Excuse Me Odisha

ଯାହା କହିବୁ ସତ କହିବୁ

ସାପ୍ତାହିକ ରାଶିଫଳ : ( 18 ରୁ 24 ଜାନୁଆରୀ 2021 ) : ଏହି ୬ ଟି ରାଶିର ଜୀବନରେ ଏହି ସପ୍ତାହରେ ଆସିବ ବଡ଼ ଶୁଭ ଯୋଗ, ଉତ୍ତମ ଲାଭ ମିଳିବ।

ସେୟାର୍ କରନ୍ତୁ

ଆପଣଙ୍କ ରାଶି ଆପଣଙ୍କ ଜୀବନ ଉପରେ ବହୁତ ପ୍ରଭାବ ପକାଇ ଥାଏ। ରାଶିଫଳ ଦ୍ଵାରା ଭବିଷ୍ୟତରେ ହେବାକୁ ଥିବା ଘଟଣାର ପୂର୍ବାନୁମାନ ହୋଇଥାଏ। ବହୁତ ଲୋକଙ୍କ ମନରେ ଏହା ପ୍ରଶ୍ନ ଉଠିଥାଏ କି ଆସୁଥିବା ସପ୍ତାହ ଆମ ପାଇଁ କିପରି ରହିବ ? ଏହି ସପ୍ତାହରେ ଆମ ଗ୍ରହ ନକ୍ଷତ୍ରର ସ୍ଥିତି କଣ ଅଟେ ? ଆଜି ଆମେ ଆପଣ ଆଗାମୀ ରାଶିଫଳ କହିବାକୁ ଯାଉଛୁ। ଏହି ସାପ୍ତାହିକ ରାଶିଫଳରେ ଆପଣଙ୍କୁ ନିଜ ଜୀବନରେ ହେବାକୁ ଥିବା ଘଟଣାକୁ ସଂକ୍ଷେପରେ ବର୍ଣ୍ଣନ ଥିବାର ମିଳିବ। ତେବେ ଜାଣିବା ପାଇଁ ପଢନ୍ତୁ ସାପ୍ତାହିକ ରାଶିଫଳ ୧୮ ଜାନୁଆରୀ ରୁ ୨୪ ଜାନୁଆରୀ ୨୦୨୧ ପର୍ଯ୍ୟନ୍ତ।

ମେଷ ରାଶି –

ବିତ୍ତୀୟ ମାମଲାରେ ବୁଝାମଣା କରି କାମ କରିବା ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ଅଟେ। ସନ୍ତାନଙ୍କ ଶିକ୍ଷା ସମ୍ବନ୍ଧିତ ସମସ୍ୟାର ସମାଧାନ ହେବ। କାର୍ଯ୍ୟ କ୍ଷେତ୍ରରେ ନିଜ ପସନ୍ଦର ବସ୍ତୁ ଉପରେ ଧ୍ୟାନ ଦେବେ। କାର୍ଯ୍ୟ କ୍ଷେତ୍ରରେ ଜୀବନସାଥୀଙ୍କ ଠାରୁ ପରାମର୍ଶ ନେଇ ପାରନ୍ତି। ସନ୍ତାନଙ୍କ ସହିତ ସମୟ ଅତିବାହିତ କରିବେ।

ପ୍ରେମ ମାମଲାରେ, ପ୍ରେମ ଜୀବନରେ ଉଚିତ ପରିଣାମ ପ୍ରାପ୍ତ ହେବ।

କ୍ୟାରିୟର ମାମଲାରେ, କିଛି ନୂଆ ବ୍ୟବସାୟରେ ଟଙ୍କା ଲଗେଇବା ପାଇଁ ଯୋଜନା କରି ପାରନ୍ତି।

ସ୍ବାସ୍ଥ୍ୟ ମାମଲାରେ , ଆରାମ କରିବାକୁ ପ୍ରୟାସ କରନ୍ତୁ। ଆଣ୍ଠୁ ଗଣ୍ଠି ସମସ୍ୟା ଦେଖା ଦେଇପାରେ।

ବୃଷ ରାଶି –

ଅଫିସ କାର୍ଯ୍ୟରେ ଆପଣଙ୍କର ସହକର୍ମୀଙ୍କ ସହିତ ବିବାଦ ହୋଇପାରେ। ବ୍ୟାପାର ଏବଂ ଚାକିରୀ କ୍ଷେତ୍ରରେ କୌଣସି ଷଡଯନ୍ତ୍ରର ଶିକାର ହୋଇପାରେ। କୌଣସି ବନ୍ଧୁ ଆପଣଙ୍କୁ ସହଯୋଗ କରି ପାରନ୍ତି। ଏହି ସପ୍ତାହରେ ପୂଜାପାଠ , ଭଜନ ଆଦିର ଆୟୋଜନର ଯୋଜନା ବନେଇ ପାରନ୍ତି। ପରିବାର ପ୍ରତି ଆପଣ ଅଧିକ ଧ୍ୟାନ ଦେବେ।

ପ୍ରେମ ମାମଲାରେ, ନିଜ ସମ୍ବନ୍ଧରେ ପରିବର୍ତ୍ତନ ପରିବର୍ତ୍ତନ ହୋଇପାରେ।

କ୍ୟାରିୟର ମାମଲାରେ, ଆପଣଙ୍କୁ ବ୍ୟବସାୟ ସମ୍ବନ୍ଧିତ ନୂଆ ଲୋକଙ୍କ ସହିତ ଜଡିତ ହେବାର ଅବସର ମିଳିପାରେ ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ଏବଂ ମାନସିକ ରୂପରେ ଆପଣ ନିଜକୁ ସୁସ୍ଥ ଅନୁଭବ କରିବେ।

Google

ମିଥୁନ ରାଶି –

ଏହି ସପ୍ତାହରେ ଆପଣଙ୍କ ଘରେ କୌଣସି କଥାକୁ ନେଇ ବଡ଼ ନିଷ୍ପତ୍ତି ନିଆ ଯାଇପାରେ। ଉଚ୍ଚ ପଦସ୍ଥ ଅଧିକାରୀ ଆପଣଙ୍କୁ ଭରପୂର ସହଯୋଗ କରିବେ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ଆବଶ୍ୟକ କାର୍ଯ୍ୟରେ କିଛି ସମୟ ଘରୁ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ଅଚାନକ ଧନ ଲାଭ ହୋଇପାରେ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ।

ପ୍ରେମ ମାମଲାରେ, ଜୀବନସାଥୀଙ୍କ ସମ୍ବନ୍ଧିତ କୌଣସି ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି। ପ୍ରେମୀଙ୍କ ପାଇଁ ସମୟ ଅନୁକୂଳ ରହିଛି।

କ୍ୟାରିୟର ମାମଲାରେ, ବ୍ୟାପାରରେ ଧନ ଲାଭ କରିବାର ମାହୋଲ ରହିବ।

ସ୍ବାସ୍ଥ୍ୟ ମାମଲାରେ, ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ ଏବଂ କୌଣସି ସମସ୍ୟା ହେବ ନାହିଁ।

କର୍କଟ ରାଶି –

ଏହି ସପ୍ତାହ ରେ ଅଜଣା ବ୍ୟକ୍ତି ଆପଣଙ୍କୁ ହାନୀ ପହଞ୍ଚାଇ ପାରନ୍ତି। ପରିବାର ତରଫରୁ ସହଯୋଗ ପ୍ରାପ୍ତ ହେବ। ବ୍ୟାପାରକୁ ବଢେଇବା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ମାନସିକ ଚିନ୍ତା ବଢିବ। ବ୍ୟକ୍ତିଗତ ସମ୍ବନ୍ଧ ସୁଦୃଢ ରହିବ। ପରିବାରରେ ସୁଖଶାନ୍ତି ବିରାଜମାନ କରିବ। ଆପଣ ନିଜ କଥାକୁ ନେଇ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରିବାରେ ସଫଳ ରହିବେ।

ପ୍ରେମ ମାମଲାରେ, ଜୀବନସାଥୀଙ୍କ ସହିତ ସମ୍ବନ୍ଧ ସୁଦୃଢ ରହିବ। ଅବିବାହିତ ଲୋକଙ୍କ ପାଇଁ ନୂଆ ପ୍ରସ୍ତାବ ଆସିପାରେ।

କ୍ୟାରିୟର ମାମଲାରେ, ଖୁବ୍ ଶୀଘ୍ର ଧନ ଆୟ କରିବା ପାଇଁ ଆପଣ ଇଛୁକ ରହିବେ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ଯାତ୍ରା ସମୟରେ ଥକା ଅନୁଭବ କରି ପାରନ୍ତି।

ସିଂହ ରାଶି –

ଏହି ସପ୍ତାହରେ ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ। ପିତାମାତା ଆପଣଙ୍କ ପରିଶ୍ରମ ରେ ପ୍ରସନ୍ନ ରହିବେ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ପ୍ରଶଂସା ମିଳିବ।ସାମାଜିକ କାର୍ଯ୍ୟରେ ରୁଚି ରଖିବେ। ମିତ୍ରଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ ମିଳିପାରେ। ସମାଜରେ ଆପଣଙ୍କୁ ମାନସମ୍ମାନ ପ୍ରାପ୍ତ ହେବ।ପରିବାରରେ ସୁଖଶାନ୍ତି ଭରି ରହିବ।

ପ୍ରେମ ମାମଲାରେ, ପ୍ରେମ ଜୀବନ ପାଇଁ ସମୟ ଅନୁକୂଳ ରହିଛି, ପ୍ରେମ ବିବାହ ହୋଇପାରେ।

କ୍ୟାରିୟର ମାମଲାରେ, ବ୍ୟାପାରରେ କିଛି ସମସ୍ୟା ଦେଖା ଦେଇପାରେ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ରୂପରେ ଆପଣ ସୁସ୍ଥ ଅନୁଭବ କରିବେ। ପ୍ରାଣାୟାମ କରିବା ଆପଣଙ୍କ ପାଇଁ କାରିଗର ସାବ୍ୟସ୍ତ ହେବ।

କନ୍ୟା ରାଶି –

ପରିବାରରେ କିଛି ସମସ୍ୟା ଦେଖା ଦେଇପାରେ। ଆପଣଙ୍କ ଦାୟିତ୍ବହୀନ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ।ପରିଶ୍ରମ ଏବଂ ଅନୁଭବ ଦ୍ଵାରା କିଛି ନୂଆ ସ୍ରୋତ ଲାଭ କରିବେ। ବ୍ୟସ୍ତତା ସତ୍ୱେ ଆପଣ ପରିବାର ଉପରେ ଧ୍ୟାନ ଦେଇ ପାରନ୍ତି। ପରିବାର ପାଇଁ କିଛି ସମୟ ବାହାର କରି ପାରନ୍ତି। ମିତ୍ରଙ୍କ ସହିତ ସାକ୍ଷାତକାର ପରେ ଆପଣଙ୍କ ପ୍ରସନ୍ନ ରହିବ।

ପ୍ରେମ ମାମଲାରେ, ଜୀବନସାଥୀଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ । ବ୍ୟକ୍ତିଗତ ସମ୍ବନ୍ଧ ସୁଦୃଢ ରହିବ।

କ୍ୟାରିୟର ମାମଲାରେ, ସମ୍ପତ୍ତି କିଣାକିଣି ପାଇଁ ଅନୁକୂଳ ସମୟ ରହିଛି। ପାଠପଢ଼ାରେ ଅଧିକ ପରିଶ୍ରମ କରିବାକୁ ପଡିବ।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ପୁରୁଣା ରୋଗ ଉଭରି ପାରେ।

ତୁଳା ରାଶି –

ଏହି ସପ୍ତାହରେ ଆପଣ ସମ୍ପର୍କୀୟଙ୍କ ସହିତ ଦେଖାସାକ୍ଷାତ ପାଇଁ ଯାତ୍ରା କରି ପାରନ୍ତି। ବରିଷ୍ଠ ବ୍ୟକ୍ତିଙ୍କ ସହିତ ସମ୍ବନ୍ଧ ସୁଦୃଢ ରହିବ। ସହକର୍ମୀଙ୍କ ସହିତ ମତଭେଦ ହୋଇପାରେ। ସରକାରୀ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ବିଶେଷ ପ୍ରସନ୍ନ ରହିବେ। ବାହନ ଚଳାଚଳ ସମୟରେ ସାବଧାନ ରହିବା ଆବଶ୍ୟକ। ବ୍ୟାପାର ବ୍ୟବସାୟରେ ବୃଦ୍ଧି ହେବ। ପାଠପଢ଼ାକୁ ନେଇ ଏହି ସପ୍ତାହ ଅନୁକୂଳ ରହିଛି।

ପ୍ରେମ ମାମଲାରେ, ଗ୍ରହର ସଂଯୋଗ ଅନୁକୂଳ ସାବ୍ୟସ୍ତ ହେବ। ଆପଣଙ୍କୁ ଆଶାନୁରୂପ ସଫଳତା ମିଳିବ।

କ୍ୟାରିୟର ମାମଲାରେ, ବିବାଦରୁ ବଞ୍ଚିତ ହେବା ପାଇଁ ପ୍ରୟାସ କରନ୍ତୁ। ଚାକିରୀ କ୍ଷେତ୍ରରେ ଉନ୍ନତି ମିଳିପାରେ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ରୂପରେ ଆପଣ ସୁସ୍ଥ ଅନୁଭବ କରିବେ।

ବିଛା ରାଶି –

କାର୍ଯ୍ୟକ୍ଷେତ୍ରରେ କିଛି ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ବିଦ୍ୟାର୍ଥୀ ମାନଙ୍କୁ ପାଠପଢ଼ା ପ୍ରତି ଧ୍ୟାନ ଦେବା ଆବଶ୍ୟକ । ନୂତନ ବସ୍ତ୍ର , ଅଭୂଷଣ କ୍ରୟ କରିବା ପାଇଁ ଇଛା ପ୍ରକାଶ କରି ପାରନ୍ତି। ଶିକ୍ଷା ପ୍ରତିଯୋଗିତାରେ ଆପଣଙ୍କୁ ସଫଳତା ମିଳିବ। ବ୍ୟବସାୟ ସହିତ ଜଡ଼ିତ ଲୋକେ କିଛି ବିଶେଷ ମୁଡ଼ରେ ରହିବେ। ଚାକିରୀ କ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତୀ ମିଳିପାରେ।

ପ୍ରେମ ମାମଲାରେ , କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ଏହାଦ୍ବାରା ଆପଣଙ୍କ ସମ୍ବନ୍ଧ ସୁଦୃଢ ରହିବ।

କ୍ୟାରିୟର ମାମଲାରେ, ଚାକିରୀ କରିବାର ନୂତନ ଦିଗ ପ୍ରାପ୍ତ ହେବ। ବ୍ୟବସାୟରେ ଲାଭ ପ୍ରାପ୍ତ ହେବ, ଯାହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

Google

ଧନୁ ରାଶି –

ଏହି ସପ୍ତାହରେ ଆପଣଙ୍କ ଜୀବନରେ କିଛି ସକାରାତ୍ମକ ପରିବର୍ତ୍ତନ ଆସିବ। ଚାଲିଥିବା କାର୍ଯ୍ୟରେ ବାଧା ସୃଷ୍ଟି ହୋଇ ପାରେ। ଅପ୍ରିୟ ଘଟଣା ଘଟିବାର ସମ୍ଭାବନା ରହିଛି। କୌଣସି ବନ୍ଧୁଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଛାତ୍ର ମାନଙ୍କୁ ଶିକ୍ଷା କ୍ଷେତ୍ରରେ ଅଧିକ ଧ୍ୟାନ ଦେବା ଆବଶ୍ୟକ। ପାରିବାରିକ ଦାୟିତ୍ୱ ଆପଣ ଉଚିତ ଢଙ୍ଗରେ ସମ୍ପନ୍ନ କରିବେ। ରାଜନୀତି ରେ ନୂଆ ଅବସର ମିଳିପାରେ।

ପ୍ରେମ ମାମଲାରେ, ପ୍ରେମ ସମନ୍ଧରେ ନୂଆ ମୋଡ଼ ଆସିପାରେ।

କ୍ୟାରିୟର ମାମଲାରେ, ଯୁବଗୋଷ୍ଠୀ ନିଜ କାର୍ଯ୍ୟ ଦ୍ଵାରା ବରିଷ୍ଠ ଅଧିକାରୀଙ୍କୁ ପ୍ରସନ୍ନ କରିବେ।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟ ହିସାବରେ ଆପଣଙ୍କ ପାଇଁ ଏହି ସପ୍ତାହ ଅନୁକୂଳ ରହିବ।

ମକର ରାଶି –

ଏହି ସପ୍ତାହରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। କାର୍ଯ୍ୟ ମାମଲାରେ ଅଧିକ ବ୍ୟସ୍ତତା ପ୍ରଦର୍ଶନ କରନ୍ତୁ ନାହିଁ। କୌଣସି ବିବାଦ ରେ ସାମିଲ ହୁଅନ୍ତୁ ନାହିଁ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ। କୌଣସି ସମ୍ପର୍କୀୟଙ୍କ ଠାରୁ ଧୋକା ମିଳିପାରେ। ଶିକ୍ଷଣୀୟ କାର୍ଯ୍ୟରେ ରୁଚି ବଢିବ।

ପ୍ରେମ ମାମଲାରେ, ଆପଣ ଅନୁଭବ କରିବେ ପ୍ରେମ ଅଧିକ ଗଭୀର ଅଟେ। ପ୍ରେମୀ ଆପଣଙ୍କୁ ଅଧିକ ପ୍ରେମ କରନ୍ତି।

କ୍ୟାରିୟର ମାମଲାରେ, ବ୍ୟାଙ୍କ ଫିଲ୍ଡରେ ଥିବା ଲୋକଙ୍କୁ ସଫଳତା ମିଳିବ। ଧନ ପ୍ରାପ୍ତି ହୋଇପାରେ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ରୂପରେ ଆପଣ ନିଜକୁ ସୁସ୍ଥ ଅନୁଭବ କରିବେ।

କୁମ୍ଭ ରାଶି –

ପରିବାର ଲୋକଙ୍କ ଠାରୁ ମାର୍ଗଦର୍ଶନ ମିଳିବ। ଜୀବନସାଥୀ ଆପଣଙ୍କ ବିଚାରରେ ସହମତି ପ୍ରକାଶ କରିବେ। କୌଣସି ଯାତ୍ରାରେ ଯାଇ ସୁସ୍ଥ ଖୁସି ଅନୁଭବ କରିବେ। ପାଠପଢ଼ା ରେ ସଫଳତା ମିଳିବ। ବ୍ୟାପାର ରେ ହାନୀ ହେବାର ଆଶଙ୍କା ରହିଛି। କାର୍ଯ୍ୟ ମାମଲାରେ ଦୂରକୁ ଯାଇ ନୂଆ ପ୍ରୋଜେକ୍ଟରେ କାମ କରି ପାରନ୍ତି।

ପ୍ରେମ ମାମଲାରେ, ପ୍ରେମ ସମ୍ବନ୍ଧକୁ ବିବାହରେ ବଦଳିବା ପାଇଁ ପ୍ରୟାସ କରି ପାରନ୍ତି।

କ୍ୟାରିୟର ମାମଲାରେ, ଆଇଟି , ମିଡ଼ିଆ ସହିତ ଜଡ଼ିତ ଲୋକଙ୍କର ଟାର୍ଗେଟ ପୂରଣ ହେବ।

ସ୍ବାସ୍ଥ୍ୟ ମାମଲାରେ, କୌଣସି ଚିକିତ୍ସାର ପରାମର୍ଶ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭକାରୀ ସାବ୍ୟସ୍ତ ହେବ।

ମୀନ ରାଶି –

କାର୍ଯ୍ୟ କ୍ଷେତ୍ରରେ କୌଣସି ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ କ୍ରୋଧିତ ରହି ପାରନ୍ତି। ଶିକ୍ଷଣୀୟ ମୋର୍ଚ୍ଚାରେ କୌଣସି ଭୁଲକୁ ନେଇ ଚିନ୍ତିତ ଅନୁଭବ କରିବେ। କୌଣସି ସ୍ଥାନକୁ ଛୁଟିରେ ଯିବାର ଯୋଜନା କରି ପାରନ୍ତି। ଆପଣ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇ ପାରନ୍ତି। କାହାକୁ ଉଧାର ଦିଅନ୍ତୁ ନାହିଁ। ଧନ ଆଗମନ ହେବାର ଯୋଗ ରହିଛି।

ପ୍ରେମ ମାମଲାରେ, ଅବିବାହିତ ଲୋକଙ୍କୁ ପ୍ରେମ ସମ୍ବନ୍ଧରେ ସଫଳତା ମିଳିବ।

କ୍ୟାରିୟର ମାମଲାରେ, ନିବେଶ କରିବାକୁ ବିଚାର କରିଥିଲେ, ଭଲ ଭାବରେ ବିଚାର କରି ନିଅନ୍ତୁ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ଏବଂ ମାନସିକ ରୂପରେ ସୁଦୃଢ ରହିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଲେଖି ଦିଅନ୍ତୁ । ମାତାଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *