Excuse Me Odisha

ଯାହା କହିବୁ ସତ କହିବୁ

ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତିଦିନ ଏହି ୬ଟି ଉପାୟ କରନ୍ତୁ। ତେବେ ଆସନ୍ତୁ ଜାଣିବା ସେହି ୬ଟି ବିଶେଷ ଉପାୟ ବିଷୟରେ।

ସେୟାର୍ କରନ୍ତୁ

କୁହାଯାଏ ଯେ ମା ଲକ୍ଷ୍ମୀଙ୍କୁ ପୁଜା କରିବା ଦ୍ବାରା ବ୍ୟକ୍ତିର ଜୀବନରେ ସୁଖ ସମୃଦ୍ଧି ବନି ରହିଥାଏ। ମା ଯାହା ଉପରେ ବି ପ୍ରସନ୍ନ ହୋଇଥାନ୍ତି ତାଙ୍କ ଘରର ପରିବେଶ ସକାରାତ୍ମକ ବନି ରହିଥାଏ। ଏମିତିରେ ଯଦି ମହିଳାମାନେ ପ୍ରତିଦିନ ନିଜ ଘରେ କିଛି କାର୍ଯ୍ୟ କରୁଛନ୍ତି ତେବେ ଘରେ ସର୍ବଦା ମା ଲକ୍ଷ୍ମୀଙ୍କର ବାସ ରହିଥାଏ। ଆସନ୍ତୁ ଜାଣିବା ବିଶେଷ କାର୍ଯ୍ୟ ବିଷୟରେ।

ମହିଳା ମାନେ ଘରେ ପ୍ରତିଦିନ କରନ୍ତୁ ଏହି କାର୍ଯ୍ୟ।

୧ )

ଘରର ମନ୍ଦିରରେ ମହିଳା ମାନେ ରାତି ସମୟରେ ଦୀପ ନିଶ୍ଚୟ ଜଳେଇବା ଉଚିତ। ବିଶ୍ୱାସ କରାଯାଏ ଯେଉଁ ଘରେ ପ୍ରତିଦିନ ରାତି ସମୟରେ ଦୀପ ଜଳାଯାଏ ସେଠାରେ ସର୍ବଦା ମା ଲକ୍ଷ୍ମୀଙ୍କର ବାସ ରହିଥାଏ। ତା ସହିତ ଧନର କମି ମଧ୍ୟ ହୋଇନଥାଏ।

Google

୨ )

ରାତି ସମୟରେ ଯେଉଁଠାରେ ଆପଣ ଶୋଇଥାନ୍ତି ସେଠାରେ ପୁରା ଘରେ କପୁର ଧୂଆଁ ଦେବା ଉଚିତ। ଏମିତି କଲେ ନକାରାତ୍ମକ ଉର୍ଜା ନ-ଷ୍ଟ ହୋଇଥାଏ ଏବଂ ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ। ଏମିତି କଲେ ମା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି। ସାଥିରେ ପରିବାର ଲୋକଙ୍କ ମଧ୍ୟରେ ସମ୍ବୋଦ୍ଧଭି ଭଲ ରହିଥାଏ।

୩ )

ମହିଳାଙ୍କୁ ନିଜ ଘରେ ଘରର ବଡ଼ ମାନଙ୍କ ପାଖରୁ ରାତି ସମୟରେ ଶୋଇବା ପୂର୍ବରୁ ଆଶୀର୍ବାଦ ନେବା ଦରକାର। ଏହା ଦ୍ବାରା ଘରର ପରିବେଶ ମଧୁର ରହିଥାଏ ଏବଂ ମା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ରହିଥାନ୍ତି।

୪ )

ମହିଳା ମାନଙ୍କୁ ନିଜ ଘରର ଦକ୍ଷିଣ ଦିଗରେ ସୋରିଷ ତେଲରେ ରାତିରେ ଦୀପ ଜାଳିବା ଉଚିତ। ଏହା ହେଉଛି ପିତୃ-ପୁରୁଷଙ୍କ ଦିଗ ଏବଂ ଏଠାରୁ ହିଁ ଆପଣଙ୍କୁ ପିତୃ-ପୁରୁଷମାନେ ପୃଥିବୀ ଉପରେ ଖୁସି ଏବଂ ସମୃଦ୍ଧ ରହିବାର ଆଶୀର୍ବାଦ କରନ୍ତି। ଯଦି ଦୀପ ଜାଳିବା ସମ୍ଭବ ନୁହେଁ ତେବେ ଏଠାରେ ମହମବତୀ ମଧ୍ୟ ଜଳାଯାଇ ପାରିବ।

Google

୫ )

ଶୋଇବା ପୁର୍ବରୁ ଘରକୁ ସଫା କରିବା ବହୁତ ଜରୁରୀ ଅଟେ। ଘରର ଜିନିଷ ଖେଳେଇ କରି ଛାଡ଼ି ଦେଇ ଶୋଇବା ଉଚିତ ନୁହେଁ। ଏମିତି କଲେ ଘରେ ନକା-ରାତ୍ମକ ଉର୍ଜା ବୃଦ୍ଧି ହୋଇଥାଏ।

୬ )

ଏମିତି ବହୁତ ଥର ହୋଇଥାଏ ପରିବାର ଲୋକେ ଘରର ମୁଖ୍ୟ ଗେଟ ପାଖରେ ଜୋତା ଚପଲ ଛାଡ଼ି ଦିଅନ୍ତି। ଏହା କରିବା ଭୁଲ ଅଟେ। କାରଣ ଏହା ଦ୍ବାର ଦେଇ ମା ଲକ୍ଷ୍ମୀ ଘରକୁ ପ୍ରବେଶ କରିଥାନ୍ତି। ଏମିତିରେ ଯଦି ଆପଣଙ୍କର ଏହି ଅଭ୍ୟାସ ଅଛି ତେବେ ଶୋଇବା ପୂର୍ବରୁ ଜୁତା ଚପଲକୁ ଅଲଗା ଜାଗାରେ ରଖି ଶୟନ କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମାତାଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *