Excuse Me Odisha

ଯାହା କହିବୁ ସତ କହିବୁ

ରାଶିଫଳ ୨୦୨୧ : ଏହି ୬ଟି ରାଶିର ଭାଗ୍ୟ ଚମକାଇ ଦେବ ନୂଆ ବର୍ଷ, ବର୍ଷିବ ଟଙ୍କା ହିଁ ଟଙ୍କା।

ସେୟାର୍ କରନ୍ତୁ

ବର୍ଷ ୨୦୨୦ ଲୋକଙ୍କୁ ଅନେକ ଆଘାତ ଦେଇଛି। ଦେଶ ଦୁନିଆରେ ଲୋକଙ୍କୁ କୋରୋନା ମହାମାରୀ ସମୟରେ ଚାକିରୀ ଏବଂ ବ୍ୟବସାୟରେ ଅନେକ କଠିନ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡ଼ିଲା। କାହାର ଚାକିରୀ ଚାଲିଗଲା ତ ଆଉ କାହାର ବ୍ୟବସାୟରେ ହାନୀ ହେବାକୁ ଲାଗିଲା। କହିବାକୁ ଗଲେ ୨୦୨୧ ରେ ଲୋକଙ୍କୁ ବହୁତ ଆଶା ରହିଛି। ନୂଆବର୍ଷ ରେ କୋରୋନା ଭାଇରସର ସମାପ୍ତି ହୋଇଯିବ ଏବଂ ପୂର୍ବ ଭଳି ଅବସ୍ଥା ରେ ସବୁକିଛି ଠିକ୍ ହୋଇଯିବ। ଜ୍ୟୋତିଷ ବିଜ୍ଞାନ ଅନୁସାରେ ବର୍ଷ ୨୦୨୧ ରେ ଆର୍ଥିକ ମାମଲାରେ କିଛି ରାଶିର ଭାଗ୍ୟ ଚମକି ପାରେ, ଏହାସହିତ ଧନ ପ୍ରାପ୍ତି ହେବାର ଯୋଗ ରହିଛି। ତେବେ ଆସନ୍ତୁ ଜାଣିବା କିପରି ରହିବ ଆପଣଙ୍କ ପାଇଁ ବର୍ଷ ୨୦୨୧ ର ଆର୍ଥିକ ରାଶିଫଳ।

ମେଷ ରାଶି –

ମେଷ ରାଶିର ଲୋକଙ୍କ ପାଇଁ ନୂଆ ବର୍ଷ ୨୦୨୧ ରେ ଧନର ସ୍ଥିତି ୨୦୨୦ ତୁଳନାରେ ସୁଦୃଢ ରହିବା। ମେଷ ରାଶିର ଜାତକ ଙ୍କ ପାଇଁ ଆୟ ର ନୂତନ ସ୍ରୋତ ପ୍ରାପ୍ତ ହେବ। ଲମ୍ବା ସମୟରୁ କରିଥିବା ଋଣରୁ ମୁକ୍ତି ମିଳିବ।

Google

ବୃଷ ରାଶି –

ବର୍ଷ ସାରା ଧନ ପ୍ରାପ୍ତି ହେବ ଏବଂ ଅଧା ବର୍ଷ ଅତିବାହିତ ହେବା ପରେ ବୃଷ ରାଶିର ଲୋକଙ୍କୁ ସମ୍ପତ୍ତି ଲାଭ ପ୍ରାପ୍ତ ହୋଇପାରେ। କିନ୍ତୁ ଋଣ ଏବଂ ଖର୍ଚ୍ଚ ଉପରେ  ବୁଝି ବିଚାରି ପଦକ୍ଷେପ ନିଅନ୍ତୁ।

ମିଥୁନ ରାଶି –

ମିଥୁନ ରାଶିର ଲୋକଙ୍କ ଆର୍ଥିକ ସ୍ଥିତି ନୂଆ ବର୍ଷ ପାଇଁ ସାମାନ୍ୟ ରହିଛି। ଏହାସହିତ ଆପଣଙ୍କ ଆବଶ୍ୟକତା ପୂର୍ତ୍ତି ମଧ୍ୟ ଏହି ବର୍ଷ ହେବ। କିନ୍ତୁ ଏହା ମନେ ରଖନ୍ତୁ କି ଧନ ନିବେଶ ମାମଲାରେ ଆପଣଙ୍କୁ ବୁଝି ବିଚାରି ପଦକ୍ଷେପ ନେବା ଉଚିତ।

କର୍କଟ ରାଶି –

କର୍କଟ ରାଶିର ଲୋକଙ୍କ ପାଇଁ ନୂଆବର୍ଷ ରେ ଲାଭ ମିଳିବ। ଆରମ୍ଭ ମାସରୁ ଏପ୍ରିଲ ମାସ ପର୍ଯ୍ୟନ୍ତ ଆପଣଙ୍କୁ ଆର୍ଥିକ ଲାଭ ମିଳିପାରେ। ଆପଣ କାହାକୁ ଦେଇଥିବା ଟଙ୍କା ଫେରସ୍ତ ମିଳିପାରେ।

ସିଂହ ରାଶି –

ସିଂହ ରାଶିର ଲୋକଙ୍କୁ ନୂଆ ବର୍ଷ ର ଆରମ୍ଭରେ ଆର୍ଥିକ ମାମଲାରେ  ସମସ୍ୟା ଦେଖା ଦେଇପାରେ। କିନ୍ତୁ ପରେ ସ୍ଥିତି ରେ ସୁଧାର ଆସିବ। ବର୍ଷର ଶେଷାର୍ଦ୍ଧରେ ଋଣରୁ ମୁକ୍ତି ମିଳିବ।

କନ୍ୟା ରାଶି –

ଏହି ବର୍ଷ ଅଯଥା ଖର୍ଚ୍ଚ ଉପରେ ନିଜକୁ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଆପଣଙ୍କୁ ଏହି ବର୍ଷ ସମ୍ପତ୍ତିରୁ ଲାଭ ମିଳିବ । ଏହାସହିତ ଖର୍ଚ୍ଚ ବଢିପାରେ, ଏଥିପାଇଁ ସାବଧାନ ରୁହନ୍ତୁ। ଆପଣଙ୍କ ସମସ୍ୟାରେ ବୃଦ୍ଧି ହୋଇପାରେ।

ତୁଳା ରାଶି –

ଏହି ରାଶିର ଲୋକଙ୍କୁ ଧନ ସମ୍ବନ୍ଧିତ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଖୁବ୍ ଶୀଘ୍ର ସ୍ଥିତିରେ ସୁଧାର ଆସିବ। ସମ୍ପତ୍ତି ସମ୍ବନ୍ଧିତ ମାମଲାରେ ସାବଧାନ ରହିବା ଆବଶ୍ୟକ । କୋର୍ଟ କଚେରୀ ମାମଲା ରୁ ନିଜକୁ ଦୂରେଇ ରଖିବା ଆବଶ୍ୟକ।

ବିଛା ରାଶି –

ବିଛା ରାଶିର ଲୋକଙ୍କ ପାଇଁ ଏହି ବର୍ଷ ଅତ୍ୟନ୍ତ ସୁଖମୟ ରହିବ। ଏହି ରାଶିର ଲୋକଙ୍କ ପାଖରେ ଧନର ଅଭାବ ରହିବ ନାହିଁ। ଆପଣ ନୂଆ ସମ୍ପତ୍ତି କିଣିବା ପାଇଁ ବିଚାର କରି ପାରନ୍ତି। ଆପଣଙ୍କର ସବୁ କାର୍ଯ୍ୟ ଉଚିତ ଢଙ୍ଗରେ ସମ୍ପନ୍ନ କରିବେ। ନୂଆ ସମ୍ପତ୍ତି କିଣାକିଣି କରି ପାରନ୍ତି ।

ଧନୁ ରାଶି –

ଧନୁ ରାଶିର ଲୋକଙ୍କୁ ଏହି ବର୍ଷ ପଦୋନ୍ନତୀ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ବେତନ ବୃଦ୍ଧି ହେବାର ସମ୍ଭାବନା ରହିଛି। ଆପଣଙ୍କର ବ୍ୟାଙ୍କ ବେଲେନ୍ସରେ ବୃଦ୍ଧି ହେବ।

google

ମୀନ ରାଶି –

ମୀନ ରାଶିର ଲୋକଙ୍କ ପାଇଁ ନୂଆ ବର୍ଷ ଧନ ମାମଲାରେ ସମସ୍ୟା ଦେଖା ଦେଇପାରେ। ମୀନ ରାଶିର ଲୋକଙ୍କୁ ଧନ ସଞ୍ଚୟ କରିବାରେ ଧ୍ୟାନ ଦେବା ଆବଶ୍ୟକ। ଆପଣ ଧନର ଉପଯୋଗ କରି ପାରନ୍ତି।

କୁମ୍ଭ ରାଶି –

କୁମ୍ଭ ରାଶିର ଲୋକଙ୍କ ପାଇଁ ବର୍ଷ ୨୦୨୧ ଟଙ୍କା ମାମଲାରେ ଠିକ୍ ଠାକ୍ ବନି ରହିବ। ଆପଣଙ୍କୁ ଚାକିରୀ ଏବଂ ବ୍ୟବସାୟ ରେ ସାମାନ୍ୟ ଫଳ ପ୍ରାପ୍ତ ହେବ। ଏହି ବର୍ଷ ଆପଣଙ୍କୁ ଋଣ ପ୍ରାପ୍ତ ହେବ।

ମକର ରାଶି –

ଏହି ରାଶିର ଲୋକଙ୍କୁ ଚାକିରୀ ଏବଂ କାରବାର ରେ ସୁଖଦ ସମାଚାର ମିଳିବ। ଏହାସହିତ ଧନଲାଭ ହୋଇପାରେ।ଟଙ୍କା ପାଇବାର  ଅଧିକ ଆଶା ସାବଧାନ ପୂର୍ବକ ନିଜର ପଦକ୍ଷେପ ନେବା ଉଚିତ। ଏଥିପାଇଁ ଆପଣଙ୍କୁ ସର୍ଟକର୍ଟ ନେବାରୁ ବଞ୍ଚିତ ହେବା ଉଚିତ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ନାମ ଅବଶ୍ୟ ଲେଖି ଦିଅନ୍ତୁ । “ମାତାଙ୍କ କୃପା ହେଲେ ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *