Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ଉଠୁ ଉଠୁ କହି ଦିଅନ୍ତୁ ଏହି ୨ଟି ଶବ୍ଦ , ବିନା ପୂଜାରେ ପୂରଣ ହେବ ସବୁ ମନୋସ୍କାମନା ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସକାଳୁ ଉଠୁ ଉଠୁ ଏହି ୨ ଟି ଶବ୍ଦ କହିଦିଅନ୍ତୁ। ବିନା ପୂଜାରେ ପୁରଣ ହେବ ମନସ୍କାମନା।

ବନ୍ଧୁଗଣ ବହୁତ ଲୋକ ଅଛନ୍ତି ଯେଉଁମାନଙ୍କ ହଠାତ କୌଣସି କାମ କରିବାକୁ ମନ ହୁଏ ନାହିଁ। କୌଣସି ବି କାମ କଲା ବେଳେ ଖରାପ ଭାବନା ଆସିଥାଏ। ଦିନ ସାରା ଟେନସନ ଭରି ରହିଥାନ୍ତି। ପରିବାରକୁ ନେଇ କିମ୍ବା ଧନ ସମ୍ପତ୍ତି କାରଣରୁ ନେଇ ଏସବୁର ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।

Google

ବନ୍ଧୁଗଣ ଖାଲି ଏହି ଗୋଟିଏ ଉପାୟ କରନ୍ତୁ। ସକାଳୁ ଉଠିଲେ ଆପଣ ଏହି ଦୁଇଟି ଶବ୍ଦ କୁହନ୍ତୁ। ବନ୍ଧୁଗଣ କିଏ ଚାହେଁ ନାହିଁ ତାଙ୍କୁ ଭଗବାନ ଶିବଙ୍କର କୃପା ନମିଳୁ ବୋଲି। ଯଦି ଆପଣ ଚାହୁଁଛନ୍ତି ତେବେ ଆଜି ଆପଣ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ। ଏମିତିତ ଭୋଳାନାଥ କେବଳ ପୁଜା ପାଠରେ ଏବଂ ପୁରା ମନରୁ ଜଳ ଅର୍ପଣ ବା ପାର୍ଥନାରେ ହିଁ ପ୍ରସନ୍ନ ହୋଇଯାନ୍ତି ଏବଂ ନିଜର ଭକ୍ତଙ୍କୁ ନିଜର ଚମତ୍କାର ଦେଖାଇଥାନ୍ତି। କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜଣେଇବି ପ୍ରତିଦିନ ସକାଳୁ ସକାଳୁ ଉଠୁ ଉଠୁ ଆପଣଙ୍କୁ ଏହି ଶବ୍ଦ ବୋଲିବାରେ ଅଛି ଏବଂ ଏହା କରିବା ଦ୍ବାରା ଆପଣଙ୍କର ଯାହାବି ଇଛା ଥିବ ତାହା ପୁରଣ ହେବ। ତାହା ପାଇଁ ସେହି ୨ଟି ଶବ୍ଦ ବୋଲିବାର ଅଛି ଓ ବିନା ପୁଜା ପାଠରେ ବି ଆପଣଙ୍କୁ ଏତେ ଫଳ ପ୍ରାପ୍ତ ହେବ କି ଆପଣ କଳ୍ପନା ବି କରି ପାରିବେ ନାହିଁ। ସକାଳୁ ଉଠୁ ଉଠୁ ଆପଣ ଯେଉଁ ଶବ୍ଦ ବୋଲିବେ ଆସନ୍ତୁ ଜାଣିବା।

ଯଦି ଆପଣ ବିଦ୍ୟାର୍ଥୀ ଅଟନ୍ତି ବା ଛୋଟ ପିଲା ଅଟନ୍ତି ତ ଆପଣବି ଏହି ଉପାୟକୁ ନିଶ୍ଚୟ ଆପଣେଇ ପାରିବେ। ଏହା କରିବା ଦ୍ବାରା ଆପଣଙ୍କର ମାନସିକ ବିକାଶ ଏତେ ମଜବୁତ ହେବ ଯେ ଆପଣଙ୍କର ପଢିବାରେ ଆଗ୍ରହ ପ୍ରତିଦିନ ବଢ଼ିବ। ଆପଣଙ୍କୁ ଆପଣଙ୍କର ପରୀକ୍ଷାରେ ବି ଭଲ ଫଳ ମିଳିବ। ଘରର ସ୍ତ୍ରୀ ମାନେ ବି ଏହି ଉପାୟକୁ ନିଶ୍ଚୟ କରିପାରିବେ। ଆପଣଙ୍କୁ ଖାଲି ସକାଳୁ ସକାଳୁ ଏହି ଶବ୍ଦ ବୋଲିବାର ଅଛି। ଓ ଏହା ପାଇଁ ଆପଣଙ୍କୁ ସକାଳୁ ସକାଳୁ ସ୍ନାନ କରିବାର କିଛି ଆବଶ୍ୟକତା ନାହିଁ। ପ୍ରତ୍ୟକ ଉପାୟରେ ଭଗବାନଙ୍କ ସହ ଯୋଡ଼ି ହୋଇଥିବା କାମରେ ଆପଣଙ୍କୁ ସ୍ୱଛତା ବା ସଫା ସୁତରାର ଧ୍ୟାନ ରଖିବାକୁ ପଡ଼ିଥାଏ ଏବଂ ସ୍ନାନ କରିସାରି ସ୍ୱଛ ଏବଂ ସଫା କପଡାବି ପରିଧାନ କରିବାକୁ ପଡ଼ିଥାଏ ଏବଂ ତା ପରେ ହିଁ ଏହି ଉପାୟ କରିଥାନ୍ତି। କିନ୍ତୁ ଆଜି ଯାହା ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାହାର ଉତର କେବଳ ୨ଟି ଶବ୍ଦ। ଯାହାକୁ ଆପଣ ସକାଳୁ ସମୟରେ ଉଠୁ ଉଠୁ ହିଁ କରିବାର ଅଛି। ଯଦି ଘରର ସ୍ତ୍ରୀ ମାନେ ଏହି ଉପାୟ କରନ୍ତି ଯେ ଘରେ ନୁଆ ବାହା ହୋଇ ଆସିଥାନ୍ତି ଯିଏ ନୁଆ ବହୁ ଅଛନ୍ତି ସେମାନେ ସକାଳର ଯଦି ବୋଲନ୍ତି ତାହେଲେ ଆପଣଙ୍କର ଉତ୍ତମ ସୁନ୍ଦର ସନ୍ତାନ ଜନ୍ମ ହେବ ଏବଂ ଆପଣଙ୍କର ବୈବାହିକ ଜୀବନ ବହୁତ ଭଲରେ କଟିବ। ଏହାକୁ ଘରର ଗୁରୁଜନ ମାନେ, ବୟସ୍କମାନେ ନିଜର ଦିର୍ଘାୟୁ ଜୀବନ ପାଇଁ ନିଜର ଭଲ ସ୍ବାସ୍ଥ୍ୟ ପାଇଁ ଏବଂ ନିଜର ଯଦି ବ୍ୟାପାର ଥିବ ତାକୁ ବଢ଼ାଇବା ପାଇଁ ଆପଣମାନେ ଏହି ଉପାୟ କରିପାରିବେ। ସକାଳୁ ସକାଳୁ ଉଠୁ ଉଠୁ ଆପଣଙ୍କୁ ସବୁ ଦେବତାଙ୍କର ଧ୍ୟାନ କରିବା ଉଚିତ। ତାହା ଛଡ଼ା ଆପଣଙ୍କୁ ନିଜର ଦିନ ଆରମ୍ଭ ଦେବତାଙ୍କର ପୁଜା ପାଠରେ କରିବା ଉଚିତ। ଯାହା ଦ୍ବାରା ଆପଣଙ୍କୁ ଠିକ ଏବଂ ଶୁଭ ଫଳ ମିଳିବ। ଏବଂ ଆପଣଙ୍କୁ ଆପଣଙ୍କର ଜୀବନ ଭିତରେ ସବୁ ଭଲ କାମ ଦେଖିବାକୁ ମିଳିବ। ଆପଣଙ୍କୁ ସକାଳୁ ୨ ହାତ ଯୋଡ଼ି ଶବ୍ଦ କହିବାର ଅଛି। ଯାହା କିଛି ଏହି ପ୍ରକାରର ଅଟେ। “ଓଁ ସ୍ୱମ୍ଭେବ ନମଃ”। ଏହା ମହା ମୄତ୍ୟଞ୍ଜୟ ମନ୍ତ୍ର ଅଟେ। ଏହି ମନ୍ତ୍ରର ଜପ ପରେ ଆପଣଙ୍କ କୁଣ୍ଡଳିରେ ବି ଯେତେ ଦୋଷ ଥିବ ତାହାବି ମଧ୍ୟ ଦୂର ହୋଇଯିବ।

Google

ଏହା ଛଡ଼ା ଆପଣ ଦୁଇ ହାତ ଯୋଡ଼ିକି ଏହି ମନ୍ତ୍ରର ବି ଜପ କରନ୍ତୁ। ” ଓଁ ତ୍ରୟବକଂ ୟଯାମହେ ସୁଗାନ୍ଧିଂ ପୁଷ୍ଟି ବର୍ଧନଂ | ଉରୁବାରୁକମିବ ବଦ୍ଧନାତ ମୃତ୍ୟୁମୁଖିୟ ମାମୁର୍ତ୍ତତ।” ଏହି ମନ୍ତ୍ରକୁ ମହା ମୄତ୍ୟଞ୍ଜୟ ମନ୍ତ୍ର ବା ସଞ୍ଜୀବନି ମନ୍ତ୍ର କୁହାଯାଏ। ଏହି ମନ୍ତ୍ର ଅତ୍ୟନ୍ତ ପ୍ରଭାବଶାଳି ମନ୍ତ୍ର ଅଟେ। ଏହାକୁ ପ୍ରଭାତରେ ଉଠି ଆଖି ଖୋଲିବା ପୁର୍ବରୁ ୩ ଥର ଜପ କରନ୍ତୁ। ଏହାର ଉଚ୍ଚାରଣରେ ବା ଧ୍ଵନିରେ ଶରୀରରେ ଚାରିପଟରେ ଦୈବିଶକ୍ତିର ସଂଚାର ହୋଇଥାଏ। ଏହି ମନ୍ତ୍ର ଉଚାରଣ କରିବା ବା ଶୁଣିବା ଦ୍ବାରା ସବୁ ଅଶୁଭ ଶକ୍ତି ଦୂର ହୋଇଥାଏ। ଏବଂ ଆପଣଙ୍କ ଘର ପରିବାରରେ ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଭୋଲେନାଥ ” ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *