Excuse Me Odisha

ଯାହା କହିବୁ ସତ କହିବୁ

ଟଙ୍କା ପଇସାକୁ ଚୁମ୍ବକ ଭଳି ଟାଣି ଆଣେ ଏହି ଚମତ୍କାରୀ ଗଛ, ଆଜି ହିଁ ଜାଣି ନିଅନ୍ତୁ

ସେୟାର୍ କରନ୍ତୁ

ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଟଙ୍କା ପଇସାକୁ ଚୁମ୍ବକ ଭୋଳି ଟାଣି ଆଣି ଥାଏ । ଏହି ଚମତ୍କାରୀ ଗଛ। ତେବେ ଆସନ୍ତୁ ଜାଣିବା କଣ ସେହି ଚମତ୍କାରୀ ଗଛ।

ବନ୍ଧୁଗଣ ଆଜି ଆମେ ଜାଣିବା ଏକ ଦିବ୍ୟ ଏବଂ ଚମତ୍କାରୀ ଗଛ ବିଷୟରେ। ଯେଉଁ ଗଛଟି ଧନ ଆକର୍ଷଣ କରିବା ସହିତ ଧନ ବୃଦ୍ଧି କରାଇଥାଏ। ଏହି ଗଛଟି ବହୁତ ପ୍ରସିଦ୍ଧ ଅଟେ। ଏହା ହେପ୍ରି ବାସ୍ତୁ ବା ଚାଇନାରେ ଥିବା ଗଛଟିଏ। ତଥାପି ମଧ୍ୟ ଏହାର ବହୁତ ପ୍ରଚଳନ ଅଛି ଆମର ଏହି ଭାରତ ବର୍ଷରେ। ତେବେ ଏହି ଗଛଟିକୁ ହେପ୍ରି ବାସ୍ତୁରେ କ୍ରାସୁଲା ଗଛ ବୋଲି କହିଥାନ୍ତି। ଏହା ସାଧାରଣତଃ ବଜାରରେ ଅତି ସହଜରେ ମିଳି ଯାଇଥାଏ ଏବଂ ଏହି ଗଛଟି ସବୁ ସ୍ଥାନରେ ଭଲ ରୁପରେ ବଢିଥାଏ ଓ ଏହାର ସେତେବେଶି ଯତ୍ନ ନେବାର ଆବଶ୍ୟକ ମଧ୍ୟ ପଡ଼ିନଥାଏ।ବନ୍ଧୁଗଣ ସାଧାରଣତଃ ସମସ୍ତେ ଧନୀ ହେବା ପାଇଁ ଇଛା ରଖିଥାନ୍ତି ଓ ଐଶ୍ୟ ଆରାମ ବା ସୌଖିନ ଜୀବନ ଯାପନ ବିତାଇବା ପାଇଁ ଇଛା ରଖିଥାନ୍ତି। ମାତ୍ର ଯେତେ ରୋଜଗାର କଲେ ମଧ୍ୟ ଅଭାବ ଲାଗି ରହେ। ତ ଆଉ କିଏ ରୋଜଗାର କରିପାରନ୍ତି ନାହିଁ ତ ଆଉ କିଏ ଦିନ ରାତି ପରିଶ୍ରମ କରି ମଧ୍ୟ ପଇସାଟିଏ ପାଇନଥାଏ। ଜୀବନରେ ବିଫଳ ହୋଇଥାନ୍ତି। ତେଣୁ ଏହି ପରିସ୍ଥିତିରୁ ମୁକ୍ତି ପାଇବା ପାଇଁ ଭଲ ରୋଜଗାର କରିବା ପାଇଁ ବା ରୋଜଗାରର ବାଟ ପାଇବା ପାଇଁ ହେପ୍ରି ବାସ୍ତୁର ଏହି ଗଛ ଲଗାଇଲେ ଏହି ସମସ୍ତ ସମସ୍ୟା ଦୂର ହୋଇଥାଏ।ଘରେ ଧନ ଐଶର୍ଯ୍ୟ ବୃଦ୍ଧି ହୋଇଥାଏ।ଧନ ବା ଟଙ୍କା ପଇସାକୁ ଚୁମ୍ବକ ଭୋଳି ଟାଣି ଆଣିଥାଏ।ଏବଂ ଜୀବନରେ ଉନ୍ନତି ଆଣି ଦେଇଥାଏ। ଏହି ଗଛଟିକୁ ଘରେ ଲଗାଇବା ଦ୍ବାରା ଘରେ ସକାରାତ୍ମକ ଉର୍ଜାର ସଂଚାର ହୋଇଥାଏ। ଯାହା ଦ୍ବାରା ଘରର ଅନେକ ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ। ଏହି ଗଛକୁ ସାଧାରଣତଃ ଘରର ମୁଖ୍ୟ ଦ୍ୱାର କିମ୍ବା ଅଗଣାରେ ମଧ୍ୟ ଲଗାଇ ପାରିବେ।

Google

ବନ୍ଧୁଗଣ ଏହି କ୍ରାଫୁଲା ଗଛର ଫୁଲ ଶୁଦ୍ଧତା ଏବଂ ଦୈବିକତାର ମାନ୍ୟତା ଅଛି। ଗଛଟିକୁ ଘରେ ଲଗାଇବା ଦ୍ବାରା ଯେତିକି ଲାଭଦାୟକ ହୋଇଥାଏ ଏହା ଠାରୁ ଅନେକ ଅଧିକ ଲାଭ ଫୋଳ ମିଳିଥାଏ। ଏହି ଗଛରେ ଫୁଲ ଫୁଟିବା ଦ୍ବାରା ଏହି ଗଛ ଲଗାଇଲେ ଉନ୍ନତିତ ହୋଇଥାଏ ମାତ୍ର ଏହି ଗଛରେ ଫୁଲ ଫୁଟିବା ଆରମ୍ଭ ଆରମ୍ଭ ହୋଇଗଲେ ଧନ, ଐଶର୍ଯ୍ୟ ବହୁମାତ୍ରାରେ ଆକର୍ଷିତ ହୋଇଥାଏ ବା ଘରେ ଧନରେ ବୃଦ୍ଧି ହୋଇଥାଏ ଏବଂ ଘରେ ଯଦି କିଛି ନକାରାତ୍ମକ ଶକ୍ତି ଥାଏ ତେବେ ତାହାକୁ ମଧ୍ୟ ଘରୁ ବାହାର କରିଦେଇଥାଏ।

ସକାରାତ୍ମକ ଉର୍ଜାର ସଂଚାର ବଢ଼ାଇଥାଏ। ଏଣୁ ଜୀବନରେ ବହୁତ ଉନ୍ନତି ବା ସଫଳତା ପାଇବା ପାଇଁ ଚାହୁଁଥିବେ ଏହି କ୍ରାଫୁଲା ଗଛରୁ ଗୋଟେ ନିଶ୍ଚୟ ଲଗାନ୍ତୁ ଓ ଏହାର ଲାଭ ଉଠାନ୍ତୁ। କାରଣ ଏହା ଖାଲି ଘରକୁ ସାକାରାତ୍ମକ ଉର୍ଜା ଦେଇନଥାଏ ବରଂ ଆପଣଙ୍କ ଶରୀରରେ ମଧ୍ୟ ସାକାରାତ୍ମକତା କରିଦେଇଥାଏ। ଯାହା ଦ୍ବାରା ଆପଣ ଆଉ ଅଟକି ରହିବେ ନାହିଁ ଆଗକୁ ବଢ଼ି ଚାଳିବେ। ପରିଶ୍ରମ କରିବେ ଏବଂ ପରିଶ୍ରମର ଫଳ ନିଶ୍ଚୟ ମିଳିବ ଏବଂ ତାହା ତିଷ୍ଠି ରହିବ ବା ସଞ୍ଚୟ ବଢ଼ିବ। ତେଣୁ ପରିଶ୍ରମ ଦ୍ବାରା ହିଁ ଆପଣ ଆଗକୁ ବଢ଼ିବେ। କାରଣ ଖାଲି ଗଛଟିଏ ଲଗାଇ ଦେଇ ବସି ପଡ଼ିଲେ ହେବ ନାହିଁ। କର୍ମ କରିବାକୁ ପଡ଼ିବ। ତେଣୁ କର୍ମ ଅନୁସାରେ ନିଶ୍ଚୟ ଫଳ ମିଳିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *