Excuse Me Odisha

ଯାହା କହିବୁ ସତ କହିବୁ

ଆଜି ରାତିଠାରୁ ଏହି 7ଟି ଭାଗ୍ୟଶାଳୀ ରାଶିଙ୍କ ଖୋଲିଲା ଭାଗ୍ୟ, ଧନ ପ୍ରାପ୍ତି ସହିତ ମାନସମ୍ମାନ ମିଳିବ

ସେୟାର୍ କରନ୍ତୁ

ଆଜି ରାତି 12ଟା ଠାରୁ ଏହି ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଏହି ସମୟ ଶୁଭ ହେବାକୁ ଯାଉଛି। ଯାହାର ଲାଭ ଯଦି ଏହି ରାଶି ବିଶିଷ୍ଠ ବ୍ୟକ୍ତିମାନେ ଉଠାଇବାକୁ ଚାହୁଁଛନ୍ତି ତେବେ ଏହି ସୁଯୋଗକୁ ହାତରୁ ଯିବାକୁ ଦିଅନ୍ତୁ ନାହିଁ। କାରଣ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ଦିନ ବିଶେଷ ଶୁଭ ରହିଛି। ଏହି ସମୟରେ ଏହି ବ୍ୟକ୍ତିମାନଙ୍କ ସମସ୍ତ କାର୍ଯ୍ୟ ଅନୁକୂଳ ରହିବ। ତେବେ ଆସନ୍ତୁ ଜାଣିବା ଏହିସବୁ ରାଶି ଗୁଡିକ କଣ କଣ ।

Goole

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଧନକୁ ନେଇ ବହୁତ ବଡ଼ ଲାଭ ହେବ । ଏହି ରାଶିର ବ୍ୟକ୍ତିଙ୍କ ଉପରେ ଭଗବାନ ଶିବଙ୍କର ବିଶେଷ କୃପା ରହିବ। ଆଜିଠାରୁ ଏହି ବ୍ୟକ୍ତିଙ୍କ ଜୀବନର ସବୁ ଅସୁବିଧା ଦୁରହେବ । ଏମାନଙ୍କର ଏହି ସମୟରେ ବେପାର ବାଣିଜ୍ୟରେ ବହୁତ ଲାଭ ହେବ । ଏହାସହିତ ଏହି ସମୟରେ ଏମାନଙ୍କର ମନ ଧାର୍ମିକ ଭାବନାରେ ରୁଚି ଦେଖାଇବ। ଏହି ସମୟରେ କରାଯାଇଥିବା କାର୍ଯ୍ୟ ଏମାନଙ୍କ ପାଇଁ ବହୁତ ଶୁଭ ହେବ। ଏହି ବ୍ୟକ୍ତି ମାନଙ୍କର ସମାଜରେ ସମ୍ମାନ ବଢିବ ଏବଂ ପ୍ରତିଷ୍ଠା ମଧ୍ୟ ରହିବ। ସମୟ ଅନୁକୂଳ ହେବା କାରଣରୁ ଏମାନଙ୍କୁ ପ୍ରେମରେ ମଧ୍ୟ ସହଜରେ ସଫଳତା ମିଳିବ। ଏହି ସମୟରେ ଏହି ବ୍ୟକ୍ତିଙ୍କର ଫସିରହିଥିବା ଧନ ମଧ୍ୟ ଫେରିଆସିବ। ଚାକିରୀ କ୍ଷେତ୍ରରେ ମଧ୍ୟ ଏମାନଙ୍କୁ ଉଚ୍ଚସ୍ଥାନ ମିଳିବ। ଏହିବ୍ୟକ୍ତିମାନଙ୍କୁ କେବେଳ ନିଜ କ୍ରୋ-ଧ ଉପରେ ନିୟନ୍ତ୍ରଣ ରଖିବାର ଅଛି । ଚାକିରି ନଥିବା ବ୍ୟକ୍ତିଙ୍କୁ ମଧ୍ୟ ଚାକିରୀ ମିଳିବାର ସମ୍ଭାବନା ବହୁତ ରହିଛି। ଏହାସହିତ ପ୍ରତିଯୋଗିତା କ୍ଷେତ୍ରରେ ମଧ୍ୟ ଏହିବ୍ୟକ୍ତିଙ୍କୁ ସହଜରେ ସଫଳତା ମିଳିବ। ଆଜି ରାତିଠାରୁ ଏହି ବ୍ୟକ୍ତିବିଶେଷଙ୍କ ପାଇଁ ଶୁଭଭବେଳା ଆରମ୍ଭ ହୋଇଯିବ।

Google

ସେହି ରାଶିଗୁଡିକର ନାମ ହେଉଛି ମେଷ ରାଶି, ବୃଷ ରାଶି, ତୁଳା ରାଶି, ସିଂହ ରାଶି , କନ୍ୟା ରାଶି ଏବଂ କୁମ୍ଭ ରାଶି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଓଁ ନମଃ ଶିବାୟ ” ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *