Excuse Me Odisha

ଯାହା କହିବୁ ସତ କହିବୁ

ସାରା ଜୀବନରେ କେବେ ମଧ୍ୟ ହେବ ନାହିଁ କୌଣସି ରୋଗ , ସକାଳୁ ଉଠି ତୁରନ୍ତ କରନ୍ତୁ ଏହି ୩ଟି କାମ

ସେୟାର୍ କରନ୍ତୁ

ଆମ ଶରୀରରେ ହେଉଥିବା ପ୍ରାୟତଃ ସମସ୍ତ ରୋଗ ଆମର ଦାୟିତ୍ଵହୀନତା କାରଣରୁ ହୋଇଥାଏ। ଏବଂ ବହୁତ ରୋଗ ଭୁଲ ଖାଦ୍ୟପେୟ ଯୋଗୁଁ ହୋଇଥାଏ। କିନ୍ତୁ ଯଦି ସକାଳୁ ଉଠି କେବଳ ତିନୋଟି କଥାକୁ ଧ୍ୟାନରେ ରଖାଯାଏ , ତେବେ ଆମକୁ ଜୀବନସାରା କୌଣସି ରୋଗ ହେବ ନାହିଁ।

ଆମେ ରାତିରେ ଶୋଉଥିବା ସମୟରେ ଆମ ଶରୀର ଭିତରର ଅଙ୍ଗ ମଧ୍ୟ ଆମ ସହିତ ଶୋଇଥାଆନ୍ତି। ଅନେକ ଲୋକଙ୍କର ଅଭ୍ୟାସ ରହିଥାଏ ଯେ , ସକାଳୁ ଏକଦମ ଉଠିଯାଆନ୍ତି କିନ୍ତୁ କେବେ ମଧ୍ୟ ସକାଳର ଆରମ୍ଭ ଏଭଳି କରିବା ଉଚିତ ନୁହେଁ ଏବଂ ସକାଳେ ଉଠିବାରେ ଟିକିଏ ସମୟ ଲଗାଇବା ଉଚିତ। ନଚେତ ହୃଦ ରୋଗ ହେବାର ସମ୍ଭାବନା ରହିଥାଏ। ସେଥିପାଇଁ ସର୍ବଦା ନିଜ ବିଛଣାରୁ ଆରାମରେ ଉଠନ୍ତୁ ଏବଂ ଯଦି ସମ୍ଭବ ପାଞ୍ଚ ମିନିଟ ପର୍ଯ୍ୟନ୍ତ ନିଜ ଗୋଡ଼କୁ ବିଛଣାରୁ ତଳକୁ ଝୁଲାଇ ରଖନ୍ତୁ।

ସକାଳେ କିଛି ମଧ୍ୟ ଖାଇବା ପୂର୍ବରୁ ଅତିକମରେ ୨ ଗ୍ଲାସ ପାଣି ନିଶ୍ଚିତ ଭାବରେ ପିଇବା ଉଚିତ। ଏଭଳି କରିବା ଦ୍ୱାରା ଆପଣଙ୍କ ଶରୀରର ସମସ୍ତ ମଇଳା ବାହାରକୁ ବାହାରିଯାଇଥାଏ।

ସକାଳ ସମୟରେ ଗାଧୋଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଭାବରେ ବିବେଚନା କରାଯାଇଛି। କିନ୍ତୁ କେବେ ମଧ୍ୟ ଗରମ ପାଣିରେ ଗାଧୋଇବା ଉଚିତ ନୁହେଁ। କାରଣ ଆମ ମୁଣ୍ଡ ଏବଂ ଆଖି କଫ ପୂର୍ଣ୍ଣ ରହିଥାଏ। ଏବଂ ଗରମ ପାଣିରେ ଗାଧୋଇବା କାରଣରୁ କଫ ବଢିବାକୁ ଲାଗିଯାଇଥାଏ। ଯାହାଦ୍ୱାରା ଶରୀରରେ ଅନେକ ରୋଗ ଘର କରିନେଇଥାଏ। ଥଣ୍ଡା ଦିନରେ ମଧ୍ୟ ଗରମ ପାଣି ମୁଣ୍ଡରେ ଢାଳିବା ଉଚିତ ନୁହେଁ।

Google

ସକାଳ ସମୟରେ ଯୋଗ କରିବା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ରହିଥାଏ। ପ୍ରତିଦିନ ଅତିକମରେ ଅଧା ଘଣ୍ଟା ଯୋଗ କରିବା ଦ୍ୱାରା ଶରୀରରେ ବହୁତ ପରିବର୍ତ୍ତନ ଆସିବାକୁ ଲାଗିଥାଏ। ଏବଂ ଏହି ସମସ୍ତ ପରିବର୍ତ୍ତନକୁ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଭାବରେ ବିବେଚନା କରାଯାଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *