Excuse Me Odisha

ଯାହା କହିବୁ ସତ କହିବୁ

ଫେବୃଆରୀ ମାସରେ ଏହି 4ଟି ରାଶି ଉପରେ ଅଛି ଭ-ୟଙ୍କ-ର ବି-ପ-ଦ

ସେୟାର୍ କରନ୍ତୁ

ଆପଣମାନେ ଜାଣିଛନ୍ତି ଯେ, ରାଶି ଚକ୍ରରେ ବାରଟି ରାଶି ରହିଛି ଏବଂ ବାରଟି ରାଶିର ରାଶିଫଳ ଗ୍ରହମାନଙ୍କ ପରିଚାଳନାରୁ ନିର୍ଦ୍ଧାରିତ ହୋଇଥାଏ। ଗ୍ରହ ମାନଙ୍କ ସିଧା ପ୍ରବାହ ଏହି ରାଶି ମାନଙ୍କ ଉପରେ ପଡିଥାଏ। ପ୍ରତ୍ୟକ ବ୍ୟକ୍ତିର କୁଣ୍ଡଳୀ ବା ଜାତକ ଏହି ରାଶି ମାନଙ୍କ ସହ ଜ-ଡିତ ହୋଇଥାଏ। ଏହି ଗ୍ରହ ମାନଙ୍କ ଚଲନ କିଛି ରାଶି ମାନଙ୍କ ଉପରେ ଶୁଭ ପ୍ର-ଭାବ ପକାଇଥାଏ ଏବଂ କିଛି ରାଶି ମାନଙ୍କ ଉପରେ ଖ-ରାପ ପ୍ର-ଭାବ ମଧ୍ୟ ପକାଇଥାଏ । ପ୍ରତ୍ୟକ ଦିନ ଗ୍ରହ ଉପରେ କିଛି ନା କିଛି ପରିବର୍ତନ ଘଟୁଛି। ସେହିପରି 4 ଟି ରାଶି ଉପରେ ଆଜି ଠାରୁ ଗ୍ରହ ମାନଙ୍କର କୁ ପ୍ର-ଭାବ ପଡ଼ିବାକୁ ଯାଉଛି। ଏହି 4 ଟି ରାଶିର ଲୋକ ମାନଙ୍କୁ ସାବଧାନର ସହିତ ରହିବାକୁ ପଡିବ । ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ।

ପ୍ରଥମ ରାଶି ହେଉଛି ମିଥୁନ ରାଶି । :-

ଲୋକପ୍ରିୟତା ହ୍ରାସ ପାଇବା କିମ୍ବା ନିଜର ଆସ୍ଥା ହରାଇପାରନ୍ତି। ଅର୍ଥ ଭାବ ଅନୁଭବ କରିପାରନ୍ତି। ଆକସ୍ମିକ କୌଣସି କ-ଳ-ହରେ ପଡିପାରନ୍ତି। ଆର୍ଥିକ କ୍ଷତି ସହିବେ। ପାଇଥିବା ଦ୍ରବ୍ୟ ହରାଇବସିବେ। କୌଣସି ଏକ ବଡ ଧରଣର ଯୋଜନାରେ ପରିବର୍ତନ କରିବେ। ପରିବାରରେ ଜଞ୍ଜାଳ ବଢିବ ଏବଂ ଖର୍ଚ୍ଚ ବଢିବାରୁ ବିଚଳିତ ରହିବେ। କୌଣସି ଆତ୍ମୀୟ ମାନଙ୍କ ଦ୍ୱାରା ଅସୁବିଧାରେ ପଡିପାରନ୍ତି। ଆପଣଙ୍କ ପାଇଁ ପ୍ରତିକାର ହେଉଛି ଗାଈକୁ ଘାସ କିମ୍ବା ଅନ୍ୟକିଛି ଖାଇବାକୁ ଦିଅନ୍ତୁ।

Google

ଦ୍ଵିତୀୟ ରାଶିଟି ହେଉଛି କର୍କଟ ରାଶି। :-

ଆପଣମାନଙ୍କ ମାନସିକ ଅଶାନ୍ତି ବଢ଼ିପାରେ । ଦୂର ବନ୍ଧୁଙ୍କ ଦ୍ୱାରା ଅପ-ମା-ନିତ ହୋଇପାରନ୍ତି। ଅଯଥା କାମରେ ଟଙ୍କା ବିନିଯୋଗ କରିବେ । କୌଣସି ସ୍ଥାନରୁ ଅପମାନିତ ହୋଇପାରନ୍ତି। ଅବାଞ୍ଛିତ ପରିସ୍ଥିତରେ ପଡିଯିବେ। ଶାରୀରିକ କଷ୍ଟ ଭୋଗିବେ । ଆପଣଙ୍କ ପରିବାରରେ କଳହ ସୃଷ୍ଟି ହୋଇପାରେ। ଆପଣଙ୍କ ପାଇଁ ପ୍ରତିକାର ହେଉଛି ଗରିବ ଲୋକଙ୍କୁ ଅନ୍ନ ଖାଇବାକୁ ଦିଅନ୍ତୁ କିମ୍ବା ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ।

Google

ତୃତୀୟ ରାଶିଟି ହେଉଛି ମୀନ ରାଶି ।:-

ଅର୍ଥ ଅଭାବର ଆଭାସ ମିଳିବ। ନିଜର ପରିବେଶରେ ପରିବର୍ତନ ହେବ । ମାନ ସମ୍ମାନରେ ହାନି ଘଟିବ। ଉପଯୁକ୍ତ ନ୍ୟାୟ ପାଇ ପାରିବେ ନାହିଁ। ପରିବାରରେ ବିଶୃଙ୍ଖଳା ଦେଖା ଦେଇପାରେ। ଉପରିସ୍ଥ କର୍ତ୍ତୃପକ୍ଷଙ୍କ ଚାପ ପଡିଯିବ। ଆଳସ୍ୟ ଅନୁଭବ କରିବେ। ହଠାତ ଦୁର୍ଘଟଣା ଗ୍ରସ୍ଥ ହୋଇ ପାରନ୍ତି ସେଥିପାଇଁ ସର୍ବଦା ସାବଧାନ ରୁହନ୍ତୁ। ମାନସିକ ଉଦବେଗ ବଢିଯିବ। କାର୍ଯ୍ୟରେ ଅବନତି ଘଟିବ। ଆପଣଙ୍କ ପାଇଁ ପ୍ରତିକାର ହେଉଛି ପ୍ରତ୍ୟକ ମଙ୍ଗଳ ବାର ଦିନ ହନୁମାନ ଚାଲିଶା ପାଠ କରନ୍ତୁ ଏବଂ ହନୁମାନ ମନ୍ଦିରକୁ ଯାଇ ହନୁମାନଙ୍କ ଚରଣରେ ମୁଣ୍ଡିଆ ମାରନ୍ତୁ।

Google

ଚତୁର୍ଥ ରାଶି ହେଉଛି ବିଛା ରାଶି।:-

ଭ-ୟଭୀତ ମଧ୍ୟରେ ସମୟ ଅତିବାହିତ ହେବ। ବହୁତଦିନର ଅନୁସନ୍ଧାନରେ ବି-ଫଳ ହେବେ। ଯାତ୍ରାରେ ସତ-ର୍କତା ଅବଲମ୍ବନ କରନ୍ତୁ। ମାନସିକ ଚାପ ପଡିପାରେ। ବ୍ୟସ୍ଥତା ମଧ୍ୟରେ ସମୟ କଟିପାରେ। ଗୃହରେ କ୍ଳେଶ ଦେଖାଦେଇପାରେ। ଅଭାବରେ ଦିନ କଟିପାରେ। ବିଶ୍ୱାସ ଘା-ତକତାର ଶି-କାର ହୋଇପାରନ୍ତି। ନିଜର ଦେହ ଉପରେ କଷ୍ଟ ରହିଛି ସେଥିପାଇଁ ସତର୍କ ରୁହନ୍ତୁ। ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି । ଆପଣଙ୍କ ପାଇଁ ପ୍ରତିକାର ହେଉଛି ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ କିମ୍ବା ବସ୍ତ୍ର ଦାନ କରନ୍ତୁ ।

Google

ତେବେ ଏହି 4ଟି ରାଶି ଉପରେ ଭୟଙ୍କର ବିପ-ଦ ରହିଛି ସେଥିପାଇଁ ଏହି ରାଶି ବିଶିଷ୍ଠ ବ୍ୟକ୍ତିମାନେ ସର୍ବଦା ସାବଧାନ ଏବଂ ସତ-ର୍କତା ଅବଲମ୍ବନ କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *