Excuse Me Odisha

ଯାହା କହିବୁ ସତ କହିବୁ

ସାପ୍ତାହିକ ରାଶିଫଳ (୧୧ ରୁ ୧୭ ଜାନୁଆରୀ ) : ଏହି ସପ୍ତାହରେ ଏହି ୮ ଟି ରାଶିର ଜୀବନରେ ଆସିବ ଖୁସି, ବିବାଦର ସମାଧାନ ହୋଇପାରେ।

ସେୟାର୍ କରନ୍ତୁ

ଆପଣଙ୍କ ରାଶି ଆପଣଙ୍କ ଜୀବନ ଉପରେ ବହୁତ ପ୍ରଭାବ ପକାଇ ଥାଏ। ରାଶିଫଳ ଦ୍ଵାରା ଭବିଷ୍ୟତରେ ହେବାକୁ ଥିବା ଘଟଣାର ପୂର୍ବାନୁମାନ ହୋଇଥାଏ। ବହୁତ ଲୋକଙ୍କ ମନରେ ଏହା ପ୍ରଶ୍ନ ଉଠିଥାଏ କି ଆସୁଥିବା ସପ୍ତାହ ଆମ ପାଇଁ କିପରି ରହିବ ? ଏହି ସପ୍ତାହରେ ଆମ ଗ୍ରହ ନକ୍ଷତ୍ରର ସ୍ଥିତି କଣ ଅଟେ ? ଆଜି ଆମେ ଆପଣ ଆଗାମୀ ରାଶିଫଳ କହିବାକୁ ଯାଉଛୁ। ଏହି ସାପ୍ତାହିକ ରାଶିଫଳରେ ଆପଣଙ୍କୁ ନିଜ ଜୀବନରେ ହେବାକୁ ଥିବା ଘଟଣାକୁ ସଂକ୍ଷେପରେ ବର୍ଣ୍ଣନ ଥିବାର ମିଳିବ। ତେବେ ଜାଣିବା ପାଇଁ ପଢନ୍ତୁ ସାପ୍ତାହିକ ରାଶିଫଳ ୧୧ ଜାନୁଆରୀରୁ ୧୭ ଜାନୁଆରୀ ପର୍ଯ୍ୟନ୍ତ।

ମେଷ ରାଶି –

ଏହି ସପ୍ତାହରେ ମେଷ ରାଶିର ଲୋକଙ୍କୁ ଶୁଭ ସମାଚାର ମିଳିବ। ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ରହିଛି। ଆର୍ଥିକ ମାମଲାରେ ସାବଧାନ ରୁହନ୍ତୁ। ଆୟ, ଖର୍ଚ୍ଚ ମାମଲାରେ ଭଲ ଭାବରେ ଯାଞ୍ଚ କରି ନିଅନ୍ତୁ। ସବୁ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। ମାନସିକ ରୂପରେ ଆପଣ ସୁଦୃଢ ରହିବେ।

ପ୍ରେମ ମାମଲାରେ, ପ୍ରେମ ସମ୍ବନ୍ଧ ପାଇଁ ସପ୍ତାହ ଠିକ୍ ଠାକ୍ ରହିବ ।

କ୍ୟାରିୟର ମାମଲାରେ, ନୂଆ କାରବାରର ଆରମ୍ଭ କରନ୍ତୁ ନାହିଁ। ପ୍ରତିଯୋଗିତାରେ ସଫଳତା ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ତ୍ୱଚା ସମ୍ବନ୍ଧିତ ରୋଗରୁ ମୁକ୍ତି ମିଳିବ।

Google

ବୃଷ ରାଶି –

ବ୍ୟବସାୟରେ ଲାଭ ପ୍ରାପ୍ତ ହେବ। ଆୟର ନୂତନ ସ୍ରୋତ ପ୍ରାପ୍ତ ହେବ। ପିତାମାତା ଆପଣଙ୍କ କାର୍ଯ୍ୟରେ ଗର୍ବ ଅନୁଭବ କରିବେ। କାର୍ଯ୍ୟ ଯୋଜନା ଉପରେ ବିଚାର ବିମର୍ଶ ହେବ। କିଛି ଖାସ୍ ଲୋକ ଆପଣଙ୍କ କାର୍ଯ୍ୟକୁ ନୋଟିସ କରି ପାରନ୍ତି। ଆପଣ ନିଜର ବୁଦ୍ଧି ବଳରେ କଠିନ କାର୍ଯ୍ୟ ସୁବିଧାରେ ସମ୍ପନ୍ନ କରିବେ।

ପ୍ରେମ ମାମଲାରେ, ପାର୍ଟନରଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ। ବିବାଦର ସମାଧାନ ହୋଇଯିବ।

କ୍ୟାରିୟର ମାମଲାରେ, ପରିଶ୍ରମ ଅନୁସାରେ ଫଳ ପ୍ରାପ୍ତ ହେବ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି।

ସ୍ବାସ୍ଥ୍ୟ ମାମଲାରେ, ଘରେ ବୃଦ୍ଧ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

ମିଥୁନ ରାଶି –

ପୁରୁଣା ବସୁଲି ହୋଇ ପାରିବ ନାହିଁ। ଏହି ସପ୍ତାହରେ ଯେତେବେଳେ ଆପଣ କୌଣସି ନିଷ୍ପତ୍ତି ନେଉଛନ୍ତି ତାହେଲେ ଅନ୍ୟମାନଙ୍କ ଭାବନାର ଧ୍ୟାନ ରଖନ୍ତୁ। ବ୍ୟବସାୟିକ ଯାତ୍ରା ଲାଭପ୍ରଦ ହେବ। ଗମ୍ଭୀରତାର ସହିତ କୌଣସି ଖାସ୍ ମାମଲାର ସମାଧାନ ହୋଇପାରେ। ଖର୍ଚ୍ଚରେ ବୃଦ୍ଧି ହେବା ଦ୍ଵାରା ଆପଣଙ୍କ ମନ ଦୁଃଖ ହୋଇପାରେ। ଆପଣଙ୍କ ଆୟ ରେ ବୃଦ୍ଧି ହେବ।

ପ୍ରେମ ମାମଲାରେ, ବିବାହ ପକ୍କା ହୋଇପାରେ। ପାର୍ଟନରଙ୍କ ସହିତ ସମ୍ବନ୍ଧ ସୁଦୃଢ ରହିବ।

କ୍ୟାରିୟର ମାମଲାରେ, ନୂଆ ବ୍ୟାପାର ବା ଚାକିରୀ ମିଳିବାର ସମ୍ଭାବନା ରହିଛି।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ରୂପରେ ଅସୁସ୍ଥ ଅନୁଭବ କରି ପାରନ୍ତି। ଯେଉଁଥିପାଇଁ ଚିନ୍ତିତ ରହି ପାରନ୍ତି।

କର୍କଟ ରାଶି –

ବ୍ୟବସାୟିକ ଯାତ୍ରା ସଫଳ ରହିବ। ଅପ୍ରତ୍ୟାଶିତ ଲାଭ ମିଳିବାର ସମ୍ଭାବନା ରହିଛି। ବିରୋଧୀ ଆପଣଙ୍କ ବିରୁଦ୍ଧରେ କିଛି ଷଡ଼ଯନ୍ତ୍ର କରି ପାରନ୍ତି।ରୋଜଗାର ପ୍ରାପ୍ତ ହୋଇପାରେ। ଆପଣଙ୍କ କାର୍ଯ୍ୟ ଯୋଗୁଁ ଅନ୍ୟମାନଙ୍କୁ ପ୍ରେରଣା ପ୍ରାପ୍ତ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆପଣଙ୍କୁ ନିଜ ପରିଶ୍ରମର ଫଳ ପ୍ରାପ୍ତ ହେବ।

ପ୍ରେମ ମାମଲାରେ, ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଅନୁକୂଳ ରହିଛି।

କ୍ୟାରିୟର ମାମଲାରେ, ବିଦ୍ୟାର୍ଥୀ ମାନଙ୍କୁ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ରୂପରେ ଦୁର୍ବଳତା ଅନୁଭବ କରି ପାରନ୍ତି।

ସିଂହ ରାଶି –

ସିଂହ ରାଶିର ଲୋକଙ୍କ ପାଇଁ ଏହି ସପ୍ତାହ ବିବାଦପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ଆପଣଙ୍କ ସ୍ୱାଭିମାନକୁ ହାନୀ ପହଞ୍ଚି ପାରେ। ଆୟର ସ୍ରୋତକୁ ବଢେଇବା ପାଇଁ ପ୍ରୟାସ କରନ୍ତୁ। ଘରର ମାହୋଲ ଆପଣଙ୍କ ପାଇଁ ସୁଖମୟ ରହିବ। ପରିବାର ତରଫରୁ ସହଯୋଗ ପ୍ରାପ୍ତ ହେବ। ଦୂର ସ୍ଥାନରୁ ଶୋକ ସମାଚାର ମିଳିପାରେ।

ପ୍ରେମ ମାମଲାରେ, ପ୍ରେମୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ।

କ୍ୟାରିୟର ମାମଲାରେ, କାର୍ଯ୍ୟ କ୍ଷେତ୍ରରେ ବଡ଼ ମହତ୍ୱପୂର୍ଣ୍ଣ କାର୍ଯ୍ୟ ପୂରଣ କରିବେ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ଏବଂ ମାନସିକ ରୂପରେ ସୁଦୃଢ ରହିବେ।

କନ୍ୟା ରାଶି –

ଶିକ୍ଷା କ୍ଷେତ୍ରରେ କରିଥିବା ପରିଶ୍ରମ ସାର୍ଥକ ହେବ। ବ୍ୟବସାୟିକ ପ୍ରତିଷ୍ଠା ବଢିବ। କିଛି ସମସ୍ୟା ଆପଣଙ୍କୁ ହଇରାଣ କରି ପାରେ। କୌଣସି ବିବାଦରେ ସାମିଲ ହୁଅନ୍ତୁ ନାହିଁ। ଉଚ୍ଚ ଅଧିକାରୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। କାର୍ଯ୍ୟ କ୍ଷେତ୍ରରେ କିଛି ସମସ୍ୟା ଦେଖା ଦେଇପାରେ।

ପ୍ରେମ ମାମଲାରେ, କୌଣସି ଖାସ୍ ବ୍ୟକ୍ତିଙ୍କ ରାୟ ଆପଣଙ୍କ ପ୍ରେମ ଜୀବନ ପାଇଁ ଫାଇଦା ସାବ୍ୟସ୍ତ ହୋଇପାରେ।

କ୍ୟାରିୟର ମାମଲାରେ, ରୋଜଗାର ନଥିବା ଲୋକଙ୍କୁ ରୋଜଗାର ମିଳିପାରେ।

ସ୍ବାସ୍ଥ୍ୟ ମାମଲାରେ, ପ୍ରତ୍ୟହ ବ୍ୟାୟାମ କରନ୍ତୁ, ଯାହାଦ୍ବାରା

ତୁଳା ରାଶି –

ଏହି ସପ୍ତାହରେ ଆପଣଙ୍କୁ ଚାକିରୀ ଅଥବା କାରବାରରେ ଲାଭ ମିଳିବ। କୌଣସି ବ୍ୟକ୍ତିଙ୍କ ସହିତ ମତଭେଦ ହୋଇପାରେ। ଭୁଲ ବୁଝାମଣା ସୃଷ୍ଟି ହୋଇପାରେ। ବିଦ୍ୟାର୍ଥୀ ମାନଙ୍କର ପାଠପଢ଼ାରେ ମନ ଲାଗିବ। ଶୋଧ ଆଦି କାର୍ଯ୍ୟ ସଫଳ ରହିବ। ଉଚ୍ଚ ଅଧିକାରୀଙ୍କ ସହିତ ମତଭେଦ ହୋଇପାରେ।

ପ୍ରେମ ମାମଲାରେ, ଦାମ୍ପତ୍ୟ ଜୀବନ ପାଇଁ ସପ୍ତାହଟି ଅନୁକୂଳ ରହିଛି। ପ୍ରେମ ଜୀବନ ସାମାନ୍ୟ ରହିବ।

କ୍ୟାରିୟର ମାମଲାରେ, ଆପଣଙ୍କର ପ୍ରଫେସନାଲ ଜୀବନ ସୁଦୃଢ ରହିବ। ଆର୍ଥିକ ସ୍ତରରେ ଆପଣଙ୍କୁ ଫାଇଦା ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ମାନସିକ ରୂପରେ ଆପଣ ଅସୁସ୍ଥ ଅନୁଭବ କରିବେ। ଆଖି ପୀଡ଼ା ହେବାର ସମ୍ଭାବନା ରହିଛି।

ବିଛା ରାଶି –

ଏହି ସପ୍ତାହ ରେ ଆପଣ କଠିନ ପଦକ୍ଷେପ ନେଇ ପାରନ୍ତି। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଆପଣ କୌଣସି କଥାକୁ ନେଇ ଚିନ୍ତିତ ରହି ପାରନ୍ତି। ନୂଆ ବଡ଼ କାର୍ଯ୍ୟ ସମ୍ପନ୍ନ କରିବେ। ଘରେ ବାହାରେ ଆନନ୍ଦର ମାହୋଲ ରହିବ।ଆପଣଙ୍କ ଆତ୍ମବିଶ୍ବାସ ଏବଂ ମନୋବଳ ସୁଦୃଢ ରହିବ। କାର୍ଯ୍ୟ ମାମଲାରେ ଆପଣଙ୍କ ପରିଶ୍ରମ ସାର୍ଥକ ରହିବ।

ପ୍ରେମ ମାମଲାରେ, ପ୍ରେମ ଏବଂ ବୈବାହିକ ଜୀବନ ସୁଖମୟ ରହିବ।

କ୍ୟାରିୟର ମାମଲାରେ, ଆପଣ ଯେଭଳି ପରିଶ୍ରମ କରିବେ, ସେହି ଅନୁସାରେ ସଫଳତା ପାଇବେ।

ସ୍ବାସ୍ଥ୍ୟ ମାମଲାରେ, ଆପଣ ଖେଳକୁଦରେ ରୁଚି ରଖିବେ।

Google

ଧନୁ ରାଶି –

କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ। ନିବେଶ ରେ ଆପଣଙ୍କର ସମୃଦ୍ଧି ଏବଂ ଆର୍ଥିକ ଲାଭ ମିଳିବ। ଜୀବନସାଥୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। କାରବାରରେ ଲାଭ ମିଳିବ। ନିଜର ବିଚାର ବଳରେ କଠିନ ପରିଶ୍ରମ କରିବେ। ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ।

ପ୍ରେମ ମାମଲାରେ, ଅବିବାହିତ ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ।

କ୍ୟାରିୟର ମାମଲାରେ, ବ୍ୟକ୍ତିଗତ ଜୀବନ ଏବଂ କ୍ୟାରିୟର ମାମଲାରେ ଉନ୍ନତି ହେବାର ଯୋଗ ରହିଛି।

ସ୍ବାସ୍ଥ୍ୟ ମାମଲାରେ, ପ୍ରତ୍ୟହ ସକାଳେ ବ୍ୟାୟାମ କରନ୍ତୁ।

ମକର ରାଶି –

ବଡ଼ କାର୍ଯ୍ୟ ସମ୍ପନ୍ନ ହୋଇପାରେ। ଖରାପ ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ। କାଠୁଆ କ୍ଷେତ୍ରରେ ଅନୁକୂଳ ପରିସ୍ଥିତି ରହିବ। ଆପଣଙ୍କ ମନ ଅଶାନ୍ତ ରହି ପାରେ। ଜରୁରୀ କାର୍ଯ୍ୟ ପାଇଁ ନିଷ୍ପତ୍ତି ନେଇ ପାରନ୍ତି। ଭବନାତ୍ମକ ରୂପରେ ସମସ୍ୟା ଦେଖା ଦେଇପାରେ। କାର୍ଯ୍ୟ କ୍ଷେତ୍ରରେ ବିଶେଷ ବ୍ୟକ୍ତିଙ୍କ ସହିତ ଦେଖାସାକ୍ଷାତ ହୋଇପାରେ।

ପ୍ରେମ ମାମଲାରେ, ଏହି ସପ୍ତାହ ପ୍ରେମୀ ଯୁଗଳଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ।

କ୍ୟାରିୟର ମାମଲାରେ, ବ୍ୟାପାର ବ୍ୟବସାୟ ଠିକ୍ ଠାକ୍ ରହିବ। ନିବେଶ ରେ ଶୀଘ୍ରତା କରନ୍ତୁ ନାହିଁ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ରୂପରେ କଠିନ ପରିଶ୍ରମ କରିବା ଦ୍ଵାରା ଆଳସ୍ୟ ଅନୁଭବ କରି ପାରନ୍ତି।

କୁମ୍ଭ ରାଶି –

ବାହନ ପ୍ରୟୋଗ ସମୟରେ ସାବଧାନ ରହିବାକୁ ପଡ଼ିବ। ବିତ୍ତୀୟ ମୋର୍ଚ୍ଚାରେ ଲାଭ ମିଳିବ। କଳା ଏବଂ ସଙ୍ଗୀତ କ୍ଷେତ୍ରରେ ଲାଭ ମିଳିବ। ଶାରୀରିକ ରୂପରେ ଦୁର୍ବଳତା ଅନୁଭବ କରି ପାରନ୍ତି। ଅତିରିକ୍ତ ଧନ ଲାଭ ହୋଇପାରେ। ପାରିବାରିକ ସଦସ୍ୟଙ୍କ ସହଯୋଗ ଆପଣଙ୍କୁ ମିଳିପାରେ। କାରବାର ରେ ଉଚ୍ଚ ଅଧିକାରୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ।

ପ୍ରେମ ମାମଲାରେ , ପାର୍ଟନରଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ସମ୍ବନ୍ଧ ସୁଦୃଢ ରହିବ।

କ୍ୟାରିୟର ମାମଲାରେ, ଅଧିକ ଆୟ କରିବା ପାଇଁ ପ୍ରୟାସ କରି ପାରନ୍ତି।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ।

ମୀନ ରାଶି –

ଏହି ସପ୍ତାହ ରେ ବ୍ୟାପାର ବ୍ୟବସାୟ ରେ ବୃଦ୍ଧି ହେବ। ଚିନ୍ତାରୁ ବଞ୍ଚିତ ହେବା ପାଇଁ ପ୍ରୟାସ କରି ପାରନ୍ତି। ଆପଣଙ୍କର ନିଷ୍ପତ୍ତି ନେବାର କ୍ଷମତାରେ ବୃଦ୍ଧି ହେବ। ଆପଣଙ୍କର ସବୁଠାରୁ ବଡ଼ ସ୍ଵପ୍ନ ପୂରଣ ହେବାର ଯୋଗ ରହିଛି। ବିରୋଧୀ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ। ନିଜ ଉତ୍ସାହ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆତ୍ମବିଶ୍ବାସ ସୁଦୃଢ ରହିବ।

ପ୍ରେମ ମାମଲାରେ, ପ୍ରେମୀଙ୍କ ସହିତ ଉତ୍ତମ ସମ୍ବନ୍ଧ ସ୍ଥାପନ ହେବ।

କ୍ୟାରିୟର ମାମଲାରେ, ଏହି ସପ୍ତାହରେ ଆପଣଙ୍କୁ ଚାକିରୀ ରେ ପଦୋନ୍ନତୀ ମିଳିପାରେ।

ସ୍ବାସ୍ଥ୍ୟ ମାମଲାରେ, ଏହି ସପ୍ତାହରେ ଆଣ୍ଠୁ ଗଣ୍ଠି ସମସ୍ୟା ଦେଖା ଦେଇପାରେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଭୋଲେନାଥ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *