Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୦୪ ଜାନୁଆରୀ ୨୦୨୧, ସୋମବାର: ମହାଦେବଙ୍କ ଆଶୀର୍ବାଦରେ ପଲଟିବ ଏହି ୩ଟି ରାଶିର ଭାଗ୍ୟ , ଆୟରେ ହେବ ବୃଦ୍ଧି ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ସୋମବାର ୪ ଜାନୁଆରୀର ରାଶିଫଳ କହିବାକୁ ଯାଉଛୁ। ରାଶିଫଳର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୪ ଜାନୁଆରୀ ୨୦୨୧।

ମେଷ ରାଶି –

ମେଷ ରାଶିର ଛାତ୍ରଛାତ୍ରୀ ମାନଙ୍କୁ ଆଶାନୁରୂପ ସଫଳତା ମିଳିବ। ବନ୍ଧୁଙ୍କ ଠାରୁ ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ବ୍ୟାପାର ରେ ବିସ୍ତାର ହେବ। ବିବାହିତ ଲୋକଙ୍କ ଦାମ୍ପତ୍ୟ ଜୀବନ ସୁଖମୟ। ଖୁସି ରେ ବୃଦ୍ଧି ହେବ। ଅସହାୟ ଲୋକଙ୍କୁ ସହାୟତା ମିଳିପାରେ। ଆପଣଙ୍କର କୌଣସି ପୁରୁଣା ଇଛା ପୂରଣ ହେବ। ଆପଣଙ୍କ ମନ ପ୍ରସନ୍ନ ହେବ। ମାତାଙ୍କ ସ୍ବାସ୍ଥ୍ୟରେ ସୁଧାର ହେବ।

ବୃଷ ରାଶି –

ଆଜି ସମ୍ପତ୍ତି ସମ୍ବନ୍ଧିତ କାର୍ଯ୍ୟରେ ସୁଧାର ଆସିବ। କାର୍ଯ୍ୟରେ ଅନୁଭବୀ ଲୋକଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଅଫିସରେ କୌଣସି ନୂଆ ପ୍ରୋଜେକ୍ଟ ରେ କାର୍ଯ୍ୟ କରି ପାରନ୍ତି। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ପ୍ରେମୀଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ। ବିବାହିତ ଲୋକଙ୍କ ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା ଦେଇପାରେ। ଆର୍ଥିକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ଭବିଷ୍ୟତକୁ ସୁଦୃଢ କରିବା ପାଇଁ ନୂଆ ପଦକ୍ଷେପ ନେଇ ପାରନ୍ତି।

ମିଥୁନ ରାଶି –

ଆଜି ମହତ୍ୱପୂର୍ଣ୍ଣ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ସମ୍ବନ୍ଧରେ ଆପଣଙ୍କୁ ଲାଭ ମିଳିବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ମନ ଲାଗିବ। କିଛି ଜରୁରୀ କାର୍ଯ୍ୟ ଆପଣ କରିବେ। ଅଚାନକ ଧନଲାଭ ହେବାର ଯୋଗ ରହିଛି। ଆପଣଙ୍କ ଆୟ ରେ ବୃଦ୍ଧି ହେବ। ପ୍ରେମ ଜୀବନରେ ଚିନ୍ତା ବଢିବ। ପରିବାର ତରଫରୁ ଆପଣଙ୍କୁ ସହଯୋଗ ପ୍ରାପ୍ତ ହେବ। ଚାକିରୀ କ୍ଷେତ୍ରରେ ପରିବର୍ତ୍ତନ ଆସିପାରେ।

Google

କର୍କଟ ରାଶି –

ଆଜି ଜୀବନସାଥୀ ଏବଂ ପରିବାର ସହିତ ଅନୁକୂଳ ସମୟ ଅତିବାହିତ କରିବେ। ପରିବାର ତରଫରୁ ସହଯୋଗ ପ୍ରାପ୍ତ ହେବ। କାର୍ଯ୍ୟ ମାମଲାରେ ପରିବାର ତରଫରୁ ସହଯୋଗ ପ୍ରାପ୍ତ ହେବ। ଛାତ୍ର ମାନଙ୍କ ପାଇଁ ଦିନଟି ଅନୁକୂଳ ରହିଛି। କୌଣସି ଅସହାୟ ଲୋକଙ୍କୁ ସାହାଯ୍ୟ କରି ପାରନ୍ତି। ଘରେ ମନ୍ଦିରରେ ସନ୍ଧ୍ୟା ଓ ସକାଳେ ଦୀପ ପ୍ରଜ୍ବଳନ କରନ୍ତୁ। ଆପଣଙ୍କ କାର୍ଯ୍ୟରେ ସ୍ଥିରତା ଆସିବ ।

ସିଂହ ରାଶି –

ଏହି ରାଶିର ଲୋକେ ରଣନୀତି କରି କାର୍ଯ୍ୟ କରିବେ। ଶତ୍ରୁ ପରାସ୍ତ ହେବେ। ବାହନ ଚଳାଚଳ ସମୟରେ ସାବଧାନ ରୁହନ୍ତୁ। ପରିବାରରେ କୌଣସି କଥାକୁ ନେଇ ଗରମ  ମାହୋଲ ରହିପାରେ। ନିଜ ଖାଦ୍ୟପେୟ ଉପରେ ଧ୍ୟାନ ଦେବେ। ଭାବୁକ ରହି ପାରନ୍ତି। ସ୍ବାସ୍ଥ୍ୟ ବିଗିଡି ପାରେ। ପେଟ ସମ୍ବନ୍ଧିତ ସମସ୍ୟା ଦେଖା ଦେଇପାରେ

କନ୍ୟା ରାଶି –

ଆଜି ଆପଣ ନିଜ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ। କ୍ୟାରିୟର ରେ ସଫଳତା ମିଳିବ। ଯାତ୍ରା ରେ ଯିବା ପାଇଁ ଆଜିର  ସମୟ ଅନୁକୂଳ ରହିଛି। ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ, ଆପଣଙ୍କୁ ସବୁ ସମସ୍ୟାର ସମାଧାନ ମିଳିଯିବ। ପ୍ରେମ ଜୀବନରେ ସୁଖ ର ଅନୁଭୂତି ହେବ। ବନ୍ଧୁଙ୍କ ସହିତ କୌଣସି ପାର୍ଟିରେ ଯାଇ ପାରନ୍ତି। ନିଜର ବ୍ୟବହାର ପ୍ରତି ନିୟନ୍ତ୍ରଣ ରଖନ୍ତୁ।

ତୁଳା ରାଶି –

ଆଜି ଆପଣ କାର୍ଯ୍ୟ ସମ୍ବନ୍ଧିତ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। କିନ୍ତୁ ହୋଇପାରେ ଆପଣ ବନ୍ଧୁଙ୍କ ସହିତ ଯାତ୍ରା କରି ପାରନ୍ତି। ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। କାରବାରରେ ଉନ୍ନତି ହୋଇପାରେ। ଆପଣଙ୍କର ଅନେକ ଯୋଜନା ସଫଳ ରହିବ। ଆଜି ଆପଣ କିଛି କାର୍ଯ୍ୟରେ ବ୍ୟସ୍ତ ରହି ପାରନ୍ତି। ଅନ୍ୟମାନଙ୍କ ପରାମର୍ଶ ଆପଣଙ୍କ ପାଇଁ ଫାଇଦା ସାବ୍ୟସ୍ତ ହୋଇପାରେ।

ବିଛା ରାଶି –

ଆଜି ଆପଣଙ୍କର ପାରିବାରିକ ଜୀବନ ଆରାମଦାୟକ ପରିବେଶ ପାଇ ଖୁସି ରହିବ। ସାମାଜିକ ରୂପରେ ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ପାଇବ। ପ୍ରେମ ଜୀବନରେ ଅନେକ କଠିନ ପରିସ୍ଥିତି ର ସାମ୍ନା କରିବାକୁ ପଡିପାରେ। ଅନ୍ୟ ମାନଙ୍କ ପ୍ରେମ ଜୀବନରେ ହସ୍ତକ୍ଷେପ କରନ୍ତୁ ନାହିଁ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ବଢିଆ ରହିବ। ସମ୍ପର୍କ ସୁଦୃଢ ରହିବ।

ଧନୁ ରାଶି –

ଆଜି ଆପଣ ବ୍ୟବସାୟରେ କିଛି ପରିବର୍ତ୍ତନ କରି ପାରନ୍ତି। କାର୍ଯ୍ୟ ମାମଲାରେ ନୂତନ ଅବସର ପ୍ରାପ୍ତ ହେବ। ଚାକିରୀ ପାଇଁ ଆବେଦନ ରେ ସଫଳତା ମିଳିବ। ଘର ପରିବାରରେ ଲୋକଙ୍କ ସହିତ ଧାର୍ମିକ ସ୍ଥାନକୁ ଯାତ୍ରା କରି ପାରନ୍ତି। ପିକନିକ ପ୍ରୋଗ୍ରାମ ହୋଇପାରେ। ବୃଦ୍ଧ ଲୋକଙ୍କ ଠାରୁ ଆଶୀର୍ବାଦ ପ୍ରଓର ହେବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ।

Google

ମକର ରାଶି –

ଆଜି କୌଣସି ବିବା ର ସମାଧାନ ହୋଇପାରେ। ଆପଣଙ୍କୁ ଅନେକ ଅବସର ମିଳିପାରେ। ଯଦି କାର୍ଯ୍ୟକ୍ଷେତ୍ରରେ ଆପଣ ମନ ଲଗେଇ କାର୍ଯ୍ୟ କରିବେ ତାହେଲେ ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ପରିବାର ଓ ସମ୍ପର୍କୀୟଙ୍କ ସହିତ ବାହାର ସ୍ଥାନକୁ ଭ୍ରମଣ ରେ ଯାଇ ପାରନ୍ତି। ସୁଖ ସୁବିଧା ପାଇଁ ଅଧିକ ଖର୍ଚ୍ଚ ହୋଇପାରେ, ଏଥିପାଇଁ ଆପଣ ଚିନ୍ତିତ ରହି ପାରନ୍ତି। ବ୍ୟାପାରିକ କ୍ଷେତ୍ରରେ ଲାଭ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ।

କୁମ୍ଭ ରାଶି –

ଆଜି ଆପଣ ଭବିଷ୍ୟତ ପାଇଁ ଉତ୍ତମ ଯୋଜନା କରି ପାରନ୍ତି। ପରିବାର ମଧ୍ୟରେ ପ୍ରେମ ବୃଦ୍ଧି ହେବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା ଦେବ। ଜୀବନସାଥୀଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ। କୌଣସି ପ୍ରୋଜେକ୍ଟକୁ ନେଇ ବରିଷ୍ଠ ଅଧିକାରୀଙ୍କ ଠାରୁ ପରାମର୍ଶ ନେବେ। ପ୍ରେମ ମାମଲାରେ ସାବଧାନ ରୁହନ୍ତୁ। ସାହସ ଏବଂ ଧର୍ଯ୍ୟରେ ବୃଦ୍ଧି ହେବ। ଶାରୀରିକ ରୂପରେ ଆପଣ ଅସୁସ୍ଥ ଅନୁଭବ କରି ପାରନ୍ତି।

ମୀନ ରାଶି –

ଆଜି ଆପଣ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ବିଚାର କରି ନେବା ଉଚିତ। ଅଧିକ ଥଣ୍ଡା ଜିନିଷ ସେବନ କରନ୍ତୁ ନାହିଁ। କାର୍ଯ୍ୟ ମାମଲାରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ନିଜ କାର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ ଏବଂ ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ। ଚାକିରୀ ସମ୍ବନ୍ଧିତ ସୁଖଦ ସମାଚାର ପ୍ରାପ୍ତ କରିବେ। ଉଧାର ଦେଇଥିବା ଟଙ୍କା ଆଜି ଆପଣ ଫେରସ୍ତ ପାଇବେ।

ବନ୍ଧୁଗଣ ଆଜି ପ୍ରଭୁ ମହାଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ହର ହର ମହାଦେବ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *