Excuse Me Odisha

ଯାହା କହିବୁ ସତ କହିବୁ

ଶୁକ୍ରର ରାଶି ପରିବର୍ତ୍ତନ ଦ୍ଵାରା ଏହି ରାଶିର ଖୋଲିବ ଭାଗ୍ୟ ,ଜବରଦସ୍ତ ଧନ ବର୍ଷା ହେବ।

ସେୟାର୍ କରନ୍ତୁ

ଶୁକ୍ର ଗ୍ରହକୁ ସୁଖଦ ବୈବାହିକ ଜୀବନ, ସୌହାର୍ଦ୍ଦ୍ୟ ଏବଂ ପ୍ରେମର କାରକ ଗ୍ରହ ମାନା ଯାଇଥାଏ। ଶୁକ୍ରର ଗୋଚର ସବୁ ରାଶିର ଜୀବନ ଉପରେ ଅନେକ ପ୍ରଭାବ ପକାଇ ଥାଏ। ଶୁକ୍ରକୁ ବ୍ୟକ୍ତିର ଯୌ-ନ ଜୀବନ ସହିତ ଯୋଡ଼ା ମଧ୍ୟ ଯାଇ ଥାଏ।

୨୦୨୧ ର ଆରମ୍ଭ ମାସରେ ଶୁକ୍ର ନିଜର ସ୍ଥିତି ବଦଳୁଛି। ଆଜ୍ଞା ହଁ , ଶୁକ୍ର ବିଛା ରାଶିରୁ ବାହାରି ଧନୁ ରାଶିରେ ଗୋଚର କରିବେ। ଶୁକ୍ରର ଏହି ଗୋଚର ୪ ଜାନୁଆରୀକୁ ୪ ଟା ବାଜି ୫୧ ମିନିଟରେ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କହିବାକୁ ଗଲେ ଏହି ଗୋଚର ୫ଟି ରାଶିର ଲୋକଙ୍କୁ ଅନେକ ଲାଭ ଆଣିଦେବ। ଆସନ୍ତୁ ଜାଣିବା ସେହି ରାଶି ଗୁଡ଼ିକ ବିଷୟରେ ।

ମେଷ ରାଶି –

ଶୁକ୍ରର ଗୋଚର ମେଷ ରାଶିର ନବମ ଭାବରେ ହେବାକୁ ଯାଉଛି। ଏହି ଗୋଚର ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। କାର୍ଯ୍ୟ କ୍ଷେତ୍ରରେ ଲାଭ ମିଳିବାର ଯୋଗ ରହିଛି। ବ୍ୟବସାୟ ବା ଚାକିରୀ କ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିବ। ଆପଣଙ୍କ ଯାତ୍ରା ସଫଳ ରହିବ। ଯଦି ଆପଣ ପାର୍ଟନରସିପରେ କୌଣସି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତାହେଲେ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି। ସଞ୍ଚାର କ୍ଷେତ୍ରରେ ରହିଥିବା ଲୋକଙ୍କୁ ଲାଭ ମିଳିବ। କହିବାକୁ ଗଲେ ଖର୍ଚ୍ଚରେ ବୃଦ୍ଧି ହୋଇପାରେ। ଆପଣଙ୍କୁ ଆୟ ଏବଂ ବ୍ୟୟ ମଧ୍ୟରେ ସନ୍ତୁଳନ ରଖିବାର ଆବଶ୍ୟକତା ରହିଛି। ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ।

Google

ମିଥୁନ ରାଶି –

ମିଥୁନ ରାଶିର ସପ୍ତମ ଭାବରେ ଶୁକ୍ରର ଗୋଚର ହେବ। ଏହି ଗୋଚର ଦ୍ଵାରା ଆପଣଙ୍କୁ ଲାଭ ମିଳିବ। ସିଙ୍ଗଲ ଥିବା ଲୋକଙ୍କୁ ପାର୍ଟନର ମିଳି ପାରନ୍ତି। ଆପଣଙ୍କ ମିଠା ବାଣୀ ଲୋକଙ୍କୁ ଆକର୍ଷିତ କରି ପାରେ। ନୂଆ ନୂଆ ଲୋକଙ୍କ ସହିତ ଆପଣଙ୍କର ପରିଚୟ ହେବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନରେ ମତଭେଦ ଦେଖା ଦେଇପାରେ। ବିବାଦ ଖୁବ୍ ଶୀଘ୍ର ସମାଧାନ ହୋଇଯିବ।

ସିଂହ ରାଶି –

ଶୁକ୍ରର ଗୋଚର ଏହି ରାଶିରେ ପଞ୍ଚମ ଭାବରେ ହେବ। ସିଂହ ରାଶିର ଲୋକଙ୍କୁ ଏହି ଗୋଚରର ଶୁଭ ପରିଣାମ ପ୍ରାପ୍ତ ହେବ। ସରକାରୀ ଚାକିରୀ କରିଥିବା ଲୋକଙ୍କୁ ଅଧିକ ଲାଭ ମିଳିବ। କାର୍ଯ୍ୟ ମାମଲାରେ ବରିଷ୍ଠ ଅଧିକାରୀ ଆପଣଙ୍କୁ ସହଯୋଗ କରିବେ। ଯାହାଦ୍ବାରା ଆପଣଙ୍କୁ ଲାଭ ମିଳିବ। ଆପଣଙ୍କ ଉତ୍ତମ ବିଚାର ଯୋଗୁଁ ବରିଷ୍ଠ ଅଧିକାରୀଙ୍କ ନଜର ଆପଣଙ୍କ ଉପରେ ପଡ଼ିବ। ଭବିଷ୍ୟତ ରେ ଏହାର ଫାଇଦା ମିଳିବ। ଯଦି ଆପଣ ସମ୍ପତ୍ତିରେ ନିବେଶ କରିବାକୁ ଚାହୁଁଛନ୍ତି ତାହେଲେ ଏହା ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ ଏବଂ ଆପଣଙ୍କୁ ଲାଭ ମିଳିବ।

ତୁଳା ରାଶି –

ଗୋଚର ସମୟରେ ଶୁକ୍ର ଗ୍ରହ ତୁଳା ରାଶିର ତୃତୀୟ ଭାବରେ ଅବସ୍ଥାନ କରିବେ। ଏହି ରାଶିର ଲୋକଙ୍କ ପାଇଁ ଏହି ଗୋଚର ଶୁଭ ସାବ୍ୟସ୍ତ ହେବ। ଭାଇଭଉଣୀଙ୍କ ସହିତ ଚାଲିଥିବା ସମସ୍ୟା ଦୂର ହେବ। ଗୋଚର ସମୟରେ ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ଏହି ସମୟରେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି।

Google

ମକର ରାଶି –

ମକର ରାଶିରେ ଷଷ୍ଠ ଭାବରେ ଗୋଚର ହେବ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଛାତ୍ର ମାନଙ୍କୁ ଆଶାନୁରୂପ ସଫଳତା ମିଳିବ। ବିଦେଶରେ କାର୍ଯ୍ୟ ବା ପାଠ ପଢୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ସାବ୍ୟସ୍ତ ହେବ। ଗୋଚର ସମୟରେ ଆପଣଙ୍କୁ କୋର୍ଟ କଚେରୀ ମାମଲା ଆପଣଙ୍କ ସପକ୍ଷରେ ରହିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *