Excuse Me Odisha

ଯାହା କହିବୁ ସତ କହିବୁ

ପ୍ରଭୁ ଶ୍ରୀରାମଙ୍କ ଭକ୍ତ ହନୁମାନ ଏହି 6ଟି ରାଶିଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି, ଭାଗ୍ୟର ସାହାଯ୍ୟରେ ଧନ ଲାଭ କରିବେ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହ ନକ୍ଷତ୍ରଗୁଡିକର ସ୍ଥିତି କ୍ରମାଗତ ଭାବରେ ବଦଳିଥାଏ ଯେଉଁ କାରଣରୁ ମନୁଷ୍ୟର ଜୀବନ ମଧ୍ୟ ପ୍ରଭାବିତ ହୋଇଥାଏ,ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ଯଦି କୌଣସି ବ୍ୟକ୍ତିଙ୍କ ରାଶିରେ ଗ୍ରହମାନଙ୍କର ସ୍ଥିତି ଭଲ ତେବେ ଏହା ଜୀବନରେ ସୁଖଦ ଫଳାଫଳ ଦେଇଥାଏ କିନ୍ତୁ ଗ୍ରହ ମାନଙ୍କର ସ୍ଥିତି ଖରାପ ଯୋଗୁ ଜୀବନରେ ଅନେକ ସମସ୍ୟା ଉପୁଜି ଥାଏ। ପରିବର୍ତ୍ତନ ହେଉଛି ପ୍ରକୃତିର ନିୟମ ଏବଂ ଏହା କ୍ରମାଗତ ଭାବରେ ଚାଲିଥାଏ। ଏହାକୁ ଅଟକାଇବା ସମ୍ଭବ ନୁହେଁ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କେତେକ ରାଶିର ଜାତକ ଥିବା ବ୍ୟକ୍ତିମାନେ ଯେଉଁମାନଙ୍କ ଉପରେ ଗ୍ରହ ନକ୍ଷତ୍ରଗୁଡ଼ିକ ଶୁଭ ପ୍ରଭାବ ରହିବ। ଏହି ରାଶିର ଜାତକଗୁଡିକ ପ୍ରଭୁ ଶ୍ରୀରାମ ଭକ୍ତ ଭଗବାନ ହନୁମାନଙ୍କ ଆଶୀର୍ବାଦରୁ ଭାଗ୍ୟର ସମ୍ପୂର୍ଣ୍ଣ ସମର୍ଥନ ପାଇବେ ଏବଂ ଧନ ସମ୍ବନ୍ଧୀୟ ଲାଭ ମିଳିବ। ଏହି ଭାଗ୍ୟଶାଳୀ ରାଶିର ଲୋକ କିଏ? ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା।

Google

ଆସନ୍ତୁ ଜାଣିବା କେଉଁ ରାଶି ମାନଙ୍କ ଉପରେ ରହିବ ପ୍ରଭୁ ଶ୍ରୀରାମ ଭକ୍ତ ଭଗବାନ ହନୁମାନଙ୍କ କୃପା।

ମେଷ ରାଶି:-

ମେଷ ରାଶି ଥିବା ଲୋକଙ୍କ କୁଣ୍ଡଳିରେ ଗ୍ରହମାନଙ୍କର ଶୁଭ ସଙ୍କେତ ପ୍ରେମ ଜୀବନରେ ସୁଖଦ ଫଳାଫଳ ଦେବ। ଆପଣ ନିଜର ପ୍ରେମ ଜୀବନକୁ ଉପଭୋଗ କରିବାକୁ ଯାଉଛନ୍ତି। ହଠାତ ଟେଲି ଯୋଗାଯୋଗ ମାଧ୍ୟମରେ ଖୁସି ଖବର ମିଳିପାରେ। ଆପଣ ନିଜର ଭବିଷ୍ୟତ ଯୋଜନା ବିଷୟକୁ ନେଇ ଚିନ୍ତା କରିବେ।କାମ କାର୍ଯ୍ୟ ସହିତ ସମୟ ଦୃଢ ହେବ। ହଠାତ ଆର୍ଥିକ ଲାଭର ସମ୍ଭାବନା ଅଛି। ଆପଣଙ୍କର ଅନେକ ଇଚ୍ଛା ପୂରଣ ହୋଇପାରେ। ପାରିବାରିକ ପରିବେଶ ସୁଖ ଶାନ୍ତିପୂର୍ଣ୍ଣ ରହିବ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟରେ ଆପଣଙ୍କର କ୍ୟାରିୟରକୁ ସଠିକ ଦିଗ ମିଳିପାରିବ।

ମିଥୁନ ରାଶି:-

ମିଥୁନ ରାଶି ଥିବା ଲୋକମାନେ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିବେ। ଗ୍ରହ ଏବଂ ନକ୍ଷତ୍ରଗୁଡିକର ଗତି ଶୁଭ ଅଟେ। ବ୍ୟବସାୟରେ ବିପୁଳ ଲାଭର ସମ୍ଭାବନା ଅଛି। ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ପଦୋନ୍ନତି ପାଇପାରିବେ। ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବ। କୌଣସି ପୁରୁଣା ରୋଗରୁ ମୁକ୍ତି ପାଇବେ। ଯାନର ସୁଖ ମିଳିପାରିବ। ସାମାଜିକ ଦାୟିତ୍ୱ ବୃଦ୍ଧି ପାଇବ। ଆପଣଙ୍କର ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ପରିଚୟ ହୋଇପାରିବ। ଯାହା ଦ୍ବାରା ଆପଣଙ୍କୁ ଭଲ ଲାଭ ମିଳିବାକୁ ଯାଉଛି।

କନ୍ୟା ରାଶି:-

ଏହି ରାଶି ଥିବା ଲୋକମାନେ ବିନିଯୋଗ ସମ୍ବନ୍ଧୀୟ କାର୍ଯ୍ୟରେ ବିପୁଳ ଲାଭ ପାଇପାରିବେ। ପ୍ରଭୁ ଶ୍ରୀରାମ ଭକ୍ତ ଭଗବାନ ହନୁମାନଙ୍କ କୃପାରୁ ଖର୍ଚ୍ଚ ହ୍ରାସ ପାଇବ। କାର୍ଯ୍ୟ ସଂପର୍କରେ କରାଯାଇଥିବା ପ୍ରୟାସ ସଫଳ ହେବ। ଆପଣଙ୍କର କଠିନ ପରିଶ୍ରମର ସମ୍ପୂର୍ଣ୍ଣ ଫଳାଫଳ ପାଇବେ। ଦାମ୍ପତ୍ୟ ଜୀବନରେ ସୁଖ ରହିବ। ପିଲାମାନଙ୍କଠାରୁ ଖୁସି ଖବର ମିଳିବାର ସମ୍ଭାବନା ଅଛି। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତି କରିବେ।

ତୁଳା ରାଶି:-

ପ୍ରଭୁ ଶ୍ରୀରାମ ଭକ୍ତ ଭଗବାନ ହନୁମାନଙ୍କର ବିଶେଷ ଆଶୀର୍ବାଦ ଏହି ରାଶିର ଲୋକଙ୍କ ଉପରେ ରହିବ। ଆପଣଙ୍କର ଆୟ ଯଥେଷ୍ଟ ବୃଦ୍ଧି ହେବାର ସମ୍ଭାବନା ଅଛି। ପୁରୁଣା ଇଚ୍ଛା ପୂରଣ ହୋଇପାରିବ। ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ। ଆପଣ ନିଜର ଯୋଜନାକୁ ସଫଳତା ପୂର୍ବକ ସିଦ୍ଧ କରିବେ। ସ୍ୱାସ୍ଥ୍ୟ ଭଲ ରହିବ।ଖାଇବା ପିଇବା ପ୍ରତି ଆଗ୍ରହ ବୃଦ୍ଧି ପାଇବ। ପରିବାର ସଦସ୍ୟମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ। ବିବାହିତ ଜୀବନରେ ଚାଲିଥିବା ଟେନସନ ଦୂର ହେବ। ପ୍ରେମ ଜୀବନ ବିତାଉଥିବା ଲୋକମାନେ କୌଣସି ଭଲ ସ୍ଥାନ ପରିଦର୍ଶନ କରିବାକୁ ଯୋଜନା କରିପାରନ୍ତି।

ଧନୁ ରାଶି:-

ଧନୁ ରାଶିର ଲୋକଙ୍କ ଭାଗ୍ୟ ପ୍ରବଳ ରହିବ। ପ୍ରଭୁ ଶ୍ରୀରାମ ଭକ୍ତ ଭଗବାନ ହନୁମାନଙ୍କ କୃପାରୁ ହଠାତ କୌଣସି ବିଗିଡି ଯାଇଥିବା କାର୍ଯ୍ୟ ଠିକ ହୋଇପାରେ ଯେଉଁଥିରୁ ଆପଣ ଭଲ ଲାଭ ପାଇବାର ସମ୍ଭାବନା ଅଛି। ଘର ପରିବାର ସୁଖର ପରିବେଶ ରହିବ। ଲୋକମାନେ ଆପଣଙ୍କର ଭଲ ବ୍ୟବହାରରେ ପ୍ରଭାବିତ ହେବେ। ହଠାତ କୌଣସି ପୁରୁଣା ବିନିଯୋଗର ଲାଭ ପାଇପାରିବେ। ବିବାହିତ ଜୀବନ ସୁଖୀ ହେବ।ଆପଣ ନିଜ ପାରିବାରିକ ଦାୟିତ୍ୱ ତୁଲାଇବାରେ ସଫଳ ହେବେ। ପିତାମାତାଙ୍କ ସହିତ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ |

କୁମ୍ଭ ରାଶି:-

କୁମ୍ଭ ରାଶି ଥିବା ଲୋକଙ୍କ ଜୀବନର ପରିସ୍ଥିତି ସକରାତ୍ମକରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ଦୀର୍ଘ ଦିନରୁ ଅସୁବିଧା ସମସ୍ୟା ଦୂର ହେବ। ଆପଣ ନିଜର ପରିବାରର ଆର୍ଥିକ ସ୍ଥିତିକୁ ଦୃଢ କରିବାରେ ସଫଳ ହେବେ।ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିବ। ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିପାରେ।ପ୍ରଭୁ ଶ୍ରୀରାମ ଭକ୍ତ ଭଗବାନ ହନୁମାନଙ୍କ କୃପାରୁ ଆପଣ ଆର୍ଥିକ ଲାଭ ପାଇବେ। ଅବିବାହିତ ଲୋକମାନେ ଭଲ ବିବାହ ପ୍ରସ୍ତାବ ପାଇବେ। ମାନସିକ ଶାନ୍ତି ବନି ରହିବ।

ଆସନ୍ତୁ ଜାଣିବା ଅନ୍ୟ ରାଶି ମାନଙ୍କର ସ୍ଥିତି କିପରି ରହିବ।

ବୃଷ ରାଶି:-

ବୃଷ ରାଶି ଥିବା ବ୍ୟକ୍ତିମାନେ ନିଜ କାର୍ଯ୍ୟକୁ ନେଇ ବହୁତ ବ୍ୟସ୍ତ ରହିବେ। ଆପଣ ପରିବାର ସଦସ୍ୟଙ୍କ ସହିତ ଅଧିକରୁ ଅଧିକ ସମୟ ବିତାଇବାକୁ ଚେଷ୍ଟା କରିପାରନ୍ତି।ଆପଣ ବେକାର ବିଷୟରେ ଚିନ୍ତା କରନ୍ତୁ ନାହିଁ। ପିତାମାତାଙ୍କ ସହିତ ମନ୍ଦିର ପରିଦର୍ଶନ କରିବାର ଯୋଜନ ସମ୍ଭବ ଅଟେ ହଠାତ ଆପଣଙ୍କୁ କିଛି କାମରେ ଅଧିକ ପରିଶ୍ରମ କରିବାକୁ ପଡିବ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ। ବାହାରର ଖାଇବା ପିଇବା ଠାରୁ ଦୂରେଇ ରୁହନ୍ତୁ। ଆପଣ କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରନ୍ତୁ ନାହିଁ କ୍ଷତି ହୋଇପାରେ।

Google

କର୍କଟ ରାଶି:-

କର୍କଟ ରାଶି ଥିବା ଲୋକଙ୍କ ଜୀବନରେ ଅନେକ ଉତ୍ଥାନ-ପତନ ଦେଇ ଗତି କରିବାକୁ ପଡ଼ିବ। ଆୟ ଉପରେ ଖର୍ଚ୍ଚ ବୃଦ୍ଧି ହେତୁ ଆପଣ ବହୁତ ଚିନ୍ତିତ ରହିବେ। ଗାଡି ଚଲାଇବା ସମୟରେ ଅସାବଧାନ ହୁଅନ୍ତୁ ନାହିଁ। ବିବାହିତ ଜୀବନ ସୁଖୀ ହେବ। ଜୀବନ ସାଥୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ। କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବନ୍ଧୁମାନଙ୍କର ସାହାଯ୍ୟ ଆବଶ୍ୟକ ହୋଇପାରେ। ପ୍ରେମ ଜୀବନ ବିତାଉଥିବା ଲୋକଙ୍କୁ ଟିକେ ସତର୍କ ରହିବାକୁ ପଡିବ କାରଣ ଆପଣଙ୍କ ମଧ୍ୟରେ ବିବାଦ ହେବାର ସମ୍ଭାବନା ଅଛି।

ସିଂହ ରାଶି:-

ଏହି ରାଶି ଥିବା ଲୋକଙ୍କୁ ନିଜର ଦୃଷ୍ଟିକୋଣକୁ ସକାରାତ୍ମକ ରଖିବାକୁ ପଡିବ। କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ। ଅଦ୍ଭୁତ ପରିସ୍ଥିତିରେ ଆପଣଙ୍କୁ ବୁଦ୍ଧିମାନର ସହିତ ନିଷ୍ପତ୍ତି ନେବା ଆବଶ୍ୟକ। ଆର୍ଥିକ ସ୍ଥିତି ଭଲ ରହିବ। ଆୟ ଅନୁଯାୟୀ ଖର୍ଚ୍ଚର ବଜେଟ ପ୍ରସ୍ତୁତ କରନ୍ତୁ। ଆପଣ ନିଜ ଜୀବନସାଥୀଙ୍କ ସହିତ କୌଣସି ସ୍ଥାନକୁ ବୁଲିବା ପାଇଁ ଯୋଜନା କରିପାରନ୍ତି। ପ୍ରେମ ଜୀବନରେ ଶୁଭ ଫଳାଫଳ ଆସିବ। ବ୍ୟବସାୟୀମାନେ ମିଶ୍ରିତ ଲାଭ ପାଇବେ।

ବିଛା ରାଶି:-

ବିଛା ରାଶିର ଲୋକମାନେ ମିଶ୍ରିତ ସମୟ ଅତିବାହିତ କରିବାକୁ ଯାଉଛନ୍ତି। ମନରେ କୌଣସି କଥାକୁ ନେଇ ଚିନ୍ତା ହେବ। କାର୍ଯ୍ୟରେ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା ଆବଶ୍ୟକ କାରଣ ଆପଣଙ୍କର କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବିଳମ୍ବ ହୋଇପାରେ।ଚାକିରିରେ ଥିବା ଲୋକଙ୍କଙ୍କର ଅଧିକ କାର୍ଯ୍ୟ ଭାର ରହିବ। ଚାକିରି କ୍ଷେତ୍ରରେ ବଡ ଅଧିକାରୀଙ୍କ ସାହାଯ୍ୟରେ ଆପଣଙ୍କର କୌଣସି କାର୍ଯ୍ୟ ସମାପ୍ତ ହୋଇପାରିବ। ଟଙ୍କା କାରବାରରେ ସତର୍କ ରୁହନ୍ତୁ। ଗୁପ୍ତ ଶତ୍ରୁମାନେ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କରିପାରନ୍ତି।

ମକର ରାଶି:-

ମକର ରାଶି ଥିବା ଲୋକଙ୍କୁ ବହୁତ ସତର୍କ ରହିବାକୁ ପଡିବ।ଆପଣ କୌଣସି କାର୍ଯ୍ୟରେ ତତ୍ପରତା ଦେଖାନ୍ତୁ ନାହିଁ ନଚେତ କାମଟି ଖରାପ ହୋଇପାରେ। ଆପଣଙ୍କର ଚିନ୍ତାଧାରାକୁ ସକାରାତ୍ମକ ରଖିବାକୁ ପଡିବ। ଟଙ୍କା ବିନିଯୋଗ କରିବା ପୂର୍ବରୁ ଘରର ଅଭିଜ୍ଞ ବ୍ୟକ୍ତିଙ୍କ ସହିତ ପରାମର୍ଶ ନିଶ୍ଚିତ ନିଅନ୍ତୁ ନଚେତ କ୍ଷତି ହୋଇପାରେ। ଅପରିଚିତ ବ୍ୟକ୍ତିଙ୍କ କଥାରେ ଆସି କୌଣସି ସ୍ଥାନରେ ବିନିଯୋଗ କରନ୍ତୁ ନାହିଁ। ବିବାହିତ ଜୀବନ ଭଲ ହେବ। ପ୍ରେମ ଜୀବନରେ ଉତ୍ଥାନ-ପତନ ହେବ। ଆପଣ ନିଜର ପ୍ରେମ ସାଥୀକୁ ବୁଝିବା ଆବଶ୍ୟକ ଅଟେ।

ମୀନ ରାଶି:-

ଏହି ରାଶି ଥିବା ଲୋକଙ୍କ ସମୟରେ ମିଶ୍ରିତ ଫଳଦାୟକ ରହିବ। ମନୋରଞ୍ଜନରେ ଅଧିକ ଅର୍ଥ ଖର୍ଚ୍ଚ ହୋଇପାରେ। ସାଙ୍ଗମାନଙ୍କ ସହିତ ମିଶି ଆପଣ କୌଣସି ନୁଆ କାମ ଆରମ୍ଭ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି,ଯେଉଁ ଥିରେ ଆପଣଙ୍କୁ ଭଲ ଫଳ ମିଳିବ।ଆପଣଙ୍କର ଆୟ ବହୁତ ସ୍ୱାଭାବିକ ହେବ ସେଥିପାଇଁ ଅପଚୟ ଖର୍ଚ୍ଚ କରନ୍ତୁ ନାହିଁ। ଚାକିରି କ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ସହ ବିବାଦ ହୋଇପାରେ। ଆପଣଙ୍କୁ କ୍ରୋଧ ଏବଂ ବକ୍ତବ୍ୟକୁ ନିୟନ୍ତ୍ରଣ କରିବାକୁ ପଡିବ। ଦାମ୍ପତ୍ୟ ଜୀବନରେ ପ୍ରେମ ରହିବ କିନ୍ତୁ ପ୍ରେମ ଜୀବନ ବିତାଉଥିବା ଲୋକଙ୍କୁ ଚାପ ଦେଇ ଗତି କରିବାକୁ ପଡିପାରେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ହନୁମାନ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *