Excuse Me Odisha

ଯାହା କହିବୁ ସତ କହିବୁ

ପସନ୍ଦ କରନ୍ତୁ ଗୋଟିଏ ରଙ୍ଗ ଆଉ ଜାଣନ୍ତୁ ନିଜର ଭବିଷ୍ୟତ

ସେୟାର୍ କରନ୍ତୁ

ବାଛନ୍ତୁ ଏଥିମଧ୍ୟରୁ କୌଣସି ଗୋଟିଏ ରଙ୍ଗ ଏବଂ ଜାଣନ୍ତୁ ନିଜ ଭବିଷ୍ୟତ ସହିତ ଜ-ଡ଼ି-ତ କିଛି ଗୁ-ପ୍ତ ରହସ୍ୟ । ଭବିଷ୍ୟତରେ ସମୟ ଆପଣଙ୍କୁ କେଉଁ ଆଡ଼କୁ ନେଇ ଯିବ, ତାହାମଧ୍ୟ ଆପଣ ରଙ୍ଗର ମାଧ୍ୟମରେ ଜାଣି ପାରିବେ।

ଦେଖନ୍ତୁ ଭାରତରେ ରହିଥିବା ଅଧିକାଂଶ ବ୍ୟକ୍ତି ଜ୍ୟୋତିଷ ଶାସ୍ତ୍ର ପ୍ରତି ଅଧିକ ବିଶ୍ୱାସ ରଖି ଥାନ୍ତି। ଅଧିକ ବିଶ୍ୱାସ ରହିଥିବା କାରଣରୁ ବ୍ୟକ୍ତି ନିଜ ଜୀ-ବ-ନରେ ହେବାକୁ ଥିବା ସମସ୍ୟାକୁ ଦୂର କରିବା ପାଇଁ ପ୍ରାୟତଃ ଜ୍ୟୋତିଷ ଶାସ୍ତ୍ରର ଉପଯୋଗ କରି ଥାନ୍ତି। ଏହାସହିତ ଲୋକେ ନିଜ ଭବିଷ୍ୟତ ସହିତ ଜ-ଡ଼ି-ତ ଘ-ଟ-ଣା ମାନଙ୍କ ସହିତ ଜ-ଡି-ତ ବିଷୟରେ ଜାଣିବା ପାଇଁ ଜ୍ୟୋତିଷ ଶାସ୍ତ୍ରର ସାହାଯ୍ୟ ନେଇ ଥାନ୍ତି। ଏଥିପାଇଁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଆମଦ୍ୱାରା ଦିଆଯାଇଥିବା ତିନୋଟି ରଙ୍ଗର ବିକଳ୍ପକୁ ବାଛି ଭବିଷ୍ୟତ ସହିତ ଜ-ଡ଼ି-ତ କିଛି ଘ-ଟ-ଣା ଜାଣି ପାରିବେ। ଏପରି କିଛି କଥା ଜାଣିବେ ଯାହା ଆପଣଙ୍କ ଭବିଷ୍ୟତକୁ ଆହୁରି ସୁଦୃଢ କରିବ। ଆପଣଙ୍କୁ କେବଳ ଏତିକି କରିବାର ଅଛି କି ଆମ ଦ୍ୱାରା ଦିଆଯାଇଥିବା ତିନୋଟି ରଙ୍ଗ ମଧ୍ୟରୁ ଗୋଟିଏକୁ ବାଛିବା ପାଇଁ ପଡ଼ିବ। ଏଥିରେ ରହିଛି ନୀଳ, ଲାଲ ଏବଂ ହଳଦିଆ ରଙ୍ଗର ସଂକେତ, କାହାର ନିଷ୍ପତ୍ତି ଆପଣଙ୍କୁ ନିଜ ଭବିଷ୍ୟତ ବିଷୟରେ କହିବ। ଯେଉଁ ରଙ୍ଗ ଆପଣଙ୍କର ଅଧିକ ପ୍ରିୟ ଏହି ତିନୋଟି ମଧ୍ୟରୁ ବାଛନ୍ତୁ।

Google

୧/ ନୀଳ ରଙ୍ଗ – ଯଦି ଆପଣ ନୀଳ ରଙ୍ଗକୁ ବାଛିଛନ୍ତି ତାହେଲେ ଜାଣି ନିଅନ୍ତୁ ଆପଣଙ୍କ ଜୀ-ବ-ନରେ ବିଭିନ୍ନ ପ୍ରକାର ସମସ୍ୟା ଲାଗି ରହିଛି। ଜୀ-ବ-ନରେ ଚାଲିଥିବା ଉଚ୍ଚାରିତ ଅବସ୍ଥାରୁ ପ୍ରାୟତଃ ଆପଣଙ୍କ ଭାଗ୍ୟ ଆପଣଙ୍କ ସପକ୍ଷରେ ରହୁ ନଥିବାର ଆପଣ ଅନୁଭବ କରୁଛନ୍ତି। ଏଥିପାଇଁ ଆପଣଙ୍କର ଚିନ୍ତାରେ ବା ମାନସିକ ସ୍ତରରେ ପରିବର୍ତ୍ତନ ଆସିଛି। ଏହା ଆପଣଙ୍କୁ ଅଧିକ ଶକ୍ତିଶାଳୀ ମଧ୍ୟ କରି ଦେଇଛି। ଆପଣ ବହୁତ ଗମ୍ଭୀର ବ୍ୟକ୍ତି ଅଟନ୍ତି। ଯିଏ ଅଯଥାରେ ସମୟ ନଷ୍ଟ କରିବା ପାଇଁ ପସନ୍ଦ କରନ୍ତି ନାହିଁ। ନିଜର ଭବିଷ୍ୟତ ଏବଂ କ୍ୟାରିୟରକୁ ନେଇ ସର୍ବଦା ଅଗ୍ରସର ହୋଇ ଥାନ୍ତି। ଏହି କାରଣ ଅଟେ, ଆପଣ ଆପଣଙ୍କର ଅନୁଭବ ଏବଂ ଅଭିଜ୍ଞତାର ଆଧାରରେ ସବୁ କ୍ଷେତ୍ରରେ ସଫଳତା ପାଇବେ। କିନ୍ତୁ ଆପଣ କିଛି ନିଷ୍ପତ୍ତି ନେବା ସମୟରେ ଦ୍ଵନ୍ଦରେ ଥାନ୍ତି।ଯେଉଁ କାର୍ଯ୍ୟକୁ ଆପଣ ଆରମ୍ଭ କରିବେ, ଆପଣ ସେହି କାର୍ଯ୍ୟକୁ ହାତକୁ ନେବା ପୂର୍ବରୁ ବହୁତ ଚିନ୍ତା ବିଚାର କରି ଥାନ୍ତି। ଏହି ସ୍ଵଭାବ କାରଣରୁ ଆପଣ ଭଲ ସୁଯୋଗକୁ ମଧ୍ୟ ହାତଛଡ଼ା କରି ଦେଇଥାନ୍ତି। ଆପଣଙ୍କର ଏହି ସ୍ଵଭାବକୁ ବଦଳେଇବା ଆବଶ୍ୟକ। ଆପଣ ବିବାହିତ ହୋଇଥିଲେ ନିଜର ଜୀ-ବ-ନସାଥୀଙ୍କ କଥା ଶୁଣନ୍ତୁ, ଆପଣ ଜୀ-ବ-ନରେ ନିଶ୍ଚିତ ସଫଳ ହେବେ।

Google

୨/ ହଳଦିଆ ରଙ୍ଗ – ଯଦି ଆପଣ ହଳଦିଆ ରଙ୍ଗକୁ ବାଛିଛନ୍ତି, ତେବେ ଜାଣି ନିଅନ୍ତୁ କି ଆପଣ ବହୁତ ଧର୍ଯ୍ୟବାନ, ବିବେକବାନ ଏବଂ ଜ୍ଞାନୀ ବ୍ୟକ୍ତି ଅଟନ୍ତି। ଆପଣ ଯେଉଁ କ୍ଷେତ୍ରରେ ରହିଥାନ୍ତି, ସବୁଥିରେ ଉଚ୍ଚ ସ୍ଥିତିରେ ରହି ଥାନ୍ତି। ଆପଣ ମଜାଳିଆ ସ୍ୱଭାବର ବ୍ୟକ୍ତି ହୋଇ ଥିବାରୁ ଆପଣ ଲୋକଙ୍କର ପ୍ରିୟ ହୋଇ ଥାନ୍ତି। କିନ୍ତୁ ଆପଣଙ୍କର କ୍ରୋଧ ଏବଂ ଚିଡ଼ଚିଡ଼ା ସ୍ଵଭାବ ମଧ୍ୟ ରହିଛି। ଟିକେ ଟିକେ କଥାରେ ରାଜି ଯିବା ଭଳି ଗୁଣ ଆପଣଙ୍କ ମଧ୍ୟରେ ରହିଛି। ଏଥିପାଇଁ ଲୋକେ ପ୍ରାୟତଃ ଆପଣଙ୍କୁ ଭୁଲ ବୁଝି ଥାନ୍ତି। କିନ୍ତୁ ଯେଉଁମାନେ ଆପଣଙ୍କୁ ସଠିକ ଜାଣି ଥାନ୍ତି, ସେମାନେ ଆପଣଙ୍କୁ ତ୍ୟାଗ କରନ୍ତି ନାହିଁ ଏବଂ ଆପଣଙ୍କ ସହିତ ରହିଥାନ୍ତି।ଆପଣ ବହୁତ ଖର୍ଚୀ ସ୍ୱଭାବର ହୋଇଥାନ୍ତି। ଏହି କାରଣରୁ ଆପଣଙ୍କ ଜୀ-ବ-ନରେ ଅନେକ ପ୍ରକାରର ସମସ୍ୟା ଆସିଥାଏ। ଆପଣ ଭବିଷ୍ୟତ ପାଇଁ ଧନ ସଞ୍ଚୟ କରିବାରେ ପ୍ରାୟତଃ ଅସଫଳ ରହିଥାନ୍ତି। କିନ୍ତୁ ଆପଣ ଏହା ଜାଣି ନିଅନ୍ତୁ କି ଗୋଟିଏ ନିଶ୍ଚିତ ସମୟ ସୀମା ମଧ୍ୟରେ ଆପଣଙ୍କ ଜୀ-ବ-ନରେ ବହୁତ ବଡ଼ ପରିବର୍ତନ ଆସିପାରେ। ତାହା ୨୧ ବର୍ଷ, ୩୭ ବର୍ଷ କିମ୍ବା ୪୩ ବର୍ଷରେ ହୋଇପାରେ। ଆପଣଙ୍କ ପାଖକୁ ଏତେ ଧନ ଆସିବ ଯେ ଆପଣ ସ୍ୱପ୍ନରେ ବିଚାର କରି ନଥିବେ।

Google

୩/ ଲାଲ ରଙ୍ଗ – ଯଦି ଆପଣ ଲାଲ ରଙ୍ଗ ବାଛିଛନ୍ତି ତାହେଲେ ଜାଣି ନିଅନ୍ତୁ କି ଆପଣ ଦେଖିବାକୁ ବହୁତ ସୁନ୍ଦର, ଆକର୍ଷକ ଏବଂ ସମସ୍ତଙ୍କ ମନ ମୋହି ନେଲା ଭଳି ବ୍ୟକ୍ତି ଅଟନ୍ତି। ଯିଏ ଆପଣଙ୍କ ସହିତ ଥରେ ମିଶି ଥାନ୍ତି, ସେ ଜୀ-ବ-ନରେ ଆପଣଙ୍କୁ କେବେବି ଭୁଲି ପାରନ୍ତି ନାହିଁ। ଆପଣ ପ୍ରାୟତଃ ଗପିବାକୁ ପସନ୍ଦ କରି ଥାନ୍ତି ଏବଂ ସର୍ବଦା କାହା ସହିତ ଖୁସିରେ ରହିବାକୁ ପସନ୍ଦ କରି ଥାନ୍ତି। ଆପଣଙ୍କ ହୃଦୟ ସମ୍ପୂର୍ଣ୍ଣ ନିର୍ମଳ ଥାଏ। କିନ୍ତୁ କେବେକେବେ ଆପଣ ଠକାମୀ ର ଶି-କା-ର ହୋଇଥାନ୍ତି। ଆପଣ ରଚନାତ୍ମକ କାର୍ଯ୍ୟରେ ରୁଚି ରଖି ଥାନ୍ତି। ଆପଣଙ୍କ ମଧ୍ୟରେ କଠିନରୁ କଠିନ ସ୍ଥିତିକୁ ସହଜରେ ସାମ୍ନା କରିବାର କଳା ଆପଣଙ୍କୁ ଭଲ ଭାବରେ ଜଣା। ଆପଣଙ୍କର ଏହି ଗୁଣ କାରଣରୁ ଆପଣ ନିଜର ଭବିଷ୍ୟତ ନିଜେ ହିଁ ଲେଖି ଥାନ୍ତି। କଳା ଏବଂ ସଙ୍ଗୀତରେ ଆପଣ ରୁଚି ରଖୁଥିବା ବ୍ୟକ୍ତି ଅଟନ୍ତି। ସର୍ବଦା ଆପଣଙ୍କ ହସ ହସ ମୁଖ ଲୋକଙ୍କୁ ପ୍ରଭାବିତ କରିଥାଏ। ଆପଣ ଜଣେ ଦକ୍ଷ ଶିକ୍ଷକ, ବ୍ୟାପାରୀ, ସଙ୍ଗୀତଜ୍ଞ, ଅଭିନେତା ହୋଇ ପାରନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ଆର୍ଟିକିଲ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *