Excuse Me Odisha

ଯାହା କହିବୁ ସତ କହିବୁ

୨୭ ଜାନୁୟାରୀରେ ଶୁକ୍ର ପରିବର୍ତନ କରିବେ ନିଜର ରାଶି, ଆସନ୍ତୁ ଜାଣିବା କେଉଁ ରାଶିଙ୍କୁ ଉଠାଇବାକୁ ପଡ଼ିବ କ-ଷ୍ଟ ଏବଂ କେଉଁ ରାଶିଙ୍କୁ ମିଳିବ ଲାଭ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସମସ୍ତ ଗ୍ରହମାନେ ସମୟ ସହିତ ନିଜର ରାଶି ପରିବର୍ତନ କରନ୍ତି ଯେଉଁଥି ପାଇଁ ସମସ୍ତ ୧୨ଟି ରାଶିର ଜାତକଙ୍କ ଉପରେ କିଛି ପ୍ରଭାବ ପଡିଥାଏ। ଯଦି କୌଣସି ବ୍ୟକ୍ତିଙ୍କ ରାଶିରେ ଗ୍ରହମାନଙ୍କର ଗତିବିଧି ଭଲ ତେବେ ଏହା ଜୀବନରେ ସୁଖଦ ଫଳାଫଳ ଦେଇଥାଏ କିନ୍ତୁ ଗ୍ରହମାନଙ୍କର ଗତିବିଧି ଅଭାବରୁ ଜୀବନରେ ଅନେକ ଅସୁବିଧା ଉପୁଜିଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶୁକ୍ର ୨୭ ଜାନୁୟାରୀ ୨୦୨୧ ବୁଧବାର ଦିନ ଶୁକ୍ର ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ଦିନ ଏହା ମକର ରାଶିରେ ପ୍ରବେଶ କରିବେ। ଶୁକ୍ର ଗ୍ରହର ରାଶି ପରିବର୍ତନ ଯୋଗୁ ସମସ୍ତ ରାଶିର ଜାତକ ଉପରେ କିଛି ପ୍ରଭାବ ପଡ଼ିବ। କେଉଁ ଲୋକଙ୍କ ପାଇଁ ଏହି ପରିବର୍ତ୍ତନ ଶୁଭ ହେବ ଏବଂ କେଉଁ ରାଶିଙ୍କୁ ଖରାପ ଫଳାଫଳ ପ୍ରାପ୍ତ ହେବ? ଆସନ୍ତୁ ଜାଣିବା ଏହି ବିଷୟରେ।

ଆସନ୍ତୁ ଜାଣିବା ଶୁକ୍ରଙ୍କର ମକର ରାଶିକୁ ପ୍ରବେଶ ଦ୍ବାରା କେଉଁ ରାଶିଙ୍କ ଉପରେ ରହିବ ଶୁଭ।

ବୃଷ ରାଶି:-

ବୃଷ ରାଶି ଥିବା ଲୋକଙ୍କ ପାଇଁ ଶୁକ୍ରଙ୍କର ରାଶି ପରିବର୍ତନ ଲାଭଦାୟକ ସିଦ୍ଧ ହେବ। ନୂତନ ପୋଷାକ ଆଭୁଷୋଣର ପ୍ରାପ୍ତି କରିବାର ସମ୍ଭାବନା ଅଛି। ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। ଭାଇ ସମ୍ପର୍କୀୟ ମାନଙ୍କଠାରୁ ଲାଭ ପାଇବାର ସମସ୍ତ ସମ୍ଭାବନା ଅଛି। ପାରିବାରିକ ସହାୟତା ହାସଲ ହେବ।ଆପଣ ନିଜର ଭାଗ୍ୟର ସର୍ବୋତ୍ତମ ସହଯୋଗ ପାଇବେ।

ମିଥୁନ ରାଶି:-

ଏହି ରାଶିର ଲୋକଙ୍କ ପାଇଁ ଶୁକ୍ର ଗ୍ରହଙ୍କର ରାଶି ପରିବର୍ତନ ଧନ ଲାଭ କରିପାରେ। ସମସ୍ତ ପ୍ରକାରର ସ-ଙ୍କ-ଟରୁ ମୁକ୍ତି ମିଳିପାରେ। ଭୋଗ ବିଳାସ ବସ୍ତୁ ପ୍ରାପ୍ତ ହୋଇପାରେ। ସମ୍ପର୍କରୁ ଲାଭ ପାଇବାର ଯୋଗ ଦେଖାଯାଉଛି। ଆପଣଙ୍କର ଆତ୍ମବିଶ୍ୱାସ ଦୃଢ ରହିବ। ଦାମ୍ପତ୍ୟ ଜୀବନରେ ସୁଖ ରହିବ। ବିବାହିତ ଲୋକମାନଙ୍କ ପାଇଁ ସର୍ବୋତ୍ତମ ବିବାହର ଯୋଗ ବନୁ ଅଛି। ଜୀବନସାଥୀଙ୍କ ସାହାଯ୍ୟରେ ଆପଣ ଉପକୃତ ହେବାର ସମ୍ଭାବନା ଅଧିକ ରହିଛି।

iThink: Lessons I learned from my parents' arranged marriage - The Morning  Call

କନ୍ୟା ରାଶି:-

ଏହି ରାଶିର ଲୋକଙ୍କ ପାଇଁ ଶୁକ୍ର ଗ୍ରହଙ୍କର ରାଶି ପରିବର୍ତନ ଲାଭ ଦେଇପାରେ। ସନ୍ତାନ ତରଫରୁ ଆପଣଙ୍କୁ ଲାଭ ମିଳିବାର ସମ୍ଭାବନା ଅଛି। ଧନ ପ୍ରାପ୍ତି ହେବ। ସାମାଜିକ କ୍ଷେତ୍ରରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଆପଣ ନିଜର ଶ-ତ୍ରୁ-ମାନଙ୍କୁ ପ-ରାସ୍ତ କରିବେ। ଦାମ୍ପତ୍ୟ ଜୀବନରେ ସୁଖ ରହିବ। ଛାତ୍ରମାନେ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବାର ଦେଖାଯାଉଛି। ପ୍ରେମ ସଂପର୍କରେ ଆପଣ ସଫଳତା ପାଇବେ। ଦାମ୍ପତ୍ୟ ଜୀବନରେ ସୁଖ ଆସିବ। ଘରର ସୁଖ ଶାନ୍ତି ବୃଦ୍ଧି ପାଇବ।

ତୁଳା ରାଶି:

ଏହି ରାଶି ଥିବା ଲୋକଙ୍କ ପାଇଁ ଶୁକ୍ର ଗ୍ରହଙ୍କ ରାଶି ପରିବର୍ତ୍ତନ ଆର୍ଥିକ ଲାଭର ସୁଯୋଗ ଦେଇପାରେ। ଆପଣଙ୍କର ଅସଂପୂର୍ଣ୍ଣ ଇଚ୍ଛା ପୂରଣ ହେବ। ସମ୍ପତି ପ୍ରାପ୍ତ ହେବାର ଯୋଗର ସମ୍ଭାବନା ଅଛି। ଯାନବାହାନ ଆନନ୍ଦ ପାଇପାରନ୍ତି। ସମ୍ପର୍କୀୟମାନଙ୍କ ସହିତ ଉତ୍ତମ ସମନ୍ୱୟ ରହିବ। ମା ଙ୍କଠାରୁ ଲାଭ ପାଇପାରନ୍ତି। ଆପଣଙ୍କର ମନ ବହୁତ ଖୁସି ରହିବ।

ବିଛା ରାଶି:-

ଏହି ରାଶିର ଲୋକଙ୍କ ପାଇଁ ଶୁକ୍ର ଗ୍ରହଙ୍କର ରାଶି ପରିବର୍ତନ ଯୋଗୁ ଲାଭ ମିଳିବ। ଆପଣଙ୍କର ସାହସ ଏବଂ ପରାକ୍ରମର ବୃଦ୍ଧି ହେବ। ହଠାତ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି। କାର୍ଯ୍ୟାଳୟରେ ଅଧସ୍ତନ କର୍ମଚାରୀଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ। ଆପଣଙ୍କର ଭାଗ୍ୟ ପ୍ରବଳ ରହିବ। ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ। ଭାଇ ଓ ଭଉଣୀମାନଙ୍କର ସହଯୋଗ ପାଇପାରିବେ। ଘରର ଆବଶ୍ୟକତା ପୂରଣ ହେବ। ଜମି ଏବଂ ନିର୍ମାଣରୁ ସୁଖ ପାଇବାର ଯୋଗ ଦେଖାଯାଉଛି। ପାରିବାରିକ ସୁଖ ଶାନ୍ତି ବନି ରହିବ।

ଧନୁ ରାଶି:-

ଏହି ରାଶିର ଲୋକଙ୍କ ପାଇଁ ଶୁକ୍ର ଗ୍ରହଙ୍କର ରାଶି ପରିବର୍ତନ ଧନ ଲାଭ ଦେଇପାରେ। ସ୍ବାସ୍ଥ୍ୟରେ ସୁଧାର ଆସିବ। ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ବିଦ୍ୟାର୍ଥୀଙ୍କର ମନ ପଢ଼ାରେ ଲାଗିବ। ଆପଣ ନିଜ ଶତୃ ମାନଙ୍କ ଉପରେ ବିଜୟୀ ଲାଭ କରିବେ। ସ୍ତ୍ରୀ ସୁଖ ମିଳିପାରେ। ଘରୋଇ ମୂଲ୍ୟବାନ ଜିନିଷ କିଣି ପାରନ୍ତି।

Google

ମକର ରାଶି:-

ଏହି ରାଶିର ଲୋକଙ୍କ ପାଇଁ ଶୁକ୍ର ଗ୍ରହଙ୍କର ଚଳନ ଲାଭଦାୟକ ସିଦ୍ଧ ହେବ। ଆପଣ ନିଜର ଶ-ତୃ ମାନଙ୍କ ଉପରେ ବିଜୟୀ ଲାଭ କରିବେ। ଅବିବାହିତ ଲୋକଙ୍କର ବିବାହ ଠିକ ହୋଇପାରେ। ଘରେ ସନ୍ତାନର ଜନ୍ମ ହେବାର ଦେଖାଯାଉଛି। ବ୍ୟବସାୟରେ ଭଲ ଲାଭ ମିଳିବ। ବିଦ୍ୟାର୍ଥୀଙ୍କ ମନ ପଢ଼ା ଲେଖାରେ ଲାଗିବ। କୌଣସି ମହିଳା ବନ୍ଧୁଙ୍କ ସହଯୋଗରେ ଆପଣଙ୍କୁ କୌଣସି କାମରେ ଲାଭ ମିଳିବାର ସମ୍ଭାବନା ଅଛି। ବିବାହିତ ଜୀବନରେ ସୁଖ ମିଳିବ। ଆପଣଙ୍କ ମନ ଖୁସି ରହିବ। ଆପଣ ନିଜର ମନ ପସନ୍ଦର ସ୍ଥାନକୁ ଯାତ୍ରା କରିପାରନ୍ତି।

କୁମ୍ଭ ରାଶି:-

ଏହି ରାଶିର ଲୋକଙ୍କ ପାଇଁ ଶୁକ୍ର ଗ୍ରହଙ୍କର ଚଳନ ବହୁତ ଶୁଭ ରହିବ। ଆର୍ଥିକ ଉନ୍ନତି ମିଳିବାର ପ୍ରବଳ ଯୋଗ ରହିଛି। ସୁଖ ସାଧନାରେ ବୃଦ୍ଧି ହେବ। ସାମାଜିକ କ୍ଷେତ୍ରରେ ଲୋକପ୍ରିୟତା ବୃଦ୍ଧି ହେବ। ଜୀବନସାଥୀଙ୍କ ତରଫରୁ ଲାଭ ମିଳିପାରେ। ଅଚଳ ସମ୍ପତି ପ୍ରାପ୍ତ ହେବାର ସମ୍ଭାବନା ଅଛି। କାର୍ଯ୍ୟ କ୍ଷେତ୍ରରେ ଆପଣ ସର୍ବଦା ସଫଳତା ହାସଲ କରିବେ।

ମୀନ ରାଶି:-

ଏହି ରାଶିର ଲୋକଙ୍କ ପାଇଁ ଶୁକ୍ର ଗ୍ରହଙ୍କର ଚଳନ ଶୁଭଫଳ ଦାୟୀ ରହିବ। ପ୍ରେମ ସମ୍ପର୍କରେ ସଫଳତା ମିଳିବାର ଯୋଗ ଅଛି। ଜୀବନସାଥୀଙ୍କ ସମ୍ପୂର୍ଣ ସହଯୋଗ ପ୍ରାପ୍ତ ହେବ। ନୂତନ ଯାନ କିଣିବାର ନିଷ୍ପତି ନେଇପାରନ୍ତି। କାର୍ଯ୍ୟ କ୍ଷେତ୍ରରେ ପଦନ୍ନତି ମିଳିବାର ସମ୍ଭାବନା ଅଛି। ବ୍ୟବସାୟରେ ଅଧିକ ଲାଭ ମିଳିପାରେ। ପ୍ରଭାବଶାଳି ଲୋକଙ୍କର ମାର୍ଗଦର୍ଶନ ପ୍ରାପ୍ତ ହେବ।

ଆସନ୍ତୁ ଜାଣିବା ଅନ୍ୟ ରାଶିଙ୍କର ସ୍ଥିତି କିପରି ରହିବ।

ମେଷ ରାଶି:-

ଏହି ରାଶିର ଲୋକଙ୍କ ପାଇଁ ଶୁକ୍ର ଗ୍ରହଙ୍କର ରାଶି ପରିବର୍ତନ ଶାରୀରିକ କଷ୍ଟ ସୃଷ୍ଟି କରିପାରେ। ଆପଣ ମାନସିକ ସ୍ତରରେ ଅଧିକ ଚିନ୍ତିତ ଦେଖାଯିବେ। ଧନହାନି ହେବାର ସମ୍ଭାବନା ଅଛି। ଏଠି ସେଠୀ କାର୍ଯ୍ୟରେ ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। କାର୍ଯ୍ୟ କ୍ଷେତ୍ରରେ ଅନେକ ପ୍ରକାରର ସ-ମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ଶତୃ ସକ୍ରିୟ ରହିବେ। କୌଣସି ସ୍ତ୍ରୀ ଜାତି ପାଇଁ କଷ୍ଟ ମିଳିବାର ସମ୍ଭାବନା ଅଛି। ଶେଷରେ ଆପଣଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିବ।

କର୍କଟ ରାଶି:-

ଏହି ରାଶିର ଲୋକଙ୍କ ପାଇଁ ଶୁକ୍ର ଗ୍ରହଙ୍କର ରାଶି ପରିବର୍ତନ ଅଶୁଭ ରହିବ। ମାନ ପ୍ରତିଷ୍ଠାର କ୍ଷ-ତି ହୋଇପାରେ। ଅଧିକ ପରିଶ୍ରମ କରିବା ପରେ ମଧ୍ୟ ଫଳ ପ୍ରାପ୍ତି ହୋଇପାରେ ନାହିଁ। ଜୀବନସାଥୀଙ୍କ ସହିତ କୌଣସି କଥାକୁ ନେଇ ତର୍କ ହେବାର ସମ୍ଭାବନା ଅଛି।ସ୍ତ୍ରୀ ଜାତି ପାଇଁ ଆପଣଙ୍କୁ ଅପମାନିତ ହେବାକୁ ପଡିପାରେ। ଧନ ସମ୍ବୋଦ୍ଧିତ ମାମଲାରେ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। ହଠାତ ଟେଲି ଯୋଗାଯୋଗ ମାଧ୍ୟମରେ ଦୁଃଖଦ ଖବର ମିଳିବାର ସମ୍ଭାବନା ଅଛି।

ସିଂହ ରାଶି:-

ଏହି ରାଶିର ଲୋକଙ୍କ ପାଇଁ ଶୁକ୍ର ଗ୍ରହଙ୍କର ରାଶି ପରିବର୍ତନ କଠିନ ରହିବ। ଶତ୍ରୁତା ବୃଦ୍ଧି ହେବାର ସମ୍ଭାବନା ଅଛି। ଭାଗିଦାରୀରେ ଆପଣ କୌଣସି ବି କାର୍ଯ୍ୟ କରନ୍ତୁ ନାହିଁ ନଚେତ କ୍ଷତି ହୋଇପାରେ। ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ। ଗାଡି ଚଲାଇବା ସମୟରେ ସତର୍କ ରହିବା ଆବଶ୍ୟକ। କାରଣ ଦୁର୍ଘଟଣା ହେବାର ସମ୍ଭାବନା ଅଛି। ଆପଣଙ୍କ ମନ ଅଧିକ ଚିନ୍ତିତ ରହିବ। ପିଲାଙ୍କ ସ୍ବାସ୍ଥ୍ୟକୁ ନେଇ ଆପଣ ଅଧିକ ଚିନ୍ତିତ ରହିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *