Excuse Me Odisha

ଯାହା କହିବୁ ସତ କହିବୁ

ସରସ୍ଵତୀ ପୂଜା ୨୦୨୧ : କେବେ ରହିଛି ସରସ୍ଵତୀ ପୂଜା ? ଜାଣନ୍ତୁ ସଠିକ ତାରିଖ, ମୁହୂର୍ତ୍ତ ଏବଂ ମହତ୍ୱ ।

ସେୟାର୍ କରନ୍ତୁ

ସରସ୍ଵତୀ ପୂଜା ୨୦୨୧ ତାରିଖ ହିନ୍ଦୁ ଧର୍ମରେ ସରସ୍ଵତୀ ପୂଜାର ବିଶେଷ ମହତ୍ୱ ରହିଛି। ଜ୍ଞାନ,ବାଣୀ, ବୁଦ୍ଧି, ବିବେକ, ବିଦ୍ୟା ଏବଂ ସବୁ କଳା ଦ୍ୱାରା ପରିପୂର୍ଣ୍ଣ ମା ସରସ୍ବତୀଙ୍କ ଏହିଦିନ ପୂଜା ହୋଇଥାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ଦିନ ସରସ୍ଵତୀ ପୂଜା ହୋଇଥାଏ।

ସରସ୍ଵତୀ ପୂଜା ୨୦୨୧ ତାରିଖ : ହିନ୍ଦୁ ଧର୍ମରେ ସରସ୍ଵତୀ ପୂଜାର ବିଶେଷ ମହତ୍ୱ ରହିଛି। ଜ୍ଞାନ,ବାଣୀ, ବୁଦ୍ଧି, ବିବେକ, ବିଦ୍ୟା ଏବଂ ସବୁ କଳା ଦ୍ୱାରା ପରିପୂର୍ଣ୍ଣ ମା ସରସ୍ବତୀଙ୍କ ଏହିଦିନ ପୂଜା ହୋଇଥାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ଦିନ ସରସ୍ଵତୀ ପୂଜା ହୋଇଥାଏ। ଏହାକୁ ବସନ୍ତ ପଞ୍ଚମୀ ମଧ୍ୟ କୁହାଯାଏ। ଏହିବର୍ଷ ସରସ୍ଵତୀ ପୂଜା ୧୬ ଫେବୃୟାରୀ ଦିନ ମଙ୍ଗଳବାର ଦିନ ପଡ଼ିଛି। ଜାଗରଣ ଆଧ୍ୟାତ୍ମ୍ୟ ରେ ଆଜି ଆମେ ଜାଣିଛୁ କି, ସରସ୍ଵତୀ ପୂଜାର ସଠିକ ମୁହୂର୍ତ୍ତ ଏବଂ ମହତ୍ୱ ବିଷୟରେ।

Google

ସରସ୍ଵତୀ ପୂଜା ୨୦୨୧ ର ମୁହୂର୍ତ୍ତ –

ଏହିବର୍ଷ ବସନ୍ତ ପଞ୍ଚମୀ ଦିନ ସରସ୍ଵତୀ ପୂଜା ୧୬ ଫେବୃୟାରୀକୁ ସକାଳେ ୬:୫୯ ଘଟିକାରୁ ଦ୍ୱିପ୍ରହର ୧୨:୩୫ ପର୍ଯ୍ୟନ୍ତ କରି ପାରିବେ। ଏଥିପାଇଁ ଆପଣଙ୍କୁ ପୂଜା ପାଇଁ କୂଳ ୫ ଘଣ୍ଟା ୩୭ ମିନିଟର ସମୟ ମିଳୁଛି। ଆପଣଙ୍କୁ ଏଭଳି ସ୍ଥଳେ ସ୍ଥାନ ଆଦିରୁ ନିବୃତ ହୋଇ ଧଳା ବା ହଳଦିଆ ବସ୍ତ୍ର  ପରିଧାନ କରି ବିଧି ବିଧାନ ସହିତ ଦେବୀ ସରସ୍ବତୀଙ୍କ ପୂଜା କରିବା ଉଚିତ।

ସରସ୍ଵତୀ ପୂଜା ୨୦୨୧ ର ତିଥି –

ଏହି ବର୍ଷ ମାଘ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ୧୬ ଫେବୃୟାରୀକୁ ସକାଳେ ୩:୩୬ ଘଟିକା ରୁ ଆରମ୍ଭ ହୋଇ ଆଗାମୀ ଦିନ ୧୭ ଫେବୃୟାରୀକୁ ପ୍ରାତଃ ୫:୪୬ ପର୍ଯ୍ୟନ୍ତ ରହିବ।

Google

ସରସ୍ଵତୀ ପୂଜାର ମହତ୍ୱ –

କୁହାଯାଏ କି ମାଘ ଶୁକ୍ଳ ପଞ୍ଚମୀ ଦିନ ହିଁ ସରସ୍ଵତୀ ମାତା ପ୍ରକଟ ହୋଇଥିଲେ। ଏଥିପାଇଁ ଏହି ତିଥିକୁ ପ୍ରତ୍ୟେକ ବର୍ଷ ସରସ୍ଵତୀ ପୂଜା ପାଳନ କରାଯାଏ। ଏହି ଦିନ ଲୋକେ ନିଜର ସନ୍ତାନଙ୍କ ଶିକ୍ଷା ଆରମ୍ଭ କରିଥାନ୍ତି ଏବଂ ଅକ୍ଷର ଜ୍ଞାନ କରାଇ ଥାନ୍ତି। ଏହି ଦିନ ସଙ୍ଗୀତ , କଳା ଆଦିର ଜ୍ଞାନ ଅର୍ଜନ କରିବାର ଶୁଭାରମ୍ଭ କରିବା ପାଇଁ ଶୁଭ ଦିନ ଅଟେ। ଏଭଳି ମାନ୍ୟତା ରହିଛି କି ଏହିଦିନ ସରସ୍ଵତୀ ପୂଜା କରିବା ଦ୍ୱାରା ଦେବୀ ପ୍ରସନ୍ନ ହୋଇଥାନ୍ତି ଏବଂ ଭକ୍ତଙ୍କୁ ଜ୍ଞାନ, ସଙ୍ଗୀତ , କଳା ଆଦିରେ ନିପୁନା ହେବା ପାଇଁ ଆଶିର୍ବାଦ ଦେଇଥାନ୍ତି।

ସରସ୍ଵତୀ ପୂଜା ସମୟରେ ମାତାଙ୍କୁ ହଳଦିଆ ରଙ୍ଗର ଫୁଲ, ହଳଦିଆ ରଙ୍ଗର ମିଠା, ହଳଦିଆ ବସ୍ତ୍ର ଆଦି ଅର୍ପଣ କରିବା ଶୁଭ ମାନା ଯାଇଥାଏ ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ସରସ୍ଵତୀ ” ଲେଖି ଦିଅନ୍ତୁ । ମାତାଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *