Excuse Me Odisha

ଯାହା କହିବୁ ସତ କହିବୁ

୧୭ ଜାନୁୟାରୀରୁ ଗୁରୁ ହେବେ ଅସ୍ତ , ଏହି ସାତଟି ରାଶିର ଲୋକଙ୍କ ଉପରେ ଛାଇ ହୋଇଯିବ ସଙ୍କଟର ବାଦଲ। ରୁହନ୍ତୁ ସାବଧାନ।

ସେୟାର୍ କରନ୍ତୁ

୧୭ ଜାନୁୟାରୀକୁ ଦେବ ଗୁରୁ ବୃହସ୍ପତି ମକର ରାଶିରେ ଅସ୍ତ ହେବାକୁ ଯାଉଛନ୍ତି। ଏହିଦିନ ବୃହସ୍ପତି ସନ୍ଧ୍ୟା ୫ ଟା ବାଜି ୫୨ ମିନିଟରେ ଗୁରୁ ଅସ୍ତ ହେବେ ଏବଂ ୧୪ ପର୍ଯ୍ୟନ୍ତ ଅବସ୍ଥାନ କରିବେ। ଗୁରୁର ଅସ୍ତ ହେବା ଦ୍ଵାରା ବିବାହ ଭଳି ମଙ୍ଗଳ କାର୍ଯ୍ୟ ହୋଇ ପାରିବ ନାହିଁ। ଗୁରୁର ଅସ୍ତ ହେବାର ପ୍ରଭାବ ସବୁ ରାଶି ଉପରେ ପଡ଼ିବ। ଜାଣନ୍ତୁ ସବୁ ରାଶିର ପ୍ରଭାବ ।

ମେଷ ରାଶି –

ଏହି ଅବଧି ଆପଣଙ୍କ ପାଇଁ ଅନୁକୂଳ ନାହିଁ। ଅନୈତିକ କାର୍ଯ୍ୟରୁ ବଞ୍ଚିତ ହୁଅନ୍ତୁ। ନଚେତ ସମାଜରେ ଆପଣଙ୍କର ମାନସମ୍ମାନରେ ହାନୀ ପହଞ୍ଚି ପାରେ। କାର୍ଯ୍ୟ କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ। ଆର୍ଥିକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିପାରେ।

ବୃଷ ରାଶି –

ଏହି ଅବଧିରେ ଭାଗ୍ୟ ଉପରେ ଭରସା ରଖନ୍ତୁ ନାହିଁ। ଆପଣଙ୍କୁ ନିଜ ପରିଶ୍ରମ ଉପରେ ଭରସା ରଖିବା ଆବଶ୍ୟକ। ଯଦି ବୁଝି ବିଚାରି ନିଷ୍ପତ୍ତି ନେବେ ତାହେଲେ ସମସ୍ୟାରୁ ବଞ୍ଚିତ ହୋଇ ପାରନ୍ତି। ଆମଦାନୀ ସ୍ୱଳ୍ପ ହୋଇପାରେ।

ମିଥୁନ ରାଶି –

ଆପଣଙ୍କ ଏହି ସମୟରେ ଆର୍ଥିକ ମାମଲାକୁ ନେଇ ସମାଧାନ ରହିବା ଆବଶ୍ୟକ। ଅନାବଶ୍ୟକ ଖର୍ଚ୍ଚ ଉପରେ ରୋକ ଲଗାନ୍ତୁ। କୌଣସି ବଡ଼ ଆର୍ଥିକ ନିଷ୍ପତ୍ତି ନେବାରୁ ବଞ୍ଚିତ ହୁଅନ୍ତୁ। ଜମିବାଡ଼ି କିଣାକିଣି କରିବା ପାଇଁ ଯୋଜନା କରି ପାରନ୍ତି, କିନ୍ତୁ ଏହି ସମୟରେ ଯୋଜନା ରଦ୍ଧ କରି ଦେବା ଉଚିତ।

Google

କର୍କଟ ରାଶି –

ଏହି ଅବଧି ସମୟରେ ଆପଣଙ୍କର ଖର୍ଚ୍ଚ ବଢିପାରେ । ବ୍ୟକ୍ତିଗତ ଜୀବନରେ ସମ୍ପର୍କ ପ୍ରତି ଧ୍ୟାନ ଦିଅନ୍ତୁ। ଯେଉଁମାନଙ୍କର ପୂର୍ବରୁ ପାରିବାରିକ ସମ୍ପର୍କ ଖରାପ ରହିଛି ସେମାନଙ୍କୁ ସତର୍କ ହୋଇ କାମ କରିବା ଉଚିତ।

ସିଂହ ରାଶି –

ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ନୂତନ ଅବସର ମିଳିପାରେ। ଧ୍ୟାନ ରଖନ୍ତୁ ରିଷ୍କ ନେଇ କୌଣସି କାର୍ଯ୍ୟ କରିବାର ଆବଶ୍ୟକତା ନାହିଁ। ସ୍ଥିତି ଯେଉଁଭଳି ରହିଛି ତାହା ସହିତ ତାଳମେଳ ରଖନ୍ତୁ। ଏହି ସମୟରେ ଛୋଟ ଛୋଟ ଯାତ୍ରା କରିବାରୁ ବଞ୍ଚିତ ହୁଅନ୍ତୁ।

କନ୍ୟା ରାଶି –

ଆପଣଙ୍କୁ ସଫଳତା ପାଇବା ପାଇଁ ଅପେକ୍ଷା କରିବାକୁ ପଡ଼ିବ। ଧର୍ଯ୍ୟ ସହକାରେ କାର୍ଯ୍ୟ କରନ୍ତୁ। ଆପଣ ନିବେଶ କରିଥିବା ଟଙ୍କା ଅଟକି ଯାଇ ପାରେ। ବାହନ ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ତୁଳା ରାଶି –

ଆର୍ଥିକ ଯୋଜନା ଉପରେ କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ବିଚାର କରିବା ଆବଶ୍ୟକ। ଆପଣ ସ୍ବାସ୍ଥ୍ୟକୁ ନେଇ ସାବଧାନ ରହିବା ଉଚିତ। ଯୋଜନା ମୁତାବକ କାର୍ଯ୍ୟ କରିବା ଉଚିତ।

ବିଛା ରାଶି –

ଏହି ସମୟରେ ଆପଣଙ୍କୁ ନିଜ ନିଜ ଦୁର୍ବଳତା ଉପରେ ବିଚାର କରିବା ଆବଶ୍ୟକ। ବୈବାହିକ ଜୀବନରେ ସମସ୍ୟା ଦେଖା ଦେଇପାରେ। ଜୀବନସାଥୀଙ୍କ ସ୍ବାସ୍ଥ୍ୟ ବିଗିଡି ପାରେ।

Google

ଧନୁ ରାଶି –

ବୈବାହିକ ଜୀବନରେ ସାବଧାନ ରହିବା ଆବଶ୍ୟକ। ପ୍ରତିଯୋଗୀ ମାନଙ୍କୁ ପରୀକ୍ଷାରେ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବା ଆବଶ୍ୟକ। କାର୍ଯ୍ୟ ମାମଲାରେ ଶତ୍ରୁ ଆପଣଙ୍କୁ ହଇରାଣ କରି ପାରନ୍ତି।

ମକର ରାଶି –

ଏହି ଅବଧିରେ ସାବଧାନ ହୋଇ କାର୍ଯ୍ୟ କରିବା ଉଚିତ । ଉଚ୍ଚ ଶିକ୍ଷା ପ୍ରାପ୍ତ କରୁଥିବା ବିଦ୍ୟାର୍ଥୀ ମାନଙ୍କୁ ଆଶାନୁରୂପ ସଫଳତା ମିଳିବ। ପ୍ରେମ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ। ଆପଣଙ୍କ ସ୍ୱଭାବରେ ପରିବର୍ତ୍ତନ ହୋଇପାରେ।

କୁମ୍ଭ ରାଶି –

ଏହି ଅବଧିରେ ଅନାବଶ୍ୟକ ଖର୍ଚ୍ଚ ବଢିପାରେ। କୌଣସି କଥାକୁ ନେଇ ଆପଣଙ୍କ ମନରେ ଆଶଙ୍କା ବଢିପାରେ। ଆପଣଙ୍କ ପାଇଁ ଉତ୍ତମ ରହିବ କି ବଡ଼ଙ୍କ ରାୟ ନିଅନ୍ତୁ। ବାହନ ଏବଂ ସମ୍ପତ୍ତି କିଣାକିଣି କରିବା ସମୟରେ ସତର୍କ ରହିବା ଆବଶ୍ୟକ।

ମୀନ ରାଶି –

ଆପଣ ଆଳସ୍ୟ ଅନୁଭବ କରି ପାରନ୍ତି। ପରାକ୍ରମରେ ବୃଦ୍ଧି ହେବ। ପ୍ରତିଯୋଗିତା ସମୟରେ ଆପଣଙ୍କ ଆତ୍ମବିଶ୍ବାସ ଦୁର୍ବଳ ରହିପାରେ। ଧର୍ଯ୍ୟ ବନେଇ ରଖନ୍ତୁ। ପ୍ରେମୀଙ୍କ ସହିତ ଖାସ୍ କଥାକୁ ନେଇ ମତଭେଦ ହୋଇପାରେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *