Excuse Me Odisha

ଯାହା କହିବୁ ସତ କହିବୁ

ମାସିକ ରାଶିଫଳ : ଫେବୃୟାରୀରେ ଏହି ୮ଟି ରାଶିର ଲୋକଙ୍କ ଭାଗ୍ୟ ହେବ ସୁଖମୟ, ଭାଗ୍ୟବାନ ରାଶିକୁ ମିଳିବ ଆଶାନୁରୂପ ଫଳ।

ସେୟାର୍ କରନ୍ତୁ

ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ରହିଥିବ, ଆସୁଥିବା ମାସ ଆମ ପାଇଁ କିପରି ରହିବ ? ଆମେ ଆପଣଙ୍କୁ ଫେବୃୟାରୀ ମାସର ରାଶିଫଳ କହିବାକୁ ଯାଉଛୁ। ଏହି ମାସିକ ରାଶିଫଳରେ ଆପଣ ନିଜର ରାଶି ଅନୁସାରେ ଜାଣି ପାରିବେ ଆସୁଥିବା ମାସ ଆପଣଙ୍କ ପ୍ରେମ, କ୍ୟାରିୟର ତଥା ସ୍ବାସ୍ଥ୍ୟ ଦୃଷ୍ଟିରୁ କିପରି ରହିବ ମାସର ଦିନ। ଏହି ମାସିକ ରାଶିଫଳରେ ଆପଣଙ୍କୁ ନିଜ ଜୀବନରେ ହେବାକୁ ଥିବା ଏକ ମାସର ଘଟଣାକୁ ସଂକ୍ଷେପରେ ବର୍ଣ୍ଣନ ମିଳିବ। ତେବେ ପଢନ୍ତୁ ରାଶିଫଳ ଫେବୃୟାରୀ ୨୦୨୧।

ମେଷ ରାଶି –

ଏହି ମାସରେ ଆପଣ ଆତ୍ମବିଶ୍ବାସରେ ଭରି ରହିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆପଣଙ୍କୁ ସତ କହିବା କାର୍ଯ୍ୟରେ ସଫଳତା ମିଳିବ। ସନ୍ତାନଙ୍କ ଅଧ୍ୟୟନ କାର୍ଯ୍ୟରେ ଧନ ନିବେଶ କରି ପାରନ୍ତି। ପୁଞ୍ଜି ନିବେଶ କରି ପାରନ୍ତି। ଭାଇଭଉଣୀଙ୍କ ସହିତ ମନୋରଞ୍ଜନ କରିବାର ଅବସର ପ୍ରାପ୍ତ ହେବ।

ପ୍ରେମ ମାମଲାରେ, ଏହି ମାସ କିଛି ସମସ୍ୟା ଦେଖା ଦେଇପାରେ।

କ୍ୟାରିୟର ମାମଲାରେ, କ୍ୟାରିୟର ସହିତ ବଡ଼ ଖୁସି ଖବର ମିଳିପାରେ।

ସ୍ବାସ୍ଥ୍ୟ ମାମଲାରେ, ଏହି ମାସରେ ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ଉପରେ ଧ୍ୟାନ ରଖିବାକୁ ପଡ଼ିବ।

ବୃଷ ରାଶି –

ଏହି ମାସ ବିଦ୍ୟାର୍ଥୀ ପାଠପଢ଼ାକୁ ନେଇ ଉତ୍ତମ ପ୍ରଦର୍ଶନ କରିବେ। ପିତାମାତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ। ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। କାର୍ଯ୍ୟ ମାମଲାରେ ଆପଣଙ୍କ ସାମ୍ନାକୁ ଅନେକ କଠିନ ପରିସ୍ଥିତି ଆସିପାରେ। କିଛି କ୍ଷେତ୍ରର ଆପଣ କୂଟନୀତିର ପ୍ରୟୋଗ କରି ପାରନ୍ତି।

ପ୍ରେମ ମାମଲାରେ, ପ୍ରେମ ଖୋଜୁଥିବା ଲୋକଙ୍କୁ ପ୍ରେମ ପ୍ରାପ୍ତ ହେବ ଏବଂ ସଫଳତା ମିଳିବ।

କ୍ୟାରିୟର ମାମଲାରେ, ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ମାସ ଭାଗ୍ୟଶାଳୀ ରହିବ।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟକୁ ନେଇ ଆପଣଙ୍କର କୌଣସି ସମସ୍ୟା ହେବ ନାହିଁ।

ମିଥୁନ ରାଶି –

ଫେବୃୟାରୀ ମାସ ଆପଣଙ୍କ ସୁଖମୟ ରହିବ। ଆପଣଙ୍କୁ କିଛି ଉତ୍ତମ ଅବସର ମିଳିବ। ବ୍ୟବସାୟିକ ମୋର୍ଚ୍ଚାରେ ଆପଣଙ୍କୁ ଲାଭ ମିଳିବ। ସେୟାର ବଜାରରେ ଆପଣଙ୍କୁ ଲାଭ ମିଳିବ। କୋର୍ଟ କଚେରୀ ମାମଲାରେ ଆପଣ ଅଧିକ ବ୍ୟସ୍ତ ରହି ପାରନ୍ତି। ପରିବାରରେ କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟକୁ ଆପଣ ସମ୍ପନ୍ନ କରି ପାରନ୍ତି , ଏଥିପାଇଁ ଧନ ଖର୍ଚ୍ଚ ହୋଇପାରେ।

ପ୍ରେମ ମାମଲାରେ, ଏହି ମାସରେ ପାର୍ଟନରଙ୍କ ଠାରୁ ସରପ୍ରାଇଜ ମିଳିପାରେ।

କ୍ୟାରିୟର ମାମଲାରେ, ଚାକିରି ପେଶାରେ ଥିବା ଲୋକେ ଅଧିକ ବ୍ୟସ୍ତ ରହି ପାରନ୍ତି। କ୍ୟାରିୟର ମାମଲାରେ ସାବଧାନ ରୁହନ୍ତୁ।

ସ୍ବାସ୍ଥ୍ୟ ମାମଲାରେ, ପୁରୁଣା ରୋଗରୁ ମୁକ୍ତି ମିଳିବ। ସ୍ବାସ୍ଥ୍ୟରେ ସୁଧାର ଆସିବ।

Google

କର୍କଟ ରାଶି –

ଏହି ମାସରେ ଆପଣଙ୍କୁ ବନ୍ଧୁଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ସ୍ଵଜନଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ବୈବାହିକ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ।ରାଜନୀତିକ ସ୍ତରରେ କିଛି କରିବାକୁ ଚାହୁଁଥିଲେ, ସାମାଜିକ ସ୍ତରରେ ଆପଣଙ୍କୁ ସକ୍ରିୟ ହେବାକୁ ପଡ଼ିବ। ବିରୋଧୀ ମାନଙ୍କ ସହିତ ସାମ୍ନା କରିବାକୁ ପଡିପାରେ। ପୁରୁଣା ସମ୍ପର୍କ ସୁଦୃଢ଼ ରହିବ।

ପ୍ରେମ ମାମଲାରେ, ପ୍ରେମ ସମ୍ବନ୍ଧରେ ସମସ୍ୟା ରହିବ। ଯାହାର ପ୍ରଭାବ ରୋମାଣ୍ଟିକ ଜୀବନ ଉପରେ ପଡ଼ିବ।

କ୍ୟାରିୟର ମାମଲାରେ, ଚାକିରି ପାଇଁ ଆପଣଙ୍କ ପ୍ରୟାସ ସଫଳ ରହିବ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ରୂପରେ ଅସୁସ୍ଥତା ଅନୁଭବ କରି ପାରନ୍ତି। ପେଟ ରୋଗ ସମସ୍ୟା ଦେଖା ଦେଇପାରେ।

ସିଂହ ରାଶି –

ଏହି ମାସରେ ଆପଣଙ୍କୁ ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିପାରେ। କାର୍ଯ୍ୟ ମାମଲାରେ ଆପଣଙ୍କୁ ଲାଭ ମିଳିପାରେ। ଆପଣଙ୍କ ସୃଜନାତ୍ମକ ଶକ୍ତି ଶ୍ରେଷ୍ଠ ରହିବ। ବ୍ୟବସାୟିକ ପ୍ରତିଦ୍ବନ୍ଦୀ ଏହି ମାସ ଶାନ୍ତ ରହିବେ। ଘରେ ଛୋଟ କଥାକୁ ନେଇ ବି-ବା-ଦ ହୋଇପାରେ। ଚାକିରି କରିଥିବା କର୍ମଚାରୀଙ୍କ ସହିତ ବୈଚାରିକ ମତ-ଭେଦ ହୋଇପାରେ। ପୁରୁଣା ଯାଇଥିବା ସମୟକୁ ଭୁଲି ନୂଆ ଆରମ୍ଭ କରନ୍ତୁ।

ପ୍ରେମ ମାମଲାରେ, ପ୍ରେମ ଜୀବନ ପାଇଁ ଏହି ମାସ ଅନୁକୂଳ ରହିଛି।

କ୍ୟାରିୟର ମାମଲାରେ, ଛାତ୍ରଛାତ୍ରୀ ମାନଙ୍କୁ ପାଠପଢ଼ା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ।

ସ୍ବାସ୍ଥ୍ୟ ମାମଲାରେ , ଯୋଗ କରିବା ଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ମିଳିବ। ସ୍ବାସ୍ଥ୍ୟରେ ସୁଧାର ଆସିବ।

କନ୍ୟା ରାଶି –

ଏହି ମାସରେ ଆପଣଙ୍କୁ ନିଜ ଭାବନା ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ବନ୍ଧୁ ବା ପରିଜନଙ୍କ ସହିତ ଆପଣ ଉତ୍ତମ ସମୟ ଅତିବାହିତ କରିବେ। ଆପଣ ନିଜର ସମ୍ପର୍କ ସୁଦୃଢ କରିବା ପାଇଁ ପ୍ରୟାସ କରନ୍ତୁ। ଏହି ମାସରେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଆପଣଙ୍କ ମନରେ ଯାହା ଚାଲିଛି ତାକୁ କହିବା ପାଇଁ ସଙ୍କୋଚ କରନ୍ତୁ ନାହିଁ। କାର୍ଯ୍ୟକ୍ରମ ପ୍ରତି ଆପଣଙ୍କୁ ଧ୍ୟାନ ଦେବା ଦେବା ଆବଶ୍ୟକ।

ପ୍ରେମ ମାମଲାରେ, ଏହି ମାସରେ ଆପଣଙ୍କୁ କାହା ଉପରେ ପ୍ରେମ ଆସିପାରେ।

କ୍ୟାରିୟର ମାମଲାରେ, ରୋଜଗାର ନଥିବା ଲୋକଙ୍କୁ ଚାକିରି ମିଳିପାରେ।

ସ୍ବାସ୍ଥ୍ୟ ମାମଲାରେ, ଏହି ମାସରେ ଆପଣ ସ୍ଵସ୍ଥ୍ୟକୁ ନେଇ ଅଣଦେଖା କରନ୍ତୁ ନାହିଁ।

ତୁଳା ରାଶି –

ଏହି ରାଶିର ଲୋକଙ୍କୁ କାର୍ଯ୍ୟରେ ଅଧିକ ବ୍ୟସ୍ତ ରହି ପାରନ୍ତି ଏବଂ ଘରର ଆବଶ୍ୟକତାକୁ ବୁଝିବେ। ସବୁ ପରିସ୍ଥିତିରେ ଆପଣ ଧର୍ଯ୍ୟ ସହକାରେ କାର୍ଯ୍ୟ କରନ୍ତୁ। ବ୍ୟାପାର କରୁଥିବା ଲୋକଙ୍କୁ ଫାଇଦା ମିଳିବ। ଏହି ମାସରେ ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ସହଯୋଗ ପ୍ରାପ୍ତ ହେବ। ବ୍ୟାପାର କରୁଥିବା ଲୋକେ ଅଧିକ ଲାଭ ଉଠାଇବେ।

ପ୍ରେମ ମାମଲାରେ, ଏହି ମାସରେ ଆପଣଙ୍କର ପ୍ରେମ ସମ୍ବନ୍ଧ ଗଭୀର ରହିବ। ପାର୍ଟନରଙ୍କ ମୁଡ଼ ସୁଖଦ ରହିପାରେ।

କ୍ୟାରିୟର ମାମଲାରେ, ବିଦ୍ୟାର୍ଥୀ ମାନଙ୍କୁ ପ୍ରତିଯୋଗିତାରେ ସଫଳତା ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ଏହି ମାସରେ ଆପଣଙ୍କୁ ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ଆବଶ୍ୟକ।

ବିଛା ରାଶି –

ଏହି ମାସ ଆପଣ ଧାର୍ମିକ କାର୍ଯ୍ୟ ପ୍ରତି ଆସ୍ଥା ବୃଦ୍ଧି ହେବ। ଅଚାନକ ଧନଲାଭ ହେବାର ଯୋଗ ରହିଛି। ବିବାହିତ ଲୋକେ ନିଜର ପତିପତ୍ନୀଙ୍କ ମଧ୍ୟରେ ତାଳମେଳ ରହିବ। ଏହି ମାସରେ ଆପଣଙ୍କ ଲୋକପ୍ରିୟତା ଚରମ ସୀମାରେ ରହିବ। ପିତାମାତାଙ୍କ ପାଇଁ ସନ୍ତାନ ଚିନ୍ତିତ ରହି ପାରନ୍ତି।

ପ୍ରେମ ମାମଲାରେ, ପ୍ରେମ ସମ୍ବନ୍ଧରେ ସମସ୍ୟା ଦେଖିବାକୁ ମିଳିପାରେ।

କ୍ୟାରିୟର ମାମଲାରେ, ମାର୍କେଟିଂ ସହିତ ଜଡିତ ଲୋକଙ୍କୁ କ୍ଲାଇଁଟ ମିଳି ପାରନ୍ତି।

ସ୍ବାସ୍ଥ୍ୟ ମାମଲାରେ, ଏହି ମାସରେ ଆପଣଙ୍କ ସ୍ବାସ୍ଥ୍ୟ ଉତ୍ତମ ରହିବ। ଅସୁସ୍ଥ ଲୋକଙ୍କ ସ୍ବାସ୍ଥ୍ୟ ରେ ସୁଧାର ଆସିପାରେ।

ଧନୁ ରାଶି –

ଏହି ମାସରେ ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। ଆପଣଙ୍କର ସବୁ କାର୍ଯ୍ୟ ସଫଳତାର ସହିତ ସମ୍ପନ୍ନ ହେବ। ଧନ ମାମଲାରେ ଦିନଟି ଅନୁକୂଳ ରହିଛି। ଆୟର ନୂଆ ସ୍ରୋତ ମିଳିପାରେ। ସାଥିଙ୍କ ବ୍ୟବହାରରେ ଆପଣଙ୍କୁ ନିରାଶା ଅନୁଭବ ହୋଇପାରେ। ସନ୍ତାନଙ୍କ ସହିତ ବିବାଦ ହୋଇପାରେ। ଏହାଦ୍ବାରା ମାନସିକ ବଢିପାରେ। ସହଯୋଗୀ ମାନଙ୍କ ଉପରେ ନଜର ରଖନ୍ତୁ।

ପ୍ରେମ ମାମଲାରେ, ଆପଣଙ୍କ ପାର୍ଟନର ଆପଣଙ୍କୁ ଅଧିକ ପ୍ରେମ କରିବ।

କ୍ୟାରିୟର ମାମଲାରେ, ବ୍ୟବସାୟ କରୁଥିବା ଲୋକଙ୍କୁ ଧନଲାଭ ହେବାର ଯୋଗ ରହିଛି।

ସ୍ବାସ୍ଥ୍ୟ ମାମଲାରେ, ଏହି ମାସରେ ଆପଣଙ୍କୁ ସ୍ବାସ୍ଥ୍ୟ ଚିନ୍ତା କରିବା ଉଚିତ ନୁହେଁ।

ମକର ରାଶି –

ଏହି ମାସରେ ସରକାରୀ କାର୍ଯ୍ୟ ସମ୍ପନ୍ନ ହେବ। ବ୍ୟବସାୟରେ ଅଧିକ ଲାଭ ମିଳିବ। ସାର୍ବଜନୀନ କ୍ଷେତ୍ରରେ ରହିଥିବା ଲୋକଙ୍କ ପାଇଁ ମାସ କଠିନ ରହିପାରେ। ନକାରାତ୍ମକ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ। ଅଚଳ ସଂପତ୍ତିରେ ଭାରି ଲାଭ ମିଳିବ। ଗୃହ ଉପଯୋଗୀ ବସ୍ତୁରେ ବୃଦ୍ଧି ହେବ।

ପ୍ରେମ ମାମଲାରେ, ପ୍ରେମ ଜୀବନରେ ଭୟ ଦେଖିବାକୁ ମିଳିବ। ପାର୍ଟନରଙ୍କ ସହିତ କୌଣସି ମତ-ଭେଦ ହୋଇପାରେ।

କ୍ୟାରିୟର ମାମଲାରେ, ଆପଣଙ୍କ ଆମଦାନୀରେ ବୃଦ୍ଧି ହେବ। ଦେବାନେବା ସମୟରେ ଅଧିକ ଧନ ପ୍ରାପ୍ତ ହୋଇପାରେ।

ସ୍ବାସ୍ଥ୍ୟ ମାମଲାରେ, ଏହି ମାସରେ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହି ପାରନ୍ତି। ପେଟ ଦରଜ ହୋଇପାରେ।

Google

କୁମ୍ଭ ରାଶି –

ଏହି ମାସ ଜୀବନରେ ଖୁସି ଭରପୁର ରହିବ। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରି ପାରନ୍ତି। ଏହି ମାସରେ ବଡ଼ ସମାରୋହ ମିଳିପାରେ। କୌଣସି ବି-ବା-ଦରେ ଆପଣ ବୁଝାମଣା କରି କାର୍ଯ୍ୟ କରନ୍ତୁ। ଦୈନିକ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। ଆପଣ ସର୍ବଦା ସକାରାତ୍ମକ ରହିବେ। ନିଜର ତର୍କର ପ୍ରବୃତ୍ତିକୁ ଦୂର କରିବା ପାଇଁ ପ୍ରୟାସ କରିବେ।

ପ୍ରେମ ମାମଲାରେ, ପ୍ରେମ ଜୀବନ ପାଇଁ ଏହି ମାସ ଅନୁକୂଳ ରହିବ। କିଛି ସମସ୍ୟା ଦେଖା ଦେଇପାରେ।

କ୍ୟାରିୟର ମାମଲାରେ, ଏହି ରାଶିରେ କୁମ୍ଭ ରାଶିର ଛାତ୍ରଛାତ୍ରୀ ମାନଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ।

ସ୍ବାସ୍ଥ୍ୟ ମାମଲାରେ, ଦୈନିକ କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କ ସ୍ବାସ୍ଥ୍ୟ ଠିକ୍ ଠାକ୍ ରହିବ।

ମୀନ ରାଶି –

ଏହି ମାସରେ ନକ୍ଷତ୍ର ଆପଣଙ୍କୁ ଅସାଧାରଣ ଶକ୍ତି ପ୍ରଦାନ କରିବେ। ଅବିବାହିତ ଲୋକଙ୍କ ପାଇଁ ବିବାହର ଯୋଗ ରହିଛି। ସମ୍ପର୍କୀୟଙ୍କ ସହିତ ସୁଖଦ ସମୟ ଅତିବାହିତ କରିବେ। କୌଣସି ନିଷ୍ପତି ନେବା ପୂର୍ବରୁ ଭଲଭାବରେ ବିଚାର କରିବା ଉଚିତ। ଆୟ ର ସାଧନରେ ବୃଦ୍ଧି ହେବ। ଆକସ୍ମିକ ଧନଲାଭ ହେବାର ସମ୍ଭାବନା ରହିଛି। ମାସର ଶେଷ ସପ୍ତାହରେ ଆପଣଙ୍କୁ ସହଯୋଗ ପ୍ରାପ୍ତ ହେବ।

ପ୍ରେମ ମାମଲାରେ, ପ୍ରେମୀଙ୍କ ସହିତ କୌଣସି ସମସ୍ୟା ରହିଥିଲେ, ଏହାକୁ ସମାଧାନ କରିବାକୁ ପ୍ରୟାସ କରନ୍ତୁ।

କ୍ୟାରିୟର ମାମଲାରେ, ଏହି ମାସରେ ଆମଦାନୀରେ ବୃଦ୍ଧି ହେବ। ଚାକିରି ରେ ପଦୋନ୍ନତି ମିଳିପାରେ।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ଖାଦ୍ୟପେୟ ଠିକ ଠାକ୍ ରଖନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *