Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୨୨ ଜାନୁଆରୀ ୨୦୨୧, ଶୁକ୍ରବାର: କନ୍ୟା ଓ ମକର ରାଶିର ଲୋକଙ୍କ ଭାଗ୍ୟ ଚମକିବ, କୁମ୍ଭ ରାଶିକୁ ମିଳିବ ଧନ ଲାଭ, ପଢନ୍ତୁ ରାଶିଫଳ

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ଶୁକ୍ରବାର ୨୨ ଜାନୁଆରୀର ରାଶିଫଳ କହିବାକୁ ଯାଉଛୁ। ରାଶିଫଳର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୨୨ ଜାନୁଆରୀ ୨୦୨୧।

ମେଷ ରାଶି:-

ଏହି ରାଶିର ଜାତକଙ୍କୁ ଆଜିର ଦିନ କିଛି କ୍ଷେତ୍ରରେ ତତ୍ପର ହେବା ଉଚିତ ନୁହେଁ। ନଚେତ ଭାରି କ୍ଷତି ହୋଇପାରେ। ଗ୍ରହ ନକ୍ଷତ୍ରଗୁଡିକର ଗତିବିଧି ହେତୁ ଆପଣଙ୍କୁ ଟଙ୍କା ସମ୍ବନ୍ଧୀୟ ସମସ୍ୟା ଦେଇ ଗତି କରିବାକୁ ପଡିବ। ଆପଣଙ୍କର ଆୟ ଅନୁଯାୟୀ ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ। ଘରେ କାହାଠାରୁ ଉପଦେଶ ଲାଭଦାୟକ ପ୍ରମାଣିତ ହୋଇପାରେ। ଗାଡି ଚଲାଇବା ସମୟରେ ଅସାବଧାନ ହୁଅନ୍ତୁ ନାହିଁ।

ବୃଷ ରାଶି:-

ଏହି ରାଶି ଥିବା ଜାତକଙ୍କର ଆଜିର ଦିନ ମିଶ୍ରିତ ରହିବ। ଟଙ୍କା କାରବାର କରିବା ସମୟରେ ବୁଝାମଣାର ସହିତ କାମ କରନ୍ତୁ। କିଛି ପୁରୁଣା କଥାକୁ ନେଇ ଚାପ ସୃଷ୍ଟି ହୋଇପାରେ। ନକାରାତ୍ମକ ଚିନ୍ତାଧାରା ଆପଣଙ୍କୁ ପ୍ରାଧାନ୍ୟ ଦେବାକୁ ଦିଅନ୍ତୁ ନାହିଁ। ବିନିଯୋଗ ସମ୍ବନ୍ଧୀୟ କାର୍ଯ୍ୟରେ ଅଭିଜ୍ଞ ବ୍ୟକ୍ତିଙ୍କ ସହିତ ପରାମର୍ଶ ନିଶ୍ଚିତ ନିଅନ୍ତୁ। ଚାକିରି କ୍ଷେତ୍ରରେ ପରିବେଶ ଆପଣଙ୍କ ସପକ୍ଷରେ ରହିବ। ବଡ ଅଧିକାରୀମାନେ ଆପଣଙ୍କୁ ସମର୍ଥନ କରିପାରିବେ। ପୁରୁଣା ଅଭିଜ୍ଞତାରୁ ଉପକୃତ ହେବାର ସମ୍ଭାବନା ଅଛି।

ମିଥୁନ ରାଶି:-

ଏହି ରାଶିର ଜାତକଙ୍କର ଆଜିର ଦିନ ଅତି ଉତ୍ତମ ରହିବ। ନିବେଶ ସମ୍ବନ୍ଧୀୟ କାର୍ଯ୍ୟରେ ଶୁଭ ଫଳାଫଳ ଆସିବ।କୌଣସି ରିସ୍କ ନେବାକୁ ସାହସ କରିପାରନ୍ତି। ପୁରୁଣା ସାଙ୍ଗମାନଙ୍କୁ ଭେଟି ଆପଣ ଆନନ୍ଦିତ ହେବେ। କାର୍ଯ୍ୟ ପଦ୍ଧତିରେ ଉନ୍ନତି ହେବ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ମତଭେଦ ଦୂର ହେବ। ପ୍ରେମ ଜୀବନରେ ଆପଣ ଶୁଭ ଫଳାଫଳ ପାଇବେ।

Google

କର୍କଟ ରାଶି:-

ଏହି ରାଶିର ଜାତକଙ୍କୁ ଆଜିର ଦିନ ଲାଭଦାୟକ ସିଦ୍ଧ ହେବ। ଋଣ ଦିଆଯାଇଥିବା ଟଙ୍କା ଫେରସ୍ତ ମିଳିପାରେ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ହାସଲ କରିବେ। ଟଙ୍କା ସଠିକ ଭାବରେ ପରିଚାଳନା କରିବାରେ ସଫଳତା ପାଇପାରିବେ। ପିତାମାତାଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ଆପଣ ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବାର ସୁଯୋଗ ପାଇପାରନ୍ତି। ହଠାତ ଲାଭଜନକ ଯାତ୍ରାକୁ ଯାଇପାରନ୍ତି।

ସିଂହ ରାଶି:-

ଏହି ରାଶି ଥିବା ଜାତକଙ୍କୁ ଧନ ସମ୍ବନ୍ଧୀୟ ସୁବିଧା ପାଇବାର ସମ୍ଭାବନା ଅଛି। ଆଜିର ଦିନ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଆୟର ଉତ୍ସ ବୃଦ୍ଧି ପାଇବ। କାର୍ଯ୍ୟରେ ସଫଳତା ମିଳିବ। ଛୋଟ ପୁଞ୍ଜି ବିନିଯୋଗ ବଡ ଲାଭ ଆଣିବ ବୋଲି ଆଶା କରାଯାଉଛି। ପ୍ରଭାବଶାଳୀ ଲୋକମାନେ ସାହାଯ୍ୟ କରିବେ। ସାଙ୍ଗମାନଙ୍କ ସହିତ ଚାଲିଥିବା ମତଭେଦକୁ ଦୂର କରାଯାଇପାରେ। ଆପଣ ବିବାହିତ ଜୀବନରେ ଖୁସି ଅନୁଭବ କରିବେ।

କନ୍ୟା ରାଶି:-

ଏହି ରାଶିର ଜାତକଙ୍କୁ ଆଜିର ଦିନ ଭଲ  ମନେହୁଏ। ଆପଣଙ୍କୁ ନିଜର ମନର କଥା ଶୁଣିବାକୁ ପଡିବ। ବ୍ୟବସାୟ ସଂପର୍କରେ ଯାତ୍ରା କରିବାକୁ ପଡିପାରେ। ଆପଣଙ୍କର ଯାତ୍ରା ସଫଳ ହେବ। ଅଟକି ରହିଥିବା ଟଙ୍କା ଫେରସ୍ତ ହେବ। ସାଙ୍ଗମାନଙ୍କ ସହିତ ଏକ ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ସାମାଜିକ ଦାୟିତ୍ୱ ବୃଦ୍ଧି ପାଇବ। ଆପଣ ନୂତନ ଲୋକଙ୍କ ସହିତ ବନ୍ଧୁ ହୋଇପାରନ୍ତି। ଯାହା ପରେ ଆପଣଙ୍କୁ ଲାଭ ଦେବ। ଘରର ସୁଖ ବୃଦ୍ଧି ପାଇବ।

ତୁଳା ରାଶି:-

ଏହି ରାଶିର ଲୋକମାନେ ଆଜି ଲାଭ ପ୍ରାପ୍ତ  କରିବାର ସଫଳତା ମିଳିପାରେ। ଆପଣଙ୍କର କଠିନ ପରିଶ୍ରମର ଉପଯୁକ୍ତ ଫଳାଫଳ ପାଇବେ। ସଠିକ ଯୋଜନା ପ୍ରସ୍ତୁତ କରି ଆପଣ ଲକ୍ଷ୍ୟ ପୂରଣ କରିବାରେ ସକ୍ଷମ ହେବେ। ରିସ୍କ ନେବାକୁ ସାହସ କରିପାରନ୍ତି। ଯାନର ସୁଖ ପାଇବେ। ପୁରୁଣା ବିନିଯୋଗ ବିପୁଳ ଲାଭ ଦେଇପାରେ। ଛାତ୍ରମାନେ ଅଧ୍ୟୟନରେ ଆଗ୍ରହୀ ହେବେ। କଠିନ ବିଷୟଗୁଡ଼ିକରେ ଶିକ୍ଷକମାନଙ୍କର ସମର୍ଥନ ମିଳିବ। ହଠାତ ଟେଲି ଯୋଗାଯୋଗ ମାଧ୍ୟମରେ ଭଲ ଖବର ମିଳିପାରେ।

ବିଛା ରାଶି:-

ଏହି ରାଶିର ଜାତକଙ୍କର ଆଜିର ଦିନ ମଧ୍ୟମ ଫଳଦାୟୀ ରହିବ। ଯଦି ଆପଣ କୌଣସି ବିନିଯୋଗ କରିବା ପାଇଁ ଚାହୁଁଛନ୍ତି ତେବେ ଘରର ବଡ଼ ମାନଙ୍କର ପରାମର୍ଶ ନିଶ୍ଚୟ ନିଅନ୍ତୁ। ଦୀର୍ଘ ସମୟ ମଧ୍ୟରେ ବିନିଯୋଗ ଲାଭଦାୟକ ପ୍ରମାଣିତ ହୋଇପାରେ। ଆର୍ଥିକ ପରିସ୍ଥିତି ଭଲ ରହିବ। ଆପଣ ନିଜର ପିଲାମାନଙ୍କର ଇଚ୍ଛା ପୂରଣ କରିପାରିବେ। ମୋନରଞ୍ଜନ କାର୍ଯ୍ୟରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ପିତାମାତାଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମଣା ହୋଇପାରେ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। କାର୍ଯ୍ୟ କ୍ଷେତ୍ରରେ ସହିତ ସଂଯୁକ୍ତ ଲୋକଙ୍କ ପାଇଁ ଆଜି ଏକ ମିଶ୍ରିତ ଦିନ ହେବାକୁ ଯାଉଛି।

ଧନୁ ରାଶି:-

ଏହି ରାଶିର ଲୋକଙ୍କ ପାଇଁ ଆଜି ଲାଭଦାୟକ ରହିବ। ଆଜି ଲାଭର ସୁଯୋଗ ହାସଲ ହୋଇପାରିବେ ତେଣୁ ସେଗୁଡ଼ିକର ସମ୍ପୂର୍ଣ୍ଣ ଫାଇଦା ନିଅନ୍ତୁ। ଆପଣଙ୍କର କୌଣସି ମୂଲ୍ୟବାନ ଜିନିଷ ଫେରସ୍ତ ପାଇପାରିବେ। ଘରର ସୁଖ ଶାନ୍ତି ବୃଦ୍ଧି ପାଇବ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ରୋଜଗାରରେ ପ୍ରୟାସ ସଫଳ ହୋଇପାରେ। ପ୍ରଭାବଶାଳୀ ଲୋକଙ୍କ ସାହାଯ୍ୟରେ ଆପଣ ନିଜର କ୍ୟାରିୟରରେ ଅଗ୍ରଗତି କରିବେ।

Google

ମକର ରାଶି:-

ମକର ରାଶିର ଜାତକଙ୍କୁ ଆଜି ଖରାପ ହୋଇ ଯାଇଥିବା କାମ ହୋଇଯିବ। ଆପଣଙ୍କର ଭାଗ୍ୟ ଆପଣଙ୍କୁ ସହଯୋଗ କରିବାକୁ ଯାଉଛି। ପୁରୁଣା ରୋଗରୁ ମୁକ୍ତି ପାଇପାରିବେ।ଆପଣ ନିଜର ପୁରୁଣା କ୍ଷତି ପାଇଁ  ଭରଣା କରିପାରିବେ। ବ୍ୟବସାୟ କରୁଥିବା ଲୋକଙ୍କୁ ସତର୍କ ରହିବାକୁ ପଡିବ। ଆପଣଙ୍କ ବ୍ୟବସାୟରେ କୌଣସି ପରିବର୍ତ୍ତନ କରନ୍ତୁ ନାହିଁ ନଚେତ ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ। ମୂଲ୍ୟବାନ ଜିନିଷକୁ ନିଜ ହାତରେ ରଖନ୍ତୁ। ଭାଗ୍ୟର ସହଯୋଗରେ ଆପଣ ଲାଭଜନକ ଯୋଜନା ପାଇବେ। ସାମାଜିକ ଦାୟିତ୍ୱ ବୃଦ୍ଧି ପାଇବ।

କୁମ୍ଭ ରାଶି:-

ଏହି ରାଶିର ଜାତକଙ୍କୁ ଆଜି ଧନ ପ୍ରାପ୍ତ ହୋଇପାରେ। ଆୟର ଉତ୍ସ ବଢ଼ିବ। କାମ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ଛୋଟ ମୋଟ ପୁଞ୍ଜି ବିନିଯୋଗ ବଡ ଲାଭ ଆଣିବ ବୋଲି ଆଶା କରାଯାଉଛି । ଯଦି ଆପଣ କାହାଠାରୁ ଋଣ ନେଇଛନ୍ତି ତେବେ ଆପଣ ଋଣ ପରିଶୋଧ କରି ପାରିବେ। ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଭଲ ସମନ୍ୱୟ ରହିବା ପରି ମନେ ହେଉଛି। ଆପଣ ପରସ୍ପରର ଭାବନା ବୁଝିବେ।ଆପଣଙ୍କର ସମ୍ପର୍କ ମଜବୁତ ହେବ। ପ୍ରେମ ଜୀବନରେ ଚାଲିଥିବା ସମସ୍ୟାର ସମାଧାନ ହୋଇପାରେ।

ମୀନ ରାଶି:-

ଏହି ରାଶିର ଜାତକଙ୍କର ଆଜିର ଦିନ ଟିକେ  ନିରାଶ ରହିବ। ହେବାକୁ ଥିବା କାମ ଖରାପ ହୋଇପାରେ। ମାନସିକ ଚାପ ଅଧିକ ରହିବ। କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବା ଅଧିକ କଠିନ ରହିବ। ସନ୍ତାନଙ୍କ ତରଫରୁ ସମସ୍ୟା ସୃଷ୍ଟି ହୋଇପାରେ। ମାତା ପିତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ। ଘରୋଇ ଆବଶ୍ୟକତା ପଛରେ ଅଧିକ ଟଙ୍କା ଖର୍ଚ୍ଚ ହୋଇପାରେ କିନ୍ତୁ ଆପଣଙ୍କୁ ଖୁସି ମିଳିବ।

ବନ୍ଧୁଗଣ ଆଜି ମା ସନ୍ତୋଷୀଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ମା ସନ୍ତୋଷୀ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ |

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *