Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୨୧ ଜାନୁଆରୀ ୨୦୨୧, ଗୁରୁବାର: ଏହି ୪ଟି ରାଶିର ସଫଳତାର ଦ୍ୱାର ଖୋଲିବ,ଭାଗ୍ୟ ବଳରେ ମିଳିବ ବଡ଼ ସଫଳତା

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ଗୁରୁବାର ୨୧ ଜାନୁଆରୀର ରାଶିଫଳ କହିବାକୁ ଯାଉଛୁ। ରାଶିଫଳର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୨୧ ଜାନୁଆରୀ ୨୦୨୧।

ମେଷ ରାଶି:-

ଏହି ରାଶି ଥିବା ଜାତକଙ୍କ ମନ ଆଜି ବେକାର ଚିନ୍ତାରେ ରହିବ ଯେଉଁଥି ପାଇଁ ଆପଣଙ୍କ ପୁରା ଦିନ ବହୁତ ଚାପ ପୂର୍ବକ ବ୍ୟତିତ ହେବ। କୌଣସି ଅଭାବୀ ଲୋକଙ୍କୁ ସାହାର୍ଯ୍ୟ କରିପାରନ୍ତି। ଧର୍ମ କର୍ମ କାର୍ଯ୍ୟ ପ୍ରତି ଆପଣଙ୍କର ଆଗ୍ରହ ବୃଦ୍ଧି ପାଇବ। ପାରିବାରିକ ସମସ୍ୟା ବିଷୟରେ ଆପଣ ଅନେକ ଭାବନାରେ ବୁଡି ରହିବେ।ଧନ ରୋଜଗାରର ଉପାୟ ଖୋଜି ପାରିବେ। ଘରୋଇ ଆବଶ୍ୟକତା ପାଇଁ ଅଧିକ ଅର୍ଥ ଖର୍ଚ୍ଚ ହେବ। ବ୍ୟବସାୟ ସହିତ ଜଡିତ ଲୋକମାନେ ଉପକୃତ ହେବାର ସମ୍ଭାବନା ଅଛି। ଜୀବନସାଥୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ।

ବୃଷ ରାଶି:-

ଏହି ରାଶି ଥିବା ଜାତକଙ୍କୁ ଆଜି ସମସ୍ତ କାର୍ଯ୍ୟରେ ମନମୁତାବକ ପୁରଣ ହେବ। ଆପଣଙ୍କର ଭାଗ୍ୟ ପ୍ରବଳ ରହିବ। ସଫଳତାର ନୂତନ ମାର୍ଗ ହାସିଲ ହୋଇପାରେ। ଆପଣ ଆଜି କୌଣସି ପୁରୁଣା କ୍ଷତି ପୁରଣ କରିପାରିବେ। ବ୍ୟବସାୟରେ ଆପଣ କିଛି ନୂତନ ଟେକ୍ନୋଲୋଜି ବ୍ୟବହାର କରିବେ ଯାହା ଭବିଷ୍ୟତରେ ଆପଣଙ୍କୁ ବହୁତ ଲାଭ ଦେବ। ଅଟକି ରହିଥିବା କାର୍ଯ୍ୟଗୁଡିକ ସମାପ୍ତ ହୋଇପାରେ। ଆପଣ ସାଙ୍ଗମାନଙ୍କ ଠାରୁ ସମ୍ପୂର୍ଣ୍ଣ ସହଯୋଗ ପାଇବେ। ଜୀବନସାଥୀ ଏବଂ ପିଲାମାନଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆପଣ ନିଜର ପ୍ରିୟ ଖାଦ୍ୟ ଉପଭୋଗ କରିପାରିବ।

ମିଥୁନ ରାଶି:-

ଏହି ରାଶି ଥିବା ଜାତକଙ୍କର ଆଜିର ଦିନ ଟିକେ ଚିନ୍ତା ଜନକ ରହିବ।କାର୍ଯ୍ୟ ସୋମ୍ପର୍କରେ ଆପଣ ଅଧିକ ଚିନ୍ତିତ ରହିବେ। ଚାକିରି କ୍ଷେତ୍ରରେ ବଡ ଅଧିକାରୀମାନଙ୍କ ସହିତ ଯୁକ୍ତିତର୍କ ହୋଇପାରେ। ଆପଣ ନିଜର କ୍ରୋଧ ଏବଂ ବକ୍ତବ୍ୟକୁ ନିୟନ୍ତ୍ରଣ କରିବାକୁ ପଡିବ। ଏହି ରାଶିର ଲୋକମାନେ କୌଣସି ଦୂର ଦୂରତା ଯାତ୍ରା କରିବା ଉଚିତ ନୁହେଁ। ଆୟ ଅନୁଯାୟୀ ଆପଣଙ୍କୁ ଖର୍ଚ୍ଚ ନିୟନ୍ତ୍ରଣ କରିବାକୁ ପଡିବ। ହଠାତ ଆପଣ ଟେଲି ଯୋଗାଯୋଗ ମାଧ୍ୟମରେ ସୁଖଦ ଖବର ପାଇପାରିବେ। ଯାହା ଆପଣଙ୍କ ମନକୁ ଖୁସି କରିବ।

Hindu Gods Goddesses Full Hd Wallpapers Images - Maa Laxmi - 1366x768  Wallpaper - teahub.io
Google

କର୍କଟ ରାଶି:-

ଏହି ରାଶି ଥିବା ଜାତକଙ୍କୁ ଆଜି ପ୍ରଭାବଶାଳୀ ଲୋକଙ୍କର ସାହାର୍ଯ୍ୟ ମିଳିବ। ଆପଣ ନିଜର କାର୍ଯ୍ୟରେ ନିରନ୍ତର ସଫଳତା ମିଳିବ। ଚାକିରୀରେ ଉନ୍ନତି ହେବ। ବଡ ଅଧିକାରୀମାନେ ଆପଣଙ୍କୁ ସହଯୋଗ କରିବେ। ପାରିବାରିକ ପରିବେଶ ସକରାତ୍ମକ ରହିବ। ପିତାମାତାଙ୍କ ସହିତ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ଆଜି ଆପଣ କିଛି ନୂଆ ଶିଖିବାକୁ ପାଇବେ। ଯେଉଁମାନେ ପ୍ରେମ ଜୀବନକୁ ଆଗେଇ ନେଉଛନ୍ତି ସେମାନଙ୍କ ପାଇଁ ଆଜି ବହୁତ ଭଲ ଦିନ ହେବାକୁ ଯାଉଛି। ଆପଣଙ୍କର ଭଲ ବ୍ୟବହାରକୁ ପ୍ରଶଂସା କରିବେ।

ସିଂହ ରାଶି:-

ଏହି ରାଶି ଥିବା ଜାତକଙ୍କର ଆଜିର ଦିନ ମସ୍ତି ଭୋଳି ବ୍ୟତିତ ହେବ। ପାରିବାରିକ ଚିନ୍ତା ଦୂର ହେବ। ଆପଣ ସକରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ରହିବେ। ଆପଣ ନିଜର ସମସ୍ତ କାର୍ଯ୍ୟ ଠିକ ସମୟରେ ସମାପ୍ତ କରିପାରିବେ। ଆପଣ କୌଣସି ସ୍ଥାନକୁ ସାଙ୍ଗମାନଙ୍କ ସହିତ ବୁଳିଯିବାର ଯୋଜନା କରିପାରନ୍ତି। ପ୍ରେମ ସମ୍ବନ୍ଧୀୟ ସମ୍ପର୍କ ଗୁଡ଼ିକରେ ଆପଣ ସଫଳତା ପାଇବେ। କାର୍ଯ୍ୟ କ୍ଷେତ୍ର ବିସ୍ତାର ହୋଇପାରେ।ଆପଣ ନିଜର ବିରୋଧୀଙ୍କୁ ପରାସ୍ତ କରିବେ। ଛାତ୍ରମାନେ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ଫଳାଫଳ ପାଇବେ।

କନ୍ୟା ରାଶି:-

ଏହି ରାଶି ଥିବା ଜାତକଙ୍କୁ ଆଜି ନିଜର କାର୍ଯ୍ୟ ପ୍ରତି ବହୁତ ଧର୍ଯ୍ୟବାନ ହେବାକୁ ପଡିବ। କଠିନ ପରିସ୍ଥିତିରେ ଆପଣ ବୁଦ୍ଧିମାନ ଭାବରେ କାର୍ଯ୍ୟ କରିବା ଉଚିତ। ଆର୍ଥିକ ଅସୁବିଧା ବଢିପାରେ ସେଥି ପାଇଁ ଅନାବଶ୍ୟକ ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ପଡିବ। ସାମାଜିକ ଦାୟିତ୍ୱ ବୃଦ୍ଧି ପାଇବ। ନୂତନ ଲୋକଙ୍କ ସହିତ ସାକ୍ଷାତ ହେବ। କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ।

ତୁଳା ରାଶି:-

ଏହି ରାଶି ଥିବା ଜାତକଙ୍କୁ ଆଜିର ଦିନ ଭଲ ବ୍ୟତିତ ହେବ। କାମ କାର୍ଯ୍ୟରେ ବୋଝ କମ ରହିବ। କିଛି ନୂତନ କରିବାର ଚିନ୍ତା କରିପାରନ୍ତି। ପରିବାର ଲୋକ ଆପଣଙ୍କୁ ସମ୍ପୂର୍ଣ ସହଯୋଗ କରିବେ। ସ୍ୱାସ୍ଥ୍ୟ ଭଲ ରହିବ। ପରିବାର ସଦସ୍ୟଙ୍କ ସହିତ ଆପଣ ନିଜର ପ୍ରିୟ ଭୋଜନର ଆନନ୍ଦ ଉଠାଇ ପାରିବେ। ଆପଣଙ୍କର ପ୍ରୟାସ ସଫଳ ହେବ। ବ୍ୟବସାୟ ବିସ୍ତାର ହୋଇପାରେ। ବେରୋଜଗାର ଲୋକ ଭଲ ଚାକିରି ପାଇବାର ସମ୍ଭାବନା ଅଛି।

ବିଛା ରାଶି:-

ଏହି ରାଶି ଥିବା ଜାତକଙ୍କର ଆଜିର ଦିନ ସାକାରାତ୍ମକ ରହିବ।ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ।ବିନିଯୋଗ ସମ୍ବୋଦ୍ଧିତ କାମ ପାଇଁ ଆଜିର ଦିନ ଶୁଭ ରହିବ।ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟରେ ଆପଣ ନିରନ୍ତର ଭାବରେ ନିଜର କ୍ୟାରିୟରରେ ସଫଳତା ହାସଲ କରିବେ। ପିଲାମାନଙ୍କ ପାର୍ଶ୍ୱରୁ ଅସୁବିଧା କମ ହେବ। ଆପଣ ନିଜର ହୃଦୟ କଥା ନିଜ ଜୀବନସାଥୀଙ୍କ କହିପାରିବେ। ଆପଣଙ୍କର ସମ୍ପର୍କ ମଜବୁତ ହେବ। ଜୀବନରେ ଚାଲିଥିବା ସମସ୍ୟାର ସମାଧାନ ହୋଇପାରେ। ଘରୋଇ ସୁଖ ସୁବିଧା ବୃଦ୍ଧି ପାଇବ।

ଧନୁ ରାଶି:-

ଏହି ରାଶି ଥିବା ଜାତକଙ୍କର ଆଜିର ଦିନ ଶାନ୍ତି ପୂର୍ବକ ବ୍ୟତିତ ହେବ। କାମ କାର୍ଯ୍ୟରେ ସୃଷ୍ଟି ହେଉଥିବା ବାଧା ଦୂର ହୋଇପାରେ। ଆପଣଙ୍କର ଅଧିକାରୀମାନେ ଚାକିରି କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟକୁ ପ୍ରଶଂସା କରିବେ। ଅଧସ୍ତନ କର୍ମଚାରୀଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ। ବ୍ୟବସାୟରେ ଲାଭଜନକ ଚୁକ୍ତି ହୋଇପାରେ। ବିଦେଶରେ କାମ କରୁଥିବା ଲୋକଙ୍କ ପାଇଁ ଆଜିର ଦିନ ଲାଭଦାୟକ ପ୍ରମାଣିତ ହେବ। ଛୋଟ ବ୍ୟବସାୟୀଙ୍କ ଲାଭ ବୃଦ୍ଧି ହେବାର ସମ୍ଭାବନା ଅଛି।

Google

ମକର ରାଶି:-

ଏହି ରାଶି ଥିବା ଜାତକ ମାନେ ଆଜି ଗାଡି ଚଲାଇବା ସମୟରେ ସତର୍କ ରୁହନ୍ତୁ। କାମ କାର୍ଯ୍ୟ ମାମଲାରେ ଅବହେଳା କରନ୍ତୁ ନାହିଁ ନଚେତ କାମ ବିଗିଡି ଯାଇପାରେ।ଯେଉଁମାନେ ସେୟାର ମାର୍କେଟ ସହିତ ଜଡିତ ଅଛନ୍ତି ସେମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ନିବେଶ କରିବାବେଳେ ସେମାନେ ସତର୍କ ହେବା ଆବଶ୍ୟକ। ପାରିବାରିକ ପରିବେଶ ଭଲ ରହିବ। ଆପଣ ପରିବାର ସଦସ୍ୟଙ୍କ ସହିତ ସୁଖମୟ ଜୀବନଯାପନ କରିବେ। ଗୁପ୍ତ ଶତ୍ରୁମାନଙ୍କ ସହିତ ସଜାଗ ରହିବାର ଆବଶ୍ୟକତା ଅଛି କାରଣ ସେମାନେ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କରି ପାରନ୍ତି। ଆପଣ ନିଜ ଜୀବନସାଥୀଙ୍କ ସହିତ କିଛି ଭଲ ମୁହୂର୍ତ୍ତ ବିତାଇ ପାରିବେ।

କୁମ୍ଭ ରାଶି:-

ଏହି ରାଶି ଥିବା ଜାତକଙ୍କର ଆଜିର ଦିନ ଭଲ ଫଳଦାୟୀ ରହିବ।ମାନସିକ ଚାପ ଦୂର ହେବ। ବଡ଼ ଧରଣର ଧନ ଲାଭ ହେବାର ସମ୍ଭାବନା ଅଛି। ସଫଳତାର ମାର୍ଗ ହାସଲ ହୋଇପାରେ। ପରିବାରର ଆବଶ୍ୟକତା ପୂରଣ କରିବାରେ ଆପଣ ସଫଳ ହେବେ। ପ୍ରେମ ଜୀବନରେ ସନ୍ତୁଳିତ ରହିବ। ଆପଣ ନିଜର ପ୍ରିୟଙ୍କ ସହିତ କୌଣସି ସ୍ଥାନକୁ ବୁଳିଯିବାର ଯୋଜନା କରିପାରନ୍ତି। ବ୍ୟବସାୟରେ ବହୁତ ଲାଭ ମିଳିବ। ସହଭାଗୀମାନଙ୍କ ସାହାଯ୍ୟରେ ଆପଣ ଆପଣଙ୍କର ବ୍ୟବସାୟରେ କିଛି ପରିବର୍ତ୍ତନ କରିବାକୁ ଚିନ୍ତା କରିବେ।ଆପଣଙ୍କର ବ୍ୟକ୍ତିତ୍ୱର ଉନ୍ନତି ହେବ।

ମୀନ ରାଶି:-

ଏହି ରାଶି ଥିବା ଜାତକଙ୍କର ଆଜିର ଦିନ ମିଶ୍ରିତ ରହିବ।ଆପଣ ନିଜର ଭାବନାକୁ ନିୟନ୍ତ୍ରଣ କରିବା ଆବଶ୍ୟକ। ହଠାତ ଘରେ ଅତିଥିଙ୍କ ଆଗମନ ଆପଣଙ୍କୁ ଟିକେ ବ୍ୟସ୍ତ କରିବ। କାର୍ଯ୍ୟରେ ମିଶ୍ରିତ ଫଳାଫଳ ହାସଲ ହେବ। ପତି-ପତ୍ନୀଙ୍କ ମଧ୍ୟରେ କିଛି ଉପରେ ଯୁକ୍ତିତର୍କ ହୋଇପାରେ। ଆପଣଙ୍କର କ୍ରୋଧକୁ ନିୟନ୍ତ୍ରଣ କରିବାକୁ ପଡିବ। ଛାତ୍ରମାନେ ଅଧ୍ୟୟନ କରିବାକୁ ମନ ଦେବେ ନାହିଁ। ଆପଣଙ୍କ ମନରେ ବିଭିନ୍ନ ପ୍ରକାରର ଚିନ୍ତାଧାରା ସୃଷ୍ଟି ହୋଇପାରେ ଯେଉଁ କାରଣରୁ ଆପଣଙ୍କ ଧ୍ୟାନ ବିଚଳିତ ହୋଇପାରେ।

ବନ୍ଧୁଗଣ ଆଜି ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ମା ଲକ୍ଷ୍ମୀ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *