Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୧୧ ଜାନୁଆରୀ ୨୦୨୧, ସୋମବାର: ଆଜି ଏହି ୩ଟି ରାଶିର ଭାଗ୍ୟ ଭଲ ରହିବ, ଉନ୍ନତିର ମାର୍ଗ ଖୋଲିବ

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ସୋମବାର ୧୧ ଜାନୁଆରୀର ରାଶିଫଳ କହିବାକୁ ଯାଉଛୁ। ରାଶିଫଳର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୧୧ ଜାନୁଆରୀ ୨୦୨୧।

ମେଷ ରାଶି:-

ଏହି ରାଶିର ଲୋକଙ୍କର ଆଜି ମନ ବହୁତ ଖୁସି ରହିବ। ସୁଖ ସୁବିଧା ଜିନିଷରେ ବୃଦ୍ଧି ହେବ। ପାରିବାରିକ ପରିବେଶ ସୁଖଦ ରହିବ। ଆପଣ ନିଜ ପାରିବାରିକ ଜୀବନରେ ଆନନ୍ଦ ପାଇବେ। ଆପଣ କୌଣସି ଲାଭଜନକ କାର୍ଯ୍ୟରେ ଯାଇପାରନ୍ତି। ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବ। ଆପଣ ନିଜ କାର୍ଯ୍ୟରେ ଖୁସି ରହିବେ। ସଂଧ୍ୟାରେ କୌଣସି ଖୁସି ଖବର ମିଳିବାର ସମ୍ଭାବନା ଅଛି। ସାଙ୍ଗ ମାନଙ୍କ ସହିତ ଭଲ ତାଳମେଳ ରହିବ।

ବୃଷ ରାଶି:-

ଏହି ରାଶିର ଲୋକଙ୍କୁ ଭାଗ୍ୟର ଫଳ ମିଳିବ। ଭାଗ୍ୟ ସାହାରାରେ କାମ କାର୍ଯ୍ୟ ସମାପ୍ତ ହେବ। କୌଣସି ପୁରୁଣା ବିନିଯୋଗର ଲାଭ ମିଳିପାରେ। ଖାଇବା ପିଇବା ପ୍ରତି ଆଗ୍ରହ ବଢ଼ିବ। ଆପଣ ନିଜର କୌଣସି ବି କାର୍ଯ୍ୟରେ ତତ୍ପର ହୁଅନ୍ତୁ ନାହିଁ ନଚେତ କାମ ଖରାପ ହୋଇପାରେ। ବ୍ୟବସାୟ ସହିତ ଜଡ଼ିତ ଲୋକଙ୍କୁ ଲାଭ ମିଳିବ। ଆପଣ ନିଜର ଶତୃଙ୍କୁ ପରାସ୍ତ କରିବେ। ସାମାଜିକ କାର୍ଯ୍ୟକ୍ରମରେ ନିୟୋଜିତ ହେବାର ସୁଯୋଗ ମିଳିପାରେ।

ମିଥୁନ ରାଶି:-

ଏହି ରାଶିର ଲୋକଙ୍କୁ ଆଜିର ଦିନରେ ଉଥାନ ପତନ ଦେଇ ଗତି କରିବାକୁ ପଡ଼ିବ। ଆପଣ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ଯୋଜନା ଆରମ୍ଭ କରିବାର ନିଷ୍ପତି ନେଇ ପାରନ୍ତି। ସଫଳତା ପାଇବା ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଆର୍ଥୀକ ଲାଭ ମିଳିବାର ଆସା ଅଛି। ସ୍ବାସ୍ଥ୍ୟ ଉପରେ ପାଗର ନକାରାତ୍ମକ ପ୍ରଭାବ ପଡିପାରେ ସେଥିପାଇଁ ସ୍ବାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ।ଟଙ୍କା କାରବାରରେ ସାବଧାନ ରୁହନ୍ତୁ। ଜମି ଜମା ସହିତ ଜଡ଼ିତ ଥିବା ନିବେଶରେ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହେବ।

Google

କର୍କଟ ରାଶି:-

ଏହି ରାଶିର ଜାତକ ଆଜି କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିପାରେ। ଜୀବନର ସମସ୍ତ କ୍ଷେତ୍ରରେ ପ୍ରଗତିର ଦିଗ ଆଗକୁ ବଢ଼ିବ। ଆପଣ ନିଜ ଯୋଜନାକୁ ସମାପ୍ତ କରିପାରିବେ। ଉନ୍ନତିର ଦିଗ ହାସଲ କରିବେ। ପ୍ରଭାବଶାଳୀ ଲୋକଙ୍କର ମାର୍ଗଦର୍ଶନ ହୋଇପାରେ। ଯେଉଁ ଲୋକମାନେ ଦୀର୍ଘ ଦିନରୁ ଚାକିରି ଖୋଜୁଛନ୍ତି ସେମାନଙ୍କୁ ଭଲ ଚାକିରି ମିଳିବାର ସମ୍ଭାବନା ରହିଛି। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ। ପ୍ରେମ ଜୀବନ ବ୍ୟତିତ କରୁଥିବା ଲୋକ ନିଜ ପ୍ରିୟଙ୍କ ସହିତ ମନ କଥା କହି ପାରିବେ।

ସିଂହ ରାଶି:-

ଏହି ରାଶିର ଜାତକଙ୍କ ବ୍ୟକ୍ତିଗତ ସମ୍ପର୍କରେ ସୁଧାର ଆସିବ। ସ୍ବାସ୍ଥ୍ୟ ଭଲ ରହିବ। କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ବନ୍ଧୁଙ୍କର ସହଯୋଗ ମିଳିପାରେ। ଭାଗିଦାରିରେ ଯଦି ଆପଣ କୌଣସି କାର୍ଯ୍ୟ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ଲାଭ ମିଳିବ। ସନ୍ତାନଙ୍କ ତରଫରୁ ଖୁସି ଖବର ମିଳିବାର ସମ୍ଭାବନା ଅଛି। ବନ୍ଧୁ ବାଦ୍ଧବଙ୍କ ସହିତ ଦେଖା ହୋଇପାରେ। ସାମାଜିକ ଦାୟିତ୍ୱ ବଢ଼ିବ। ଛୋଟ ବ୍ୟବସାୟରେ ଜଡ଼ିତ ଲୋକମାନଙ୍କୁ ଅଧିକ ଲାଭ ମିଳିବାର ସମ୍ଭାବନା ଅଛି।

କନ୍ୟା ରାଶି:-

ଏହି ରାଶି ଥିବା ଜାତକଙ୍କ ଯୋଜନା ସମାପ୍ତ ହେବ। ମହାନ ଲୋକଙ୍କର ସହଯୋଗ ମିଳିବ। କୌଣସି ପୁରୁଣା ବାଦ ବିବାଦ ସମାପ୍ତ ହୋଇପାରେ। ସୃଜନଶୀଳ କାର୍ଯ୍ୟରେ ଆଗ୍ରହ ବୃଦ୍ଧି ପାଇବ। ବିପରୀତ ପରିସ୍ଥିତିର ସମ୍ମୁଖୀନ କରିବାରେ ସକ୍ଷମ ହେବେ। ପାରିବାରିକ ପରିବେଶ ସକାରାତ୍ମକ ରହିବ। ଘରେ ଶୁଭ କାର୍ଯ୍ୟର ଯୋଜନା ପ୍ରସ୍ତୁତ ହୋଇପାରେ।

ତୁଳା ରାଶି:-

ଏହି ରାଶି ଥିବା ଜାତକଙ୍କର ଆଜିର ଦିନରେ ବହୁତ ସତର୍କ ହୋଇ ରହିବାର ଆବଶ୍ୟକ ଅଟେ। କାରଣ ଆପଣଙ୍କର କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଖରାପ ହୋଇପାରେ। ସାଙ୍ଗ ମାନଙ୍କ ସହିତ କୌଣସି କଥାକୁ ନେଇ ବିବାଦ ହେବାର ସମ୍ଭାବନା ଅଛି। ବ୍ୟକ୍ତିଗତ ଜୀବନରେ ସମସ୍ୟା ସୃଷ୍ଟି ହୋଇପାରେ। ପତି ପତ୍ନୀଙ୍କ ମଧ୍ୟରେ ଭୁଲ ବୁଝାମଣା କାରଣ ଯୋଗୁ ମତଭେଦ ହୋଇପାରେ। ଆପଣଙ୍କୁ ନିଜର କ୍ରୋଧ ଏବଂ କଥା ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। ବିପରୀତ ପରିସ୍ଥିତିରେ ବୁଦ୍ଧିମାନ ସହିତ କାମ କରନ୍ତୁ।

ବିଛା ରାଶି:-

ଏହି ରାଶି ଥିବା ଜାତକଙ୍କର ଆଜିର ଦିନ ମିଶ୍ରିତ ରହିବ।ଶାରୀରିକ ଏବଂ ମାନସିକ ସ୍ତରରେ ଅଳ୍ପ ଚିନ୍ତିତ ଦେଖାଯିବେ। କାମ କାର୍ଯ୍ୟରେ ମନ ଲାଗିବ ନାହିଁ। ଆପଣ ନିଜ ଉପରେ ନକାରାତ୍ମକ ପ୍ରଭାବକୁ ବିସ୍ତାର ହେବାକୁ ଦିଅନ୍ତୁ ନାହିଁ। କାର୍ଯ୍ୟ କ୍ଷେତ୍ର ଏବଂ ପରିବାରରେ ପରିଶ୍ରମର ସାମ୍ନା କରିବାକୁ ପଡିପାରେ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନର ପ୍ରାପ୍ତ ହେବ। ଗୁପ୍ତ ଶତୃମାନଙ୍କ ଠାରୁ ସମ୍ଭାଳି କରି ରହିବାକୁ ପଡ଼ିବ। କାରଣ ଏମାନେ ଆପଣଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରିପାରନ୍ତି।

ଧନୁ ରାଶି:-

ଏହି ରାଶି ଥିବା ଜାତକଙ୍କର ଆଜିର ଦିନ ଭଲ ରହିବାର ଦେଖିବାକୁ ମିଳୁଛି କିନ୍ତୁ ଆପଣ ନିଜ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ପରିବର୍ତନ ପାଗ ହେବା ଯୋଗୁ ସ୍ବାସ୍ଥ୍ୟ ପ୍ରଭାବିତ ହୋଇପାରେ। ଘରର ସୁଖ ସାଧନ ଉପରେ ଅଧିକ ଅର୍ଥ ଖର୍ଚ୍ଚ ହେବ। ଆପଣ ଅନ୍ୟର କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ। ଏଠାରେ ସେଠାରେ କାର୍ଯ୍ୟରେ ସମୟ ବର୍ବାଦ କରନ୍ତୁ ନାହିଁ। ନିଜର ଯୋଜନା ପ୍ରତି ଧ୍ୟାନ ଦିଅନ୍ତୁ। ସାମାଜିକ ଦାୟିତ୍ୱ ବଢ଼ିବ। ନୂତନ ନୂତନ ଲୋକଙ୍କ ସହିତ ସାକ୍ଷାତ ହେବ କିନ୍ତୁ ଆପଣ ଅପରିଚିତ ଲୋକଙ୍କ ଉପରେ ଶୀଘ୍ର ବିଶ୍ୱାସ କରନ୍ତୁ ନାହିଁ।

Google

ମକର ରାଶି:-

ଏହି ରାଶି ଥିବା ଜାତକଙ୍କ ଆଜିର ଦିନ ମଧ୍ୟମ ଫଳଦାୟକ ରହିବ।ଆପଣ ନିଜର କାମ କାର୍ଯ୍ୟରେ ଉନ୍ନତିର କିଛି ପରିବର୍ତନ କରିବାକୁ ଚେଷ୍ଟା କରିପାରନ୍ତି। ଯାହା ଆଗକୁ ଯାଇ ଆପଣଙ୍କୁ ଲାଭ ମିଳିବ। କୌଣସି ପୁରୁଣା ବନ୍ଧୁଙ୍କ ସହିତ ଦେଖା କରି ମନ  ଖୁସି ରହିବ। ଧାର୍ମିକ କାର୍ଯ୍ୟରେ ନିୟୋଜିତ ହେବାର ସୁଯୋଗ ମିଳିପାରେ। ବିଦ୍ୟାର୍ଥୀ ବର୍ଗର ଲୋକଙ୍କ ମନ ପଢ଼ାରେ ଲାଗିବ। ହଠାତ ଆପଣ କୌଣସି କଥାକୁ ନେଇ ଭାବୁକ ହୋଇପାରନ୍ତି। ଭାବପ୍ରବଣତା ହୋଇ ଆପଣ କୌଣସି ଗୁରୁତ୍ବପୂର୍ଣ ନିଷ୍ପତି ନିଅନ୍ତୁ ନାହିଁ।

କୁମ୍ଭ ରାଶି:-

ଏହି ରାଶିର ଜାତକଙ୍କୁ ଆଜିର ଦିନ ବହୁତ ଭଲ ଦେଖିବାକୁ ମିଳିବ। ମାନସିକ ସମସ୍ୟାରୁ ମୁକ୍ତି ମିଳିପାରେ। ଆପଣ ସମସ୍ତ ମାମଲାକୁ ବହୁତ ଭଲ ଭାବରେ ସମାଧାନ କରିବାକୁ ସଫଳ ହେବେ। ଆପଣ ନିଜର ମଧୁର କଥାରେ ଲୋକଙ୍କୁ ପ୍ରଭାବିତ କରିପାରନ୍ତି। କିଛି ନୂତନ ଶିଖିବାକୁ ପାଇପାରନ୍ତି। ଚାକିରି କ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତ ହେବ। ବଡ଼ ଅଧିକାରୀ ଆପଣଙ୍କୁ ସମ୍ପୂର୍ଣ ସହଯୋଗ କରିବେ। ବ୍ୟବସାୟ ବିସ୍ତାର ହେବାର ସମ୍ଭାବନା ଦେଖିବାକୁ ମିଳୁଛି। କୋର୍ଟ କଚେରୀ ମାମଲାରେ ଲାଭ ମିଳିବ। ପ୍ରେମ ସମ୍ପର୍କରେ ମଜବୁତ ଆସିବ। ଶୀଘ୍ର ହିଁ ଆପଣଙ୍କର ପ୍ରେମ ବିବାହ ହୋଇପାରେ।

ମୀନ ରାଶି:-

ଏହି ରାଶିର ଜାତକଙ୍କ ଆଜିର ଦିନ କଠିନ ରହିବ।ବ୍ୟକ୍ତିଗତ ସଂପର୍କରେ କୌଣସି କଥାକୁ ନେଇ ଭୁଲ ବୁଝାମଣା ହୋଇପାରେ। କୌଣସି ପ୍ରକାରର ବିତର୍କକୁ ଉତ୍ସାହିତ କରନ୍ତୁ ନାହିଁ। ଚାକିରି କ୍ଷେତ୍ରରେ ଆପଣଙ୍କୁ ଅଧିକ ଦୌଡ଼ିବାକୁ ପଡିବ। ବ୍ୟବସାୟ ସଂପର୍କରେ ଆପଣ କୌଣସି ଯାତ୍ରାକୁ ଯାଇପାରନ୍ତି। ଭ୍ରମଣ ସମୟରେ ଗାଡି ଚଲାଇବା ସମୟରେ ଅସାବଧାନତା ହୁଅନ୍ତୁ ନାହିଁ ନଚେତ ଆପଣ ଆଘାତ ପାଇପାରନ୍ତି। ଆପଣ ସାଙ୍ଗମାନଙ୍କ ଠାରୁ ସମ୍ପୂର୍ଣ୍ଣ ସହଯୋଗ ପାଇବେ।

ବନ୍ଧୁଗଣ ଆଜି ପ୍ରଭୁ ମହାଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ହର ହର ମହାଦେବ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *