Excuse Me Odisha

ଯାହା କହିବୁ ସତ କହିବୁ

ସକାଳ ସମୟରେ ସ୍ତ୍ରୀ ଲୋକଙ୍କର ଏହି ଜିନିଷ ଭୁଲରେ ଦେଖନ୍ତୁ ନାହିଁ ନହେଲେ ବ-ର୍ବା-ଦ ହୋଇଯିବେ।

ସେୟାର୍ କରନ୍ତୁ

ବନ୍ଧୁଗଣ ଏପରି କରିବା ବହୁତ ଅନର୍ଥ କାରୀ ହୋଇଥାଏ। ସକାଳୁ ସକାଳୁ ଉଠି କୌଣସି ବ୍ୟକ୍ତିଙ୍କୁ ସ୍ତ୍ରୀ ଲୋକଙ୍କର ଏହି ଜିନିଷକୁ ଭୁଲରେ ଦେଖିବା ଉଚିତ ନୁହେଁ। ଏପରି କରିବା ଦ୍ବାରା ବ୍ୟକ୍ତି ଗରିବ ହୋଇଯାଇଥାଏ। ଘରକୁ ନିର୍ରଦ୍ଧନତା ଆସିଥାଏ। ବନ୍ଧୁଗଣ ଯଦି ଆମେ ଦିନର ଆରମ୍ଭ ଭଲ ଭାବରେ କରିବା ତ ତେବେ ସଫଳତା ମିଳିବାରେ କଠିନତା ଆସିବ ନାହିଁ। ଗରୁଡ଼ ପୁରାଣରେ ଏହା ବର୍ଣ୍ଣିତ ରହିଛି କି ବ୍ୟକ୍ତିର ଗରିବି ସେତେବେଳେ ଆସିଥାଏ ଯେତେବେଳେ ତାର ସକାଳର ଆରମ୍ଭ ଭୁଲ ଢଙ୍ଗରେ ହୋଇଥାଏ। ଗରୁଡ଼ ପୁରାଣରେ ଏହା ମଧ୍ୟ ବର୍ଣ୍ଣିତ ରହିଛି କି କିଛି ଜିନିଷ ରହିଛି ଯାହାକୁ ଯଦି ବ୍ୟକ୍ତି ସକାଳୁ ଉଠି ଦେଖିବ ତ ତାର ଗରିବି ଆସିଥାଏ। ଆପଣ ଧୀରେ ଧୀରେ ନିର୍ଦ୍ଧନି ହୋଇଯିବେ। ଘର ପରିବାରରେ ଦୁଃଖ ଏବଂ ସଙ୍କଟ ବଢ଼ି ଚାଲିବ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ବିଷୟରେ।

ଚରି-ତ୍ରହୀ-ନ ମହିଳା ଏବଂ ପୁରୁଷଙ୍କୁ ଦେଖିବା:-

ଗରୁଡ଼ ପୁରାଣ ଅନୁସାରେ ଚରି-ତ୍ରହୀ-ନ ମହିଳା ଏବଂ ପୁରୁଷଙ୍କୁ ସକାଳୁ ଉଠି ଦେଖିବା ଦ୍ବାରା ବହୁତ ଅଶୁଭ ହୋଇଥାଏ। ସେଥିପାଇଁ ଯଦି ସମ୍ଭବ ତେବେ ଖାସ କରି ସକାଳୁ ସକାଳୁ ସର୍ବ ପ୍ରଥମେ ଉଠି ଏହି ଭଳି ପୁରୁଷ ଏବଂ ସ୍ତ୍ରୀଙ୍କ ମୁହଁ ଦେଖନ୍ତୁ ନାହିଁ। ସକାଳୁ ଉଠି ସର୍ବ ପ୍ରଥମେ ଭଗବାନଙ୍କର ଦର୍ଶନ କରନ୍ତୁ ଓ ତାପରେ ଯାଇ ଅନ୍ୟ କାହାକୁ ଦେଖନ୍ତୁ।

Google

ଟିଭି:-

ସକାଳୁ ଉଠି ସର୍ବ ପ୍ରଥମେ ଟିଭି ଦେଖିବା ଉଚିତ ନୁହେଁ। ଆପଣ ସକାଳର ଆରମ୍ଭ ଟିଭି ଦେଖି କରୁଛନ୍ତି ତ ଏହା ଦ୍ବାରା ଆପଣଙ୍କ ଦୈନିକ ଜୀ-ବ-ନ ଖରାପ ହୋଇପାରେ। ଟିଭି ଦେଖିଲା ବେଳେ ସର୍ବ ପ୍ରଥମେ ଟିଭିକୁ ଅନାଇଲା ବେଳେ ଟିଭିରେ ଆପଣଙ୍କ ପ୍ରତିବିମ୍ବ ଦେଖା ଯାଇଥାଏ। ଏହା ଆପଣଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଏହା ବ୍ୟତିତ ସକାଳୁ ଉଠି ସର୍ବ ପ୍ରଥମେ ଆଇନାରେ ନିଜ ମୁହଁ ଦେଖନ୍ତୁ ନାହିଁ।

Google

ଜୋତା ଚପଲ:-

ବନ୍ଧୁଗଣ ଜୋତା ଏବଂ ଚପଲରେ ଶନିଦେବ ବାସ କରିଥାନ୍ତି। ସେଥିପାଇଁ ସକାଳୁ ଉଠି ସର୍ବ ପ୍ରଥମେ ଓଲଟି ଥିବା ଜୋତା ଭୁଲରେ ମଧ୍ୟ ଦେଖନ୍ତୁ ନାହିଁ। ଏହା ଆପଣଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇ ଥାଏ। ତେଣୁ ଏପରି ଭୁଲ କରନ୍ତୁ ନାହିଁ। ଏହା ଦ୍ବାରା ଆପଣଙ୍କ ଉପରେ ଦୋଷ ଲାଗିପାରେ। ଏହା ଦ୍ବାରା ଆପଣଙ୍କର କାହା ସହିତ ଶ-ତୃ-ତା ବଢ଼ିପାରେ।

ଅଇଁଠା ବାସନ:-

ସକାଳୁ ଉଠି ଅଇଁଠା ବାସନ ଦେଖିବା ଦ୍ବାରା ଆପଣଙ୍କର ପୁରା ଦିନ ଖରାପ ହୋଇପାରେ। ଏହାକୁ ସକାଳୁ ଉଠି ଦେଖିବା ଦ୍ବାରା ରାହୁ ଏବଂ କେତୁଙ୍କର ସାମ୍ନା କରିବାକୁ ପଡ଼ିଥାଏ। ବ୍ୟକ୍ତି ଏହା ଦ୍ବାରା କାଙ୍ଗାଳ ହୋଇଯାଇଥାଏ। ସେଥି ପାଇଁ ସବୁବେଳେ ରାତିରେ ଅଇଁଠା ବାସନ ଧୋଇ ଦିଅନ୍ତୁ। ଏହା ଦ୍ୱାରା ମା ଅର୍ଣ୍ଣପୂର୍ଣା ହୋଇଥାନ୍ତି ପ୍ରସନ୍ନ। ଏହା ବ୍ୟତିତ ସକାଳୁ ସକାଳୁ ଝଗଡା, ଧାରୁଆ ଜିନିଷ, ଭ-ୟଙ୍କ-ର ଜୀବଙ୍କର ଫୋଟ ଆଦି ଦେଖିବା ଉଚିତ ନୁହେଁ। ଏହି ସବୁ ଜିନିଷର ବିଶେଷ ଧ୍ୟାନ ଦିଅନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *