Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ୩୦ଟି ଅନୁଚିନ୍ତା ସାଧୁବାଣୀ, ଏସବୁ ଜାଣିବା ଦ୍ୱାରା ଆପଣଙ୍କ ବହୁତ ଉପକାରରେ ଆସିବ ।

ସେୟାର୍ କରନ୍ତୁ

ନମସ୍କାର ଜୟ ଜଗନ୍ନାଥ ବନ୍ଧୁଗଣ , ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ସ୍ୱାଗତ । ଆଜିର ଏହି ପୋଷ୍ଟଟି ସାଧୁବାଣୀ ଉପରେ ହେବାକୁ ଯାଉଛି । ପୋଷ୍ଟଟିକୁ ଶେଷ ଯାଏଁ ପଢନ୍ତୁ ।

କଳା ପେଚା ଘର ଉପରେ ବସିଲେ ଅଶୁଭ ସୁଚନା ମିଳିଥାଏ।

ପକ୍ଷୀ ଫଳ ଖାଇ ଘର ଉପରେ ପକାଇଲେ ଭଲ ସମୟର ସୁଚନା ମିଳେ।

ମନ୍ଦିରରେ ଦେବତା ପୂର୍ବମୁଖା ଓ ଘରର ଠାକୁର ପଶ୍ଚିମ ମୁଖା
ହୋଇଥିଲେ ଶୁଭ ହୋଇଥାଏ।

ଟଙ୍କା ଗଣିଲା ବେଳେ କେବି ଛେପ ମାରନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ।

ଜନ୍ମ ମାସ ଜନ୍ମ ସମୟ ଓ ଜନ୍ମ ନକ୍ଷତ୍ରରେ ପୁଅ କିମ୍ବା ଝିଅର ବାହାଘର କଲେ ଅଶୁଭ ହୋଇଥାଏ।

ଭୋଜନ କରିବା ସମୟରେ ଗାମୁଛା କିମ୍ବା ଟୋପି ମୁଣ୍ଡରେ ପିନ୍ଧନ୍ତୁ ନାହିଁ।

ଛିଣ୍ଡି ଯାଇଥିବା ମୋନିପୋର୍ସ କେବେ ହେଲେ ପାଖରେ ରଖନ୍ତୁ ନାହିଁ। କିମ୍ବା ନୋଟକୁ ମୋଡି ଭାଙ୍ଗି ରଖନ୍ତୁ ନାହିଁ।

Google

ରାତିରେ କେବେବି ମୁଣ୍ଡ କୁଣ୍ଡାନ୍ତୁ ନାହିଁ। କିମ୍ବା ନଖ ଦାନ୍ତରେ ଛିଣ୍ଡାନ୍ତୁ ନାହିଁ।

ବାସନ ମାଜିବା ସମୟରେ ବାସନର ଶବ୍ଦ ଅଧିକ ହେଲେ ଅଶୁଭ ହୋଇଥାଏ।

ପ୍ରତି ଶୁକ୍ରବାର ଦିନ ରାତିରେ ମିଠା ଖାଦ୍ୟ ଖାଇଲେ ଶୁଭ ହୋଇଥାଏ।

ରାତିରେ ଶୋଇବା ବେଳେ ଦର୍ପଣ ଘୋଡାଇ ରଖିଲେ ଶୁଭ ହୋଇଥାଏ।

ବିଛା ଦେଖିଲେ ବହୁତ ଶୁଭ ହୋଇଥାଏ। ଏବଂ ବିଛାକୁ କେବେବି ମାରନ୍ତୁ ନାହିଁ।

ରାତିରେ ଛାଞ୍ଚୁଣୀ ଧରି ଘର ଓଳାନ୍ତୁ ନାହିଁ। ଏବଂ ଅଳିଆକୁ ରାତିରେ ବାହାରେ ପକାନ୍ତୁ ନାହିଁ।

ଠାକୁର ଘରେ ପ୍ରତିଦିନ ଝୁଣା, ଧୂପ କିମ୍ବା କର୍ପୁର ଧୂପ ଦେଲେ ଅଶୁଭ ଦୂରେଇ ଯାଏ।

ପିଲାଙ୍କ ସ୍ମରଣଶକ୍ତି ବୃଦ୍ଧି ପାଇଁ କଂସା ଗ୍ଲାସରେ ପାଣି ପିଆନ୍ତୁ। ଏବଂ କଂସା ପାତ୍ରରେ ଖାଦ୍ୟ ଦିଅନ୍ତୁ।

ସୂର୍ଯ୍ୟ ଉଦୟ ସମୟରେ ଘରର ପୂର୍ବ କିମ୍ବା ପଶ୍ଚିମରେ କାଉ ବୁବାଇଲେ ଶୁଭ ହୋଇଥାଏ।

ମନ୍ଦିରକୁ ଗଲେ ପ୍ରଥମେ ବାହାନକୁ ମୁଣ୍ଡିଆ ମାରନ୍ତୁ ତା ପରେ ଠାକୁରଙ୍କୁ ମୁଣ୍ଡିଆ ମାରନ୍ତୁ।ଦୀପ ତଳେ ଅରୁଆ ଚାଉଳ ଏବଂ ଦୁବ ରଖି ଦୀପ ଲଗାନ୍ତୁ।

ଶନିବାର ଏବଂ ମଙ୍ଗଳବାର ରାଶି ତେଲରେ ଦୀପ ଜାଳନ୍ତୁ।ବାକି ଦିନ ଘିଅ ଦୀପ ଜାଳନ୍ତୁ।

Google

ସଙ୍କଟ ସମୟରେ ଉପାୟ ନଆସିଲେ ଯେଉଁ ଠାରୁ ପାଣି ପିଅନ୍ତି କିଛି ପାଣି ଆଣି ଘର ଭିତରେ ଛିଞ୍ଚି ଦିଅନ୍ତୁ।

ଗାଇ ଆଖିରୁ ଲୁହ ବହିଲେ ବିପଦ ଆସିବାର ସୁଚନା ମିଳେ।

ରୁଷେଇ ଘର, ଭଣ୍ଡାର ଘର, ଧନ ରଖିବା ଘର, ମନ୍ଦିର ଏବଂ ତୀର୍ଥ ସ୍ଥାନକୁ ଜୋତା ମାଡ଼ି ଯିବା ଅନୁଚିତ।

ବାରମ୍ବାର ଚର୍ମ ରୋଗ ହେଉଥିଲେ ମଙ୍ଗଳ ବାର ଦିନ ମାଟିରେ ମୁଣ୍ଡ ଲଗେଇ ମୁଣ୍ଡିଆ ମାରିଲେ ରୋଗ ଦୂର ହୋଇଥାଏ।

ସୋମବାର, ବୁଧବାର ଏବଂ ଶୁକ୍ରବାର ବାମ ପାଦ ଦେଇ ଘରୁ ବାହାରିଲେ ଶୁଭ ହୋଇଥାଏ।

ଅମାବାସ୍ୟା ଦିନ ଅଦରକାରୀ ଜିନିଷ ବାହାରେ ଫୋପାଡିଲେ ଶୁଭ ହୋଇଥାଏ।

ଶେଯରୁ ଉଠିବା ପରେ ବିଛଣା ଅସଜଡ଼ା ରଖିଲେ ଶନି ଏବଂ ରାହୁଙ୍କ କୁଦୃଷ୍ଟି ପଡେ।

ବାରମ୍ବାର ଓଠ ସୁଖିଲେ ଦିନକୁ ୫ ଥର ପାଦ ଧୋଇଲେ ତାହା ଦୂର ହୋଇଥାଏ।

ମଙ୍ଗଳବାର, ଗୁରୁବାର,ଶନିବାର ଏବଂ ରବିବାର ଡାହାଣ ପାଦ ଦେଇ ଘରୁ ବାହାରିଲେ ଶୁଭ ହୋଇଥାଏ।

ପୁଜା କରିବା ବେଳେ ଅତୁଥି ଆସିଲେ ଶୁଭ ହୋଇଥାଏ। ଏବଂ ସେ ଦିନ ଯାହା ମନାସିବ ତାହା ପ୍ରାପ୍ତ ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *