Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶିବ ପାର୍ବତୀଙ୍କ କୃପାରୁ ଏହି ୩ଟି ରାଶିଙ୍କୁ ହେବ ଆର୍ଥୀକ ଲାଭ। ପ୍ରେମ ସମ୍ପର୍କରେ ଆସିବ ପରିବର୍ତନ।

ସେୟାର୍ କରନ୍ତୁ

ଗ୍ରହ ଏବଂ ନକ୍ଷତ୍ରଗୁଡିକର ସ୍ଥିତି କ୍ରମାଗତ ଭାବରେ ବଦଳିଥାଏ ଯେଉଁ କାରଣରୁ ମାନବ ଜୀବନ ପ୍ରଭାବିତ ହୋଇଥାଏ। ଜ୍ୟୋତିଷଙ୍କ ଅନୁଯାୟୀ ଯଦି କୌଣସି ବ୍ୟକ୍ତିଙ୍କ ରାଶିରେ ଗ୍ରହମାନଙ୍କର ସ୍ଥିତି ଭଲ ତେବେ ଏହା ଜୀବନରେ ଶୁଭ ଫଳାଫଳ ଦେଇଥାଏ କିନ୍ତୁ ଗ୍ରହଙ୍କର ସ୍ଥିତିର ଖରାପ ରହିବା ଯୋଗୁ ବ୍ୟକ୍ତିଙ୍କ ଜୀବନରେ ଅନେକ ସମସ୍ୟା ଉପୁଜିଥାଏ। ପରିବର୍ତ୍ତିତ ପ୍ରକୃତିକର ନିୟମ ଏବଂ ଏହା ନିରନ୍ତର ଚାଲିଥାଏ। ଏହାକୁ ଅଟକାଇବା ସମ୍ଭବ ନୁହେଁ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତେକ ରାଶିର ଲୋକଙ୍କର କୁଣ୍ଡଳିରେ ଗ୍ରହ ନକ୍ଷତ୍ରଙ୍କର ସ୍ଥିତି ଶୁଭ ସଙ୍କେତ ଦେଉଛି। ଏହି ରାଶିର ଲୋକଙ୍କ ଉପରେ ଭଗବାନ ଶିବ ଏବଂ ମା ପାର୍ବତୀଙ୍କର କୃପା ଦୃଷ୍ଟି ରହିବ ଏବଂ ଆୟର ଜବରଦସ୍ତ ବୃଦ୍ଧି ହେବାର ସମ୍ଭାବନା ଅଛି। ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ଲୋକମାନେ କିଏ?

ଆସନ୍ତୁ ଜାଣିବା ଭଗବାନ ଶିବ ପାର୍ବତୀଙ୍କ କୃପାରୁ କେଉଁ ରାଶି ମାନଙ୍କୁ ମିଳିବ ଲାଭ।

ମିଥୁନ ରାଶି:-

ଏହି ରାଶିର ଲୋକଙ୍କ ଉପରେ ଭଗବାନ ଶିବ ଏବଂ ମା ପାର୍ବତୀଙ୍କ କୃପା ଦୃଷ୍ଟି ବନି ରହିବ। ଆୟର ଉତ୍ସ ହାସିଲ ହେବ। ପ୍ରେମ ମାମଲାରେ ଆପଣ ଭାଗ୍ୟଶାଳୀ ସାବ୍ୟସ୍ତ ହେବେ। ପ୍ରେମ ସମ୍ପର୍କରେ ମଜବୁତ ଆସିବ। ଜୀବନର ଅନେକ ସମସ୍ୟାର ସମାଧାନ କରିପାରିବେ। ଚାକିରି କ୍ଷେତ୍ରରେ ଆପଣ ବହୁତ ଭଲ ପ୍ରଦର୍ଶନ କରିବେ। ଦାମ୍ପତ୍ୟ ଜୀବନରେ ଖୁସି ରହିବ। କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ପ୍ରଭାବଶାଳୀ ଲୋକଙ୍କର ସହଯୋଗ ମିଳିପାରିବ। ଆପଣଙ୍କର ଚିନ୍ତାଧାରା ସକାରାତ୍ମକ ରହିବ।

କନ୍ୟା ରାଶି:-

ଏହି ରାଶିର ଲୋକଙ୍କର ସମୟ ବହୁତ ଭଲ ରହିବ। ଆପଣଙ୍କର ଅଧିକତର ଯୋଜନା ସମାପ୍ତ ହେବ,ଯେଉଁଥି ପାଇଁ ଆପଣଙ୍କ ମନ ଖୁସିପୂର୍ଣ ରହିବ। ପରିବାର ଲୋକଙ୍କ ସହିତ ଆପଣ ହସ ଖୁସିରେ ସମୟ ବ୍ୟତିତ କରିବେ। ଭଗବାନ ଶିବ ଏବଂ ମା ପାର୍ବତୀଙ୍କ କୃପାରୁ ପ୍ରେମ ସମ୍ପର୍କରେ ମଜବୁତ ଆସିବ। ବ୍ୟବସାୟ ସହିତ ଜଡ଼ିତ ଲୋକ କୌଣସି ନୂତନ ଟେକ୍ନିକାଲ ବ୍ୟବହାର କରିପାରିବେ, ଯେଉଁଥି ପାଇଁ ଆପଣଙ୍କୁ ବଡ଼ ଧରଣର ଲାଭ ମିଳିବ। ପୁଜା ପାଠରେ ଆପଣଙ୍କର ମନ ଅଧିକ ଲାଗିବ। ସାମାଜିକ ଦାୟିତ୍ୱ ବଢ଼ିବ। ପ୍ରଭାବଶାଳୀ ଲୋକଙ୍କର ମାର୍ଗଦର୍ଶନରୁ କ୍ୟାରିୟର ଆଗକୁ ବଢ଼ିବ।

Google

କୁମ୍ଭ ରାଶି:-

ଏହି ରାଶିର ଲୋକଙ୍କ ଉପରେ ଭଗବାନ ଶିବ ଏବଂ ମା ପାର୍ବତୀଙ୍କର ବିଶେଷ କୃପା ଦୃଷ୍ଟି ରହିବ। କୌଣସି ପୁରୁଣା ଯୋଜନା ସଫଳ ହେବା କାରଣରୁ ବଡ଼ ଧରଣର ଲାଭ ମିଳିବାର ସମ୍ଭାବନା ଅଛି,ଯେଉଁଥି ପାଇଁ ଆପଣଙ୍କର ଆର୍ଥୀକ ସ୍ଥିତିର ସୁଧାର ଆସିବ। ଆପଣଙ୍କର ଭଲ ବ୍ୟବହାରରେ ଲୋକେ ବହୁତ ପ୍ରଭାବିତ ହେବେ। ପ୍ରେମ ଜୀବନରେ ସକାରାତ୍ମକ ପରିବର୍ତନ ଆସିବାର ସମ୍ଭାବନା ଅଛି। ଦାମ୍ପତ୍ୟ ଜୀବନରେ ଚାଲୁଥିବା ଅସୁବିଧା ଦୂର ହେବ। ସାମାଜିକ ଦାୟିତ୍ୱ ବଢ଼ିବ। ପ୍ରଭାବଶାଳୀ ଲୋକଙ୍କ ସହିତ ପରିଚୟ ବଢ଼ିବ। ଆପଣଙ୍କର ମନ ଶାନ୍ତ ରହିବ। ଭଗବାନଙ୍କ ଉପାସନାରେ ଅଧିକ ମନ ଲାଗିବ। କୋର୍ଟ କଚେରୀ କାର୍ଯ୍ୟରେ ବିଜୟୀ ହେବେ।

ଆସନ୍ତୁ ଜାଣିବା ଅନ୍ୟ ରାଶି ମାନଙ୍କର ସ୍ଥିତି କିପରି ରହିବ।

ମେଷ ରାଶି:-

ଏହି ରାଶିର ଲୋକଙ୍କର ସମୟ ସାମାନ୍ୟ ରହିବ।ଆପଣ ନିଜ love lifeରେ କିଛି ଅଲଗା ଚିନ୍ତା କରିପାରନ୍ତି। ପ୍ରେମ ସମ୍ପର୍କ ଭଲ ରଖିବାକୁ ଚେଷ୍ଟା କରନ୍ତୁ। ଆପଣଙ୍କୁ ନିଜର ପ୍ରିୟଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଚାକିରି କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବନି ରହିବ। କାର୍ଯ୍ୟରେ ଚାପ ଅଧିକ ରହିବା କାରଣରୁ ଶାରୀରିକ କ୍ଲାନ୍ତ ଅନୁଭବ କରିବେ। ଆପଣ ସାଙ୍ଗ ମାନଙ୍କ ସହିତ ମିଶି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତ ହେବ। ନୂତନ ଲୋକଙ୍କ ସହିତ ପରିଚୟ ସୃଷ୍ଟି ହୋଇପାରେ କିନ୍ତୁ ଆପଣ ଅପରିଚିତ ଲୋକଙ୍କୁ ଦରକାରଠୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ।

ବୃଷ ରାଶି:-

ବୃଷ ରାଶିର ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିବ। କାର୍ଯ୍ୟ କରିବାର ପ୍ରଣାଳୀରେ କୌଣସି ନୂତନ କରିବାକୁ ଚେଷ୍ଟା କରିପାରିବେ। ବନ୍ଧୁମାନଙ୍କର ସମ୍ପୂର୍ଣ୍ଣ ସହଯୋଗ ଲାଭ କରିବେ। ଆପଣଙ୍କର ମନ ଶାନ୍ତ ରହିବ । ମନୋରଞ୍ଜନ କାର୍ଯ୍ୟକଳାପରେ ଅଧିକ ଅର୍ଥ ଖର୍ଚ୍ଚ ହେବାର ସମ୍ଭାବନା ଅଛି । ଆପଣ ନିଜର ଆୟ ଅନୁଯାୟୀ ଖର୍ଚ୍ଚ ନିୟନ୍ତ୍ରଣ କରିବା ଉଚିତ ନଚେତ ଭବିଷ୍ୟତରେ ଆପଣ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇପାରନ୍ତି। ଭଗବାନଙ୍କ ଭକ୍ତିରେ ଆପଣଙ୍କ ମନ ଅଧିକ ରହିବ। ପିତାମାତାଙ୍କ ସହିତ କୌଣସି ମନ୍ଦିର ପରିଦର୍ଶନ କରିପାରନ୍ତି।

କର୍କଟ ରାଶି:-

କର୍କଟ ରାଶି ଥିବା ବ୍ୟକ୍ତିମାନେ ନିଜ କାର୍ଯ୍ୟରେ ବହୁତ ବ୍ୟସ୍ତ ରହିବେ। ଆପଣ ନିଜର କୌଣସି କାର୍ଯ୍ୟରେ ତତ୍ପର ହୁଅନ୍ତୁ ନାହିଁ ନଚେତ କାମଟି ଖରାପ ହୋଇପାରେ। ଚାକିରି କ୍ଷେତ୍ରରେ କୌଣସି ସହକର୍ମୀଙ୍କ ସହିତ ବିବାଦ ହେବାର ସମ୍ଭାବନା ଅଛି। ଆପଣଙ୍କର କ୍ରୋଧ ଏବଂ ବକ୍ତବ୍ୟକୁ ନିୟନ୍ତ୍ରଣ କରିବାକୁ ପଡିବ। ପାରିବାରିକ ଦାୟିତ୍ୱ ଉପରେ ଧ୍ୟାନ ଦେବା ଆବଶ୍ୟକ କରେ। ଘରର କୌଣସି ସଦସ୍ୟ ଆଘାତ ହୋଇପାରନ୍ତି। କ୍ୟାରିୟରରେ ଅଗକୁ ବଢିବାର ସମ୍ପୂର୍ଣ ଚେଷ୍ଟା କରିପାରିବେ।

Google

ସିଂହ ରାଶି:-

ଏହି ରାଶି ଥିବା ଲୋକମାନଙ୍କୁ ଧନ ହାନି ହେବାର ସମ୍ଭାବନା ଅଛି। ଟଙ୍କା କାରବାରରେ ସତର୍କତା ବ୍ୟବହାର କରନ୍ତୁ। ହଠାତ ଆପଣ କୌଣସି ସମ୍ପର୍କୀୟଙ୍କଠାରୁ ଅଶୁଭ ଖବର ପାଇପାରନ୍ତି ଯାହା ଆପଣଙ୍କୁ ବହୁତ ଚିନ୍ତିତ କରିବ। ପତି-ପତ୍ନୀଙ୍କ ମଧ୍ୟରେ ଭୁଲ ବୁଝାମଣା ହୋଇପାରେ। ପ୍ରେମ ଜୀବନ ସ୍ୱାଭାବିକ ହେବ। ଆପଣଙ୍କ ପିଲାମାନଙ୍କର ନକାରାତ୍ମକ କାର୍ଯ୍ୟକଳାପ ଉପରେ ନଜର ରଖନ୍ତୁ ନଚେତ ସେମାନଙ୍କୁ କଷ୍ଟ ଭୋଗିବାକୁ ପଡିପାରେ। ଯେଉଁମାନେ ବ୍ୟବସାୟ ସହିତ ଜଡିତ ଅଛନ୍ତି ସେମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ଯଦି ଆପଣ କିଛି ପରିବର୍ତ୍ତନ କରିବାକୁ ଚାହାଁନ୍ତି ତେବେ ପ୍ରଥମେ ଭଲ ଭାବରେ ଚିନ୍ତା କରନ୍ତୁ ନଚେତ ଲାଭରେ ହ୍ରାସ ହୋଇପାରେ।

ତୁଳା ରାଶି:-

ଏହି ରାଶିର ଲୋକଙ୍କ ସମୟ ବହୁତ ଦୁର୍ବଳ ରହିବାର ଦେଖାଯାଉଛି। ପୁରୁଣା ସମସ୍ୟାକୁ ନେଇ ଆପଣ ବହୁତ ଅସନ୍ତୋଷ ଅନୁଭବ କରିପାରନ୍ତି। ଆପଣଙ୍କର ଚିନ୍ତାଧାରାକୁ ସକାରାତ୍ମକ ରଖିବାକୁ ପଡିବ। ଅତ୍ୟଧିକ ବ୍ୟତିକ୍ରମ ହୋଇପାରେ। ରୋଜଗାର ହ୍ରାସ ହେବାର ସମ୍ଭାବନା ଅଛି।ଆପଣ ନିଜ ବ୍ୟବହାରକୁ ନିୟନ୍ତ୍ରଣ କରିବାକୁ ପଡିବ। ପ୍ରେମ ଜୀବନ ସୁନ୍ଦର ହେବାକୁ ଯାଉଛି। ପ୍ରିୟଙ୍କ ସମ୍ପୂର୍ଣ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ଚାଲିଥିବା ସମସ୍ୟାର ସମାଧାନ ହୋଇପାରେ। ସ୍ୱାମୀ ଏବଂ ସ୍ତ୍ରୀ ପରସ୍ପରକୁ ବୁଝିବାକୁ ଚେଷ୍ଟା କରନ୍ତୁ।

ବିଛା ରାଶି:-

ଏହି ରାଶିଥିବା ଲୋକଙ୍କ ମନରେ ନୂତନ ଚିନ୍ତାଧାରା ସୃଷ୍ଟି ହୋଇପାରେ। ଆପଣ କାର୍ଯ୍ୟରେ ଅଧିକ ପରିଶ୍ରମ କରିବେ ଯାହା ଭବିଷ୍ୟତରେ ଲାଭଦାୟକ ରହିବ। ନିକଟ ସମ୍ପର୍କୀୟଙ୍କଠାରୁ ଉପହାର ପାଇବାର ସମ୍ଭାବନା ଅଛି।ଆପଣଙ୍କୁ ଆବଶ୍ୟକ କାର୍ଯ୍ୟଗୁଡିକ ଠିକ ସମୟରେ କରିବାକୁ ପରାମର୍ଶ ଦିଆଯାଇଛି ନଚେତ କାର୍ଯ୍ୟଭାର ଅଧିକ ହୋଇପାରେ। ଘରେ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନର ଆଲୋଚନା ହୋଇପାରେ। ମାଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। ପିଲାମାନଙ୍କଠାରୁ ଚିନ୍ତା କମ ହେବ।

ଧନୁ ରାଶି:-

ଏହି ରାଶିର ଲୋକଙ୍କୁ ନିବେଶ ସମ୍ବୋଦ୍ଧିତ କାର୍ଯ୍ୟରେ ବହୁତ ସମ୍ଭାଳି କରି ରହିବାକୁ ହେବ କାରଣ ଆପଣଙ୍କର କ୍ଷତି ହେବାର ସମ୍ଭାବନା ଦେଖାଯାଉଛି। ପ୍ରେମ ଜୀବନ ଉତ୍ତମ ରହିବ। ସାଙ୍ଗ ମାନଙ୍କ ସହିତ ବୁଲିଯିବାର ଯୋଜନା କରିପରନ୍ତି। ଅବିବାହିତ ଲୋକଙ୍କୁ ବିବାହର ଭଲ ପ୍ରସ୍ତାବ ମିଳିପାରେ। ବ୍ୟବସାୟ ସହିତ ଜଡ଼ିତ ଲୋକଙ୍କୁ ନିଜ କାମ ସମ୍ପର୍କରେ ଯୋଜନା ଅନ୍ୟ କାହା ଆଗରେ କହିବେ ନାହିଁ ନଚେତ କେହି ଏହାର ଫାଇଦା ଉଠାଇ ପାରନ୍ତି। ବିବାହିତ ଜୀବନ ଭଲ ରହିବ। ଆପଣ ନିଜ ଜୀବନସାଥୀଙ୍କ ସହିତ ରୋମାଣ୍ଟିକ ସମୟ ଅତିବାହିତ କରିବେ। ସାଙ୍ଗ ମାନଙ୍କ ସହିତ ଦେଖା ସାକ୍ଷାତ ଲାଗି ରହିବ।

ମକର ରାଶି:-

ଏହି ରାଶିର ଲୋକମାନେ ଅଫିସରେ ଅଟକି ରହିଥିବା କାର୍ଯ୍ୟରେ ଅଧିକ ପରିଶ୍ରମ କରିବେ। ବଡ଼ ଅଧିକାରୀ ମାନଙ୍କର ସହଯୋଗ ମିଳିପାରେ। ସ୍ବାସ୍ଥ୍ୟରେ ଉଥାନ ପତନର ସ୍ଥିତି ରହିବ। ଖାଇବା ପିଇବାର ପରିବର୍ତନ କରବା ଆବଶ୍ୟକ ଅଟେ। ପରିବାର ଏବଂ ସନ୍ତାନଙ୍କର ସହଯୋଗ ମିଳିପାରେ। ଆବଶ୍ୟକତା ଠାରୁ ଖର୍ଚ୍ଚ ଅଧିକ ବଢ଼ିବ। କିଛି କାମରେ ଆପଣଙ୍କୁ ନିରାଶା ହେବାକୁ ପଡିପାରେ।

ମୀନ ରାଶି:-

ଏହି ରାଶିର ଲୋକଙ୍କ ସମୟ ମିଶ୍ରିତ ରହିବ। ଘର ପରିବାର ଲୋକଙ୍କ ସହିତ ଆପଣ ଅଧିକ ସମୟ ବ୍ୟତିତ କରିବେ। ଅଭିଜ୍ଞ ଲୋକଙ୍କ ପରାମର୍ଶରୁ ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ, ଯେଉଁଥିରେ ଆପଣଙ୍କୁ ଭଲ ଲାଭ ମିଳିବ। ପ୍ରାଇଭେଟ ଚାକିରି କରୁଥିବା ଲୋକଙ୍କୁ ଅଳ୍ପ ସମ୍ଭାଳି କରି ରହିବାକୁ ପଡ଼ିବ କାରଣ ବଡ଼ ଅଧିକାରୀ ମାନଙ୍କ କ୍ରୋଧର ସାମ୍ନା କରିବାକୁ ପଡିପାରେ। ମିଡିଆରେ କାମ କରୁଥିବା ଲୋକଙ୍କୁ ସୁନ୍ଦର ସୁଯୋଗ ମିଳିପାରେ। ଦାନ ଧର୍ମରେ ମନ ଅଧିକ ଲାଗିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ହରପାର୍ବତୀ ” ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *