Excuse Me Odisha

ଯାହା କହିବୁ ସତ କହିବୁ

ଏହି ଚଳଚ୍ଚିତ୍ର ଗୁଡ଼ିକର ସୁଟିଂ ସେଟରେ ଘଟିଥିଲା ଭ-ୟଙ୍କ-ର ଦୁ-ର୍ଘଟ-ଣା, ଏହି ସୋ’ର ସେଟରେ ମୃ-ତ୍ୟୁ ଘଟିଥିଲା ​​50 ଜଣଙ୍କର

ସେୟାର୍ କରନ୍ତୁ

ଚଳଚ୍ଚିତ୍ର ନିର୍ମାଣ ସମୟରେ କେବଳ ତାରକାଙ୍କ କ୍ୟାରିୟର ଏବଂ ନିର୍ମାତାଙ୍କ ଟଙ୍କା ବାଜିରେ ଲାଗିଥାଏ ତାହାନୁହେଁ, ବରଂ ସେହି ସମସ୍ତ ଲୋକଙ୍କ ଜୀ-ବ-ନ ମଧ୍ୟ ସମାନ ଭାଗୀଦାର ଥାଏ| ଯେଉଁମାନେ, କ୍ୟାମେରା ପଛରେ କାମ କରନ୍ତି । ସେହି ସମସ୍ତ ଶ୍ରମିକ, ଯାହାଙ୍କ ନାମ କେବଳ ଦର୍ଶକଙ୍କୁ ନୁହେଁ ବରଂ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଏବଂ ନିର୍ମାତାଙ୍କୁ ମଧ୍ୟ ଜଣା ନଥାଏ । ଏହି ପରିପ୍ରେକ୍ଷୀରେ, ଫିଲ୍ମର ସେଟରେ କୌଣସି ଦୁ-ର୍ଘ-ଟ-ଣା ନହେବା ପାଇଁ ନିର୍ମାତାମାନେ ଯତ୍ନବାନ ହୁଅନ୍ତି । କିନ୍ତୁ, ଆମେ ଆପଣଙ୍କୁ ଫିଲ୍ମର ସୁଟିଂ ବିଷୟରେ କହିବାକୁ ଯାଉଛୁ, ଯେଉଁ ଗୁଡ଼ିକର ସୁଟିଂ ସେଟରେ ଭ-ୟ-ଙ୍କ-ର ନି-ଆଁ ଲାଗିଥିଲା ​​। ଯେଉଁଥିରେ ଲକ୍ଷ ଲକ୍ଷ ଟଙ୍କାର କ୍ଷ-ତି ହେବା ସହ ଲୋକମାନେ ପ୍ରା-ଣ ମଧ୍ୟ ହରାଇଛନ୍ତି ।

ରାଜା ହରିଶ୍ଚନ୍ଦ୍ର:-

ସୁଟିଂ ସେଟରେ ଦୁ-ର୍ଘ-ଟ-ଣା ଘଟିବା କଥା ଆଲୋଚନା ହେଲେ ଫିଲ୍ମ ‘ରାଜା ହରିଶ୍ଚନ୍ଦ୍ର’ ନାମ ପ୍ରଥମେ ଆସେ । ଫିଲ୍ମ ତିଆରି ହେବାର କିଛି ବର୍ଷ ପରେ ଏହି ଘ-ଟ-ଣା ଘଟିଥିଲା ​​। 1917 ମସିହାରେ ଏହି ଚଳଚ୍ଚିତ୍ରର ଶେଷ ସୁଟିଂ ସମୟରେ ନି-ଆଁ ଲାଗିଯାଇଥିଲା, ଯେତେବେଳେ ଦୁ-ର୍ଘ-ଟ-ଣା ଘଟିଲା, ଫିଲ୍ମର ପ୍ରିଣ୍ଟ ଗୋଟିଏ ସିନେମା ଟେଣ୍ଟରୁ ଅନ୍ୟ ଟେଣ୍ଟକୁ ସ୍ଥାନାନ୍ତରିତ ହେଉଥିଲା। ପ୍ରିଣ୍ଟରେ ନି-ଆଁ ଲାଗିବା ପରେ ଫିଲ୍ମର ନିର୍ଦ୍ଦେଶକ ଫାଲକେ ଏହି ଫିଲ୍ମର ପୁନଃ ସୁଟିଂ କରିଥିଲେ ।

ମଦର ଇଣ୍ଡିଆ:-

ଫିଲ୍ମ ‘ମଦର ଇଣ୍ଡିଆ’ର ସୁଟିଂ ସେଟରେ ଭୀଷଣ ନି-ଆଁ ଲାଗିଥିଲା ଯେତେବେଳେ ଅଭିନେତ୍ରୀ ନର୍ଗିସ୍ ଏବଂ ଅଭିନେତା ସୁନୀଲ ଦତ୍ତ ଏହି ଫିଲ୍ମରେ ନି-ଆଁ ଲାଗିବାର ସିନ୍‌ ସୁଟିଂ କରୁଥିଲେ । ସେହି ଦୃଶ୍ୟରେ ସୁନୀଲ ଦତ୍ତଙ୍କୁ ନର୍ଗିସଙ୍କୁ ନି-ଆଁରୁ ରକ୍ଷା କରିବାର ଥିଲା । ନି-ଆଁ ଏତେ ବ୍ୟାପି ଯାଇଥିଲା ଯେ ନର୍ଗିସଙ୍କ ଜୀ-ବ-ନ ବି-ପ-ଦରେ ଥିଲା । ସେତେବେଳେ ସୁନୀଲ ଦତ୍ତ ତୁରନ୍ତ ଏକ କମ୍ବଳ ନେଇ ନର୍ଗିସଙ୍କୁ ଘୋଡ଼ାଇ ସୁରକ୍ଷିତ ଭାବରେ ବାହାରକୁ ଆଣିଥିଲେ । ଏହି ଦୁ-ର୍ଘଟ-ଣାରେ ସୁନୀଲ ଦତ୍ତ ଟିକିଏ ଆ-ହ-ତ ହୋଇଥିଲେ ।

ବ୍ଲାକ:-

2004 ରେ ମୁମ୍ବାଇରେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ବ୍ଲାକ୍ ର ସୁଟିଂ ସେଟ୍ ରେ ଏକ ବଡ଼ ଅ-ଗ୍ନି-କା-ଣ୍ଡ ଘଟି ଫିଲ୍ମର ଅଧିକାଂଶ ଉପକରଣ ନଷ୍ଟ ହୋଇଯାଇଥିଲା । ଏହି ଦୁ-ର୍ଘ-ଟ-ଣାରେ କିଛି ଲୋକ ସାମାନ୍ୟ ଆ-ହ-ତ ମଧ୍ୟ ହୋଇଥିଲେ ।

ଦେବଦାସ :-

ଫିଲ୍ମ ‘ଦେବଦାସ’ର ସୁଟିଂ ସେଟରେ ଭୀଷଣ ନି-ଆଁ ଲାଗିଯାଇଥିଲା ଏବଂ ଏହି ଦୁ-ର୍ଘ-ଟ-ଣାରେ ଦୁଇ ଜଣଙ୍କର ମୃ-ତ୍ୟୁ ହୋଇଥିଲା । ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି, ସଞ୍ଜୟ ଲୀଲା ଭନସାଲୀ । ଆପଣଙ୍କୁ କହିରଖୁଛୁ ଯେ, ସେହି ବର୍ଷ ଫିଲ୍ମ ‘ହମ୍ ଦିଲ୍ ଦେ ଚୁକେ ସନମ୍’ର ସୁଟିଂ ସମୟରେ ମଧ୍ୟ ସମାନ ଘ-ଟ-ଣା ଘଟିଥିଲା ।

ଦବଙ୍ଗ 2:-

2012 ରେ, ମୁମ୍ବାଇର ମେହବୁବ ଷ୍ଟୁଡିଓରେ ଫିଲ୍ମ ‘ଦବଙ୍ଗ 2’ ସୁଟିଂ ସେଟ୍ ରେ ନି-ଆଁ ଲାଗିଯାଇଥିଲା । ସେତେବେଳେ ସଲମାନ ଖାନ ସେଟରେ ସୁଟିଂ କରୁଥିଲେ । ଖବର ଅନୁଯାୟୀ, ସେଟରେ ସର୍ଟ ସର୍କିଟ ଯୋଗୁଁ ଏହି ଅ-ଗ୍ନି-କା-ଣ୍ଡ ଘଟିଥିଲା । ଏହି ଦୁ-ର୍ଘ-ଟ-ଣାରେ ତିନି ଜଣ ଆ-ହ-ତ ହୋଇଥିଲେ ଏବଂ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସଲମାନ ଖାନ ଏହି ଦୁ-ର୍ଘ-ଟ-ଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ମେଁ ତେରା ହିରୋ :-

ଫିଲ୍ମ ‘ମେଁ ତେରା ହିରୋ’ର ସୁଟିଂ ସେଟରେ ମଧ୍ୟ ନି-ଆଁ ଲାଗିବାର ଦୁ-ର୍ଘ-ଟ-ଣା ଘଟିଥିଲା । ଏହି ଚଳଚ୍ଚିତ୍ରରେ ଅଭିନେତା ବରୁଣ ଧାୱନ ମୁଖ୍ୟ ଭୂମିକାରେ ଥିଲେ ଏବଂ ସେ ବ୍ୟାଙ୍କକକ୍ ରେ ଏହି ଫିଲ୍ମର ସୁଟିଂ କରୁଥିଲେ । ଖବର ମୁତାବକ, ଭ୍ୟାନିଟି ଭ୍ୟାନ୍ ସହିତ ସଂଯୁକ୍ତ ଏକ ଜେନେରେଟର ଯୋଗୁଁ ନି-ଆଁ ଲାଗିଥିଲା ​​ଏବଂ ଏହା ତୁରନ୍ତ ସେଟ୍ କୁ ବ୍ୟାପି ଯାଇଥିଲା । ଦୁ-ର୍ଘ-ଟ-ଣା ସମୟରେ କିଛି ଲୋକ ବେହୋସ୍ ହେବା ଯୋଗୁଁ ତୁରନ୍ତ ସେଟକୁ ଖାଲି କରାଯାଇଥିଲା ।

Abcd 2:-

ଅଭିନେତା ବରୁଣ ଧାୱନ ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଫିଲ୍ମ ABCD 2 ର ସୁଟିଂ ସମୟରେ ସେଟ୍ ରେ ନି-ଆଁ ଲାଗିଯାଇଥିଲା । ସମସ୍ତ କଳାକାରଙ୍କ ସମେତ ପ୍ରାୟ 600 ଲୋକଙ୍କୁ ସେଟର ଭୀଷଣ ନି-ଆଁରୁ ବାହାର କରାଯାଇଥିଲା । ତେବେ ଏହି ଦୁ-ର୍ଘ-ଟ-ଣାରେ କେହି ଆ-ହ-ତ ହୋଇନଥିଲେ ଏବଂ ନି-ଆଁକୁ ଆୟତ୍ତ କରାଯାଇଥିଲା ।

‘ଦି ସ୍ୱୋର୍ଡ ଅଫ୍ ଟିପୁ ସୁଲତାନ’:-

କେବଳ ଫିଲ୍ମର ସୁଟିଂ ସେଟରେ ନୁହେଁ ଟେଲିଭିଜନ ସିରିଏଲର ସେଟରେ ମଧ୍ୟ ନି-ଆଁ ଲାଗିଛି । ଟିଭି ସୋ ‘ଦି ସ୍ୱୋର୍ଡ ଅଫ୍ ଟିପୁ ସୁଲତାନ’ ସେଟରେ ଭୀଷଣ ଅ-ଗ୍ନି-କା-ଣ୍ଡରେ ପ୍ରାୟ 50 ଜଣଙ୍କର ମୃ-ତ୍ୟୁ ଘଟିଥିଲା । ଏହା ଏକ ବଡ଼ ଦୁ-ର୍ଘ-ଟ-ଣା ଥିଲା ଏବଂ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଜୀ-ବ-ନ ଅଳ୍ପକେ ରକ୍ଷା ପାଇଥିଲା ।

ବନ୍ଧୁଗଣ ଦେଶ ଦୁନିଆର ସମସ୍ତ ଖବର ଆପଣଙ୍କ ମୋବାଇଲରେ ପାଇବା ପାଇଁ ଆମ ଏହି page କୁ ଲାଇକ କରି ଦିଅନ୍ତୁ । ପ୍ରତିଟି ଖବର ଆପଣଙ୍କ ପାଖରେ ପହଂଚିବ । ଖବର ଭଲ ଲାଗିଲେ ଲାଇକ ଓ ସେଆର କରନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *