Excuse Me Odisha

ଯାହା କହିବୁ ସତ କହିବୁ

ଅଶୁଭ ଯୋଗ ସହିତ ବନୁଛି ଦୁଇଟି ଶୁଭ ଯୋଗ, ଚାରୋଟି ରାଶିର ଖୋଲିବ ଭାଗ୍ୟ, ଦୁଇଟିର ବଢିବ ସମସ୍ୟା ।

ସେୟାର୍ କରନ୍ତୁ

ଜ୍ୟୋତିଷ ଗଣନା ଅନୁସାରେ ଲଗାତାର ଗ୍ରହ ନକ୍ଷତ୍ରର ସ୍ଥିତିରେ ପରିବର୍ତ୍ତନ ଯୋଗୁଁ ଆକାଶ ମଣ୍ଡଳରେ ଅନେକ ଯୋଗର ନିର୍ମାଣ ହୋଇଥାଏ, ଏହାର ପ୍ରଭାବ ୧୨ଟି ରାଶି ଉପରେ କିଛି ନା କିଛି ପଡ଼ିବ। ବ୍ୟକ୍ତି ଉପରେ ଏହାର କିପରି ପ୍ରଭାବ ପଡ଼ିବ, ତାହା ଗ୍ରହର ସ୍ଥିତି ଉପରେ ନିର୍ଭର କରି ଥାଏ। ଜ୍ୟୋତିଷ ଗଣନା ଅନୁସାରେ ସର୍ବାର୍ଥସିଦ୍ଧି ଯୋଗ ଏବଂ ସୁକର୍ମା ନାମକ ଶୁଭ ଯୋଗ ବନୁଛି। ଏହାଛଡା ଅତିଗଣ୍ଡ ନାମକ ଅଶୁଭ ଯୋଗ ସୃଷ୍ଟି ହେଉଛି। ଏହି ସବୁର ଆପଣଙ୍କ ରାଶି ଉପରେ କିପରି ପ୍ରଭାବ ଏହି ବିଷୟରେ ଜାଣିବା।

ଆସନ୍ତୁ ଜାଣିବା କେଉଁ ରାଶି ଉପରେ ରହିବ ଶୁଭ ସମୟ –

ବୃଷ ରାଶିର ଲୋକଙ୍କ ଉପରେ ଏହାର ଶୁଭ ପ୍ରଭାବ ପଡ଼ିବ। ଉଧାର ଦେଇଥିବା ଟଙ୍କା ଫେରସ୍ତ ମିଳିପାରେ। ମହିଳା ବନ୍ଧୁଙ୍କ ଠାରୁ ଆପଣଙ୍କୁ ଫାଇଦା ମିଳିବ। ବିଦ୍ୟାର୍ଥୀ ମାନଙ୍କୁ ପ୍ରତିଯୋଗିତା ରେ ସଫଳତା ମିଳିବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ବିଦେଶ ଲ୍ରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଆପଣଙ୍କୁ ଲାଭ ମିଳିବ। ସନ୍ତାନ ସମ୍ବନ୍ଧିତ ସମସ୍ୟା ଦୂର ହେବ।

Google

କର୍କଟ ରାଶିର ଲୋକଙ୍କୁ ଶୁଭ ଯୋଗର ଉଚିତ ପରିଣାମ ପ୍ରାପ୍ତ ହେବ। ବ୍ୟାପାର ଲାଭଦାୟକ ରହିବ। ବିବାହ ଯୋଗ୍ୟ ଲୋକଙ୍କ ପାଇଁ ପ୍ରସ୍ତାବ ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପ୍ରେମ ଜୀବନରେ ସୁଖଦ ପରିଣାମ ପ୍ରାପ୍ତ ହେବ। ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ପଦୋନ୍ନତୀ ମିଳିପାରେ। ଆପଣ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି ।

କନ୍ୟା ରାଶିର ଲୋକଙ୍କୁ ଅପ୍ରତ୍ୟାଶିତ ଲାଭ ମିଳିବ। ସନ୍ତାନ ସମ୍ବନ୍ଧିତ ସମସ୍ୟା ଦୂର ହେବ। ନୂତନ ଦମ୍ପତ୍ତିଙ୍କୁ ସନ୍ତାନ ସୁଖ ମିଳିପାରେ। ବିଦ୍ୟାର୍ଥୀ ମାନଙ୍କୁ ପ୍ରତିଯୋଗିତାରେ ବସିବା ପାଇଁ ଅବସର ମିଳିପାରେ। ଶାସନ ସତ୍ତାର ସହଯୋଗ ପ୍ରାପ୍ତ ହେବ। ସରକାରୀ କ୍ଷେତ୍ରରେ ଚାକିରୀ କରୁଥିବା ଲୋକଙ୍କୁ ଫାଇଦା ମିଳିବ। ଆପଣଙ୍କ ବେତନ ରେ ବୃଦ୍ଧି ହେବ। ପ୍ରେମ ସମ୍ବନ୍ଧ ସୁଦୃଢ ରହିବ।

ବିଛା ରାଶିର ଲୋକଙ୍କର ସାହସ ଏବଂ ପରାକ୍ରମ ରେ ବୃଦ୍ଧି ହେବ। ପୁରୁଣା କରିଥିବା କାର୍ଯ୍ୟରେ ସଫଳତା ମିଳିବ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରଭାବିତ ହେବ। ବ୍ୟାପାରରେ ଭାରୀ ଲାଭ ମିଳିବ। ବନ୍ଧୁଙ୍କ ସହିତ ମିଶି ଆପଣ ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି, ଯେଉଁଥିରେ ଆପଣଙ୍କୁ ଫାଇଦା ମିଳିବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ। ଘରୋଇ ସୁଖ ସାଧନରେ ବୃଦ୍ଧି ହେବ। ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବ।ଭାଇଭଉଣୀଙ୍କ ସହିତ ଚାଲି ଥିବା ମତଭେଦ ଦୂର ହେବ।

ମକର ରାଶିର ଲୋକଙ୍କୁ କାର୍ଯ୍ୟ ମାମଲାରେ ସଫଳତା ପ୍ରାପ୍ତ ହେବ। କାର୍ଯ୍ୟ ବ୍ୟାପାର ରେ ଉନ୍ନତି ହେବ। ଆପଣଙ୍କ ଦ୍ଵାରା କରିଥିବା ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ଲାଭଦାୟକ ସାବ୍ୟସ୍ତ ହେବ। ଧର୍ମ କର୍ମ ମାମଲାରେ ରୁଚି ରଖିବେ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବେ। ରୋଜଗାର ନଥିବା ଲୋକଙ୍କୁ ଚାକିରୀ ମିଳିପାରେ। ବିବାହିତ ଲୋକଙ୍କର ଗୃହସ୍ଥ ଜୀବନ ସୁଖମୟ ରହିବ।ପ୍ରେମ ଜୀବନ ସୁଖମୟ ରହିବ।

ମୀନ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ବ୍ୟାପାର ରେ ଭାରୀ ଲାଭ ମିଳିପାରେ। ସରକାରୀ ଚାକିରୀ କରିଥିବା ଲୋକଙ୍କୁ ପଦୋନ୍ନତୀ ମିଳିବା ସହିତ ବେତନ ରେ ବୃଦ୍ଧି ହେବ। ରୋଜଗାର ପ୍ରାପ୍ତି ପାଇଁ ପ୍ରୟାସ ସଫଳ ରହିବ। ବ୍ୟାପାର ରେ ଉନ୍ନତି ପ୍ରାପ୍ତ ହେବ।ଘରୋଇ ଆବଶ୍ୟକତାକୁ ପୂରଣ କରିବେ। ପିତାମାତାଙ୍କ ତରଫରୁ ଲାଭ ମିଳିବ।

ଆସନ୍ତୁ ଜାଣିବା ବାକି ରାଶିର କିପରି ରହିବ ଅବସ୍ଥା –

ମେଷ ରାଶିର ଲୋକଙ୍କ ଉପରେ ସାମାନ୍ୟ ପ୍ରଭାବ ପଡ଼ିବ। କାର୍ଯ୍ୟ ମାମଲାରେ ଶୀଘ୍ରତା କରନ୍ତୁ ନାହିଁ।ନଚେତ ହାନୀ ହେବାର ସମ୍ଭାବନା ରହିଛି। କୋର୍ଟ କଚେରୀ ମାମଲାରେ ଆପଣଙ୍କ ସପକ୍ଷରେ ରହିବ। କାର୍ଯ୍ୟ କ୍ଷେତ୍ରରେ ବିସ୍ତାର ହେବାର ସମ୍ଭାବନା ରହିଛି। ବରିଷ୍ଠ ଅଧିକାରୀଙ୍କ ସହିତ ଉତ୍ତମ ତାଳମେଳ ରଖିବେ। ପରିବାର ଲୋକଙ୍କ ସହିତ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦାନ କରି ପାରନ୍ତି।

Google

ମିଥୁନ ରାଶିର ଲୋକଙ୍କୁ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। କୌଣସି ବିବାଦରେ ସାମିଲ ହୁଅନ୍ତୁ ନାହିଁ। ପାରିବାରିକ ବିବାଦ ଯୋଗୁଁ ମାନସିକ ଶାନ୍ତି ଭଙ୍ଗ ହୋଇପାରେ। ଧନ ସମ୍ବନ୍ଧିତ ମାମଲାରେ ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ। ଗାଡି ଚଳାଚଳ ସମୟରେ ସାବଧାନ ରୁହନ୍ତୁ। କାର୍ଯ୍ୟ କ୍ଷେତ୍ରରେ ଗୁପ୍ତ ଶତ୍ରୁଙ୍କ ଠାରୁ ସତର୍କ ରୁହନ୍ତୁ। ନଚେତ ସମସ୍ୟାରେ ପଡି ପାରନ୍ତି।

ସିଂହ ରାଶିର ଲୋକଙ୍କୁ ସାମାନ୍ୟ ଫଳ ପ୍ରାପ୍ତ ହେବ। ସ୍ବାସ୍ଥ୍ୟ ପ୍ରତି ଦାୟିତ୍ବହୀନ ହୁଅନ୍ତୁ ନାହିଁ। ବିବାଦରୁ ଆପଣଙ୍କୁ ଦୂରେଇ ରହିବା ଆବଶ୍ୟକ। ଚାକିରୀ କ୍ଷେତ୍ରରେ ଆପଣ ଅଧିକ ବ୍ୟସ୍ତ ରହି ପାରନ୍ତି। ଅଧିନସ୍ଥ କର୍ମଚାରୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଟଙ୍କାପଇସା କାହାକୁ ଉଧାର ଦିଅନ୍ତୁ ନାହିଁ,ନଚେତ ଧନ ହାନୀ ହେବାର ଆଶଙ୍କା ରହିଛି। ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ।

ତୁଳା ରାଶିର ଲୋକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଆପଣ କିଛି କାର୍ଯ୍ୟକୁ ନେଇ ଚିନ୍ତିତ ରହି ପାରନ୍ତି। ଜମିବାଡ଼ି ମାମଲାରେ ଆପଣଙ୍କୁ ବିବାଦର ସ୍ଥିତି ଉତ୍ପନ୍ନ ହେବାର ସମ୍ଭାବନା ରହିଛି। ଆପଣଙ୍କୁ ନିଜ ଯୋଜନା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ। ଆପଣଙ୍କ କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟ ବିଳମ୍ବ ହୋଇପାରେ।

ଧନୁ ରାଶିର ଲୋକେ ଅଧିକ ବ୍ୟସ୍ତ ରହି ପାରନ୍ତି। ପରିବାର ଲୋକଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ଏହି ରାଶିର ଲୋକଙ୍କୁ ଉଚିତ ପରାମର୍ଶ ଦିଆ ଯାଉଛି କି ପାରିବାରିକ ମାମଲାରେ ଶାନ୍ତିପୂର୍ଣ୍ଣ ହୋଇ କାମ କରନ୍ତୁ। ଆର୍ଥିକ ସଙ୍କଟ ଦେଖା ଦେଇପାରେ। ଆପଣ ନିଜର ଆମଦାନୀ ଅନୁସାରେ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଆର୍ଥିକ ମାନ୍ଦାବସ୍ଥା ସ୍ଥିତି ରହିପାରେ।

କୁମ୍ଭ ରାଶିର ଲୋକଙ୍କୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଆପଣ କୌଣସି ବିବାଦ ରେ ପଡନ୍ତୁ ନାହିଁ। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ବ୍ୟାପାର ରେ ଅନେକ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ। କଠିନ ପରିସ୍ଥିତି ମଧ୍ୟରେ ନିଜର ଆତ୍ମବିଶ୍ବାସକୁ ସୁଦୃଢ ରଖନ୍ତୁ,ନିଶ୍ଚିତ ରୂପରେ ଆପଣଙ୍କର ସମସ୍ୟା ଦୂର ହେବ। ପ୍ରେମ ଜୀବନ ସୁଖମୟ ରହିବ। ଦାମ୍ପତ୍ୟ ଜୀବନରେ କୌଣସି କଥାକୁ ନେଇ ମତଭେଦ ହୋଇପାରେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *