Excuse Me Odisha

ଯାହା କହିବୁ ସତ କହିବୁ

ଏଭଳି ହନୁମାନ ମନ୍ଦିର ଯେଉଁଠାରୁ ଗତି କରୁଥିବା ଟ୍ରେନର ବେଗ ଅଚାନକ ହୋଇ ଯାଇଥାଏ ଧୀର, ଅଦ୍ଭୁତ ଏଠାକାର ଚମତ୍କାରିତା।

ସେୟାର୍ କରନ୍ତୁ

ଆମ ଦେଶରେ ଅନେକ ମନ୍ଦିର ରହିଛି, ଯାହା ପ୍ରତି ଲୋକଙ୍କ ଆସ୍ଥା ଅତୁଟ ରହିଛି। କହିବାକୁ ଗଲେ ଈଶ୍ୱରଙ୍କ ଆକାର ପ୍ରକାର କିଛି ନାହିଁ, କିନ୍ତୁ ତାଙ୍କ ଶକ୍ତି ଆମକୁ ବହୁତ ଅନୁଭବ ହୋଇଥାଏ। କିନ୍ତୁ ଏଭଳି କିଛି ଲୋକ ଅଛନ୍ତି ଈଶ୍ୱର ଭକ୍ତିରେ ବିଶ୍ୱାସ କରନ୍ତି ନାହିଁ , କିନ୍ତୁ ଏମାନେ ଈଶ୍ୱରଙ୍କୁ ବିଶ୍ୱାସ କରନ୍ତୁ କି ନକରନ୍ତୁ , ଈଶ୍ୱର ନିଜର ଚମତ୍କାର ଦେଖାଇ ଥାନ୍ତି। ଏହି ସବୁ ସୃଷ୍ଟି ସେହି ଅନୁରୂପ ଚାଲି ଥାଏ।

ଏହି ଦୁନିଆରେ ସବୁ କିଛି ଭଗବାନଙ୍କ ଇଚ୍ଛାରେ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏଭଳି ଚମତ୍କାର ହନୁମାନ ମନ୍ଦିର ବିଷୟରେ , ଯାହା ପରେ ଆପଣଙ୍କ ଆସ୍ଥା ବଢିଯିବ। ଏଭଳି ଏକ ହନୁମାନ ମନ୍ଦିର ରହିଛି, ଯେଉଁଠାରେ ଯାତ୍ରା କରୁଥିବା ଟ୍ରେନର ଗତି ଆପେ ଆପେ ଧୀର ହୋଇ ଯାଇଥାଏ। ଏହି ସବୁ ଦୃଶ୍ୟ ଦେଖି ଲୋକେ ଆଶ୍ଚର୍ଯ୍ୟଚକିତ ହୋଇ ଯାଆନ୍ତି। ଏହି ଚମତ୍କାର ଦେଖି ଲୋକେ ଦୂର ଦୂରରୁ ଆସି ଥାନ୍ତି।

ଆମେ ଆପଣଙ୍କୁ ସେହି ଚମତ୍କାରିତା ହନୁମାନ ମନ୍ଦିର ବିଷୟରେ କହିବାକୁ ଯାଉଛୁ , ସେହି ମନ୍ଦିର ମଧ୍ୟପ୍ରଦେଶର ଶାଜାପୁର ଜିଲ୍ଲାର ବୋଲେଇ ଗ୍ରାମରେ ରହିଛି। ଏହି ମନ୍ଦିରକୁ ଶ୍ରୀ ସିଦ୍ଧ ବିର ଖେଡ଼ାପତି ହନୁମାନ ମନ୍ଦିର ନାମରେ ଜଣା ଯାଇଥାଏ। ଲୋକଙ୍କ କହିବା ଅନୁସାରେ ଏହି ମନ୍ଦିର ବହୁତ ପ୍ରାଚୀନ ଅଟେ। ଏହି ମାନ୍ୟତା ରହିଛି କି ଯଦି ଆପଣ ହୃଦୟରୁ କିଛି ମାଗିବେ ତାହେଲେ ନିଶ୍ଚିତ ପୂରଣ ହେବ। ଏହି ମନ୍ଦିର ପ୍ରତି ଭକ୍ତ ମାନଙ୍କର ଆସ୍ଥା ବହୁତ ସୁଦୃଢ ଦେଖିବାକୁ ମିଳିବ। ଏହାର ବାତାବରଣ ସୁଖମୟ ହୋଇଥାଏ।

Google

ଏହି ମନ୍ଦିର ପ୍ରତି ଲୋକମାନଙ୍କର ମାନ୍ୟତା ରହିଛି କି  ହନୁମାନ ଲୋକଙ୍କର ଭବିଷ୍ୟତ କହିଥାନ୍ତି, ଯାହାଦ୍ବାରା ଲୋକଙ୍କ ଉପରେ ଆସୁଥିବା ସଙ୍କଟ ଦୂର ହୋଇଥାଏ । ମଧ୍ୟପ୍ରଦେଶର ସିଦ୍ଧ ବିର ଖିଡ଼ାପତି ହନୁମାନ ମନ୍ଦିରକୁ ଚମତ୍କାରିତା କୁହାଯାଇଛି। ଆଖପାଖ ସ୍ଥାନୀୟ ଲୋକଙ୍କ ଏଭଳି କହିବା କଥା କି ଯେଉଁ ଭକ୍ତ ଏହି ମନ୍ଦିରରେ ଦର୍ଶନ କରିବା ପାଇଁ ଆସନ୍ତି।ଏହାଦ୍ବାରା ଲୋକଙ୍କର ଭବିଷ୍ୟତରେ ଆସୁଥିବା ସମସ୍ୟା ଦୂର ହୋଇଥାଏ।

ଶ୍ରୀ ସିଦ୍ଧ ବିର ଖିଡାପତି ହନୁମାନ ମନ୍ଦିର ଚମତ୍କାର ସ୍ୱରୂପ ଅଟେ। ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ହେବେ କି  ଏହି ମନ୍ଦିର ରାସ୍ତା ଦେଇ ଯେଉଁ ଟ୍ରେନ ଯାଇଥାଏ, ତାହାର ସ୍ପିଡ ଅଚାନକ ଧୀର ହୋଇ ଯାଇଥାଏ। ଏଭଳି କୁହାଯାଏ କି ମହାବଳୀ ହନୁମାନଙ୍କ ଚମତ୍କାର କରି ଥାନ୍ତି। ଏହି ପର୍ଯ୍ୟନ୍ତ ଏଭଳି ହୋଇ ନାହିଁ, ମନ୍ଦିର ପାଖ ଦେଇ ଟ୍ରେନ ଯିବା ପରେ ଗତି ଧୀର ହୋଇ ଯାଇଥାଏ। ଏହା ଏକ ଚମତ୍କାର ଅଟେ।

Google

ଏହି ମନ୍ଦିରର ପୂଜାରୀଙ୍କ କହିବା ଅନୁସାରେ କିଛି ବର୍ଷ ପୂର୍ବେ ଦୁଇଟି ମାଲ ଗାଡ଼ି ପରସ୍ପର ସହିତ ଧକ୍କା ହୋଇଥିଲା। ଯେତେବେଳେ ମାଲ ଗାଡ଼ିର ମୋଟର ମ୍ୟାନଙ୍କୁ ଏହି ବିଷୟରେ ପଚରା ଯାଇଥିଲା, ସେମାନେ କହିଲେ ଏହି ଘଟଣା ଘଟିବା ପୂର୍ବରୁ ଅଚାନକ ଆଭାସ ହୋଇ ଗଲା ଯେ କେହି ଜଣେ ମାଲ ଗାଡ଼ିକୁ ଧୀର କରିବା ପାଇଁ କହୁଛି। ଏହାପରେ ସେ ମାଲ ଗାଡ଼ିର ଗତି ଧୀର ହୋଇଗଲା।ଯେଉଁଥିପାଇଁ ଏହି ଦୁର୍ଘଟଣାରେ ଅଧିକ କ୍ଷୟକ୍ଷତି ହେଲା ନାହିଁ। ଆପଣଙ୍କ ମଧ୍ୟରୁ କିଛି ଲୋକେ ଏହି ଘଟଣାକୁ ଗପ ଭାବୁ ଥିବେ। କିନ୍ତୁ ଏହା ହନୁମାନ ମନ୍ଦିର ସାମ୍ନାରେ ଯାଉଥିବା ଟ୍ରେନର ଗତି ଧୀର ହୋଇ ଯାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ବଜରଙ୍ଗବଳି ” ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *