Excuse Me Odisha

ଯାହା କହିବୁ ସତ କହିବୁ

ଏହି ମାସରେ ଜନ୍ମ ଗ୍ରହଣ କରିଥିବା ଝିଅମାନେ ସାକ୍ଷାତ ମା ଲକ୍ଷ୍ମୀଙ୍କର ସ୍ୱରୂପ ହୋଇଥାନ୍ତି। ଯାହାକୁ ବିବାହ କରିଥାନ୍ତି ତାଙ୍କ ଘରେ ଧନର ବର୍ଷା ହୋଇଥାଏ।

ସେୟାର୍ କରନ୍ତୁ

କୁହାଯାଏ ଝିଅ ଯେମିତିବି ହେଉଥାଉ ନାଁ କାହିଁକି କିନ୍ତୁ ଯେବେବି ସେ ଘରକୁ ଆସେ ତ ଖୁସିର ଲହରୀ ନେଇ ଆସେ କାରାଣ ସେ ଭଗବାନଙ୍କ ରୂପ ହୋଇଥାନ୍ତି,ମା ଲକ୍ଷ୍ମୀଙ୍କର ସ୍ୱରୂପ ହୋଇଥାନ୍ତି ଏବଂ ଏହି କଥାର କୌଣସିବି ସନ୍ଦେହ ନାହିଁ। କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେଇବା ପାଇଁ ଯାଉଛୁ ଯେ ସେହି ଖାସ କଥା ବିଷୟରେ ଏବଂ କହିବୁ ଯେ କେଉଁ ମାସରେ ଜନ୍ମିତ ଝିଅ ଲକ୍ଷ୍ମୀ ହୋଇଥାନ୍ତି କାରଣ ସେମାନେ ଯେଉଁଠିକି ବି ଯାଇଥାନ୍ତି ସେଠାରେ ଭାଗ୍ୟର ଦ୍ୱାର ଆପେ ଆପେ ଖୋଲି ଯାଇଥାଏ। ଏହା ଆପଣଙ୍କ ପାଇଁ ଆଶ୍ଚର୍ଯ୍ୟଜନକ କିନ୍ତୁ ସତ୍ୟ ଅଟେ।

Google

ସମୁଦାୟ ଚାରିମାସ ଯେଉଁଥିରେ ଆସୁଛି ଜାନୁୟାରୀ, ଫେବୃୟାରୀ, ଜୁଲାଇ, ଅକ୍ଟୋବରରେ ଜନ୍ମ ହୋଇଥିବା ଝିଅମାନେ ନିଜ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ଯଦି ସେମାନେ ବ୍ରହ୍ମ ମୁହୂର୍ତରେ ଜନ୍ମ ହୁଅନ୍ତି ତେବେ ଏହାକୁ ସାକ୍ଷତା ମା ଲକ୍ଷ୍ମୀଙ୍କ ରୂପ ଭାବରେ ବିବେଚନା କରାଯାଏ। ସେମାନେ ଯୁଆଡେ ବି ଯାଆନ୍ତି,ସେଠାରେ ପୂଜାପାଠର ଯୋଗ ହୋଇଥାଏ।

ଜାନୁୟାରୀରେ ଜନ୍ମ ଗ୍ରହଣ କରୁଥିବା ଝିଅଙ୍କର ପିତାଙ୍କ ଭାଗ୍ୟ ତାର ଜନ୍ମ ସହିତ ହିଁ ଖୋଲି ଯାଇଥାଏ,ସେମିତି ଫେବୃୟାରୀରେ ଜନ୍ମ ଗ୍ରହଣ କରୁଥିବା ଝିଅମାନେ ଏକ ସଫଳ ସ୍ତ୍ରୀ ସାବ୍ୟସ୍ତ ହୋଇଥାନ୍ତି, ସେମାନେ ନିଜ ଶକ୍ତିରେ ହିଁ ଧନ ସମ୍ପତ୍ତି ସଂଗ୍ରହ କରିବାରେ ସକ୍ଷମ ହୋଇଥାନ୍ତି। କଥା ହେବା ତ ଜୁଲାଇରେ ଜନ୍ମ ଗ୍ରହଣ କରୁଥିବା ଝିଅମାନେ ତ ଯେଉଁ ଘରକୁ ଯାଆନ୍ତି ସେଠାରେ ଖୁସି ଆଣିଥାନ୍ତି ଏବଂ ଅକ୍ଟୋବରରେ ଜନ୍ମ ଗ୍ରହଣ କରୁଥିବା ଝିଅମାନେ ଟିକେ ନିଷ୍ଠୁର ସ୍ୱଭାବରେ ହୋଇଥାନ୍ତି କିନ୍ତୁ ଏମାନଙ୍କ ଭାଗ୍ୟ ୨୫ ବର୍ଷ ବୟସ ପରେ ଉଜ୍ଵଳ ହୋଇଥାଏ। ଏବଂ ଏମାନଙ୍କ ସହିତ ଯେଉଁ ବ୍ୟକ୍ତିଙ୍କର ବିବାହ ହୋଇଥାଏ ସେ ବହୁତ ଆନନ୍ଦଦାୟକ ଜୀବନ ଏବଂ ଧନରେ ପରିପୂର୍ଣ ଜୀବନ ଅତିବାହିତ କରେ।

Google

ଯାହାବି ହେଉ ଏହା ତ ଜାଣିଲେ କେଉଁ ମାସରେ ଜନ୍ମ ଗ୍ରହଣ କରୁଥିବା ଝିଅମାନେ ଭାଗ୍ୟଶାଳୀ ହୋଇଥାନ୍ତି କିନ୍ତୁ ଗୋଟେ କଥାବି ସବୁବେଳେ ମନେରଖିଥିବେ କି ଝିଅ ସବୁବେଳେ ହିଁ ଖୁସି ନେଇ ଆସିଥାନ୍ତି। ସେ ଯେ କେଉଁ ବି ରୁପରେ ହୋଇଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *