Excuse Me Odisha

ଯାହା କହିବୁ ସତ କହିବୁ

ଏହି ୪ ଟି ରାଶିର ଲୋକଙ୍କ ଉପରେ ସଙ୍କଟର ବାଦଲ ଦୂର କରିବେ ଭଗବାନ ହନୁମାନ , ମିଳିବ ଅନେକ ଅବସର।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲଗାତାର ଗ୍ରହ ନକ୍ଷତ୍ରର ବଦଳୁ ଥିବା ସ୍ଥିତି ଯୋଗୁଁ ପ୍ରତ୍ୟେକ ମନୁଷ୍ୟ ଜୀବନ ପ୍ରଭାବିତ ହୋଇଥାଏ। କେତେବେଳେ ବ୍ୟକ୍ତିର ଜୀବନରେ ଖୁସି ଆସିଥାଏ ତ ଆଉକେବେ ସମସ୍ୟା ଉତ୍ପନ୍ନ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ରାଶିରେ ଯେଉଁଭଳି ଗ୍ରହ ନକ୍ଷତ୍ରର ଚଳନ ହୋଇଥାଏ, ସେହି ଅନୁସାରେ ଫଳ ପ୍ରାପ୍ତ ହୋଇଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ରାଶିର ଲୋକେ ଏଭଳି ରହିଛନ୍ତି, ଯେଉଁମାନଙ୍କ କୁଣ୍ଡଳୀରେ ଗ୍ରହ ନକ୍ଷତ୍ରର ଚଳନ ଶୁଭ ସଂକେତ ଦେଉଛି। ଏହି ରାଶିର ଲୋକଙ୍କ ଉପରେ ଭଗବାନ ହନୁମାନଙ୍କ କୃପା ଦୃଷ୍ଟି ରହିବ, ଯାହାଦ୍ବାରା ଜୀବନରେ ସବୁ ସମସ୍ୟା ଦୂର ହେବ। ଜୀବନରେ ଆଗକୁ ବଢିବା ପାଇଁ ଅନେକ ଅବସର ମିଳିବ। ତେବେ ଚାଲନ୍ତୁ ଜାଣିବା ସେହି ଭାଗ୍ୟବାନ ରାଶି କେଉଁ ଗୁଡ଼ିକ ଅଟେ।

ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କର ସଙ୍କଟ ଦୂର କରିବେ ଭଗବାନ ହନୁମାନ –

ମିଥୁନ ରାଶିର ଲୋକଙ୍କ ଉପରେ ଭଗବାନ ହନୁମାନଙ୍କ କୃପା ଦୃଷ୍ଟି ରହିବ। ଦାମ୍ପତ୍ୟ ଜୀବନରେ ଚାଲିଥିବା ସମସ୍ୟା ଦୂର ହେବ ଏବଂ ସୁଖମୟ ରହିବ।

Google

ପୂଜାପାଠ ରେ ମନ ଲାଗିବ। ପ୍ରେମ ଜୀବନ ସୁଖମୟ ରହିବ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ବ୍ୟାପାର ରେ ଭାରୀ ଲାଭ ମିଳିବ। ମାତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ। କୌଣସି ନିବେଶରେ ଲାଭ ମିଳିବ।

ଧନୁ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ହନୁମାନଙ୍କ କୃପାରୁ ଆମଦାନୀରେ ବୃଦ୍ଧି ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଖର୍ଚ୍ଚ କମ୍ ହେବ। କାର୍ଯ୍ୟ ମାମଲାରେ କରିଥିବା ପରିଶ୍ରମ ସଫଳ ରହିବ। ବ୍ୟକ୍ତିଗତ ଜୀବନ ସୁଖମୟ ରହିବ।

କୁମ୍ଭ ରାଶିର ଲୋକଙ୍କର ଆତ୍ମବିଶ୍ବାସରେ ଭରପୂର ରହିବେ। ଆପଣଙ୍କ ଆୟରେ ବୃଦ୍ଧି ହେବ। ହନୁମାନଙ୍କ କୃପାରୁ ଜୀବନରେ ସବୁ ସଙ୍କଟ ଦୂର ହେବ। ଆପଣ ନିଜ ଜୀବନକୁ ଉତ୍ତମ ରୂପରେ ଅତିବାହିତ କରିବେ। ପରାକ୍ରମରେ ଆପଣ ସଫଳତା ହାସଲ କରିବେ। ବିଦ୍ୟାର୍ଥୀ ମାନଙ୍କର ପାଠପଢ଼ା ରେ ମନ ଲାଗିବ। ପିତାମାତାଙ୍କ ସହିତ ଧାର୍ମିକ ସ୍ଥଳକୁ ଯାଇ ପାରନ୍ତି। ପାରିବାରିକ ମାହୋଲ ସୁଖମୟ ରହିବ। ପ୍ରେମ ସମ୍ବନ୍ଧରେ ସୁଧାର ଆସିବ।

ମୀନ ରାଶିର ଲୋକଙ୍କୁ ହନୁମାନଙ୍କ କୃପାରୁ ଧନ ପ୍ରାପ୍ତିର ଯୋଗ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଜୀବନସାଥୀଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ପଡୋଶୀ ମାନଙ୍କ ସହିତ ଉତ୍ତମ ତାଳମେଳ ରଖିବେ। ପ୍ରେମ ଜୀବନ ସୁଖମୟ ରହିବ। ପ୍ରେମୀଙ୍କ ଆଗରେ ନିହାର ପ୍ରେମ ସ୍ବୀକାର କରି ପାରନ୍ତି। ଆର୍ଥିକ ରୂପରେ ଆପଣଙ୍କୁ ଲାଭ ମିଳିବ। କୌଣସି ପୁରୁଣା ଯୋଜନାରେ ଲାଭ ମିଳିପାରେ।

ଆସନ୍ତୁ ଜାଣିବା ବାକି ରାଶିର କିପରି ସ୍ଥିତି –

ମେଷ ରାଶିର ଲୋକଙ୍କୁ ସାମାନ୍ୟ ପରିଣାମ ପ୍ରାପ୍ତ ହେବ। ଭାଗ୍ୟ ଉପରେ ଭରସା ନରଖି ନିକ ପରିଶ୍ରମ ଉପରେ ଭରସା ରଖନ୍ତୁ। ଚାକିରୀ କ୍ଷେତ୍ରରେ ଲୋକଙ୍କୁ ପଦୋନ୍ନତୀ ମିଳିପାରେ। ଅଚାନକ ଦୁଃଖଦ ସମାଚାର ମିଳିପାରେ। ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ଉପରେ ଧ୍ୟାନ ରଖିବା ଆବଶ୍ୟକ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା ଦେଇପାରେ। ଜୀବନସାଥୀଙ୍କ ସହିତ ଉତ୍ତମ ତାଳମେଳ ରଖିବେ।

ବୃଷ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିଛି। ଗ୍ରହ ନକ୍ଷତ୍ରର ଚଳନ ଯୋଗୁଁ ଆପଣଙ୍କ ଚିନ୍ତା ବଢିପାରେ। ବ୍ୟାପାରରେ ସାମାନ୍ୟ ପରିଣାମ ପ୍ରାପ୍ତ ହେବ। ଆପଣ ଲମ୍ବା ଦୂର ଯାତ୍ରା କରି ପାରନ୍ତି, ଏଥିପାଇଁ ସାବଧାନ ରୁହନ୍ତୁ ନଚେତ ସମସ୍ୟା ଦେଖା ଦେଇପାରେ। ସ୍ବାସ୍ଥ୍ୟ ବିଗିଡି ପାରେ। ପ୍ରେମ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଯାହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ।

କର୍କଟ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିଛି। ଅଚାନକ ଖର୍ଚ୍ଚରେ ବୃଦ୍ଧି ହୋଇପାରେ। ଆମଦାନୀ ଅନୁସାରେ ଘରୋଇ ଖର୍ଚ୍ଚର ବଜେଟ ବନେଇ ଚାଲନ୍ତୁ। ମାନସିକ ଚିନ୍ତା ବଢିପାରେ । ଘରୋଇ ସୁଖସାଧନ ପଛରେ ଖର୍ଚ୍ଚ ହୋଇପାରେ। ପ୍ରେମ ଜୀବନରେ ରୋମାନ୍ସ ବଢିବ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ନିଜ ଖାଦ୍ୟପେୟ ଉପରେ ସୁଧାର ଆସିବାକୁ ପ୍ରୟାସ କରନ୍ତୁ। ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ।

ସିଂହ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ବିଦ୍ୟାର୍ଥୀ ମାନଙ୍କୁ କୌଣସି ପ୍ରତିଯୋଗିତା ରେ ସଫଳତା ମିଳିବ, ଏଥିପାଇଁ ସେମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ପୁରୁଣା ରୋଗ ହଇରାଣ କରିପାରେ, ଯେଉଁଥିପାଇଁ ଅଧିକ ଖର୍ଚ୍ଚ ହୋଇପାରେ। ପତିପତ୍ନୀ ପରସ୍ପରର ଭାବନାକୁ ବୁଝିବାକୁ ପ୍ରୟାସ କରିବେ। ସମ୍ପର୍କ ସୁଦୃଢ ରହିବ। ପ୍ରେମ ଜୀବନରେ କିଛି ସମସ୍ୟା ଦେଖିବାକୁ ମିଳିପାରେ। କାର୍ଯ୍ୟ ମାମଲାରେ କଠିନ ପରିଶ୍ରମ କରିବାକୁ ପଡ଼ିବ। କାର୍ଯ୍ୟ ମାମଲାରେ କଠିନ ପରିଶ୍ରମ କରିବାକୁ ପଡିପାରେ।

Google

କନ୍ୟା ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିଛି। ପରିବାର ଲୋକଙ୍କ ସହିତ ଆପଣ ଉତ୍ତମ ସମୟ ଅତିବାହିତ କରିବେ। କୌଣସି କାର୍ଯ୍ୟରେ ପିତାଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଚାକିରୀ କ୍ଷେତ୍ରରେ ସମ୍ଭାଳି ରୁହନ୍ତୁ। ସହକର୍ମୀଙ୍କ ସହିତ ମତଭେଦ ହୋଇପାରେ। ଆପଣଙ୍କୁ ନିଜ କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ସରକାରୀ ଚାକିରୀ କରୁଥିବା ଲୋକଙ୍କର ଅଚାନକ ବଦଳି ହୋଇପାରେ।

ତୁଳା ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଆପଣ ବନ୍ଧୁଙ୍କ ସହିତ ମନୋରଞ୍ଜକ ଯାତ୍ରା ରେ ଯାଇ ପାରନ୍ତି। ମାନସିକ ରୂପରେ ଚିନ୍ତା କମ୍ ହେବ। ଆପଣଙ୍କୁ ମହତ୍ୱପୂର୍ଣ୍ଣ ଯୋଜନା ଉପରେ ଧ୍ୟାନ ଦେବା ଆବଶ୍ୟକ। ଜୀବନସାଥୀଙ୍କ ସହିତ ନିଜର ବ୍ୟବହାର ଉତ୍ତମ ରଖନ୍ତୁ। ଜୀବନସାଥୀଙ୍କୁ ଏଭଳି କିଛି କଥା କୁହନ୍ତୁ ନାହିଁ, ଯାହାଦ୍ବାରା ତାଙ୍କର ହୃଦୟ ଦୁଃଖିତ ହେଉ। ପ୍ରେମୀ ଯୁଗଳଙ୍କ ପାଇଁ ସମୟ ସାମାନ୍ୟ ରହିଛି।

ବିଛା ରାଶିର ଲୋକଙ୍କୁ ଧନ ସହିତ ଜଡ଼ିତ ମାମଲାରେ ସତର୍କ ରହିବାକୁ ପଡ଼ିବ। ନଚେତ ହାନୀ ହେବାର ଆଶଙ୍କା ରହିଛି । ଦାମ୍ପତ୍ୟ ଜୀବନରେ ମଧୁରତା ବଢିବ। ସାମାଜିକ କ୍ଷେତ୍ରରେ ଲୋକପ୍ରିୟତା ବୃଦ୍ଧି ପାଇବ। ସ୍ବାସ୍ଥ୍ୟରେ ସୁଧାର ଆସିବ। ଟଙ୍କା ଉଧାର ଦିଅନ୍ତୁ ନାହିଁ, ନଚେତ ଫେରସ୍ତ ମିଳିବା ପାଇଁ କଠିନ ହୋଇପାରେ।

ମକର ରାଶିର ଲୋକଙ୍କୁ ମାନସିକ ଚିନ୍ତାର ସାମ୍ନା କରିବାକୁ ପଡିପାରେ। ମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଖର୍ଚ୍ଚରେ ବୃଦ୍ଧି ହେବ। ଆମଦାନୀ କମି ପାରେ। ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଅନୁକୂଳ ରହିଛି। ପ୍ରେମୀ ଯୁଗଳ ପରସ୍ପର ସହିତ ଉତ୍ତମ ସମୟ ଅତିବାହିତ କରିବେ। ବିବାହ ଯୋଗ୍ୟ ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ଚାକିରୀ କ୍ଷେତ୍ରରେ କୌଣସି କାର୍ଯ୍ୟ ପାଇଁ ଶୀଘ୍ରତା କରନ୍ତୁ ନାହିଁ, ନଚେତ କାର୍ଯ୍ୟ ବିଗିଡି ପାରେ। ବରିଷ୍ଠ ଅଧିକାରୀଙ୍କ କ୍ରୋଧର ସାମ୍ନା କରିବାକୁ ପଡିପାରେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ହନୁମାନ ” ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *