Excuse Me Odisha

ଯାହା କହିବୁ ସତ କହିବୁ

ବ୍ରତ ସମୟରେ ପିରି-ୟଡ୍ସ ( ମାସିକ ଋ-ତୁ-ସ୍ରା-ବ) ହେଲେ ଏହି ଭୁଲ କରନ୍ତୁ ନାହିଁ, ଏହି ଜିନିଷ ପ୍ରତି ଧ୍ୟାନ ରଖନ୍ତୁ

ସେୟାର୍ କରନ୍ତୁ

ହିନ୍ଦୁଧର୍ମରେ ବ୍ରତ ରଖିବାର ଅନେକ ମହତ୍ଵ ଅଛି ଓ ଅନେକ ମହିଳା ପ୍ରତ୍ଯେକ ମାସ କୌଣସି ନା କୌଣସି ବ୍ରତ ନିଶ୍ଚୟ ରଖିଥାନ୍ତି। ଶାସ୍ତ୍ର ଅନୁସାରେ ପିରି-ୟଡ୍ସ ( ମାସିକ ଋ-ତୁସ୍ରା-ବ) ସମୟରେ ପୂଜା ଓ ବ୍ରତ ରଖିବା କଥା ନୁହେଁ। ମାନାଯାଏକି ପିରି-ୟଡ୍ସ ( ମାସିକ ଋତୁ-ସ୍ରା-ବ) ସମୟରେ କୌଣସି ବ୍ରତ ରଖିଲେ ସେ ପୂଜାରେ କୌଣସି ଫଳ ମିଳିନଥାଏ। ଏହା ବ୍ଯତୀତ ସ୍ୱାସ୍ଥ୍ୟ ଦୃଷ୍ଟିରୁ ପିରି-ୟଡ୍ସ ( ମାସିକ ଋତୁ-ସ୍ରା-ବ) ସମୟରେ ବ୍ରତ କରିବା ଉଚିତ ନୁହେଁ। ପିରି-ୟଡ୍ସ ( ମାସିକ ଋତୁ-ସ୍ରା-ବ) ସମୟରେ ଖାଲିପେଟରେ ରହିବା ଦ୍ଵାରା ଅନେକ ପ୍ରକାର ସମ-ସ୍ଯାର ସାମ୍ନା କରିବାକୁ ପଡିଥାଏ ଓ ପେଟ ବଥା ମଧ୍ୟ ହୋଇଥାଏ। ଆଜି ଆମେ ଆପଣଙ୍କୁ କିଛି ଏମିତି ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଧ୍ୟାନରେ ରଖି ପିରି-ୟଡ୍ସ ( ମାସିକ ଋ-ତୁସ୍ରା-ବ) ସମୟରେ ପୂଜା କିମ୍ବା ବ୍ରତ କରିପାରିବେ ଓ ନିଜର ସ୍ଵାସ୍ଥ୍ୟପ୍ରତି ଧ୍ୟାନ ଦେଇପାରିବେ।

ଏହିପରି କରନ୍ତୁ ବ୍ରତ:-

ଯଦି ପିରି-ୟଡ୍ସ ( ମାସିକ ଋତୁ-ସ୍ରା-ବ) ଆରମ୍ଭ ହେବା ପୂର୍ବରୁ ଆପଣ ବ୍ରତ କରିବେ ବୋଲି ସଂକଳ୍ପ ଧାରଣ କରିଛନ୍ତି ତେବେ ଆପଣ ବ୍ରତ ରଖିପାରିବେ। କେବଳ ଧ୍ୟାନରେ ରଖନ୍ତୁକି ନିଜକୁ ଭୋକିଲା ରଖନ୍ତୁ ନାହିଁ। ସମୟସମୟରେ ଫଳ ଓ କ୍ଷୀର ପାନ କରନ୍ତୁ। ଏମିତି କରିବା ଦ୍ଵାରା ପେଟ ବଥା ହୋଇନଥାଏ। ବ୍ରତର ସଂକଳ୍ପ ନେବା ପୂର୍ବରୁ ଆପଣଙ୍କୁ ପିରି-ୟଡ୍ସ ( ମାସିକ ଋ-ତୁସ୍ରା-ବ) ହେଲେ ଆପଣଙ୍କ ବଦଳରେ ଘରର ଅନ୍ୟ କୌଣସି ସଦସ୍ୟ ମଧ୍ୟ ବ୍ରତ ରଖିପାରିବେ।

Google

ମନରେ ନିଅନ୍ତୁ ଭଗବାନଙ୍କ ନାମ:-

ପିରି-ୟଡ୍ସ ( ମାସିକ ଋତୁ-ସ୍ରା-ବ) କାରଣରୁ ଯଦି ଆପଣ ବ୍ରତ କରିପାରୁ ନାହାନ୍ତି। ତେବେ ଚିନ୍ତା କରନ୍ତୁ ନାହିଁ। ଏମିତି ସ୍ଥିତିରେ ଆପଣ ମନରେ ଭଗବାନଙ୍କ ନାମ ଜପ କରନ୍ତୁ। ଏମିତି କରିବା ଦ୍ଵାରା ଆପଣଙ୍କର ଆସ୍ଥା ରହିବ ଓ ସ୍ୱାସ୍ଥ୍ୟ ମଧ୍ୟ ଠିକ ରହିବ। ଆପଣ କେବଳ ପିରି-ୟଡ୍ସ ( ମାସିକ ଋ-ତୁସ୍ରା-ବ) ଆରମ୍ଭ ପୂର୍ବରୁ ପୂଜା କରନ୍ତୁ ନାହିଁ।

ଖାଇବା ଉପରେ ଧ୍ୟାନ ରଖନ୍ତୁ:-

ପିରି-ୟଡ୍ସ ( ମାସିକ ଋତୁ-ସ୍ରା-ବ) ସମୟରେ ଅନେକ ମହିଳା ପୂଜା କରନ୍ତି ଓ ବ୍ରତ ମଧ୍ୟ ରଖନ୍ତି। ଏମିତି ସ୍ଥିତିରେ ମହିଳାଙ୍କୁ ନିଜର ଧ୍ୟାନ ରଖିବାକୁ ହେବ। ବ୍ରତ ରଖିବା ସମୟରେ ଫଳ ଖାଇବା ଉଚିତ। ଥଣ୍ଡା ଜିନିଷ ବଦଳରେ ଗରମ ଜିନିଷ ଖାଇବା ଉଚିତ। କ୍ଷୀର ଓ କଫି ଅଧିକ ପିଇବା ଉଚିତ। ଏହାକୁ ପିଇବା ଦ୍ଵାରା ପେଟ ଭିତରୁ ଗରମ ରହିଥାଏ ଓ କୌଣସି ସମସ୍ଯା ହୋଇନଥାଏ। ଆପଣ ସମ୍ପୂର୍ଣ ଧ୍ୟାନ ରଖି ଡାଏଟ ନିଅନ୍ତୁ।

ସ୍ଵାମୀଙ୍କ ମାଧ୍ୟମରେ ବ୍ରତ ରଖନ୍ତୁ:-

ଅନେକ ମହିଳାଙ୍କର କରବା ଚୌଥ ସମୟରେ ପିରି-ୟଡ୍ସ ( ମାସିକ ଋତୁ-ସ୍ରା-ବ) ହୋଇଯାଏ। ପିରି-ୟଡ୍ସ ( ମାସିକ ଋ-ତୁସ୍ରା-ବ)ର ବ୍ରତ ବହୁତ କଠିନ ହୋଇଥାଏ ଓ ଏହି ସମୟରେ କୌଣସି ଜିନିଷ ସେବନ କରନ୍ତୁ ନାହିଁ। ଯଦି ଆପଣଙ୍କୁ କରବା ଚୌଥ ଦିନ ପିରି-ୟଡ୍ସ ( ମାସିକ ଋ-ତୁସ୍ରା-ବ) ହୋଇଯାଏ ତେବେ ଆପଣ ବ୍ରତ ନିଜ ବଦଳରେ ସ୍ଵାମୀଙ୍କ ମାଧ୍ୟମରେ ରଖିପାରିବେ।

ଏହି କାରଣରୁ ବ୍ରତ ରଖିବାକୁ ମନା କରାଯାଏ:-

ଶାସ୍ତ୍ର ଅନୁସାରେ ପିରି-ୟଡ୍ସ ( ମାସିକ ଋତୁ-ସ୍ରା-ବ) ସମୟରେ ମହିଳାଙ୍କୁ ଆରାମ କରିବାକୁ କୁହାଯାଏ। ଏହି କାରଣରୁ ପିରି-ୟଡ୍ସ ( ମାସିକ ଋ-ତୁସ୍ରା-ବ) ଆରମ୍ଭ ହେବା ପୂର୍ବରୁ ମହିଳାଙ୍କୁ ପୂଜା କରିବା ପାଇଁ ମନାକରାଯାଏ। କାରଣ ପୂଜା କରିବା ପାଇଁ ଅନେକ ପ୍ରକାର ପ୍ରସ୍ତୁତି କରିବା ପଡିଥାଏ, ଯାହାକି ପିରି-ୟଡ୍ସ ( ମାସିକ ଋତୁ-ସ୍ରା-ବ) ସମୟରେ ଅସୁବିଧା ହୋଇଥାଏ। ପିରି-ୟଡ୍ସ ( ମାସିକ ଋତୁ-ସ୍ରା-ବ) ସମୟରେ ଅଧିକ କାମ କରିବା ଦ୍ଵାରା ମହିଳାଙ୍କୁ ଅନେକ ପ୍ରକାର ସମସ୍ଯା ହୋଇଥାଏ। ସେଥିପାଇଁ ଶାସ୍ତ୍ରରେ ପିରି-ୟଡ୍ସ ( ମାସିକ ଋତୁ-ସ୍ରା-ବ) ସମୟରେ ବ୍ରତ ନରଖିବା ଓ ପୂଜା ପାଠରୁ ଦୂରେଇ ରହିବା ପାଇଁ କୁହାଯାଏ। ଯାହାଦ୍ୱାରା ମହିଳାଙ୍କୁ ଆରାମ ମିଳିପାରିବ।

Google

ଏହି କଥାପ୍ରତି ଧ୍ୟାନ ରଖନ୍ତୁ:-

୧। ଶାସ୍ତ୍ର ଅନୁସାରେ ପିରି-ୟଡ୍ସ ( ମାସିକ ଋତୁ-ସ୍ରା-ବ) ସମୟରେ କୌଣସି ପବିତ୍ର ବସ୍ତୁକୁ ଛୁଇଁବା ବର୍ଜିତ ବୋଲି ମାନାଯାଏ। ସେଥିପାଇଁ ପିରି-ୟଡ୍ସ ( ମାସିକ ଋତୁ-ସ୍ରା-ବ) ହେବା ମାତ୍ରେ ପାଠ ସହ ଜଡିତ ବହି, ଗ୍ରନ୍ଥ ଇତ୍ୟାଦିକୁ ଛୁଅନ୍ତୁ ନାହିଁ।

୨। ପିରି-ୟଡ୍ସ ( ମାସିକ ଋତୁ-ସ୍ରା-ବ) ହେଲେ ତୁଲସୀ ଗଛରେ ପାଣି ଦିଅନ୍ତୁ ନାହିଁ ଓ ଏହି ଗଛ ଠାରୁ ଦୂରେଇ ରୁହନ୍ତୁ। କୁହାଯାଏକି, ପିରି-ୟଡ୍ସ ( ମାସିକ ଋତୁ-ସ୍ରା-ବ) ସମୟରେ ତୁଲସୀ ଗଛକୁ ଛୁଇଁଲେ ତୁଲସୀ ଗଛ ଅତିଶୀଘ୍ର ଶୁଖିଯାଏ।

୩। ପୂଜା ଘରେ ପ୍ରବେଶ କରନ୍ତୁ ନାହିଁ। ଯଦି ମନ୍ଦିର ଯିବା ନିହାତି ଜରୁରୀ ତେବେ ପବିତ୍ର ହୋଇ ମନ୍ଦିର ଭିତରକୁ ଯାଆନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *