Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୨୦ ଜାନୁଆରୀ ୨୦୨୧, ବୁଧବାର: କୁମ୍ଭ ରାଶିର ଲୋକଙ୍କୁ ଧନ ଲାଭର ଯୋଗ ରହିଛି , ପଢନ୍ତୁ ଆପଣଙ୍କ ଆଜିର ରାଶିଫଳ

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ବୁଧବାର ୨୦ ଜାନୁଆରୀର ରାଶିଫଳ କହିବାକୁ ଯାଉଛୁ। ରାଶିଫଳର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୨୦ ଜାନୁଆରୀ ୨୦୨୧।

ମେଷ ରାଶି:-

ଏହି ରାଶିର ଲୋକଙ୍କର ଖରାପ ହୋଇଯାଇ ଥିବା କାର୍ଯ୍ୟ ଠିକ ହୋଇଯିବ। ବିଦେଶ ଯାତ୍ରା କରିବାର ଯୋଗ ରହିଛି। ଆପଣଙ୍କ ରାଶିରେ ଗ୍ରହ ନକ୍ଷତ୍ରଗୁଡିକର ଶୁଭ ସ୍ଥିତି ରହିବ। ହଠାତ ଟଙ୍କା ମିଳିପାରେ। ଆୟରେ ଅର୍ଥ ବୃଦ୍ଧି ପାଇବ। ଛାତ୍ରମାନଙ୍କର ମନ ଅଧ୍ୟୟନରେ ଲାଗିବ। ପରିବାରରେ ଚାଲିଥିବା ଅସୁବିଧାରୁ ମୁକ୍ତି ପାଇପାରିବେ। ଖର୍ଚ୍ଚର ହ୍ରାସ ପାଇବ। ଆପଣ କୌଣସି ବିପଦପୂର୍ଣ୍ଣ ବିନିଯୋଗ କରିପାରନ୍ତି। ଯାହା ଭବିଷ୍ୟତରେ ଭଲ ଲାଭ ଦେବ।

ବୃଷ ରାଶି:-

ବୃଷ ରାଶିର ଜାତକଙ୍କ ପାଇଁ ଆଜିର ଦିନ ମନୋରମ ରହିବ। ସାଂସାରିକ ଆନନ୍ଦ ବୃଦ୍ଧି ପାଇବ। ସାମାଜିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ। ଆଜି ଧନ ପ୍ରାପ୍ତି ପାଇଁ ବହୁତ ଶୁଭ ଅଟେ।ବ୍ୟବସାୟ ବିସ୍ତାର ହେବ। ଲାଭଜନକ ଚୁକ୍ତିନାମା ମିଳିପାରିବ। ଆପଣ ନିଜର ଶତ୍ରୁମାନଙ୍କୁ ପରାସ୍ତ କରିବେ। ପାରିବାରିକ ଜୀବନ ଭଲ ହେବ। ଜୀବନ ସାଥୀଙ୍କ ସହିତ ବୁଲିଯିବାର ଭଲ ସ୍ଥାନ ଯୋଜନା କରିପାରନ୍ତି।

ମିଥୁନ ରାଶି:-

ମିଥୁନ ରାଶିର ଜାତକଙ୍କୁ ଆଜିର ଦିନରେ ଉତ୍ଥାନ-ପତନ ଦେଇ ଗତି କରିବାକୁ ପଡ଼ିବ। ପିଲାମାନଙ୍କ ଦ୍ୱାରା ସମସ୍ୟା ହୋଇପାରେ। ମାନସିକ ସମସ୍ୟା ଅଧିକ ରହିବ। ଚାକିରି କ୍ଷେତ୍ରରେ ଅଧିକ ତ୍ୱରାନ୍ୱିତ ହେବ। ବଡ଼ ଅଧିକାରୀଙ୍କୁ ଅସନ୍ତୋଷର ସମ୍ମୁଖୀନ ହେବାକୁ ପଡିପାରେ। ଆଜି କୌଣସି ବଡ ବିନିଯୋଗ କରନ୍ତୁ ନାହିଁ। ଆପଣ ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ। ଭଗବାନ ପ୍ରତି ଆପଣଙ୍କର ମନ  ଅଧିକ ରହିବ। ଆପଣ ପିତାମାତାମାନଙ୍କ ସହିତ ଏକ ଧାର୍ମିକ ସ୍ଥାନ ପରିଦର୍ଶନ କରିପାରନ୍ତି।

Google

କର୍କଟ ରାଶି:-

ଏହି ରାଶିର ଜାତକଙ୍କ ପାଇଁ ଆଜିର ଦିନ ଅତ୍ୟନ୍ତ ଲାଭଦାୟକ ହେବାକୁ ଯାଉଛି। ନିବେଶ ସମ୍ବନ୍ଧୀୟ କାର୍ଯ୍ୟରେ ଆଶାନୁକୁଳ ଲାଭ ମିଳିପାରେ। ପ୍ରଭାବଶାଳୀ ଲୋକମାନେ ସାହାଯ୍ୟ କରିବେ। କାର୍ଯ୍ୟରେ ନିରନ୍ତର ସଫଳତା ହାସଲ ହେବ। ଆପଣଙ୍କର ଚିନ୍ତାଧାରା ସକରାତ୍ମକ ରହିବ। ଚାକିରି କ୍ଷେତ୍ରରେ ଆପଣଙ୍କର ପ୍ରଭାବ ରହିବ। ସଫଳତାର ଅନେକ ରାସ୍ତା ଅଛି। ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ କରିବେ। ଛାତ୍ରମାନେ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବାର ଦେଖାଯାଉଛି।

ସିଂହ ରାଶି:-

ଏହି ରାଶିର ଜାତକଙ୍କର ଆଜିର ଦିନ ଟିକେ ଚିନ୍ତାଜନକ ରହିବ। ଆପଣ ପାରିବାରିକ ସମସ୍ୟାରେ ଜଡିତ ହୋଇପାରନ୍ତି। ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ଉଚିତ ନୁହେଁ। ଆଜି ଆପଣ କୌଣସି କାର୍ଯ୍ୟରେ ତତ୍ପର ହୁଅନ୍ତୁ ନାହିଁ। ସୃଜନଶୀଳ କାର୍ଯ୍ୟରେ ସଫଳତା ପାଇବେ। ହଠାତ କୌଣସି ଯାତ୍ରା କରିବାକୁ ପଡିପାରେ। ଯାତ୍ରା ସମୟରେ ଗାଡି ଚଲାଇବା ସମୟରେ ସତର୍କ ରୁହନ୍ତୁ। ବିରୋଧୀଙ୍କର କମ ପ୍ରଭାବ ରହିବ। ସରକାରୀ କ୍ଷେତ୍ର ସହିତ ସଂଯୁକ୍ତ ଲୋକଙ୍କ କାର୍ଯ୍ୟ ଠିକ ସମୟରେ ଶେଷ ହେବ।

କନ୍ୟା ରାଶି:-

ଏହି ରାଶିର ଜାତକଙ୍କର ଆଜିର ଦିନ ଅତ୍ୟନ୍ତ ଭଲ ରହିବ।ଧନ ପ୍ରାପ୍ତିର ଯୋଗ ରହିଛି। ଆପଣଙ୍କର ଶକ୍ତି ବୃଦ୍ଧି ପାଇବ। କାରବାର କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇପାରେ। କାର୍ଯ୍ୟ କ୍ଷେତ୍ରରେ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ପ୍ରେମ ସମ୍ପର୍କରେ ମଧୁରତା ଆସିବ। ଛାତ୍ରମାନଙ୍କର ମନ ଅଧ୍ୟୟନରେ ଲାଗିବ। ଆୟର ଉତ୍ସଗୁଡିକ ହାସଲ ହୋଇପାରେ।

ତୁଳା ରାଶି:-

ଏହି ରାଶିର ଜାତକଙ୍କର ଆଜିର ଦିନ ବିଶେଷ ହେବାକୁ ଯାଉଛି। ପରିବାରର ସମସ୍ତେ ଆପଣଙ୍କୁ ସହଯୋଗ କରିବେ। ଦୀର୍ଘ ଦିନ ଧରି ମାନସିକ ଚିନ୍ତା ଦୂର ହେବ। ଆପଣ ନିଜର କାର୍ଯ୍ୟ ଉପରେ ଧ୍ୟାନ ଦେଇପାରନ୍ତି। ଋଣ ଦିଆଯାଇଥିବା ଟଙ୍କା ଫେରସ୍ତ ହେବ। କାର୍ଯ୍ୟ କ୍ଷେତ୍ର ବିସ୍ତାର ହେବ। ବ୍ୟବସାୟରେ ଲାଭଜନକ ଚୁକ୍ତି ମିଳିପାରେ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟରେ ଆପଣ ନିଜର କ୍ୟାରିୟରରେ ଆଗକୁ ବଢିବେ। ଆପଣ ନିଜର ଭବିଷ୍ୟତ ସୁରକ୍ଷିତ କରିବାରେ ସଫଳ ହୋଇପାରନ୍ତି।

ବିଛା ରାଶି:-

ଏହି ରାଶିର ଜାତକଙ୍କର ଆଜିର ଦିନ ଉଥାନ ପତନ ଭରା ରହିବ। ଘରୋଇ ଆବଶ୍ୟକତା ପଛରେ ଅଧିକ ଖର୍ଚ୍ଚ ହୋଇପାରେ। ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ବିବାଦ ହେବାର ସମ୍ଭାବନା ଅଛି। ଆପଣଙ୍କର କ୍ରୋଧ ଏବଂ ବକ୍ତବ୍ୟକୁ ନିୟନ୍ତ୍ରଣ କରିବା ଉଚିତ। କୌଣସି ପ୍ରକାରର ବିନିଯୋଗ କରିବାବେଳେ ଏହାକୁ ଭଲ ଭାବରେ ବୁଝି ବିଚାରି କରନ୍ତୁ ଅନ୍ୟଥା କ୍ଷତି ହୋଇପାରେ। ଆପଣଙ୍କୁ ବିପଦପୂର୍ଣ୍ଣ ନିବେଶରୁ ଦୂରରେ ରହିବାକୁ ପଡିବ। କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ।

ଧନୁ ରାଶି:-

ଏହି ଧନୁ ରାଶିର ଜାତକଙ୍କର ଆଜିର ଦିନ ଚୂନତିପୂର୍ଣ୍ଣ ରହିବ। ହେଉଥିବା କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ ଯେଉଁଥିପାଇଁ ଆପଣ ବହୁତ ଚିନ୍ତିତ ରହିବେ। ପିଲାମାନଙ୍କଠାରୁ କିଛି ଦୁଃଖ ଖବର ମିଳିବାର ସମ୍ଭାବନା ଅଛି। ଆପଣ ପିତାମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ବହୁତ ଚିନ୍ତିତ ରହିବେ। କୋର୍ଟ କଚେରୀ ମାମଲା ଠାରୁ ଦୂରରେ ରୁହନ୍ତୁ।ଅପରିଚିତ ଲୋକଙ୍କ ଉପରେ ଆବଶ୍ୟକତା ଠାରୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ। ଆପଣଙ୍କର ଚିନ୍ତାଧାରାକୁ ସକାରାତ୍ମକ ରଖିବାକୁ ପଡିବ। କାର୍ଯ୍ୟରେ ଆପଣ ନିରନ୍ତର ଚେଷ୍ଟା ଜାରି ରଖିଛନ୍ତି। ଆପଣ ନିଶ୍ଚିତ ଭାବରେ ସଫଳତା ପାଇବେ।

Google

ମକର ରାଶି:-

ଏହି ରାଶିର ଜାତକଙ୍କୁ ଆଜିର ଦିନ  ମିଶ୍ରିତ ଫଳପ୍ରଦ ରହିବ। ଆପଣ ନିଜର ପ୍ରିୟ ଖାଦ୍ୟ ଉପଭୋଗ କରିବେ।କାର୍ଯ୍ୟରେ କଠିନ ପରିଶ୍ରମ କରିବା ପରେ ସଫଳତା ହାସଲ ହେବ। ଆୟ ସ୍ୱାଭାବିକ ରହିବ। ସାମାଜିକ ପ୍ରତିଷ୍ଠା ବିସ୍ତାର ହେବ। ପରିବାର ସଦସ୍ୟଙ୍କ ସହିତ ଆପଣ କୌଣସି ସ୍ଥାନକୁ ବୁଲିଯିବାର ଯୋଜନା କରିପାରନ୍ତି। ପିଲାମାନଙ୍କଠାରୁ ଖୁସି ଖବର ମିଳିବାର ସମ୍ଭାବନା ଅଛି। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଆଜିର ମିଶ୍ରିତ ରହିବ।

କୁମ୍ଭ ରାଶି:-

ଏହି ରାଶିର ଜାତକଙ୍କୁ ଗ୍ରହ ଏବଂ ନକ୍ଷତ୍ରଗୁଡିକର ଶୁଭ ଚଳନ ଯୋଗୁ ଧନ ପ୍ରାପ୍ତ ହେବାର ସଂଯୋଗ ବନୁଅଛି। ରାଜନୀତି କ୍ଷେତ୍ର ସହିତ ଜଡିତ ଥିବା ବ୍ୟକ୍ତି ବିଶେଷ ଅଗ୍ରଗତି କରିବେ। ଆପଣଙ୍କ ପିଲାଙ୍କ ଭବିଷ୍ୟତ ସହିତ ଜଡିତ ଭଲ ଖବର ପାଇବାର ସମ୍ଭାବନା ଅଛି ଯାହା ଆପଣଙ୍କ ମନକୁ ଖୁସି କରିବ। ପାରିବାରିକ ଆର୍ଥିକ ସ୍ଥିତି ଦୃଢ ରହିବ। ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ। କ୍ୟାରିୟରରେ ଭଲ ଅଗ୍ରଗତି ହେବାର ସମ୍ଭାବନା ଅଛି। ପରିବାରର କୌଣସି ମହିଳାଙ୍କଠାରୁ ଆର୍ଥିକ ସହାୟତା ମିଳିପାରେ। ସନ୍ଧ୍ୟାରେ ଆପଣ ପରିବାର ସଦସ୍ୟଙ୍କ ସହିତ ବାହାରେ ଭୋଜନ କରିବାର ଯୋଜନା କରିପାରନ୍ତି। ସାଙ୍ଗମାନଙ୍କ ସହିତ ଉତ୍ତମ ସମନ୍ୱୟ ରହିବ।

ମୀନ ରାଶି:-

ଏହି ରାଶିର ଥିବା ଜାତକଙ୍କୁ ଆଜି ବିଶେଷ ଲାଭ ମିଳିବାର ସମ୍ଭାବନା ଅଛି। ଆୟର ମାଧ୍ୟମ ବୃଦ୍ଧି ପାଇବ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସମ୍ବୋଦ୍ଧ ବନି ପାରେ। ବିଦେଶ ସମ୍ବନ୍ଧୀୟ କାର୍ଯ୍ୟରେ ଅଗ୍ରଗତି ହେବ। ଛାତ୍ରମାନେ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହୋଇପାରନ୍ତି। ଆୟ ଏବଂ ଖର୍ଚ୍ଚର ସନ୍ତୁଳନ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ସାଙ୍ଗମାନଙ୍କ ସହିତ ବହୁତ ମଜା ମସ୍ତି ଭରା ସମୟ ଅତିବାହିତ କରିବେ।

ବନ୍ଧୁଗଣ ଆଜି ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ଶ୍ରୀ ଗଣେଶ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *