Excuse Me Odisha

ଯାହା କହିବୁ ସତ କହିବୁ

ଫେବୃୟାରୀ ମାସରେ ଏହି ୬ଟି ରାଶିଙ୍କର ଭାଗ୍ୟ ଖୋଲିବ।ମା ଲକ୍ଷ୍ମୀଙ୍କ କୃପା ବନି ରହିବ।

ସେୟାର୍ କରନ୍ତୁ

ଜାନୁୟାରୀ ଶେଷ ସପ୍ତାହରେ ୨୮ ତାରିଖରେ ଶୁକ୍ରର ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଜାନୁୟାରୀ ୨୮ରେ ଅନେକ ଶୁଭ ସଂଯୋଗ ସୃଷ୍ଟି ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କହିବାକୁ ଗଲେ ଶୁକ୍ରଙ୍କୁ ବିବାହିତ ଜୀବନରେ ପ୍ରେମ ଏବଂ ସୁଖର କାରକ ବୋଲି ବିବେଚନା କରାଯାଏ। ଏପରି ପରିସ୍ଥିତିରେ ଯେତେବେଳେ ଶୁକ୍ର ଚଳନ କରନ୍ତି ଏହା ସମସ୍ତ ରାଶିର ଜାତକଙ୍କୁ ପ୍ରଭାବିତ କରିଥାଏ। ଅବଶ୍ୟ ଏଥର ଶୁକ୍ରଙ୍କର ୬ ଟି ରାଶିର ଜାତକ ଉପରେ ପ୍ରଭାବ ଅଧିକ ରହିବ। ଆସନ୍ତୁ ଜାଣିବା ଶୁକ୍ରଙ୍କ ଚଳନ କେଉଁ ରାଶିଙ୍କ ଉପରେ ଶୁଭ ପ୍ରଭାବ ପକାଇବ।

ବୃଷ ରାଶି:-

୨୮ ଜାନୁୟାରୀରେ ଶୁକ୍ରଙ୍କର ଚଳନ ବୃଷ ରାଶି ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ। ଚଳନ ସମୟରେ ଆପଣ ଚାହୁଁଥିବା ଫଳାଫଳ ପାଇବେ। ଚଳନ ପରେ ଆପଣଙ୍କର ଭାଗ୍ୟ ମଧ୍ୟ ବଦଳିଯିବ। ସାମାଜିକ ସ୍ତରରେ କରାଯାଇଥିବା କାର୍ଯ୍ୟରେ ଆପଣ ସଫଳତା ପାଇବେ। ଏହା ଆପଣଙ୍କର ସାମାଜିକ ସମ୍ମାନ ବୃଦ୍ଧି କରିବ।

ଯଦି ଆପଣ ଦୀର୍ଘ ସମୟ ଧରି କୌଣସି ପୁରୁଣା ରୋଗରେ ଅସୁବିଧାରେ ପଡ଼ନ୍ତି ତେବେ ଚଳନ ସମୟରେ ଆପଣ ଏଥିରୁ ଶାନ୍ତି ପାଇବେ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ। ଆଗାମୀ ଦିନରେ ଆପଣ କୌଣସି ନୂତନ ପ୍ରୋଜେକ୍ଟରେ କାମ କରିପାରିବେ। ଆପଣଙ୍କ ଘରେ କୌଣସି ଅତିଥିଙ୍କର ଆଗମନ ହୋଇପାରେ। ଯାହାଫଳରେ ଆପଣଙ୍କ ଘରେ ପାରିବାରିକ ପରିବେଶ ସୁଖଦ ରହିବ।

Google

ମିଥୁନ ରାଶି:-

ଶୁକ୍ରଙ୍କର ଚଳନ ଏହି ରାଶିର ଲୋକଙ୍କ ପାଇଁ ବହୁତ ଲାଭଦାୟକ ରହିବ। ଆପଣଙ୍କ ଜୀବନରେ କିଛି ସମସ୍ୟା ଦୂର ହେବ। ଭାଇ ଭଉଣୀଙ୍କର ସହଯୋଗ ମିଳିବ। ସାଥିରେ ଏହି ସମୟରେ ଆପଣଙ୍କର ପ୍ରିୟଙ୍କର ସମ୍ପୂର୍ଣ ସହଯୋଗ ପ୍ରାପ୍ତ ହେବ। ଚଳନ କାଳରେ ଆପଣ ଆଧ୍ୟାତ୍ମିକ ଏବଂ ଧାର୍ମିକ କାର୍ଯ୍ୟକଳାପରେ ଅନୁଭବ କରିବେ। ଜୀବନରେ ଅଭିବୃଦ୍ଧି ଏବଂ ଲାଭ ପାଇଁ ଆପଣ ସୁଯୋଗ ପାଇବେ।

ପୈତୃକ ସମ୍ପତ୍ତିରୁ ଉପକୃତ ହେବେ। ଯଦି ଆପଣ ଚାକିରି ବଦଳାଇବାକୁ ଚିନ୍ତା କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଭଲ ସମୟ। ଆପଣଙ୍କର ଆୟ ବୃଦ୍ଧି ପାଇବ। ଆହୁରି ମଧ୍ୟ ଶୁକ୍ରଙ୍କର ଶୁଭ ପ୍ରଭାବ ଆପଣଙ୍କ ବିବାହିତ ଜୀବନରେ ସୁଖ ଆଣିଦେବ।

କନ୍ୟା ରାଶି:-

ଏହି ରାଶିର ଜାତକ ପାଇଁ ଶୁକ୍ରଙ୍କର ଚଳନ ଶୁଭ ହେବ। ଆପଣଙ୍କର ଆୟର ମାଧ୍ୟମ ବୃଦ୍ଧି ହେବ। ଘର ପରିବାର ଏବଂ ସମାଜରେ ଆପଣଙ୍କର ମାନ ସମ୍ମାନରେ ବୃଦ୍ଧି ହେବ। ଚାକିରି କରୁଥିବା ଲୋକଙ୍କର ପଦନ୍ନତି ହୋଇପାରେ। ଯଦି ବିନିଯୋଗ କରିବାକୁ ଚାହୁଁଥିବେ ତ ଆପଣଙ୍କ ପାଇଁ ସବୁଠାରୁ ଭଲ ସମୟ ଅଟେ ଏହା ଦ୍ବାରା ଭବିଷ୍ୟତରେ ଆପଣଙ୍କୁ ଲାଭ ହେବ।

ଏହି ରାଶିର ଜାତକଙ୍କର ପରିବାର ଲୋକଙ୍କର ମଧ୍ୟ ଏହି ସମୟରେ ଉନ୍ନତି ହେବ। ଏହି ସମୟରେ ଆପଣଙ୍କର ବିବାହିତ ଜୀବନର ଆନନ୍ଦ ମିଳିବ। ସେହି ଛାତ୍ର ମାନଙ୍କ ପାଇଁ ସମୟ ଭଲ ଯେଉଁମାନେ ବିଦେଶରେ ପଢିବାକୁ ଚାହୁଁଥିବେ।

Google

ତୁଳା ରାଶି:-

ଶୁକ୍ରଙ୍କର ଚଳନ ଏହି ରାଶିର ଜାତକଙ୍କ ପାଇଁ ଶୁଭ ପରିଣାମ ନେଇ ଆସିବ। ଏହି ସମୟରେ ଆପଣଙ୍କୁ ନିଜ ମାଆଙ୍କର ସମ୍ପୂର୍ଣ ସହଯୋଗ ମିଳିବ। ଆୟର ମାଧ୍ୟମ ବୃଦ୍ଧି ପାଇବ। ବ୍ୟବସାୟୀ ମାନଙ୍କ ପାଇଁ ଏହି ସମୟ ବହୁତ ଭଲ ଅଟେ। ବଡ଼ ବୟସ୍କଙ୍କ କଥା ମାନି ଯଦି ବ୍ୟବସାୟ ଆଗକୁ ବଢ଼ାଇବେ ତ ଆପଣଙ୍କର ଉନ୍ନତି ନିଶ୍ଚିତ ଅଟେ।

ଚଳନ କାଳରେ ଆପଣ ନିଜ ପରିବାର ଏବଂ ସାଙ୍ଗ ମାନଙ୍କ ସହିତ ବୁଲି ଯିବାର ଯୋଜନା ପ୍ରସ୍ତୁତ କରି ପାରନ୍ତି। ଦୀର୍ଘ ଦିନରୁ ପୁରୁଣା ରୋଗ ସମାପ୍ତ ହେବ। ଏହି ରାଶିର ଜାତକ ନୂତନ ଘର କିମ୍ବା ଗାଡି ନେବା ପାଇଁ ଚାହାନ୍ତି ତ ଏମାନଙ୍କ ଇଛା ପୁରଣ ହେବ।

ମକର ରାଶି:-

ଶୁକ୍ରଙ୍କର ଚଳନ ଏହି ରାଶିର ଜାତକଙ୍କ ଜୀବନରେ ସକାରାତ୍ମକ ପରିଣାମ ଆଣିବ। ଏହା ଦ୍ବାରା ଆପଣଙ୍କର ସାଙ୍ଗଙ୍କର ସହଯୋଗ ମିଳିବ। ଏବଂ କ୍ୟାରିୟରରେ ଆଗକୁ ବଢିବାର ଅବସର ପ୍ରାପ୍ତ ହେବ। ସନ୍ତାନ ପକ୍ଷରୁ ସଫଳତାରୁ ଆପଣ ଖୁସି ହେବେ।

ସୃଜନଶୀଳ କାର୍ଯ୍ୟରେ ଆପଣଙ୍କର ମନ ଲାଗିବ ଏବଂ ଏଥିରୁ ଆପଣଙ୍କୁ ସମାଜରେ ଖ୍ୟାତି ଦେବ। ପ୍ରେମୀଯୁଗଳ ନିଜ ସାଥୀ ସହିତ ଏକ ଦୃଢ ସମ୍ପର୍କ ସ୍ଥାପନ କରିବେ। ପରିବାର ସଦସ୍ୟଙ୍କ ମଧ୍ୟରେ ପୁରୁଣା ଝଗ-ଡା ଏହି ସମୟ ମଧ୍ୟରେ ସମାଧାନ ହେବ ଯାହା ଘରର ପରିବେଶକୁ ଶାନ୍ତିପୂର୍ଣ୍ଣ କରିବ।

ମୀନ ରାଶି:-

ଏହି ରାଶିର ଜାତକଙ୍କ ପାଇଁ ଶୁକ୍ରଙ୍କର ଚଳନ ବହୁତ ଖାସ ହେବାକୁ ଯାଉଛି। ଆପଣଙ୍କର ସାମାଜିକ ଜୀବନରେ ପରିବର୍ତନ ହେବ। ସାଥିରେ ଆପଣ ନିଜର ପରିବାର ସଦସ୍ୟ ଏବଂ ସାଙ୍ଗ ମାନଙ୍କ ସହିତ କିଛି ଭଲ ସମୟ ବ୍ୟତିତ କରିବେ।

ଆପଣଙ୍କର ଜୀବନସାଥୀଙ୍କର ଆୟ ମଧ୍ୟ ବୃଦ୍ଧି ହେବ ଯେଉଁଥି ପାଇଁ ଆପଣଙ୍କ ଘରର ଆର୍ଥିକ ସମସ୍ୟା ଦୂର ହେବ। ବ୍ୟବସାୟୀ ଶ୍ରେଣୀର ଲୋକଙ୍କ ପାଇଁ ଶୁକ୍ରଙ୍କର ଚଳନ ବହୁତ ଭଲ ରହିବ। ଧନ ଏବଂ ପ୍ରତିଷ୍ଠାର ବୃଦ୍ଧି ହେବା ସହିତ ବ୍ୟବସାୟରେ ମଧ୍ୟ ବିସ୍ତାର ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *