Excuse Me Odisha

ଯାହା କହିବୁ ସତ କହିବୁ

ଗ୍ରହ ନକ୍ଷତ୍ର ବନାଉଛନ୍ତି ଶୁକ୍ଳ ଯୋଗ , ଏହି ରାଶିର ଲୋକେ ରହିବେ ଭାଗ୍ୟବାନ , ଜୀବନରେ ନିରାଶା ଦୂର ହେବ।

ସେୟାର୍ କରନ୍ତୁ

ଜ୍ୟୋତିଷ ଗଣନା ଅନୁସାରେ ଗ୍ରହ ନକ୍ଷତ୍ରର ଲଗାତାର ବଦଳୁଥିବା ସ୍ଥିତି ଯୋଗୁଁ ଆକାଶମଣ୍ଡଳରେ ଅନେକ ଯୋଗର ନିର୍ମାଣ ହେବାକୁ ଯାଉଛି। ଯଦି କୌଣସି ବ୍ୟକ୍ତିର ରାଶିରେ ଗ୍ରହର ଚଳନ ଠିକ ରହିଥାଏ ତାହେଲେ ଏଥିଯୋଗୁଁ ଶୁଭ ପରିଣାମ ପ୍ରାପ୍ତ ହେବ। କିନ୍ତୁ ଗ୍ରହର ଚଳନ ଠିକ୍ ନରହିଲେ ଅନେକ ବିପରୀତ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡିପାରେ। ବ୍ୟକ୍ତିର ଜୀବନରେ ସମସ୍ୟା ଦେଖା ଦେଇପାରେ, ଏହାର ମୁଖ୍ୟ କାରଣ ଗ୍ରହ ନକ୍ଷତ୍ରର ଚଳନ ବୋଲି ମାନା ଯାଇଛି।

ଜ୍ୟୋତିଷ ଗଣନା ଅନୁସାରେ ଆଜି ଶୁକ୍ଳ ଯୋଗର ନିର୍ମାଣ ହେବାକୁ ଯାଉଛୁ। ଏହି ଶୁଭ ଯୋଗ ଯୋଗୁଁ ସବୁ ରାଶି ଉପରେ ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ଦେଖିବାକୁ ମିଳିବ। ଏହି ଶୁଭ ଯୋଗ ଦ୍ୱାରା କେଉଁ ରାଶି ଉପରେ ଶୁଭ ଓ ଅଶୁଭ ପ୍ରଭାବ ପଡ଼ିବ ? ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବାକୁ ଯାଉଛୁ।

ଆସନ୍ତୁ ଜାଣିବା ଶୁକ୍ଳ ଯୋଗର ନିର୍ମାଣ କେଉଁ ରାଶି ଉପରେ ରହିବ ଶୁଭ ପ୍ରଭାବ ।

ବୃଷ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଶୁକ୍ଳ ଯୋଗ ଯୋଗୁଁ କ୍ୟାରିୟରରେ ଆଗକୁ ବଢିବା ପାଇଁ ଅନେକ ଅବସର ମିଳିବ। ଆପଣଙ୍କ ପରିଶ୍ରମ ସାର୍ଥକ ରହିବ। ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। କ୍ୟାରିୟରରେ ଜଡ଼ିତ ଲୋକଙ୍କୁ ଶୁଭ ସୂଚନା ମିଳିବ। ଖାସ୍ ମାମଲାରେ ପ୍ରଭାବଶାଳୀ ଲୋକଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଘରୋଇ ଆବଶ୍ୟକତା କୁ ଆପଣ ପୂରଣ କରିବେ। ଆପଣ କରିଥିବା ଯୋଜନା ସଫଳ ରହିବ।

ମିଥୁନ ରାଶିର ଲୋକେ ସକାରାତ୍ମକ ଉର୍ଜାରେ ଭରି ରହିବେ। ଆପଣଙ୍କ ବ୍ୟକ୍ତିତ୍ଵ ଆକର୍ଷଣୀୟ ରହିବ। ଆପଣ ନିଜର ବ୍ୟବହାରରେ ଲୋକଙ୍କୁ ପ୍ରଭାବିତ କରିବେ। ଶୁକ୍ଳ ଯୋଗ ଯୋଗୁଁ ଆପଣଙ୍କୁ କ୍ୟାରିୟର ରେ ଧୀରେ ଧୀରେ ଲଗାତାର ସଫଳତା ମିଳିବ। ପାରିବାରିକ ମାହୋଲ ସୁଖମୟ ରହିବ। ବ୍ୟବସାୟ ମାମଲାରେ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି।

Google

କର୍କଟ ରାଶିର ଲୋକଙ୍କ ପରାକ୍ରମରେ ବୃଦ୍ଧି ହେବ। ରୋଜଗାରର ଉଚିତ ଅବସର ପ୍ରାପ୍ତ ହେବ। ପିତାମାତାଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହେବ। ଆପଣ ନିଜର ଲକ୍ଷ୍ୟ ପ୍ରାପ୍ତ କରିବେ। ରାଜନୀତିରେ ଜଡ଼ିତ ଲୋକଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କର ଛବି ସୁଦୃଢ ରହିବ। ଆମଦାନୀରେ ବୃଦ୍ଧି ହେବ। କାନୁନ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ।

ତୁଳା ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଶୁକ୍ଳ ଯୋଗ ଯୋଗୁଁ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଛାତ୍ର ମାନଙ୍କୁ କ୍ୟାରିୟରରେ ଆଗକୁ ବଢିବା ପାଇଁ ଅବସର ମିଳିବ। ଆପଣ ନିଜର ମନ ପସନ୍ଦ ଭୋଜନର ଆନନ୍ଦ ନେବେ। ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ପ୍ରେମ ଜୀବନରେ ସୁଧାର ଆସିବ। ଶୀଘ୍ର ଆପଣଙ୍କର ପ୍ରେମ ବିବାହ ହୋଇଯିବ ।

ଧନୁ ରାଶିର ଲୋକଙ୍କ ଉପରେ ଶୁକ୍ଳ ଯୋଗ ର ଉତ୍ତମ ପ୍ରଭାବ ଦେଖିବାକୁ ମିଳିବ। ଅଧିକ ପରିସ୍ରା କରିଥିବା କାର୍ଯ୍ୟରେ ଉତ୍ତମ ଫଳ ଖୁବ୍ ଶୀଘ୍ର ପ୍ରାପ୍ତ ହେବ। ବ୍ୟବସାୟକୁ ବଢେଇବା ପାଇଁ ଆପଣଙ୍କ ଯୋଜନା ସଫଳ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କୁ ରୋମାନ୍ସର ଉତ୍ତମ ଅବସର ମିଳିବ।

କୁମ୍ଭ ରାଶିର ଲୋକଙ୍କୁ ଶୁକ୍ଳ ପକ୍ଷର ଯୋଗ ଯୋଗୁଁ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଆପଣଙ୍କୁ ବଡ଼ ଉପଲବ୍ଧି ପ୍ରାପ୍ତ ହେବ। ଯାହାଦ୍ବାରା ଆପଣଙ୍କ ଜୀବନ ସରଳ ରହିବ। ବାହନ କିଣାକିଣି କରି ପାରନ୍ତି। ବ୍ୟାପାର ବ୍ୟବସାୟ କରୁଥିବା ଲୋକେ ନିଜ କ୍ଷେତ୍ରରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଠାରୁ ସହଯୋଗ ପ୍ରାପ୍ତ କରିବେ। ଧନ ପ୍ରାପ୍ତିର ସୁଯୋଗ ପ୍ରାପ୍ତ ହେବ। ଜୀବନସାଥୀଙ୍କ ସମ୍ପର୍କ ସୁଦୃଢ ରହିବ।

ମୀନ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଚାକିରୀ ପେଶାରେ ଥିବା ଲୋକେ ଯଦି ଚାକିରୀ ପେଶାରେ ପରିବର୍ତ୍ତନ କରିବାକୁ ଚାହିଁଛନ୍ତି, ତାହେଲେ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିବ। ନବବିବାହିତ ଲୋକେ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ଆପଣଙ୍କ ସମ୍ବନ୍ଧ ସୁଦୃଢ ରହିବ। ଛାତ୍ର ମାନଙ୍କର ପାଠପଢ଼ା ପ୍ରତି ମନ ଲାଗିବ। ଆପଣ କୌଣସି ପ୍ରତିଯୋଗିତା ରେ ଭାଗ ନେଇ ପାରନ୍ତି, ଯେଉଁଥିରେ ଆପଣଙ୍କୁ ସଫଳତା ମିଳିବ।

ଆସନ୍ତୁ ଜାଣିବା ବାକି ରାଶିର କିପରି ରହିବ ଅବସ୍ଥା –

ମେଷ ରାଶିର ଲୋକଙ୍କ ପାଇଁ ଅନୁକୂଳ ରହିଛି। ଆପଣ ନିଜର ଅଫିସ କାର୍ଯ୍ୟରେ ବ୍ୟସ୍ତ ରହିବେ। ବରିଷ୍ଠ ଅଧିକାରୀଙ୍କ ସହିତ ଉତ୍ତମ ତାଳମେଳ ରହିବ। ଆପଣଙ୍କୁ ନିଜ କ୍ରୋଧ ପ୍ରତି ନିୟନ୍ତ୍ରଣ ରଖିବା ଆବଶ୍ୟକ। କୌଣସି ବିବାଦର ସମାଧାନ ହୋଇପାରେ। ସମ୍ପତ୍ତି ସମ୍ବନ୍ଧିତ ନିବେଶ ବୁଝି ବିଚାରି ନିଅନ୍ତୁ। କାରବାରରେ ଆସୁଥିବା ସମସ୍ୟା ଦୂର ହେବ। ଆପଣ କୌଣସି ନୂଆ ପ୍ରୋଜେକ୍ଟରେ କାମ କରି ପାରନ୍ତି, ଆପଣଙ୍କୁ ସକାରାତ୍ମକ ପରିଣାମ ପ୍ରାପ୍ତ ହେବ।

Google

ସିଂହ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଯଦି ଆପଣ କୌଣସି ବଡ଼ ନିବେଶ କରିବାକୁ ଚାହୁଁଛନ୍ତି ତାହେଲେ ଅନୁଭବୀ ଲୋକଙ୍କ ପରାମର୍ଶ ନିଅନ୍ତୁ। ଭାଇଭଉଣୀଙ୍କ ସହିତ ଚାଲିଥିବା ମତଭେଦ ଦୂର ହେବ। ଛାତ୍ରମାନଙ୍କୁ ନିଜର ଯୋଗ୍ୟତା ହିସାବରେ ପୁରସ୍କାର ମିଳିପାରେ। ପ୍ରେମ ଜୀବନ ସାମାନ୍ୟ ରହିବ। ବିବାହରେ ବାଧା ଦୂର ହେବ।

କନ୍ୟା ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। କୌଣସି ବ୍ୟକ୍ତିଙ୍କ ଠାରୁ ଆପଣ ଅଧିକ ଆଶା ରଖି ପାରନ୍ତି। କାର୍ଯ୍ୟ ମାମଲାରେ ଆପଣଙ୍କୁ ଦାୟିତ୍ୱକୁ ଅଣଦେଖା କରିବା ଉଚିତ। ପରିବାର ଲୋକଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ବ୍ୟାପାରରେ ସମସ୍ୟା ଦେଖା ଦେଇପାରେ। ମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଆପଣ ଚିନ୍ତିତ ରହି ପାରନ୍ତି। ବିଦ୍ୟାର୍ଥୀ ମାନଙ୍କୁ ପାଠପଢ଼ା ପ୍ରତି ଧ୍ୟାନ ଦେବା ଆବଶ୍ୟକ।

ବିଛା ରାଶିର ଲୋକଙ୍କୁ ଜୀବନରେ ପରିସ୍ଥିତି ଖରାପ ପଡିପାରେ। ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିପାରେ। ବ୍ୟକ୍ତିଗତ ଜୀବନ ସୁଖମୟ ରହିବ। ପ୍ରେମୀ ଯୁଗଳଙ୍କ ମଧ୍ୟରେ ମତଭେଦ ହୋଇପାରେ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ସାମାଜିକ ଦାୟରା ବୃଦ୍ଧି ହେବ। ନୂଆ ନୂଆ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଅଜଣା ଲୋକଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ।

ମକର ରାଶିର ଲୋକେ ପୁରୁଣା କଥାକୁ ନେଇ ଚିନ୍ତିତ ରହି ପାରନ୍ତି। ଆପଣ ନିଜ ଉପରେ ନକାରାତ୍ମକ ବିଚାରକୁ ଦୂରେଇ ରଖନ୍ତୁ। ପରିବାରର କୌଣସି ସଦସ୍ୟଙ୍କ ସହିତ ମତଭେଦ ହୋଇପାରେ। ଆପଣ ନିଜର ରାୟ ଅନ୍ୟମାନଙ୍କ ଉପରେ ଥୋପନ୍ତୁ ନାହିଁ। ଛାତ୍ରଛାତ୍ରୀ ମାନଙ୍କୁ ପାଠପଢ଼ା ପାଇଁ ବିଦେଶ ଯିବାକୁ ପଡିପାରେ। ପିତା ପୁତ୍ରଙ୍କ ସମ୍ବନ୍ଧରେ ସୁଧାର ଆସିବାର ସମ୍ଭାବନା ରହିଛି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *