Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୦୩ ଫେବୃଆରୀ ୨୦୨୧, ବୁଧବାର: ଏହି ୫ଟି ରାଶିର ଆର୍ଥିକ ଲାଭ ଓ ଉନ୍ନତିର ସଂକେତ ମିଳୁଛି, ସମସ୍ତ ରାଶିର ରାଶିଫଳ ପଢନ୍ତୁ

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ବୁଧବାର ୦୩ ଫେବୃଆରୀ ରାଶିଫଳ କହିବାକୁ ଯାଉଛୁ। ରାଶିଫଳର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୦୩ ଫେବୃଆରୀ ୨୦୨୧।

ମେଷ ରାଶି:-

ଏହି ରାଶିର ଜାତକଙ୍କର ଆଜିର ଦିନ ବହୁତ ଶୁଭ ରହିବ। ଆଜି ଆପଣ ସମସ୍ତ କାର୍ଯ୍ୟ ସହଜରେ ଶେଷ କରିବେ।ମାନସିକ ଚିନ୍ତା ଦୂର ହେବ। ଅଫିସରେ ସମସ୍ତ କାର୍ଯ୍ୟ ଆପଣ ଠିକ ଭାବରେ ତୁଲାଇ ପାରିବେ। ବଡ଼ ଅଧିକାରୀ ମାନେ ଆପଣଙ୍କ କାର୍ଯ୍ୟର ପ୍ରଶଂସା କରିବେ । ବେପାରୀ ଲୋକଙ୍କୁ ହଠାତ କୁଆଡେ ଯାତ୍ରା କରିବାକୁ ପଡି ପାରେ । ଆପଣଙ୍କ ଦ୍ୱାରା କରା ଯାଇ ଥିବା ଯାତ୍ରା ଲାଭ ଦାୟକ ସିଦ୍ଧ ହେବ।

ବୃଷ ରାଶି:-

ଏହି ରାଶିର ଲୋକଙ୍କର ଆଜିର ଦିନ ଆରାମଦାୟକ ରହିବ। ସ୍ବାସ୍ଥ୍ୟ ସମ୍ବୋଦ୍ଧିତ ସମସ୍ୟା ଦୂର ହୋଇଯିବ। କାର୍ଯ୍ୟ କ୍ଷେତ୍ରରେ ସହକର୍ମିଙ୍କ ସହଯୋଗ ମିଳିବ। ଆପଣ ନିଜର ବିରୋଧୀଙ୍କୁ ପରାସ୍ତ କରିବେ। ଆପଣଙ୍କୁ ନିଜର ପରିଶ୍ରମର ଉଚିତ ପରିଣାମ ମିଳିବ। ବିଦ୍ୟାର୍ଥୀ ବର୍ଗର ଲୋକଙ୍କ ମନ ପଢ଼ାରେ ଲାଗିବ। ସରକାରୀ କାର୍ଯ୍ୟ ଶେଷ ହେବ। ଆଇନଗତ ମାମଲାରେ ସଫଳତା ମିଳିବ। ବିଦେଶରୁ ଖୁସି ଖବର ମିଳିବ। ପାରିବାରିକ ପରିବେଶ ଭଲ ରହିବ।

ମିଥୁନ ରାଶି:-

ଏହି ରାଶିର ଲୋକଙ୍କୁ ଆଜି କୌଣସି କାର୍ଯ୍ୟରେ ଅଳ୍ପ ସମ୍ଭାଳି କରି ରହିବାକୁ ହେବ। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଆଫିସରେ ଆପଣ ଆଜି ସମସ୍ତ କାର୍ଯ୍ୟ ସମୟ ଭିତରେ ପୁରଣ କରନ୍ତୁ ନଚେତ ବଡ଼ ଅଧିକାରୀ ମାନଙ୍କ କ୍ରୋ-ଧର ସାମ୍ନା କରିବାକୁ ପଡ଼ିବ। କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାଗଜରେ ଦସ୍ତଖତ ଦେବା ପୁର୍ବରୁ ଭଲ ଭାବରେ ପଢ଼ିନିଅନ୍ତୁ।

Google

କର୍କଟ ରାଶି:-

ଏହି ରାଶିର ଜାତକଙ୍କର ଆଜିର ଦିନ ଅଳ୍ପ ଚାପ ଭରା ରହିବ। କାମ କାର୍ଯ୍ୟରେ ଭାର ଅଧିକ ହେବା ଯୋଗୁ ଶାରୀରିକ କ୍ଳାନ୍ତ ଅନୁଭବ କରିବେ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିତର୍କ ହୋଇପାରେ। ଅପରିଚିତ ଲୋକଙ୍କ କଥାରେ ଆସନ୍ତୁ ନାହିଁ। କିଛି ଲୋକ ଆପଣଙ୍କ ବ୍ୟବହାରର ଲାଭ ଉଠାଇ ପାରନ୍ତି। ବ୍ୟବସାୟରେ ଭଲ ଲାଭ ମିଳିପାରେ। ବିଦ୍ୟାର୍ଥୀ ବର୍ଗର ଲୋକଙ୍କୁ ଶିକ୍ଷକଙ୍କ ଠାରୁ ମାର୍ଗଦର୍ଶନ ପ୍ରାପ୍ତ ହେବ। ବେରୋଜଗାର ଲୋକଙ୍କୁ ଭଲ ଚାକିରି ମିଳିପାରେ।

ସିଂହ ରାଶି:-

ଏହି ରାଶିର ଜାତକଙ୍କର ଆଜିର ଦିନ ଶୁଭ ରହିବ। ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ଶେଷ ହେବ ଯେଉଁଥି ପାଇଁ ଆପଣଙ୍କ ମନ ଖୁସି ରହିବ। କାର୍ଯ୍ୟ କ୍ଷେତ୍ରରେ ଥିବା ଲୋକଙ୍କୁ ନୂତନ ଦାୟିତ୍ୱ ଦିଆଯାଇପାରେ। ମହତ୍ତ୍ୱପୂର୍ଣ ବୈଠକରେବି ମଧ୍ୟ ଭାଗ ନେଇପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ। ପରିବାର ସମସ୍ତ ଲୋକ ଆପଣଙ୍କୁ ସହଯୋଗ କରିବେ। ଖରାପ ଅଭ୍ୟାସରୁ ଦୂରେଇ ରୁହନ୍ତୁ ନଚେତ ମାନ ସମ୍ମାନର ହାନି ହୋଇପାରେ। ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ଆପଣ ନିଜର ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ବାହାରର ଖାଇବା ପିଇବା ପ୍ରତି ଧ୍ୟାନ ଦିଅନ୍ତୁ।

କନ୍ୟା ରାଶି:-

ଏହି ରାଶିର ଜାତକଙ୍କୁ କାମ କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ। କୌଣସି ପୁରୁଣା ବିତର୍କ ସମାପ୍ତ ହୋଇପାରେ।ଆପଣଙ୍କର ମନ ଖୁସି ରହିବ। ଗାଡ଼ିର ସୁଖ ହାସଲ କରିବାର ସମ୍ଭାବନା ଅଛି। ଘରର ଆବଶ୍ୟକତା ପୂରଣ ହେବ। ଛାତ୍ରମାନେ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ବ୍ୟବସାୟ ବିସ୍ତାର ହେବ। କୋର୍ଟ କଚେରୀ ମାମଲା ବାହାରେ ସମାଧାନ କରନ୍ତୁ। ଅଚଳ ସମ୍ପତି ପ୍ରସଙ୍ଗରେ ମିଶ୍ରିତ ଲାଭ ମିଳିବ।

ତୁଳା ରାଶି:-

ଏହି ରାଶିର ଲୋକମାନଙ୍କର ମନ ଆଜି ବହୁତ ଉଦାସ ରହିବ। ପୁରୁଣା କଥା ଆପଣଙ୍କ ମନକୁ ବହୁତ ବିଚଳିତ କରିପାରେ। ଆପଣଙ୍କ କାର୍ଯ୍ୟରେ କୌଣସି ବିଳମ୍ବ ହେବାର ସମ୍ଭାବନା ଥିବାରୁ ଆପଣଙ୍କୁ ଅଫିସ କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ପଡିବ। ଲୁହା ବ୍ୟବସାୟୀମାନେ ଭଲ ଲାଭ ପାଇବେ। ଯୁବକମାନେ କ୍ୟାରିୟରରେ ଆଗକୁ ବଢିବାର ଉପାୟ ଖୋଜି ପାରିବେ। କୌଣସି ଦୂର ଦୂରାନ୍ତର ଯାତ୍ରାକୁ ଏଡ଼ାଇବା ଉଚିତ। ବିବାହିତ ଜୀବନ ଭଲ ରହିବ। ପ୍ରେମ ଜୀବନ ବିତାଉଥିବା ଲୋକମାନେ ନିଜ ପ୍ରିୟଙ୍କ ଭାବନାକୁ ବୁଝିବା ଆବଶ୍ୟକ ଅଟେ।

ବିଛା ରାଶି:-

ଏହି ରାଶିର ଜାତକଙ୍କର ଆଜି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ଠିକ ସମୟରେ ସମାପ୍ତ ହେବ। ଯେଉଁଥିପାଇଁ ଆପଣଙ୍କ ମନ ବହୁତ ଖୁସି ରହିବ। ଆପଣ କୌଣସି ଲାଭଜନକ ଯାତ୍ରାକୁ ଯାଇପାରନ୍ତି। ଆପଣ କରିଥିବା ପ୍ରୟାସ ସଫଳ ହେବ। ଯଦି ଆପଣ ଚାକିରି କରୁଛନ୍ତି ତେବେ ଆପଣ ପଦୋନ୍ନତି ପାଇବାର ସମ୍ଭାବନା ଅଛି। ବ୍ୟବସାୟରେ ଲାଭର ପରିସ୍ଥିତି ସୃଷ୍ଟି ହେଉଛି। ଆପଣ ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପାଇବେ। ଆପଣ ଖୁସିରେ ପରିବାର ସଦସ୍ୟଙ୍କ ସହିତ ସମୟ ଅତିବାହିତ କରିବେ। ଆପଣ କୌଣସି ବିନିଯୋଗ ସମ୍ବନ୍ଧୀୟ ଯୋଜନା ପ୍ରସ୍ତୁତ କରିପାରିବେ। ଯାହା ଆପଣଙ୍କୁ ଭଲ ଲାଭ ଦେବ।

ଧନୁ ରାଶି:-

ଏହି ରାଶିର ଜାତକଙ୍କୁ ଆଜି ଅଧିକ ସା-ବ-ଧାନ ରହିବାକୁ ହେବ। ଆପଣ କୌଣସି ବଡ ଭୁଲ କରନ୍ତି ତେବେ ଆଓଂ ଏହାକୁ ସୁଧାରି ନିଅନ୍ତୁ। ଯଦି ଆପଣ ଭାଗିଦାରୀରେ କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହାଁନ୍ତି ତେବେ ଭଲ ଭାବରେ ଚିନ୍ତା କରନ୍ତୁ। ଟଙ୍କା କାରବାର କରନ୍ତୁ ନାହିଁ। ଗୁପ୍ତ ଶତ୍ରୁମାନଙ୍କ ସହିତ ସତର୍କ ରହିବାକୁ ପଡିବ। କୌଣସି ବିଶେଷ ବନ୍ଧୁଙ୍କ ସହିତ ଆପଣଙ୍କର ମତ-ଭେ-ଦ ହୋଇପାରେ। ଆପଣଙ୍କର କ୍ରୋଧ ଏବଂ ବକ୍ତବ୍ୟକୁ ନିୟନ୍ତ୍ରଣ କରିବା ଆବଶ୍ୟକ।

Google

ମକର ରାଶି:-

ଏହି ରାଶିର ଜାତକଙ୍କୁ ଆଜିର ଦିନ ବିଶେଷ ରହିବ। ଭାଗ୍ୟର ସହଯୋଗରେ ଆପଣଙ୍କର ସମସ୍ତ କାର୍ଯ୍ୟ ଭଲରେ ଚାଲିବ। ଆପଣ ନିଜର ଚେଷ୍ଟାରେ ତେଜି ଆଣିପାରନ୍ତି।ପାରିବାରିକ ପରିବେଶ ସୁଖଦ ରହିବ। ପିତାମାତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। ବିଦେଶୀ କମ୍ପାନୀରେ ବିନିଯୋଗ କରିବାକୁ ବିଚାର କରିବେ। ଯେଉଁମାନେ ସେୟାର ମାର୍କେଟ ସହିତ ସଂଯୁକ୍ତ ସେମାନେ ଲାଭ ପାଇପାରିବେ। ସମାଜରେ ନୂତନ ଲୋକଙ୍କ ସହିତ ପରିଚିତତା ବୃଦ୍ଧି ପାଇବ। ପାଣିପାଗରେ ପରିବର୍ତ୍ତନ ଯୋଗୁ ସ୍ୱାସ୍ଥ୍ୟରେ ଅସ୍ଥିରତା ପରିସ୍ଥିତି ସୃଷ୍ଟି ହୋଇପାରେ ସେଥିପାଇଁ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

କୁମ୍ଭ ରାଶି:-

ଏହି ରାଶିର ଥିବା ଜାତକଙ୍କର ଆଜିର ମନ ଧର୍ମ କର୍ମ କାମରେ ଅଧିକ ରହିବ। ସୃଜନଶୀଳ କାର୍ଯ୍ୟରେ ସଫଳତା ହାସଲ ହେବ। କୌଣସି ଅସମାପ୍ତ କାର୍ଯ୍ୟ ସମାପ୍ତ ହୋଇପାରେ ଆପଣଙ୍କର ଆତ୍ମବିଶ୍ୱାସ ଦୃଢ ରହିବ। ବେରୋଜଗାର ଲୋକ ଭଲ ଚାକିରି ପାଇପାରିବେ। କିଛି ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାର ସୁଯୋଗ ମିଳିବ। ଅଫିସର ଅତ୍ୟାବଶ୍ୟକ କଥାକୁ କୌଣସି ବାହାର ଲୋକ ସହିତ ସେଆର କରନ୍ତୁ ନାହିଁ ନଚେତ ଆପଣ କ୍ଷତିର ସମ୍ମୁଖୀନ ହୋଇପାରନ୍ତି।

ମୀନ ରାଶି:-

ଏହି ରାଶିର ରହିବା ଜାତକ ଆଜି ବହୁତ ଶାନ୍ତି ଅନୁଭବ କରିବେ। ଅଧିକରୁ ଅଧିକ ସମୟ ନିଜର ପରିବାର ଲୋକଙ୍କ ସହିତ ଅତିବାହିତ କରିବା ପାଇଁ ଚେଷ୍ଟା କରିପାରିବେ। ଆପଣଙ୍କର ଭଲ ବ୍ୟବହାରରେ ଲୋକେ ପ୍ରଭାବିତ ହେବେ। ଆପଣଙ୍କର ମନ ଶକ୍ତିରେ ପରିପୂର୍ଣ ରହିବ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମନ୍ୱୟ ରହିବ। ସାଙ୍ଗ ମାନଙ୍କ ସହିତ ମଜା ମସ୍ତି କରିବା ପାଇଁ ଯାତ୍ରାର ଯୋଜନା କରିପାରନ୍ତି। ବିବାହ ଯୋଗ୍ୟ ଲୋକଙ୍କୁ ବିବାହ ପ୍ରସ୍ତାବ ମିଳିବ।

ବନ୍ଧୁଗଣ ଆଜି ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ଶ୍ରୀ ଗଣେଶ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *