Excuse Me Odisha

ଯାହା କହିବୁ ସତ କହିବୁ

ଏହିପରି ରୋଷେଇ ଘର ଥିଲେ ଘର ବ-ର୍ବା-ଦ ହୋଇ ଯାଏ , ଆଜି ହିଁ ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ଏହିପରି ରୋଷେଇ ଘର ଥିଲେ ଘର ବ-ର୍ବା-ଦ ହୋଇଯାଇଥାଏ। ତେବେ ଆସନ୍ତୁ ଜାଣିବା ।

ବନ୍ଧୁଗଣ ଆପଣଙ୍କ ରୋଷେଇ ଘରେ ଏହି ଭୁଲ କରନ୍ତୁ ନାହିଁ। ଏହା ଦ୍ବାରା ମାତା ଅନ୍ନପୁର୍ଣା ହୋଇଥାନ୍ତି କ୍ରୋ-ଧିତ। ଏହାକୁ ସବୁଠାରୁ ବଡ଼ ପାପ ବୋଲି ମାନାଯାଏ। ଏହା ଦ୍ବାରା ହୋଇଥାଏ ଅନର୍ଥ। ଶାସ୍ତ୍ର ଅନୁସାରେ, ରୋଷେଇ ଘର ଏହି ଭୁଲ କରିବା ଦ୍ବାରା ବ୍ୟକ୍ତି ନିର୍ଦ୍ଧନି ହୋଇଯାଏ। ରୋଷେଇ ଘରେ ଏହି ଭୁଲ କରିବାକୁ ସବୁଠାରୁ ବଡ଼ ପା-ପ ବୋଲି ମାନାଯାଏ। ସେଥିପାଇଁ ବନ୍ଧୁଗଣ ଆପଣ ଏହି ଭୁଲ କରନ୍ତୁ ନାହିଁ। ତେବେ ଆସନ୍ତୁ ଜାଣିବା ସେହି ଭୁଲ କଣ।

Google

ରୋଷେଇ ଘରେ ରାନ୍ଧିବା ସମୟରେ କେତେକ ମହିଳା ସ୍ନାନ କରିନଥାନ୍ତି। ଏହିପରି କରିବା ଦ୍ବାରା ମାତା ଅନ୍ନପୂର୍ଣ୍ଣା କ୍ରୋ-ଧିତ ହୋଇଥାନ୍ତି। ଘରେ ଦରିଦ୍ରତାର ବାସ ହୋଇଥାଏ। ସେଥିପାଇଁ ବନ୍ଧୁଗଣ ଆପଣ ଏହି ଭୁଲ କରନ୍ତୁ ନାହିଁ।

ରୋଷେଇ ଘର ଯଦି ସଫା ସୁତରା ନଥିବ ତେବେ ରାହୁ-କେତୁଙ୍କର ପ୍ରଭାବ ପଡ଼ିଥାଏ। ରୋଷେଇ ଘର ସଫା ସୁତରା ରଖୁନଥିବ ଘରେ ରୋଜଗାର କରୁଥିବା ବ୍ୟକ୍ତିଙ୍କ ଉପରେ ସବୁଠାରୁ ଅଧିକ ଖରାପ ପ୍ରଭାବ ପଡ଼ିଥାଏ। ପୁରା ଘର ଧୀରେ ଧୀରେ ନିର୍ଦ୍ଧନତାର ଶି-କା-ର ହୋଇଯାଏ। ସେଥିପାଇଁ ରୋଷେଇ ଘର ସବୁବେଳେ ସଫା ସୁତରା ରଖନ୍ତୁ।

ରୋଷେଇ ଘରେ ଅଧିକ ଧାର ଯୁକ୍ତ ଜିନିଷ ରଖିବା ଉଚିତ ନୁହେଁ। ଏହା ଦ୍ବାରା ପରିବାରରେ କଳହ ବଢିଥାଏ ଏବଂ ଝ-ଗଡା ସବୁବେଳେ ହୋଇଥାଏ। ରୋଷେଇ ଘରେ ଅଧିକ ଧାର ଯୁକ୍ତ ଜିନିଷ ରଖିବା ଦ୍ବାରା ନକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ। ରୋଷେଇ ଘର ସାମ୍ନାରେ ଜୋତା, ଚପଲ ଏବଂ ଝାଡୁ ପୋଛା ଭୁଲରେ ମଧ୍ୟ ରଖନ୍ତୁ ନାହିଁ। ଏହା ଦ୍ବାରା ମାତା ଅର୍ଣ୍ଣପୂର୍ଣା ରାଗି ଥାନ୍ତି ଏବଂ ପୁରା ଘରକୁ ଗରିବୀର ସାମ୍ନା କରିବାକୁ ପଡ଼ିଥାଏ। ଏହାକୁ ପାପ ବୋଲି ମାନାଯାଏ।

Google

ରୋଷେଇ ଘରେ ଖାଦ୍ୟ ବନେଇବା ସମୟରେ ମହିଳା ମାନଙ୍କୁ ସେହି ଖାଦ୍ୟକୁ ଅଇଁଠା କରିବା ଉଚିତ ନୁହେଁ। ଏହା କରିବା ଦ୍ବାରା ମାତା ଅର୍ଣପୁର୍ଣାଙ୍କର ଅପମାନ ବୋଲି ମାନାଯାଇଥାଏ। ଏହା ଦ୍ବାରା ଘରକୁ ଦରିଦ୍ରତା ଆସିଥାଏ। ମାତା ଲକ୍ଷ୍ମୀ ମଧ୍ୟ ରାଗିଥାନ୍ତି। ଘରର ସୁଖ ଶାନ୍ତି ଭଙ୍ଗ ହୋଇଥାଏ। ତେଣୁ ବନ୍ଧୁଗଣ ଏହି ଭୁଲ କରନ୍ତୁ ନାହିଁ।

ବନ୍ଧୁଗଣ ଶାସ୍ତ୍ରରେ ଏହା କୁହାଯାଇଛି କି ଘରେ ଯଦି ମାତା ଅର୍ଣପୁର୍ଣାଙ୍କର ବାସ ହୋଇଥାଏ, ଅନ୍ୟ ଦେବୀ ଦେବତା ମଧ୍ୟ ଘରେ ବାସ କରିଥାନ୍ତି। ସେଥିପାଇଁ ଏହି ସବୁ କଥାର ଧ୍ୟାନ ଦିଅନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଅର୍ଣ୍ଣପୂର୍ଣ୍ଣା “ଲେଖି ଦିଅନ୍ତୁ । ମାତାଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *