Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୨୫ ଜାନୁଆରୀ ୨୦୨୧, ସୋମବାର: ମହାଦେବଙ୍କ କୃପାରୁ ଆଜି ଏହି ୩ ରାଶିଙ୍କ ଦୁଃଖ ହେବ ଦୂର, କାହାର ଲାଭ ହେବ ଜାଣିବା ପାଇଁ ପଢନ୍ତୁ ଆଜିର ରାଶିଫଳ

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ସୋମବାର ୨୫ ଜାନୁଆରୀର ରାଶିଫଳ କହିବାକୁ ଯାଉଛୁ। ରାଶିଫଳର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୨୫ ଜାନୁଆରୀ ୨୦୨୧।

ମେଷ ରାଶି:-

ଆଜି ଆପଣଙ୍କର ସାମାଜିକ ଜୀବନ ଅନେକ କାର୍ଯ୍ୟକଳାପରେ ପରିପୂର୍ଣ୍ଣ ରହିବ। ବିଦେଶରେ ରହୁଥିବା ଲୋକମାନେ ନିଜ ଜୀବନରେ ସ୍ଥିରତା ପାଇବେ। ମାନସିକ ଚାପ ବହୁତ ରହିବ। ପରିବାରରେ ଅନେକ ସମସ୍ୟା ଉପୁଜିବ। ଋଣ କାରବାର ଉପରେ ଚାପ ପଡ଼ିବ। ଭ୍ରମଣରେ ଯିବା କଷ୍ଟକର ହୋଇପାରେ। ଅନ୍ୟ କଥାପ୍ରତି ଅଧିକ ଧ୍ୟାନ ଦିଅନ୍ତୁ ନାହିଁ। ନିଜର ସାଥୀଙ୍କ ବ୍ୟବହାର ଦ୍ୱାରା ଆଶ୍ଚର୍ଯ୍ୟ ହୋଇପାରନ୍ତି। 

ବୃଷ ରାଶି:-

ଆଜି ଆପଣ ଅଳସୁଆ ଛାଡି ପ୍ରତ୍ୟେକ କାର୍ଯ୍ୟ ଠିକ ସମୟରେ କରବେ। ଜରୁରୀ କାର୍ଯ୍ୟ ସମାଧାନ  କରିବା ଲାଗି କିଛି ଲୋକଙ୍କର ସାହାଯ୍ୟ ପାଇପାରିବେ। କୌଣସି ବଡ ପଦକ୍ଷେପ ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ। କୌଣସି ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ପରାମର୍ଶ ନିଅନ୍ତୁ। ପୁରୁଣା ପରିଚିତ କିମ୍ବା ସମ୍ପର୍କୀୟଙ୍କ ସାହାଯ୍ୟରେ ଆପଣ ଆଗକୁ ଯାଇପାରନ୍ତି। 

ମିଥୁନ ରାଶି:-

ଆଜି ଆପଣ ନିଜ ସାଙ୍ଗ ମାନଙ୍କ ସହିତ ଖୁବ ମଜା କରିବେ ଏବଂ ନିଜ କାମରେ ମିଳିଥିବା ସଫଳତାର ମଜା ନେବେ। ପରିବାରର ବଡ଼ ମାନଙ୍କର ପ୍ରେମ ପାଇବେ। ଦୀର୍ଘ ଯାତ୍ରା ଜିବାରେ ମଜା ଲାଗିବ। ଅପଚୟ ଅର୍ଥ ଖର୍ଚ୍ଚ ହେବ। ଶାରୀରିକ ଅସୁବିଧା ସମାପ୍ତ ହୋଇପାରେ। ଶିକ୍ଷା କ୍ଷେତ୍ରରେ କୌଣସି ଭଲ ସୁଯୋଗ ପାଇପାରିବେ। କୌଣସି ସାହିତ୍ୟିକ କାର୍ଯ୍ୟକ୍ରମରେ ପୁରସ୍କାର ପାଇବେ। କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ସହିତ ସାଥୀଙ୍କ ହୃଦୟ ଜିତିବାରେ ସମର୍ଥ ହେବେ।

Google

କର୍କଟ ରାଶି:-

ଆଜି କୌଣସି ବଡ଼ ଅଘଟଣ ହେବାର ସମ୍ଭାବନା ଅଛି। ବି-ବା-ଦ ପ୍ରସଙ୍ଗରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ। କେତେକ ବିବାଦରେ ସମାଧାନ ହୋଇପାରେ। ସନ୍ଧ୍ୟା ସୁଦ୍ଧା ଆର୍ଥିକ ଲାଭ ହେବ ଏବଂ ଆପଣଙ୍କ ମନରେ ଚାଲିଥିବା କଥା ଶେଷ ହେବ। ଅର୍ଥ କ୍ଷେତ୍ରରେ ଅଗ୍ରଗତି ହେବ। ପୁରୁଣା ଅଟକି ରହିଥିବା କାମ ଗତି ଲାଭ କରିପାରେ। ଆପଣ କିଛି ଭଲ ଖବର ପାଇପାରିବେ। ଆପଣଙ୍କର କଳ୍ପନା ଆପଣଙ୍କୁ ଅନେକ ନୂତନ ନୂତନ ଜିନିଷ ଶିଖାଇବ।

ସିଂହ ରାଶି:-

ଏହି ରାଶିର ଯବାନ ବର୍ଗର ବ୍ୟକ୍ତି ନିଜ କ୍ୟାରିୟରକୁ ଠିକ ଦିଗରେ ଦେବେ। ଆଜି ଭାଇ ଓ ଭଉଣୀମାନଙ୍କ ସହିତ ସମୟ ବ୍ୟତିତ କରିପାରିବେ। ବ୍ୟବସାୟ କରୁଛନ୍ତି ତ ଅନ୍ୟ ସହରରୁ ଆୟ ବୃଦ୍ଧି ପାଇବ ଏବଂ ଆପଣ ମଧ୍ୟ ବ୍ୟସ୍ତ ରହିବେ।ମାଙ୍କର ସ୍ୱାସ୍ଥ୍ୟର ଚିନ୍ତା ବନି ରହିବ। ବ୍ୟବସାୟରେ ଆପଣ ଧୀର କିନ୍ତୁ ସ୍ଥିର ଗତିରେ ଗତି କରିବେ। ଆଜି ମନ ଦ୍ୱନ୍ଦ୍ୱରେ ରହିବା ଉଚିତ ନୁହେଁ ଏହାର ଯତ୍ନ ନିଅନ୍ତୁ। କୌଣସି ଟଙ୍କା ଦୀର୍ଘ ଦିନ ଧରି ଅଟକି ରହିଥିବ ତାହା ପ୍ରାପ୍ତ କରିବାର ସୁନ୍ଦର ଅବସର ମିଳିବ।

କନ୍ୟା ରାଶି:-

ଏହି ରାଶିର ଲୋକମାନଙ୍କୁ ଆଜି ଭଲ ଖବର ମିଳିପାରେ। ଆଜି ଆପଣ କାର୍ଯ୍ୟରେ ବ୍ୟସ୍ତ ରହିବେ। ଆପଣ ଅନେକ ଦାୟିତ୍ୱର ସମ୍ମୁଖୀନ ହୋଇପାରନ୍ତି। ଆପଣ ମାନସିକ ସ୍ତରରେ ସକ୍ରିୟ ରହିବେ। ଆର୍ଥିକ ଅବସ୍ଥା ଭଲ ରହିବ। କଳା କ୍ଷେତ୍ର ପାଇଁ ଦିନଟି ଭଲ। ଦୈନନ୍ଦିନ କାର୍ଯ୍ୟରେ ପରିବର୍ତ୍ତନ ହୋଇପାରେ। ଆପଣ କିଛି ନୂତନ ବ୍ୟବସାୟର ସୁଯୋଗ ପାଇପାରିବେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିପାରନ୍ତି।

ତୁଳା ରାଶି:-

ଆଜି ପ୍ରାତଃ କାଳ ସମୟରେ ଆପଣଙ୍କ ମନ କ୍ରୋଧିତ ରହିବ। ଯଥାସମ୍ଭବ ନୂତନ ଉଦ୍ୟମର ପ୍ରତିଷ୍ଠା କରିବାକୁ ଚେଷ୍ଟା କରନ୍ତୁ। ଘର,ଯାନ ଇତ୍ୟାଦିର ଡକ୍ୟୁମେଣ୍ଟ କାରବାରରେ ସତର୍କତା ବ୍ୟବହାର କରନ୍ତୁ। ପାରିବାରିକ ପରିବେଶ ଖରାପ ନକରିବାକୁ ଧ୍ୟାନ ଦିଅନ୍ତୁ। ଚାକିରିରେ କିମ୍ବା କର୍ମକ୍ଷେତ୍ରରେ ପଦୋନ୍ନତି ପାଇଁ କୌଣସି ନୂତନ ସୁଯୋଗ ପାଇବାର ସମ୍ଭାବନା ଅଛି। ଆଜି ନିଜକୁ ନିଶା ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ। ଭଗବାନ ଭୋଳାନାଥଙ୍କ କୃପାରୁ ଆପଣଙ୍କର ଭଣ୍ଡାରରେ ଧନ ଧାନ୍ୟରେ ପରିପୂର୍ଣ୍ଣ ରହିବ।

ବିଛା ରାଶି:-

ରୋଜଗାରର ବୃଦ୍ଧି ହେବ ଏବଂ ଖୁସି ବନି ରହିବ।ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରେ। ପିତାମାତାମାନଙ୍କର ସ୍ନେହ ଏବଂ ଆଶୀର୍ବାଦ ପାଇବେ। ଯେଉଁମାନେ ଦେଶ ତଥା ବିଦେଶରେ ବ୍ୟବସାୟ କରୁଛନ୍ତି ସେମାନେ ଲାଭବାନ ହେବେ। ଆଜି ପିତାଙ୍କଠାରୁ ଲାଭ ସମ୍ଭବ। ଟଙ୍କା ବିଷୟରେ କହିବାକୁ ଗଲେ ଆପଣଙ୍କର ଆର୍ଥିକ ସ୍ଥିତିରେ ଆଜି ଉନ୍ନତି ହେବାର ସମ୍ଭାବନା ଅଛି। ଧନ ପ୍ରାପ୍ତ ହେବାର ଯୋଗ ରହିଛି। ଆର୍ଥିକ ସମୃଦ୍ଧତା ଆସିବ। କାମ କାର୍ଯ୍ୟ ଅଧିକ ହେବ କିନ୍ତୁ ଆପଣ ସମାଧାନ କରିବେ।

ଧନୁ ରାଶି:-

ଦିନରେ କାର୍ଯ୍ୟର ଭାର ଯୋଗୁ କ୍ଳାନ୍ତ ଅନୁଭବ କରିବେ। ଆଜି ଆପଣ ଲୋକଙ୍କ ସହିତ ସମ୍ପର୍କ  ଯୋଗାଯୋଗ ଉପରେ ଅଧିକ ଗୁରୁତ୍ୱ ଦେବେ। କୌଣସି ସୁଗମ ବାର୍ତ୍ତାଳାପ କରିବା ଦ୍ୱାରା ପ୍ରେମ ସୋମ୍ପର୍କରେ ସଫଳତା ମିଳିପାରେ। ଆଜି ବ୍ୟବସାୟରେ ଅନେକ ସଫଳତା ମିଳିବାର ଯୋଗ ଅଛି। କାହା ସହିତ ଟଙ୍କା କାରବାର କରିବା ସମୟରେ ସତର୍କତା ବ୍ୟବହାର କରନ୍ତୁ। ଆପଣ କାର୍ଯ୍ୟରେ ଖ୍ୟାତି ଅର୍ଜନ କରିବେ। ଆପଣଙ୍କର ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ। ଘରୋଇ ଜୀବନ ଆନନ୍ଦ ପୂର୍ବକ ବ୍ୟତିତ ହେବ। ଛାତ୍ରମାନେ ଆଶା କରିଥିବା ଫଳାଫଳ ପାଇବେ ନାହିଁ।

Google

ମକର ରାଶି:-

ଆପଣଙ୍କ ଜୀବନରେ ସର୍ବଦା ଉଥାନ ପତନର ପରିସ୍ଥିତି ବନି ରହିବ। ତେବେ ଆପଣଙ୍କୁ ସାହସ ଏବଂ ଧର୍ଯ୍ୟ ସହିତ କାମ କରିବାକୁ ପଡିବ। ଆପଣଙ୍କୁ ବୁଝିବାକୁ ପଡିବ ଯେ ପ୍ରତ୍ୟେକ ଦିନ ସମାନ ନୁହେଁ। ଘରେ ପରିବାର ସହିତ ଖୁସିରେ ସମୟ ବିତାଇବେ। ଚାକିରି ଏବଂ ବ୍ୟବସାୟ ଦୃଷ୍ଟିରୁ ଦିନଟି ଚ୍ୟାଲେଞ୍ଜ ଭରା ରହିପାରେ। କିନ୍ତୁ ଆପଣ ମଧ୍ୟ ବହୁତ ଲାଭବାନ ହୋଇପାରନ୍ତି। ଶୀଘ୍ର ଟଙ୍କା ସମ୍ବନ୍ଧୀୟ ଜଡ଼ିତ  ନିଷ୍ପତ୍ତି ଆଜି ନନିଅନ୍ତି ତାହେଲେ ଭଲ ହେବ।

କୁମ୍ଭ ରାଶି:-

ଏହି ରାଶିର ଲୋକେ ଆଜି ଭାବୁକ ହେବା ଠାରୁ ଦୂରେଇ ରୁହନ୍ତୁ। ଘରୋଇ ସ୍ଥିତିର ପରିବର୍ତନ ନ ଆସିବା କାରଣରୁ ଆପଣ ଟିକେ ଚିନ୍ତିତ ହୋଇପାରନ୍ତି। ପରିବାରରେ କିଛି ଉତ୍ସାହର ଆୟୋଜନ କରିପାରନ୍ତି। ଭାଗ୍ୟ ଏବଂ ସୁଯୋଗର ମାମଲା ଆଜିର ଦିନ ଆପଣଙ୍କ ପାଇଁ କିଛି ଚୁନତି ଭରା ରହିବ। ବ୍ୟସ୍ତ ରହିବା ପରେ ମଧ୍ୟ ଆପଣ ନିଜର ଜୀବନସାଥୀଙ୍କ ପାଇଁ ସମୟ ଦେବେ।ଧନ ଲାଭ ହେବାର ଯୋଗ ଅଛି। ବ୍ୟବସାୟରେ କଳ୍ପନା ଜଳ୍ପନାରୁ ଦୂରେଇ ରୁହନ୍ତୁ। ଆଜି ବହୁତ ଭାବି ଚିନ୍ତି ଖର୍ଚ୍ଚ କରନ୍ତୁ। ଆବଶ୍ୟକ ଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ।

ମୀନ ରାଶି:-

ଏହି ରାଶିର ଛାତ୍ରଙ୍କୁ ନିଜର କ୍ୟାରିୟର ପ୍ରତି ଭଲ ଖବର ମିଳିପାରେ। ଆଜି କାହା ସହିତ ଆପଣଙ୍କର ଯୁକ୍ତି ତର୍କ ହୋଇପାରେ ଏପରି ସ୍ଥିତିରେ ଆପଣଙ୍କୁ ନିଜ କଥା ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ। ସନ୍ଧ୍ୟାରେ ଅଧିକ ଟିକେ ଖର୍ଚ୍ଚ ହେବ ଏବଂ ଆପଣ ଏହାର ଆନନ୍ଦ ଉଠାଇବେ। କ୍ରୋଧରେ ଆପଣ ଏମିତି ଶବ୍ଦ ପ୍ରୟୋଗ କରନ୍ତୁ ନାହିଁ ଯାହାକୁ ନେଇ ଭବିଷ୍ୟତରେ ଆପଣଙ୍କୁ ଅନୁତାପ କରିବାକୁ ପଡ଼ିବ କିମ୍ବା କେହି ନିଜ ଲୋକର ମନ ଦୁଃଖ ହେବ। କାମ କାର୍ଯ୍ୟ ସମ୍ପର୍କରେ ବାରମ୍ବାର କିଛି ନାଁ କିଛି ସମସ୍ୟା ଆସିପାରେ।

ବନ୍ଧୁଗଣ ଆଜି ପ୍ରଭୁ ମହାଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ହର ହର ମହାଦେବ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *