Excuse Me Odisha

ଯାହା କହିବୁ ସତ କହିବୁ

ଗ୍ରହ ନକ୍ଷତ୍ରର ଚଳନ ଏହି ୨ଟି ରାଶିର ଜୀବନରେ କରିବ ସୁଧାର , ୩ଟି ରାଶିର ଲୋକଙ୍କୁ ମିଳିବ ଧନ ଲାଭ।

ସେୟାର୍ କରନ୍ତୁ

ଗ୍ରହ ନକ୍ଷତ୍ରର ଲଗାତାର ବଦଳୁ ଥିବା ସ୍ଥିତି ଯୋଗୁଁ ସବୁ ବ୍ୟକ୍ତିର ରାଶିରେ ଅଲଗା ଅଲଗା ପ୍ରଭାବ ପକାଇ ଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିର ରାଶିରେ ଗ୍ରହର ଚଳନ ଠିକ ରହିଛି ତାହେଲେ ଜୀବନରେ ଶୁଭ ପରିଣାମ ଦେଖିବାକୁ ମିଳିଥାଏ। କିନ୍ତୁ ଗ୍ରହର ସ୍ଥିତି ଠିକ୍ ନରହିବା କାରଣରୁ ଜୀବନରେ ବହୁତ ସମସ୍ୟା ଦେଖିବାକୁ ମିଳିଥାଏ। ପରିବର୍ତ୍ତନ ପ୍ରକୃତିର ନିୟମ ଅଟେ, ଏହା ନିରନ୍ତର ଚାଲି ରହିଥାଏ। ଏହାକୁ ରୋକି ପରିବା ଅସମ୍ଭବ ଅଟେ।

ଜ୍ୟୋତିଷ ଗଣନା ଅନୁସାରେ ଆଜି ସିଦ୍ଧି ଯୋଗର ନିର୍ମାଣ ହେଉଛି। ଏହାପରେ ବ୍ୟତିପାତ ନାମକ ଯୋଗ ନିର୍ମାଣ ହେଉଛି। ଯାହାର ୧୨ଟି ରାଶି ଉପରେ କିଛି ନା କିଛି ପ୍ରଭାବ ପଡ଼ିବ। ଏହାର ଆପଣଙ୍କ ରାଶି ଉପରେ କିପରି ପ୍ରଭାବ ଦେଖିବାକୁ ମିଳିବ ? ଆସନ୍ତୁ ସେହି ବିଷୟରେ ଜାଣିବା।

ଆସନ୍ତୁ ଜାଣିବା ଗ୍ରହ ନକ୍ଷତ୍ରର ଚଳନ ଦ୍ଵାରା କେଉଁ ରାଶିର ସୁଧୁରିବ ଜୀବନ

ମେଷ ରାଶିର ଲୋକଙ୍କୁ ଉତ୍ତମ ଫାଇଦା ମିଳିବ। କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ। ପ୍ରତିଯୋଗୀ ମାନଙ୍କୁ ପରୀକ୍ଷାରେ ସଫଳତା ମିଳିବ। ମହିଳା ବର୍ଗ ମିତ୍ରଙ୍କ ସହାୟତାରେ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ବ୍ୟାପାରରେ ଉତ୍ତମ ଲାଭ ମିଳିବ। ଆୟର ସାଧନ ବଢିବ। ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ମିଳିପାରେ।

Google

ବୃଷ ରାଶିର ଲୋକଙ୍କ ପାଇଁ ଏହି ଶୁଭ ଯୋଗ ଦ୍ୱାରା କାର୍ଯ୍ୟ ବ୍ୟାପାରରେ ଲାଭ ମିଳିବ। ଧର୍ମ କର୍ମ ମାମଲାରେ ଆପଣଙ୍କର ଗଭୀର ଚିନ୍ତାଧାରା ରହିବ। ଦାନ ପୁଣ୍ୟ କାର୍ଯ୍ୟରେ ଆପଣଙ୍କର ରୁଚି ବଢିବ। ଅସହାୟ ଲୋକଙ୍କୁ ଆପଣ ସାହାଯ୍ୟ କରିବେ। ଆପଣଙ୍କ ପରାକ୍ରମରେ ବୃଦ୍ଧି ହେବ। ବିଷମ ପରିସ୍ଥିତି କୁ ଆପଣ ସୁବିଧାରେ ସାମ୍ନା କରିବେ। ବିରୋଧୀ ଙ୍କୁ ପରାସ୍ତ କରିବେ। ପାରିବାରିକ ମାହୋଲ ସୁଖମୟ ରହିବ। ବ୍ୟାପାରରେ ବିସ୍ତାର ହେବ।

ବିଛା ରାଶିର ଲୋକଙ୍କୁ ଶୁଭ ଫଳ ପ୍ରାପ୍ତ ହେବ। ଆପଣଙ୍କ ସାହସ ଏବଂ ପରାକ୍ରମ ରେ ବୃଦ୍ଧି ହେବ। ଆପଣ କୌଣସି ମହତ୍ୱପୂର୍ଣ୍ଣ ମାମଲାରେ ନିଷ୍ପତ୍ତି ନେଇ ପାରନ୍ତି। କାର୍ଯ୍ୟରେ ଲଗାତାର ସଫଳତା ମିଳିବ। ଆପଣଙ୍କୁ କୌଣସି ବଡ଼ ଉପଲବ୍ଧି ମିଳିପାରେ। ପତି ପତ୍ନୀଙ୍କ ମଧ୍ୟରେ ଉତ୍ତମ ତାଳମେଳ ରହିବ। ଚାକିରୀ ଖୋଜୁଥିବା ଲୋକଙ୍କୁ ଭଲ କମ୍ପାନୀରେ ଚାକିରୀ ମିଳିପାରେ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ।

କୁମ୍ଭ ରାଶିର ଲୋକେ ଅଧିକ ବ୍ୟସ୍ତ ରହିବେ। ଆମଦାନୀରେ ଜବରଦସ୍ତ ବୃଦ୍ଧି ହେବ। ଆପଣଙ୍କର ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବ। ଆର୍ଥିକ ମାନ୍ଦାବସ୍ଥାରୁ ମୁକ୍ତି ମିଳିବ। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ସ୍ବାସ୍ଥ୍ୟରେ ସୁଧାର ଆସିବ। ବିଦେଶରୁ ଖୁସି ଖବର ମିଳିପାରେ। ବିଦ୍ୟାର୍ଥୀ ମାନଙ୍କର ପାଠପଢ଼ା ପ୍ରତି ମନ ଲାଗିବ। ପ୍ରଭାବଶାଳୀ ଲୋକଙ୍କର ମାର୍ଗଦର୍ଶନ ମିଳିପାରେ।

ମୀନ ରାଶିର ଲୋକଙ୍କୁ ଧନ ପ୍ରାପ୍ତି ହୋଇପାରେ। ବ୍ୟାପାରରେ ଭାରୀ ଲାଭ ମିଳିବ। ଆପଣଙ୍କ ସହିତ ବ୍ୟବସାୟକୁ ନେଇ ବୁଝାମଣା ହୋଇପାରେ। ପ୍ରାଇଭେଟ ଚାକିରୀ କରୁଥିବା ଲୋକଙ୍କୁ ପଦୋନ୍ନତୀ ମିଳିପାରେ। ପରିବାରରେ ଭାଇ ଭଉଣୀଙ୍କ ସହିତ ଚାଲିଥିବା ମତଭେଦ ଦୂର ହେବ। ପାରିବାରିକ ମାହୋଲ ସୁଖମୟ ରହିବ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ଈଶ୍ୱର ଭକ୍ତିରେ ଆପଣ ସମୟ ଅତିବାହିତ କରିବେ।

ଆସନ୍ତୁ ଜାଣିବା ବାକି ରାଶିର କିପରି ରହିବ ଅବସ୍ଥା –

ମିଥୁନ ରାଶିର ଲୋକଙ୍କୁ ଅନେକ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ। ଆପଣଙ୍କ ସମୟ ଅଧିକ କଷ୍ଟକାରୀ ସାବ୍ୟସ୍ତ ହୋଇପାରେ। ଆପଣ ବଡ଼ ନିବେଶ କରନ୍ତୁ ନାହିଁ। କାର୍ଯ୍ୟ ମାମଲାକୁ ନେଇ ଚିନ୍ତିତ ରହି ପାରନ୍ତି। ଜରୁରୀ କାର୍ଯ୍ୟକୁ ନେଇ ବ୍ୟସ୍ତ ରହିବେ। ଧନ ହାନୀ ହେବାର ସମ୍ଭାବନା ରହିଛି। ଟଙ୍କାପଇସା ମାମଲାରେ ଦାୟିତ୍ବହୀନ ହୁଅନ୍ତୁ ନାହିଁ। ଆମଦାନୀରେ ଖର୍ଚ୍ଚ ବଢିବ।

କର୍କଟ ରାଶିର ଲୋକଙ୍କୁ ସାମାନ୍ୟ ପରିଣାମ ପ୍ରାପ୍ତ ହେବ। ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଜରୁରୀ କାର୍ଯ୍ୟ ଉପରେ ଆପଣଙ୍କୁ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ। ଚାକିରୀ କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ କ୍ରୋଧର ସାମ୍ନା କରିବାକୁ ପଡିପାରେ। ଆପଣଙ୍କୁ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। କାହା ସହିତ କଥାବାର୍ତ୍ତା ହେବା ସମୟରେ ନିଜ ବାଣୀ ଉପରେ ଧ୍ୟାନ ରଖନ୍ତୁ। ନୂଆ ବ୍ୟାପାର ଆରମ୍ଭ କରିବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ। ଛୋଟ ଛୋଟ ବ୍ୟାପାର କରୁଥିବା ଲୋକଙ୍କୁ ଲାଭ ମିଳିବ। ପାରିବାରିକ ବାତାବରଣରେ ସମସ୍ୟା ଦେଖା ଦେଇପାରେ। ପରିବାରର ସବୁ ସଦସ୍ୟଙ୍କ ସହିତ ଉତ୍ତମ ତାଳମେଳ ରଖନ୍ତୁ

Google

ସିଂହ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ସ୍ବାସ୍ଥ୍ୟ ପ୍ରତି ଚିନ୍ତା ବଢିବ। ମାତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ। ଏହି ରାଶିର ଲୋକଙ୍କୁ ଟଙ୍କା ଉଧାର ଦେବାରୁ ବଞ୍ଚିତ ହେବା ଉଚିତ। ବିଦେଶରେ କାମ କରୁଥିବା ଲୋକଙ୍କୁ ସାମାନ୍ୟ ପରିଣାମ ପ୍ରାପ୍ତ ହେବ। ଗୁପ୍ତ ଶତ୍ରୁଙ୍କ ଠାରୁ ସତର୍କ ରହିବା ଆବଶ୍ୟକ। ସେମାନେ ଆପଣଙ୍କୁ ହାନୀ ପହଞ୍ଚାଇବା ପାଇଁ ପ୍ରୟାସ କରି ପାରନ୍ତି।

କନ୍ୟା ରାଶିର ଲୋକଙ୍କ ପାଇଁ ସମୟ କଠିନ ରହିବ। ବିଶେଷ ରୂପରେ ଛାତ୍ର ମାନଙ୍କୁ ସମ୍ଭାଳି ରହିବା ଆବଶ୍ୟକ। ପ୍ରତିଯୋଗୀ ମାନଙ୍କୁ ପରୀକ୍ଷାରେ ଅସଫଳତା ମିଳିବ। ଆପଣ ବ୍ୟାପାରରେ କିଛି ପରିବର୍ତ୍ତନ ଆଣି ପାରନ୍ତି। ସହକର୍ମୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଶାସନ ସତ୍ତାର ସହଯୋଗ ପ୍ରାପ୍ତ ହେବ। ସନ୍ତାନ ସମ୍ବନ୍ଧିତ ଚିନ୍ତିତ ରହି ପାରନ୍ତି। ପରିବାର ଲୋକଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଆପଣ ପ୍ରେମୀଙ୍କ ବ୍ୟବହାରରେ ଚିନ୍ତିତ ରହି ପାରନ୍ତି।

ତୁଳା ରାଶିର ଲୋକଙ୍କ ମନରେ ଅନେକ କଥା ଆସିପାରେ। ପାରିବାରିକ ଏବଂ ମାନସିକ ଅଶାନ୍ତିର ସାମ୍ନା କରିବାକୁ ପଡିପାରେ। କିଛି କାର୍ଯ୍ୟ ବନିବା ଆଗରୁ ବିଗିଡି ପାରେ। ପରିବାରରେ ଅଶାନ୍ତି ଦେଖା ଦେଇପାରେ। ଚାକିରୀ କ୍ଷେତ୍ରରେ କିଛି କଥାକୁ ନେଇ ସମସ୍ୟା ଦେଖା ଦେଇପାରେ। ଭାଇ ଭଉଣୀଙ୍କ ସହିତ ମତଭେଦ ହୋଇପାରେ। ବନ୍ଧୁଙ୍କ ସହିତ ଜରୁରୀ କାର୍ଯ୍ୟର ଆଲୋଚନା କରି ପାରନ୍ତି।

ଧନୁ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ପାରିବାରିକ ମାହୋଲ ନକାରାତ୍ମକ ରହିବ। ପରିବାର ସଦସ୍ୟଙ୍କ ସହିତ ମତଭେଦ ହୋଇପାରେ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ଅଚାନକ ଧନ ଲାଭ ହୋଇପାରେ। ସ୍ବାସ୍ଥ୍ୟକୁ ନେଇ ଆପଣ ଚିନ୍ତିତ ରହି ପାରନ୍ତି। ପୁରୁଣା ବେମାରୀର ଚିକିତ୍ସା ପାଇଁ ଆପଣ ଅଧିକ ଟଙ୍କା ଖର୍ଚ୍ଚ କରି ପାରନ୍ତି। କୋର୍ଟ କଚେରୀ ମାମଲାରେ ଦୂରେଇ ରୁହନ୍ତୁ।

ମକର ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ମାନସିକ ଚିନ୍ତା ବଢିପାରେ। ସରକାରୀ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ପଦୋନ୍ନତୀ ମିଳିପାରେ। ଚାକିରୀ କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହିତ ସମ୍ବନ୍ଧ ବିଗିଡ଼ିବା ପାଇଁ ଦିଅନ୍ତୁ ନାହିଁ। ଛାତ୍ର ମାନଙ୍କୁ ପ୍ରତିଯୋଗିତା ପାଇଁ କଠିନ ପରିଶ୍ରମ କରିବା ପାଇଁ ପଡ଼ିବ। ବିବାହ ସମ୍ବନ୍ଧିତ ବାର୍ତ୍ତା ସଫଳ ରହିବ। ଆପଣ ମହିଳାଙ୍କ ପ୍ରତି ଆକର୍ଷିତ ହେବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *