Excuse Me Odisha

ଯାହା କହିବୁ ସତ କହିବୁ

ହାତରେ କେଉଁ ରେଖା ଥିଲେ ମଣିଷ ଧନୀ ହୁଏ, ଜୀବନ ସୁଖମୟ ହୁଏ । ଆଜି ହିଁ ଜାଣି ନିଅନ୍ତୁ ଆପଣଙ୍କର ଅଛି କି ନାହିଁ

ସେୟାର୍ କରନ୍ତୁ

ବନ୍ଧୁଗଣ ହସ୍ତରେଖା ବିଜ୍ଞାନରେ ଆଜି ଆମେ ଆଲୋଚନା କରିବା ହାତରେ କେଉଁ ରେଖା ଥିଲେ ବା କିପରି ରେଖା ଥିଲେ ଧନ ଯୋଗ ଥାଏ। ହସ୍ତରେଖା କିପରି ହେଲେ ଧନ, ବୈଭବ ଏବଂ ଐଶ୍ୱର୍ଯ୍ୟ ମିଳିଥାଏ।

ଯଦି ହାତର ଜୀବନରେଖା ଏବଂ ମସ୍ତକ ରେଖାର ମଝିରେ ଏକ ନକ୍ଷତ୍ର ଚିହ୍ନ ବା ଷ୍ଟାର ଚିହ୍ନ ଥାଏ , ଯଦି ହାତରେ ଏହିପରି ଥାଏ ତାହେଲେ ସେହି ବ୍ୟକ୍ତି ଧନୀ ହୋଇଥାଏ। ଯଦି ହାତର ତର୍ଜନୀ ଆଙ୍ଗୁଳିର ମଝିରେ ଏକ ନକ୍ଷତ୍ର ବା ଷ୍ଟାର ଚିହ୍ନ ରହିଥାଏ , ତେବେ ସେହି ବ୍ୟକ୍ତି ଭାଗ୍ୟବାନ ଏବଂ ଧନବାନ ହୋଇଥାନ୍ତି। ଯଦି ହାତର ଅନାମିକା ଆଙ୍ଗୁଳିରେ ପ୍ରଥମ ପବ ରେ ଦୁଇଟି, ମଝି ପବରେ ତିନୋଟି ଏବଂ ଶେଷ ପବ ରେ ଦୁଇଟି ରେଖା ବା ଗାର ଥାଏ, ସେହି ବ୍ୟକ୍ତି ଧନୀ ହୋଇ ଥାନ୍ତି। ସେମାନେ ଅଧିକ ଭାଗ୍ୟବାନ ରହିବେ। ଯଦି ଜୀବନରେଖାରୁ ଛୋଟ ରେଖା ବାହାରି ଉପର ଆଡ଼କୁ ବା ଅନାମିକା ଆଡ଼କୁ ଯାଇଥିବ, ତେବେ ସେହି ବ୍ୟକ୍ତି ଜୀବନରେ ସଫଳ ଏବଂ ଧନବାନ ହୋଇଥାନ୍ତି। ଯଦି ଜୀବନରେଖାରୁ ଏଭଳି ଛୋଟ ଛୋଟ ରେଖା ତଳ ଆଡ଼କୁ ବାହାରି ଉଭୟ ଆଡ଼କୁ ବାହାରିଥାଏ, ତେବେ ସେହି ବ୍ୟକ୍ତି କୁ ଅନେକ ସ୍ରୋତରୁ ଆୟ ବୃଦ୍ଧି ହେବ ଏବଂ ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ଯଦି ଜୀବନରେଖା ରୁ ଭାଗ୍ୟ ରେଖା ବାହାରେ, ତାହେଲେ ସେହି ବ୍ୟକ୍ତି ଭାଗ୍ୟବାନ, ଧନବାନ ଏବଂ ସଫଳ ହୋଇଥାନ୍ତି। ଯଦି ମସ୍ତକ ରେଖାରୁ କିଛି ରେଖା ତର୍ଜନୀ ଆଙ୍ଗୁଳି ଆଡ଼କୁ ଯାଇଥାଏ, ତାହେଲେ ସେହି ବ୍ୟକ୍ତି ଜୀବନରେ ସଫଳ ହୋଇଥାନ୍ତି। ଯଦି ଭାଗ୍ୟ ରେଖା ଉପରେ ତିନୋଟି ରେଖା ବାହାରି ଥାଏ,ସେହି ବ୍ୟକ୍ତି ଧନବାନ ହୋଇଥାନ୍ତି। ସେହି ବ୍ୟକ୍ତି ଯଶ ପାଇବା ସହିତ ଆରାମଦାୟକ ଜୀବନ ଅତିବାହିତ କରିଥାନ୍ତି।

Google

ଯଦି ହୃଦୟ ରେଖା ଉପରେ ତର୍ଜନୀ ଆଙ୍ଗୁଳି ତଳେ ରେଖା ର ଗୁଚ୍ଛ ଥାଏ, ତେବେ ସେହି ବ୍ୟକ୍ତି ଭାଗ୍ୟବାନ ହେବା ସହିତ ପ୍ରେମମୟ ଜୀବନ ଅତିବାହିତ କରିବେ। ଯଦି ସୂର୍ଯ୍ୟରେଖା ଉପରେ ଛୋଟ ଛୋଟ ତିନୋଟି ରେଖା ବାହାରି ତ୍ରିଶୂଳ ପରି ହୋଇଥାଏ ,ତେବେ ସେହି ବ୍ୟକ୍ତି ପ୍ରସିଦ୍ଧ ଅର୍ଜନ କରିଥାନ୍ତି ଏବଂ ଧନଲାଭ କରି ଥାନ୍ତି। ଯଦି ଅର୍ଜନୀ ଆଙ୍ଗୁଳି ବା ଅନାମିକା ଆଙ୍ଗୁଳି ତଳେ ତ୍ରିଭୁଜ ଭଳି ହୋଇଥାଏ, ସେହି ବ୍ୟକ୍ତି ଜଣେ ସଫଳ ଏବଂ ଧନବାନ ହୋଇଥାନ୍ତି। ଯଦି ଭାଗ୍ୟ ରେଖା ଉପରେ ଉପରେ ଏପରି ଦୀପ ଭଳି ବା ଆଖି ପରି ଚିହ୍ନ ଥାଏ, ସେହି ବ୍ୟକ୍ତିର ଧନହାନୀ ହୋଇଥାଏ । ଯଦି ଭାଗ୍ୟରେଖା ଉପରେ ଚତୁର୍ଭୁଜ ଭଳି ରେଖା ରହିଛି ତାହେଲେ ସେହି ବ୍ୟକ୍ତି ଙ୍କୁ ଆର୍ଥିକ କ୍ଷତି ରୁ ମୁକ୍ତି ମିଳି ପାରି ନଥାଏ। କିନ୍ତୁ ତାଙ୍କର ଆର୍ଥିକ ସମସ୍ୟା ଲାଗି ରହିଥାଏ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *