Excuse Me Odisha

ଯାହା କହିବୁ ସତ କହିବୁ

ଦେବଙ୍କର ଦେବ ପ୍ରଭୁ ମହାଦେବ ଏହି ୪ ଟି ରାଶିଙ୍କୁ ଖୁସି ଦେବେ। ଭାଗ୍ୟରେ ଅଦ୍ଭୁତ ପରିବର୍ତନ ଆସିବାର ଯୋଗ ରହିଛି।

ସେୟାର୍ କରନ୍ତୁ

ମଣିଷ ନିଜ ଜୀବନସାରା ଅନେକ ଉତ୍ଥାନ-ପତନ ଦେଇ ଗତି କରେ। ବେଳେବେଳେ ବ୍ୟକ୍ତିଙ୍କ ଜୀବନରେ ସୁଖ ଆସେ ତ ବେଳେବେଳେ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କୌଣସି ବ୍ୟକ୍ତିର ଜୀବନରେ ଯାହା ପରିବର୍ତ୍ତନ ହୁଏ ତାହା ପାଇଥାଏ। ଏହା ସମସ୍ତ ଗ୍ରହ ନକ୍ଷତ୍ରଗୁଡିକର ଗତି ଉପରେ ନିର୍ଭର କରେ। ଯଦି କୌଣସି ବ୍ୟକ୍ତିର ରାଶିରେ ଗ୍ରହ ଏବଂ ନକ୍ଷତ୍ରଗୁଡିକର ଗତିବିଧି ଭଲ ତେବେ ଏହା ସକରାତ୍ମକ ଫଳାଫଳ ଦେଇଥାଏ କିନ୍ତୁ ସେମାନଙ୍କର ଗତି ଖରାପ ଥିଲେ ଜୀବନରେ ସମସ୍ୟା ଉପୁଜେ। ପରିବର୍ତ୍ତନ ହେଉଛି ପ୍ରକୃତିର ନିୟମ ଏବଂ ଏହା କ୍ରମାଗତ ଭାବରେ ଚାଲିଥାଏ। ଏହାକୁ ଅଟକାଇବା ସମ୍ଭବ ନୁହେଁ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କେତେକ ରାଶିର ଜାତକ ଥିବା ବ୍ୟକ୍ତିମାନେ ଯାହାର ରାଶିରେ ଗ୍ରହ ଏବଂ ନକ୍ଷତ୍ରଗୁଡିକର ସ୍ଥିତି ଶୁଭ ଅଟେ। ଏହି ରାଶିର ଜାତକ ଗୁଡିକ ଉପରେ ଦେବଙ୍କର ଦେବତା ଭଗବାନ ମହାଦେବଙ୍କର କୃପା ଦୃଷ୍ଟିରେ ରହିବ ଏବଂ ଜୀବନରେ ସୁଖଦ ଫଳାଫଳ ପାଇବେ। ଭାଗ୍ୟର ସାହାଯ୍ୟରେ ଆପଣ ଅନେକ ବଡ଼ ଲାଭ ପାଇପାରିବେ।ତେବେ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶିର ଲୋକ କିଏ?

ଆସନ୍ତୁ ଜାଣିବା ଭଗବାନ ମହାଦେବ କେଉଁ ରାଶିଙ୍କ ଜୀବନକୁ କରିବେ ଖୁସି।

ମେଷ ରାଶି:-

ଏହି ରାଶିର ଲୋକଙ୍କୁ ଭଗବାନ ମହାଦେବଙ୍କ କୃପାରୁ ବ୍ୟବସାୟରେ ସଫଳତା ମିଳିବାର ପ୍ରବଳ ଯୋଗ ରହିଛି। କାମ କାର୍ଯ୍ୟରେ ଆପଣଙ୍କର ମନ ସମ୍ପୂର୍ଣ ଲାଗିବ। ଦାମ୍ପତ୍ୟ ଜୀବନରେ ଆପଣ ନିଜର ଜୀବନସାଥୀଙ୍କ ସହିତ ସ୍ନେହପୂର୍ଣ୍ଣ ଭାବରେ କଥା ହୋଇପାରନ୍ତି। କାର୍ଯ୍ୟରେ ସଂପୃକ୍ତ ପ୍ରୟାସର ଭଲ ଫଳାଫଳ ପାଇବେ। ପ୍ରେମ ଜୀବନରେ ଉନ୍ନତିର ସମ୍ଭାବନା ଅଛି। ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ବସାଉଠା ହୋଇପାରେ। ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। କଖାଇବା ପିଇବା ପ୍ରତି ଆଗ୍ରହ ବୃଦ୍ଧି ପାଇବ।

Google

ମିଥୁନ ରାଶି:-

ଏହି ରାଶିର ଲୋକଙ୍କ ସମୟ ବହୁତ ଭଲ ରହିବ। ଭଗବାନ ମହାଦେବଙ୍କ କୃପାରୁ ଅଟକି ରହିଥିବା ଯୋଜନାଗୁଡ଼ିକ ଗତିଶୀଳ ହେବ। ବ୍ୟବସାୟରେ ଲାଭଜନକ ଚୁକ୍ତି ମିଳିପାରେ। ପିଲାମାନଙ୍କଠାରୁ ପ୍ରଗତିର ଖୁସି ଖବର ମିଳିପାରେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ବିବାହିତ ଲୋକଙ୍କ ଜୀବନ ସ୍ନେହରେ ବିତାଇବାକୁ ଯାଉଛନ୍ତି। କାର୍ଯ୍ୟ ସହିତ ଉତ୍କୃଷ୍ଟ ଫଳାଫଳ ହାସଲ ହେବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ। ଚାକିରି କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟକୁ ପ୍ରଶଂସା କରାଯାଇପାରେ।

ଧନୁ ରାଶି:-

ଧନୁ ରାଶି ଲୋକଙ୍କ ଉପରେ ଭଗବାନ ମହାଦେବଙ୍କ ବିଶେଷ କୃପାରୁ ରହିବ। ଆପଣଙ୍କ ପାଖକୁ କୌଣସି ସ୍ଥାନରୁ ଟଙ୍କା ଆସିବ ଯାହା ଦ୍ବାରା ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ଆରମ୍ଭ ହେବ ଏବଂ ଆପଣଙ୍କ ମନ ଖୁସି ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଖାଇବା ପିଇବା ପ୍ରତି ଆଗ୍ରହ ବୃଦ୍ଧି ପାଇବ। ପାରିବାରିକ ପରିବେଶ ସକରାତ୍ମକ ହେବ।ନିଜ ଜୀବନସାଥୀଙ୍କ ବୁଝାମଣାରୁ କିଛି ବଡ଼ ଲାଭ ପାଇପାରିବେ।ପରିବାରର ବଡ଼ମାନଙ୍କ ସହିତ ବସି କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିପାରନ୍ତି। ପ୍ରେମ ଜୀବନରେ ଆପଣ ଖୁସିର ଫଳାଫଳ ପାଇବେ। ରୋମାନ୍ସ କରିବାର ଏକ ସୁଯୋଗ ଆସିପାରେ। ଅବିବାହିତ ଲୋକମାନେ ଭଲ ବିବାହ ପ୍ରସ୍ତାବ ପାଇବେ।

କୁମ୍ଭ ରାଶି:-

କୁମ୍ଭ ରାଶିର ଲୋକମାନଙ୍କର ଖରାପ ଥିବା ଆର୍ଥିକ ଅବସ୍ଥାରେ ଉନ୍ନତି ଆସିପାରେ। ଭଗବାନ ମହାଦେବଙ୍କ ଆଶୀର୍ବାଦରୁ ଘରେ ସୁଖ ଶାନ୍ତି ରହିବ। ଘର ପରିବାର ସହିତ ମିଶି ଭଲ ସମୟ ଅତିବାହିତ କରିବେ। ପରିବାରର ମାନ ସମ୍ମାନ ବୃଦ୍ଧି ପାଇବ। ବିବାହିତ ଲୋକମାନଙ୍କର ଦାମ୍ପତ୍ୟ ଜୀବନ ଭଲ ରହିବ। ପ୍ରେମ ଜୀବନ ଦୃଷ୍ଟିରୁ ଆପଣ ନିଜର ପ୍ରିୟଙ୍କ ପାଇଁ ଉପହାର ଆଣିବା ଭଲ ହେବ। ଯେଉଁମାନେ ବ୍ୟବସାୟ ସହିତ ସଂଯୁକ୍ତ ସେମାନେ ବିପୁଳ ପରିମାଣର ଲାଭ ପାଇବାର ସମ୍ଭାବନା ଅଛି। କୌଣସି ପୁରୁଣା ବିନିଯୋଗ ଲାଭଦାୟକ ହେବ।

ଆସନ୍ତୁ ଜାଣିବା ଅନ୍ୟ ରାଶି ମାନଙ୍କର ସ୍ଥିତି କିପରି ରହିବ।

ବୃଷ ରାଶି:-

ବୃଷ ରାଶି ଥିବା ବ୍ୟକ୍ତିମାନଙ୍କୁ ନିଜର ଜୀବନରେ ବିଭିନ୍ନ ପରିସ୍ଥିତି ଦେଇ ଗତି କରିବାକୁ ପଡିପାରେ। ମାନସିକ ସ୍ତରରେ ଆପଣ ବହୁତ ଚିନ୍ତିତ ରହିବେ। ଅଧିକ ଖର୍ଚ୍ଚ ହେବା ଯୋଗୁ ଆର୍ଥିକ ବୋଝ ବଢ଼ିପାରେ। କାର୍ଯ୍ୟରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ।ଚାକିରୀରେ ଲୋକଙ୍କୁ ହଠାତ ସ୍ଥାନାନ୍ତର ହେବାର ସମ୍ଭାବନା ଅଛି ଯାହା ଆପଣଙ୍କ କାର୍ଯ୍ୟ ଉପରେ ପ୍ରଭାବ ପକାଇବ। ଗାଡି ଚଲାଇବା ସମୟରେ ଅନ୍ୟମନସ୍କ ହୁଅନ୍ତୁ ନାହିଁ।

Google

କର୍କଟ ରାଶି: –

ଏହି ରାଶିର ଲୋକଙ୍କ ସମୟ ଭଲ ରହିବ। ଆପଣଙ୍କୁ ପରିସ୍ଥିତି ସହିତ ନିଜ ଭିତରେ ପରିବର୍ତନ କରିବାର ଆବଶ୍ୟକ ଅଛି। ଆପଣ କୌଣସି ପ୍ରକାରର ବାଦ ବିବାଦକୁ ପ୍ରଶ୍ରୟ ଦିଅନ୍ତୁ ନାହିଁ। ମା ଙ୍କର ସ୍ବାସ୍ଥ୍ୟକୁ ନେଇ ଆପଣ ଅଧିକ ଚିନ୍ତିତ ରହିବେ। ଅଚାନକ ଆପଣଙ୍କର କୌଣସି ଅଧୁରା ଯୋଜନା ଶେଷ ହୋଇପାରେ ଯାହା ଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ। ପିଲା ମାନଙ୍କର ନାକାରାତ୍ମକ ଗତିବିଧି ଉପରେ ନଜର ରଖନ୍ତୁ। ଗୁ-ପ୍ତ ଶ-ତୃ ମାନଙ୍କ ଠାରୁ ସତର୍କ ହୋଇ ରୁହନ୍ତୁ। ସାମାଜିକ ଦାୟିତ୍ୱ ବଢ଼ିବ। ଆପଣ ନିଜ ଜୀବନରେ କିଛି ଅଲଗା କରିବାର ଚିନ୍ତା କରିପାରନ୍ତି।

ସିଂହ ରାଶି:-

ଏହି ରାଶିର ଲୋକଙ୍କର ସମୟମଧ୍ୟମ ଫଳଦାୟୀ ରହିବ। କାମ କାର୍ଯ୍ୟରେ ଆପଣଙ୍କୁ ବହୁତ ସାବଧାନ ରହିବାକୁ ପଡ଼ିବ କାରଣ ଆପଣଙ୍କର କୌଣସି ଗୁରୁତ୍ୱପୂର୍ଣ କାର୍ଯ୍ୟ ବିଳମ୍ବ ହେବାର ସମ୍ଭାବନା ଅଛି। ଶାରୀରିକ ସମସ୍ୟା ଦେଇ ଗତି କରିବାକୁ ପଡ଼ିବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସମୟ କମଜୋର ରହିବ। ଖର୍ଚ୍ଚ ଅଧିକ ହେବ। ଆୟରେ ହ୍ରାସ ହୋଇପାରେ। ପରିବାରରେ ସୁଖ ଶାନ୍ତି ବନି ରହିବ। ପ୍ରେମ ଜୀବନ ବ୍ୟତିତ କରୁଥିବା ଲୋକଙ୍କର ସମୟ କମଜୋର ରହିବ। ପ୍ରିୟଙ୍କ ସହିତ ଝ-ଗଡା ହେବାର ସମ୍ଭାବନା ଅଛି। ଆପଣଙ୍କୁ ନିଜ କ୍ରୋଧ ଉପରେ କଣ୍ଟ୍ରୋଲ ରଖିବାକୁ ହେବ।

କନ୍ୟା ରାଶି:-

ଏହି ରାଶିର ଲୋକଙ୍କୁ ନିଜ ଜୀବନରେ ଉଥାନ ପତନ ପରିସ୍ଥିତି ଦେଇ ଗତି କରିବାକୁ ପଡ଼ିବ। ଆପଣ ନିଜ ଭାଗ୍ୟର ଭରସାରେ ବସନ୍ତୁ ନାହିଁ। ଅଚାନକ ଧନ ପ୍ରାପ୍ତିର ଯୋଗ ଅଛି ବୋଲି ଦେଖାଯାଉଛି। ପ୍ରେମ ଜୀବନ ଭଲ ରହିବ। ଆପଣ ନିଜର love ପାର୍ଟନରଙ୍କ ସହିତ କୌଠିକି ବୁଲିଯିବାର ଯୋଜନା କରିପାରନ୍ତି। ବିବାହିତ ଲୋକଙ୍କ ଜୀବନରେ ଚାପ ରହିବାର ଦେଖିବାକୁ ମିଳୁଛି,ସେଥିପାଇଁ ଏମିତି କିଛି କଥା କୁହନ୍ତୁ ନାହିଁ ଯାହା ତାଙ୍କୁ ଦୁଃଖ ଦେବ। ବ୍ୟବସାୟରେ ସାମାନ୍ୟ ଲାଭ ହେବାର ଯୋଗ ରହିଛି। ଆପଣଙ୍କୁ ନିଜ ବ୍ୟବସାୟରେ କୌଣସି ପ୍ରକାରରେ ପରିବର୍ତନ କରିବାକୁ ଚେଷ୍ଟା କରନ୍ତୁ ନାହିଁ।

ତୁଳା ରାଶି:-

ଏହି ରାଶିର ଲୋକଙ୍କ ସମୟ କମଜୋର ରହିବ।-ଘର ପରିବାରର ଆର୍ଥିକ ସ୍ଥିତି କମଜୋର ରହିବ। ଘରୋଇ ସୁଖ ସାଧନାରେ ଅଧିକ ଟଙ୍କା ଖର୍ଚ୍ଚ ହୋଇପାରେ। ଟଙ୍କାର ଅଭାବ ଯୋଗୁ ଆପଣଙ୍କର କୌଣସି ମହତ୍ତ୍ୱପୂର୍ଣ କାର୍ଯ୍ୟ ଅଟକି ଯାଇପାରେ, ଯାହା ଦ୍ୱାରା ଆପଣ ଅଧିକ ଚିନ୍ତିତ ରହିବେ। ଭାଇ ଭଉଣୀଙ୍କ ସହିତ ମତଭେଦ ହେବାର ସମ୍ଭାବନା ଅଛି। ଆପଣଙ୍କୁ ନିଜେ କ୍ରୋଧ ଏବଂ କଥା ଉପରେ ନିୟନ୍ତ୍ରଣ ରଖିବାକୁ ହେବ। ଚାକିରି କ୍ଷେତ୍ରରେ ଆପଣଙ୍କୁ ଟିକେ ଭଲ ପରିଣାମ ମିଳିପାରେ। ଉଚ୍ଚ ଅଧିକାରୀଙ୍କ ସହିତ ଭଲ ସମନ୍ୱୟ ରଖିବା ଦରକାର।

ବିଛା ରାଶି:-

ଏହି ରାଶିର ଲୋକଙ୍କ ସମୟ ସାମାନ୍ୟ ରହିବ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ସ୍ୱାସ୍ଥ୍ୟ ମଧ୍ୟ ଟିକିଏ ଦୁର୍ବଳ ରହିବ ବୋଲି ଦେଖାଯାଉଛି। ମାନସିକ ସ୍ତରରେ ବିଚଳିତ ରହିବେ। ଆପଣ କୌଣସି କାର୍ଯ୍ୟରେ ତତ୍ପର ହୁଅନ୍ତୁ ନାହିଁ। ବିବାହିତ ଲୋକମାନେ ଭଲ ଜୀବନଯାପନ ଅତିବାହିତ କରିବେ। ଜୀବନସାଥୀଙ୍କ ପୂର୍ଣ୍ଣ ସହଯୋଗ ମିଳିବ। ପ୍ରେମ ଜୀବନ ବିତାଉଥିବା ଲୋକମାନେ ନିଜ ସମ୍ପର୍କରେ ବହୁତ ଖୁସି ଅନୁଭବ କରିବେ।

ମକର ରାଶି:-

ଏହି ରାଶିର ଲୋକଙ୍କ ସମୟ ଅଧିକ କଠିନ ରହିବ ବୋଲି ଦେଖା ଯାଉଛି। ସ୍ବାସ୍ଥ୍ୟ ଖରାପ ହୋଇପାରେ। ମାନସିକ ସ୍ତରରେ ଚାପଗ୍ରସ୍ତ ରହିବେ। ଚାକିରି କ୍ଷେତ୍ରରେ ଆପଣଙ୍କୁ ନିଜ ବିରୋଧୀ ମାନଙ୍କର ସାମ୍ନା କରିବାକୁ ପଡ଼ିବ। ଉଚ୍ଚ ଅଧିକାରୀ ମାନଙ୍କ ସହିତ ସମନ୍ୱୟ ଖରାପ ରହିବ। ଆପଣ ନିଜ ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ।କାହା ସହିତ ବି କଥାବାର୍ତା କରିବା ସମୟରେ ନିଜ କଥା ଉପରେ ଧ୍ୟାନ ରଖନ୍ତୁ। ଜରୁରୀ କାର୍ଯ୍ୟରେ ଧ୍ୟାନ ଦେବାକୁ ହେବ। ବ୍ୟକ୍ତିଗତ ପ୍ରୟାସରେ ସଫଳତା ମିଳିପାରେ। ପ୍ରେମ ଜୀବନ ଭଲ ରହିବ। ବୈବାହିକ ଜୀବନରେ ଜୀବନସାଥୀଙ୍କର ସମ୍ପୂର୍ଣ ସହଯୋଗ ମିଳିବ।

ମୀନ ରାଶି:-

ଏହି ରାଶିର ଲୋକଙ୍କ ସମୟ ଆଜି ଚାପଗ୍ରସ୍ତ ରହିବ। ମନରେ ଅନେକ ପ୍ରକାରର ଚିନ୍ତା ଉତ୍ପନ୍ନ ହୋଇପାରେ ଯେଉଁ କାରଣରୁ ଆପଣଙ୍କର ଚିନ୍ତା ଅଲଗା ଦିଗକୁ ଯିବ। କାମ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ଚିନ୍ତା ଅଧିକ ରହିବା ଯୋଗୁ କୌଣସି କାମରେ ମନ ଲାଗିବ ନାହିଁ। ଗାଡି ଚଲାଇବା ସମୟରେ ସତର୍କ ରୁହନ୍ତୁ ନଚେତ ଦୁର୍ଘଟଣା ହୋଇପାରେ। ବିବାହିତ ଲୋକଙ୍କୁ ଅଧିକ ଧ୍ୟାନ ଦେବାକୁ ଆବଶ୍ୟକତା ଅଟେ। ଜୀବନସାଥୀଙ୍କ ସହିତ ଆପଣ କୌଣସି କଥାକୁ ନେଇ ଝ-ଗଡା କରନ୍ତୁ ନାହିଁ। ପ୍ରେମ ଜୀବନ ଭଲ ରହିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମହାଦେବ “ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *