Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ଉଠି ଏହି ୫ଟି କାର୍ଯ୍ୟ କଲେ ହୋଇଥାଏ ସ-ର୍ବ-ନା-ଶ , ନିଶ୍ଚିତ ଜାଣି ନିଅନ୍ତୁ

ସେୟାର୍ କରନ୍ତୁ

ସାଙ୍ଗମାନେ ଆଜି ଆମେ ଜାଣିବା ଏଭଳି କଣ କଣ କାର୍ଯ୍ୟ ରହିଛି ଯାହା ସକାଳେ କେବେବି କରିବା ଉଚିତ ନୁହେଁ। ସାଙ୍ଗମାନେ ଆମେ ସମସ୍ତେ ଚାହୁଁ ଥାଉ ଆମର ସମ୍ପୂର୍ଣ୍ଣ ଦିନଟି ସୁଖମୟରେ ଅତିବାହିତ ହେଉ। ଏଥିପାଇଁ ଆମେ ସକାଳୁ ଉଠିବା ପରେ ନିଜକୁ ଖୁସିରେ ରଖିବାକୁ ପ୍ରୟାସ କରି ଥାଉ। କାରଣ ଆମେ ସକାଳୁ ଉଠିବା ପରେ ଯଦି ଖୁସି ରହି ଥାଉ ତାହେଲେ ଆମର ସମ୍ପୂର୍ଣ୍ଣ ଦିନଟି ଭଲରେ କରିଥାଏ। ଯାହାଫଳରେ ଆମେ ସକାରାତ୍ମକ ଅନୁଭବ କରିବା ସହିତ ପ୍ରତ୍ୟେକ କାର୍ଯ୍ୟରେ ଉନ୍ନତି ହୋଇଥାଏ। କିନ୍ତୁ ସାଙ୍ଗ ମାନେ ସକାଳେ ଆମ ଅଜାଣତରେ ଏମିତି କିଛି କାର୍ଯ୍ୟ ହୋଇଯାଏ ଯାହା ପୁରା ଦିନକୁ ଖରାପ କରି ଦେଇ ଥାଏ। ଯାହାଦ୍ଵାରା ଦିନର ସଫଳ କାର୍ଯ୍ୟ ମଧ୍ୟ ଖରାପ ସାବ୍ୟସ୍ତ ହୋଇଥାଏ ଏବଂ ଆମକୁ ଅପମାନର ଶିକାର ହେବାକୁ ପଡିପାରେ। ଆଜି ଆମେ ଏହି ପୋଷ୍ଟରେ ଜାଣିବା ଏଭଳି କେଉଁ କେଉଁ କାର୍ଯ୍ୟ ରହିଛି ଯାହାକୁ ସକାଳୁ ଉଠିବା ପରେ କେବେବି କରିବା ଉଚିତ ନୁହେଁ।

ସାଙ୍ଗମାନେ ପ୍ରଥମ କାର୍ଯ୍ୟଟି ହେଉଛି କ-ଳି ଝ-ଗ-ଡ଼ା ନକରିବା । ଆମେ ଯେତେବେଳେ ସକାଳୁ ଉଠୁ ଘରେ କଳି ଝଗଡ଼ା ବା ବି-ବା-ଦ ଚାଲିଥାଏ ଏବଂ ଆମେ ମଧ୍ୟ ସେଥିରେ ସାମିଲ ହୋଇ ଯାଉ। ସେମାନଙ୍କ ସହିତ ଝ-ଗ-ଡ଼ା ମଧ୍ୟ ଆରମ୍ଭ କରି ଦେଇଥାଉ। କିନ୍ତୁ ଶାସ୍ତ୍ର ଅନୁସାରେ ଆପଣଙ୍କ ଦିନଟି ଆରମ୍ଭରେ କ-ଳି ଝ-ଗ-ଡ଼ା ବା ବି-ବା-ଦରେ ଅତିବାହିତ ହୁଏ ତାହେଲେ ଆପଣଙ୍କ ଦିନ ଖରାପ ହେବା ସହିତ ଆପଣଙ୍କ ମନୋବଳ ମଧ୍ୟ ଭା-ଙ୍ଗି ଯିବ। ଯାହାର ନକାରାତ୍ମକ ପ୍ରଭାବ ଆପଣଙ୍କ ସମ୍ପର୍କରେ ପଡେ। ଏଥିପାଇଁ ସକାଳୁ ଉଠିବା ପରେ କ-ଳି ଝ-ଗ-ଡ଼ା କରନ୍ତୁ ନାହିଁ। ଯଦି ଆପଣ ଉଠିବା କ୍ଷଣି ଘରେ ବା ପାଖ ଘରେ ବି-ବା-ଦ ଲାଗି ଥାଏ, ତାହେଲେ ଆପଣ ସେହି କଥାକୁ ଅଣଦେଖା କରି ନିଜ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତୁ।

Google

ଦ୍ଵିତୀୟରେ ହେଉଛି କ୍ରୋ-ଧ କରନ୍ତୁ ନାହିଁ। ସାଙ୍ଗମାନେ ଆପଣ ସମସ୍ତେ ଜାଣିଛନ୍ତି କି କ୍ରୋ-ଧ ମଣିଷର ବଡ଼ ଶତ୍ରୁ ଏବଂ ବେଳେବେଳେ ବ୍ୟକ୍ତି ଚାହୁଁ ନଥିଲେ ମଧ୍ୟ ସକାଳୁ ଉଠି ରାଗି ଯାଇଥାଏ , କିନ୍ତୁ ସାଙ୍ଗମାନେ ପୁରାଣ ଶାସ୍ତ୍ର ଏବଂ ବିଜ୍ଞାନରେ ମଧ୍ୟ କୁହାଯାଇଛି ଏହା ଆମର ସମୟ ଏବଂ ଶରୀର ଉପରେ ଖରାପ ପ୍ରଭାବ ପକାଇ ଥାଏ। ବିଜ୍ଞାନ ଅନୁସାରେ ଯଦି ଆମେ ସକାଳୁ ଉଠୁ ଯଦି ଆମେ ସଙ୍ଗେ ସଙ୍ଗେ କ୍ରୋ-ଧିତ ହେଉଛୁ ତାହେଲେ ଆମର ରକ୍ତ ଶରୀରରେ ଅତି ତୀବ୍ର ଗତିରେ ପ୍ରବାହିତ ହେଉଛି, ଯାହା ଆମ ଶୋଇଥିବା ଅବସ୍ଥାକୁ ଅତିକମ୍ ରେ ହୋଇଥାଏ। ଏହାଦ୍ବାରା ମସ୍ତିଷ୍କ ଭ୍ରମ, ମୁଣ୍ଡ ବିନ୍ଧା , ଉଚ୍ଚ ରକ୍ତଚାପ ଭଳି ସମସ୍ୟା ଦେଖା ଦେଇଥାଏ। ପୁରାଣ ଶାସ୍ତ୍ର ଅନୁସାରେ ସକାଳୁ ଯଦି ଆପଣ କ୍ରୋ-ଧ କରୁଛନ୍ତି, ତେବେ ଆପଣଙ୍କ ଦିନଟି ଅଶୁଭ ରହିବା ସହିତ ଆପଣଙ୍କର ଅମଙ୍ଗଳ ମଧ୍ୟ ହୋଇଥାଏ। ଯଦି ଆପଣଙ୍କୁ ଅଧିକ କ୍ରୋ-ଧ ଆସେ ତାହେଲେ ସଙ୍ଗେ ସଙ୍ଗେ ସେହି ସ୍ଥାନ ଛାଡି ଦିଅନ୍ତୁ ବା କ୍ରୋ-ଧ ଆସିଲେ ଏକ ଗ୍ଲାସ ପାଣି ପିଇ ଦିଅନ୍ତୁ। ଏହାସହିତ କ୍ରୋ-ଧକୁ ନିୟନ୍ତ୍ରଣ ରଖିବା ପାଇଁ ସକାଳେ ଯୋଗ ବା ବ୍ୟାୟାମ କରନ୍ତୁ।

Google

ତୃତୀୟ ହେଉଛି ଯାହାକୁ ଅପ-ମାନ କରନ୍ତୁ ନାହିଁ ବା କ-ଟୁ ବଚନ କୁହନ୍ତୁ ନାହିଁ। ସାଙ୍ଗମାନେ ଆମ ଜାଣତରେ ହେଉ ବା ଅଜାଣତରେ ଆମେ ଏମିତି କିଛି କଥା କହି ଦେଉ ଯାହା ଅନ୍ୟମାନଙ୍କ ମନରେ କଷ୍ଟ ଦେଇଥାଏ। ଯାହାଫଳରେ ସେହି ବ୍ୟକ୍ତି ଦୁଃଖିତ ହୋଇଥାଏ ଏବଂ ସେହି ବିଷୟରେ ଆମେ ପରେ ବିଚାର କରି ଦୁଃଖିତ ହୋଇ ଥାଉ। ଯଦି ଆପଣ ସକାଳୁ ଉଠି କାହାକୁ କ-ଟୁ ବଚନ କହୁଛନ୍ତି ତାହେଲେ ଦେଖିବେ ସେହି ଦିନ ଆପଣଙ୍କ ପାଇଁ ନିଶ୍ଚିତ ରୂପରେ ଖରାପରେ ଅତିବାହିତ ହେବ, ପରେ ଆପଣଙ୍କ ମନ ସେହି ସବୁ ଭାବି ଦୁଃଖିତ ହେବ। ଯଦି ଆପଣ କାହାକୁ କ-ଟୁ କଥା କହି ଦେଉଛନ୍ତି ତାହେଲେ ସଙ୍ଗେ ସଙ୍ଗେ ଭୁଲ ମାଗିବା ସହିତ ସେହି କଥାକୁ ସେହିଠାରେ ହିଁ ସମାପ୍ତ କରି ଦିଅନ୍ତୁ। ଏହାଦ୍ବାରା ସେହି କଥାର କୁ-ପ୍ରଭାବ ଆପଣଙ୍କ ଉପରେ ପଡ଼ିବ ନାହିଁ। ସର୍ବଦା ସକାଳୁ ଉଠି ପରିବାର ଲୋକଙ୍କ ସହିତ ଆନନ୍ଦର ସହିତ କଥାବାର୍ତ୍ତା କରନ୍ତୁ ଦେଖିବେ ଆପଣଙ୍କ ପାଇଁ ଦିନଟି ସୁଖମୟରେ ଅତିବାହିତ ହେବ। ସର୍ବଦା ଆପଣଙ୍କ ପରିବାର ଉପରେ ଦେବୀ ଲକ୍ଷ୍ମୀଙ୍କ ଆଶିର୍ବାଦ ରହିବ ଏବଂ ଘରେ ସୁଖଶାନ୍ତି ଭରି ରହିବ। ସାଙ୍ଗମାନେ ଆଶା କରୁଛୁ ଏହି ସୂଚନା ଆପଣଙ୍କୁ ପସନ୍ଦ ଆସିଥିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *