିଦେବ ” ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *