Excuse Me Odisha

ଯାହା କହିବୁ ସତ କହିବୁ

ମାସିକ ରାଶିଫଳ ଜାନୁଆରୀ : ଜାନୁଆରୀରେ ସୁଖ, ସମୃଦ୍ଧି, ଧନ ସଂପତ୍ତିରେ ଭରିବ ଏହି ୮ ଟି ରାଶିର ଧନ ଭଣ୍ଡାର , ପଢନ୍ତୁ ଭାଗ୍ୟଫଳ।

ସେୟାର୍ କରନ୍ତୁ

ଅନେକ ଲୋକଙ୍କ ମନରେ ପ୍ରଶ୍ନ ରହିଥିବ, ଏହି ମାସ ଆମପାଇଁ କିପରି ରହିବ? ଆମେ ଆପଣଙ୍କୁ ଜାନୁଆରୀ ମାସର ରାଶିଫଳ କହିବାକୁ ଯାଉଛୁ। ଏହି ମାସିକ ରାଶିଫଳରେ ଆପଣ ନିଜର ରାଶି ଅନୁସାରେ ଜାଣି ପାରିବେ କି ଏହି ମାସ ଆପଣଙ୍କ ପ୍ରେମ , କ୍ୟାରିୟର ତଥା ସ୍ବାସ୍ଥ୍ୟ ସମ୍ବନ୍ଧିତ କିପରି ରହିବ। ଏହି ମାସିକ ରାଶିଫଳ ରେ ଆପଣଙ୍କୁ ନିଜ ଜୀବନରେ ହେବାକୁ ଥିବା ଗୋଟେ ମାସର ଘଟଣାର ସଂକ୍ଷେପରେ ବର୍ଣ୍ଣନା ମିଳିବ, ତେବେ ପଢନ୍ତୁ ରାଶିଫଳ ଜାନୁଆରୀ ୨୦୨୧।

ମେଷ ରାଶି –

ଏହି ମାସରେ ମେଷ ରାଶିର ଲୋକଙ୍କୁ ନୂଆ ପ୍ରୋଜେକ୍ଟ  ଆରମ୍ଭ କରିବା ପାଇଁ ଶୁଭ ସମୟ ରହିଛି। କାର୍ଯ୍ୟକ୍ରମରେ ଅନୁଭବୀ ଲୋକଙ୍କ ପରାମର୍ଶ ନିଅନ୍ତୁ। କିଛି ନୂଆ କାର୍ଯ୍ୟର ବିଚାର କରି ପାରନ୍ତି। ଖର୍ଚ୍ଚରେ ବୃଦ୍ଧି ହୋଇପାରେ। ସହକର୍ମୀଙ୍କ ଠାରୁ ପର୍ଯ୍ୟାପ୍ତ ସହଯୋଗ ପ୍ରାପ୍ତ ହେବ। ପାରିବାରିକ ଜୀବନରେ ସାମଞ୍ଜସ୍ୟ ରହିବ। ପାରିବାରିକ ଏବଂ ପାରିବାରିକ ଜୀବନରେ ପିତାମାତାଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ।

ପ୍ରେମ ମାମଲାରେ, ପ୍ରେମୀ ଯୁଗଳ ଙ୍କ ପାଇଁ  ମାସଟି ଅନୁକୂଳ ସାବ୍ୟସ୍ତ ହେବ।

କ୍ୟାରିୟର ମାମଲାରେ, ଛାତ୍ର ମାନଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ଉତ୍ତମ ଅବସର ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ପେଟ ସମ୍ବନ୍ଧିତ ରୋଗ ସୃଷ୍ଟି ହୋଇପାରେ।

Google

ବୃଷ ରାଶି –

ଧନ ନିବେଶ କରିବାରୁ ଲାଭ ପ୍ରାପ୍ତ ହେବ। ନିଜ ଉପରେ ବିଶ୍ୱାସ ରଖି କାର୍ଯ୍ୟ କରନ୍ତୁ। ଛାତ୍ର ମାନଙ୍କୁ ପାଠପଢ଼ା ସହିତ ଖେଳକୁଦ ରେ ଭାଗ ନେବା ଉଚିତ। ପୂରୁବ ସମସ୍ୟାରୁ ମୁକ୍ତି ମିଳିବ। ଆପଣଙ୍କୁ ନିଜ କ୍ରୋଧ ଓ ଅହଂକାରରୁ ଦୂରେଇ ରହିବା ଉଚିତ। ଆପଣଙ୍କର ନିୟମିତ ସୁଖ ସୁବିଧାରେ ବୃଦ୍ଧି ହେବ। ଆପଣଙ୍କର କାର୍ଯ୍ୟ କ୍ଷମତାରେ ବୃଦ୍ଧି ହେବ। ବିରୋଧୀ ପରାସ୍ତ ହେବେ। ଯାତ୍ରା ଲାଭକାରୀ ସାବ୍ୟସ୍ତ ହେବ।

ପ୍ରେମ ମାମଲାରେ , ଆପଣଙ୍କ ପ୍ରେମ ଜୀବନ ସୁଖମୟ ରହିବ।

କ୍ୟାରିୟର ମାମଲାରେ, ବ୍ୟବସାୟ କୁ ନେଇ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ନୂଆ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ରୂପରେ ଏହି ମାସ ସୁସ୍ଥ ରହିବେ। ଆପଣଙ୍କୁ ତେଲ ମସଲା ଯୁକ୍ତ ଖାଦ୍ୟ ସେବନ କରିବା ଉଚିତ ନୁହେଁ।

ମିଥୁନ ରାଶି –

ଏହି ମାସରେ ଆପଣ ଅନ୍ୟ ମାନଙ୍କର ଭଲ କରିବା ପାଇଁ ବିଚାର କରି ପାରନ୍ତି। ଟଙ୍କାପଇସାର ଦେବା ନେବା କରନ୍ତୁ ନାହିଁ। ପୂର୍ବରୁ ନିଜ କ୍ୟାରିୟରକୁ ନେଇ କରିଥିବା ପ୍ରୟାସ ସଫଳ ରହିବ। ପରିବାର ଲୋକଙ୍କ ସହିତ ଉତ୍ତମ ତାଳମେଳ ରଖିବେ।

ପ୍ରେମ ମାମଲାରେ, ପ୍ରେମ ମାମଲାରେ ଏହି ମାସ ଦୁର୍ବଳ ରହିଛି।

କ୍ୟାରିୟର ମାମଲାରେ, ଏହି ମାସ ଆର୍ଥିକ ସ୍ଥିତି ସୁଦୃଢ  କରିବାର ଅବସର ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

କର୍କଟ ରାଶି –

ଆପଣଙ୍କର ଅଧିକ ଖର୍ଚ୍ଚ ବଢିପାରେ। ଧର୍ମ କର୍ମ ପ୍ରତି ରୁଚି ବଢିବ। କାର୍ଯ୍ୟ ମାମଲାରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ସମ୍ପର୍କୀୟ ଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। କାର୍ଯ୍ୟରେ ଆପଣ ନିପୂଣ ରହିବେ। ଆପଣଙ୍କୁ ଆଶାନୁରୂପ ସଫଳତା ମିଳିବ। ସାମାନ୍ୟ ବିତ୍ତୀୟ ସଙ୍କଟ ଦେଖା ଦେଇପାରେ। ବ୍ୟବସାୟିକ ସହଯୋଗୀଙ୍କ ସହିତ ସଂଘର୍ଷ କରି ପାରନ୍ତି।

ପ୍ରେମ ମାମଲାରେ, ଏହି ମାସରେ ପ୍ରେମୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ।

କ୍ୟାରିୟର ମାମଲାରେ, କାର୍ଯ୍ୟ କ୍ଷେତ୍ରରେ ଅଧୁରା କାର୍ଯ୍ୟ ପୂରଣ କରିବା ପାଇଁ ଅଧିକ ସମୟ ଦେବାକୁ ପଡ଼ିବ।

ସ୍ବାସ୍ଥ୍ୟ ମାମଲାରେ, ଆପଣଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ । ଆପଣଙ୍କୁ ନିଜ ଖାଦ୍ୟପେୟ ଉପରେ ଧ୍ୟାନ ରଖିବା ଆବଶ୍ୟକ।

ସିଂହ ରାଶି –

ଏହି ମାସରେ ଆପଣଙ୍କୁ ଲମ୍ବା ଯାତ୍ରା କରିବାକୁ ପଡିପାରେ। ଏହା ଆପଣଙ୍କୁ ସୁଖ ପ୍ରଦାନ କରିବ। ପରିସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ରହିବ। କାର୍ଯ୍ୟସ୍ଥଳରେ ଆପଣ ସଂଘର୍ଷ କରି ପାରନ୍ତି। ବେତନ ଭୋଗୀ ଲୋକଙ୍କୁ ଅଧିକ ସୁବିଧା ମିଳିପାରେ। କୌଣସି ଖାସ୍ ବନ୍ଧୁଙ୍କ ସହଯୋଗ ଦ୍ଵାରା ଆପଣଙ୍କର ସବୁ କାର୍ଯ୍ୟ ସମ୍ପନ୍ନ ହେବ। ଆର୍ଥିକ ସଫଳତାର ନୂଆ ସାଧନ ପ୍ରାପ୍ତ ହେବ। ଧର୍ମ ଏବଂ ଶୁଭ କାର୍ଯ୍ୟ ପ୍ରତି ଆକର୍ଷଣ ବଢିବ।

ପ୍ରେମ ମାମଲାରେ, ପ୍ରେମ ସମ୍ବନ୍ଧରେ ନୂଆ ଶୁଭାରମ୍ଭ ହୋଇପାରେ ଏବଂ ଅବସର ମିଳିପାରେ।

କ୍ୟାରିୟର ମାମଲାରେ, କୌଣସି ସମ୍ପତ୍ତିରୁ ଲାଭ ମିଳିବ। ପାଠପଢ଼ାରେ ଆପଣ ଉତ୍ତମ ପ୍ରଦର୍ଶନ କରିବେ।

ସ୍ବାସ୍ଥ୍ୟ ମାମଲାରେ, ବେମାରୀ ରୁ ମୁକ୍ତି ମିଳିପାରେ। ଆପଣଙ୍କ ସ୍ବାସ୍ଥ୍ୟ ଉତ୍ତମ ରହିବ।

କନ୍ୟା ରାଶି –

ପରିବାର ଲୋକଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ମାନସିକ ରୂପରେ ଆପଣ ଖୁସି ଅନୁଭବ କରିବେ। ଏହି ମାସରେ ଆପଣଙ୍କୁ ଅନେକ କ୍ଷେତ୍ରରେ ସଫଳତା ମିଳିବ। ଯେଉଁ ଲୋକେ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ସେମାନଙ୍କୁ ଉତ୍ତମ ଅବସର ମିଳିପାରେ। ପରିବାର ରେ ଧାର୍ମିକ ଅନୁଷ୍ଠାନର ଆୟୋଜନ କରି ପାରନ୍ତି। ସୃଜନାତ୍ମକ କାର୍ଯ୍ୟରେ ଧନ ନିବେଶ କରି ପାରନ୍ତି।

ପ୍ରେମ ମାମଲାରେ, ପ୍ରେମ ଜୀବନରେ ଖୁସି ପ୍ରାପ୍ତ ହେବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ଲ୍ରେ ସମସ୍ୟା ରହିଥିବା ସତ୍ତ୍ବେ ସ୍ଥିତି ବଢିଆ ରହିବ।

କ୍ୟାରିୟର ମାମଲାରେ, କ୍ୟାରିୟର ରେ ସଫଳତାର ନୂତନ ଅବସର ପ୍ରାପ୍ତ ହେବ। ପାଠପଢ଼ା ରେ ସଫଳତା ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ପଡ଼ିବ।

Google

ତୁଳା ରାଶି –

କାର୍ଯ୍ୟ ମାମଲାରେ ଆପଣ ଅଧିକ ବ୍ୟସ୍ତ ରହି ପାରନ୍ତି। ପାରିବାରିକ ଜୀବନ ସୁଖମୟ ରହିବ। ବିପରୀତ ଲିଙ୍ଗ ପ୍ରତି ଆପଣ ଆକର୍ଷିତ ରହି ପାରନ୍ତି। ସାମାଜିକ ସ୍ତରରେ ଆପଣ ବ୍ୟସ୍ତ ରହିବେ। କାର୍ଯ୍ୟକୁ ନେଇ ଆପଣ ନୂତନ ଯୋଜନା ବନେଇ ପାରନ୍ତି । ଆପଣ ନିଜ ସୁଖ ସୁବିଧା ଉପରେ ଖର୍ଚ୍ଚ କରିବେ। ଆପଣ ବିରୋଧୀଙ୍କ ଉପରେ ଭାରୀ ପଡିବେ।

ପ୍ରେମ ମାମଲାରେ , ପ୍ରେମ ଜୀବନ ପାଇଁ ଜାନୁଆରୀ ମାସ ଅଧିକ ରୋମାଣ୍ଟିକ ରହିବ।

କ୍ୟାରିୟର ମାମଲାରେ, କ୍ୟାରିୟର ସମ୍ବନ୍ଧିତ ମାମଲାରେ ଜାନୁଆରୀ ମାସ ଅନୁକୂଳ ରହିବ।

ସ୍ବାସ୍ଥ୍ୟ ମାମଲାରେ , ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପରିଶ୍ରମ କରିବାକୁ ପଡିବ।

ବିଛା ରାଶି –

ଏହି ମାସ କୌଣସି କାର୍ଯ୍ୟକୁ ନେଇ ଆପଣଙ୍କର ପ୍ରଶଂସା ହେବ। ଆପଣଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଆପଣଙ୍କର କିଛି କାର୍ଯ୍ୟ ସମ୍ପନ୍ନ ହୋଇପାରେ। ଅଚାନକ ଧନଲାଭର ନୂତନ ସାଧନ ପ୍ରାପ୍ତ ହୋଇପାରେ। ଲୋକଙ୍କ ସହିତ ନିକଟତର ହେବେ। ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ।

ପ୍ରେମ ମାମଲାରେ, ବିବାହିତ ଲୋକଙ୍କ ଦାମ୍ପତ୍ୟ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ।

କ୍ୟାରିୟର ମାମଲାରେ, ଆର୍ଥିକ ସ୍ଥିତି ସୁଦୃଢ ରହିବ, ନୂଆ ବ୍ୟାପାର ଆରମ୍ଭ କରି ପାରନ୍ତି।

ସ୍ବାସ୍ଥ୍ୟ ମାମଲାରେ, ସର୍ଦ୍ଦି ରୁ ବଞ୍ଚିତ ହେବା ଉଚିତ। ନଚେତ ସ୍ବାସ୍ଥ୍ୟ ଖରାପ ହୋଇପାରେ।

ଧନୁ ରାଶି –

ପରିବାରର ସାନ ସଦସ୍ୟଙ୍କ ଠାରୁ ସହଯୋଗ ପ୍ରାପ୍ତ କରିବେ। କାର୍ଯ୍ୟ ମାମଲାରେ ଆପଣଙ୍କୁ ସହକର୍ମୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବା। ଅଚାନକ ଖୁବ୍ ଧନ ପ୍ରାପ୍ତ ହୋଇପାରେ । କଠିନ ପଦକ୍ଷେପ ନେଇ ପାରନ୍ତି। ସାମାଜିକ କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ କାର୍ଯ୍ୟରେ ସଫଳତା ମିଳିବ। ଅସହାୟ ଲୋକଙ୍କୁ ବସ୍ତ୍ର ଦାନ କରନ୍ତୁ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଫାଇଦା ମିଳିବ। ବାହାର ସ୍ଥାନରେ ଭୋଜନ କରି ପାରନ୍ତି।

ପ୍ରେମ ମାମଲାରେ, ପ୍ରେମୀ ଯୁଗଳ ଙ୍କ ପାଇଁ ମାସ ଟି ଅନୁକୂଳ ରହିଛି।

କ୍ୟାରିୟର ମାମଲାରେ, ଛାତ୍ର ମାନେ ନିଜ ଶିକ୍ଷା ପ୍ରତି ଧ୍ୟାନ ଦେବା ଆବଶ୍ୟକ।

ସ୍ବାସ୍ଥ୍ୟ ମାମଲାରେ, ହାଇ ବ୍ଲଡ ପ୍ରେସର ରୋଗୀ ମାନଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି।

ମକର ରାଶି –

ଏହି ମାସରେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ସବୁ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। ଆପଣଙ୍କ କଳ୍ପନା ଶକ୍ତି ଲକ୍ଷ୍ୟ ପ୍ରାପ୍ତି ରେ ସହାୟତା  କରିବ। ଆର୍ଥିକ ମାମଲାରେ ଆପଣଙ୍କୁ ବଡ଼ ଙ୍କ ଫାଇଦା ମିଳିପାରେ। ନୂଆ କାର୍ଯ୍ୟରେ କଠିନ ପଦକ୍ଷେପ ନିଅନ୍ତୁ ନାହିଁ। ବରିଷ୍ଠ ଲୋକଙ୍କ ଠାରୁ ସମର୍ଥନ ମିଳିପାରେ।

ପ୍ରେମ ମାମଲାରେ, ପ୍ରେମ ଜୀବନ ପାଇଁ ମାସ ସାମାନ୍ୟ ରହିବ।

କ୍ୟାରିୟର ମାମଲାରେ, ଏହି ମାସରେ ବ୍ୟାପାର ଏବଂ ବ୍ୟବସାୟରେ ଲାଭ ମିଳିପାରେ।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖା ଦେଇପାରେ।

କୁମ୍ଭ ରାଶି –

ମାସର ଦ୍ଵିତୀୟ ସପ୍ତାହ ରେ ପରିବାର ରେ କ୍ଲେଶମୟ ବାତାବରଣ ଦ୍ଵାରା ମନ ଖିନ୍ନ ହୋଇପାରେ। ବରିଷ୍ଠ ଅଧିକାରୀ ଆପଣଙ୍କ ପାଇଁ କାର୍ଯ୍ୟରେ ପ୍ରସନ୍ନ ହେବେ। ଜୀବନସାଥୀଙ୍କ ସହିତ ଉତ୍ତମ ତାଳମେଳ ରଖିବେ। ଶତ୍ରୁ ପରାସ୍ତ ହେବେ। ଆପଣଙ୍କ ଆୟରେ ବୃଦ୍ଧି ହେବ। ମାନସିକ ଥକା ଅନୁଭବ କରି ପାରନ୍ତି। ଏହି ମାସରେ ଆପଣ ଅଧିକ ବ୍ୟସ୍ତ ରହିବେ।

ପ୍ରେମ ମାମଲାରେ, ପ୍ରେମ ଏବଂ ରୋମାନ୍ସ ଭରି ରହିବ।

କ୍ୟାରିୟର ମାମଲାରେ, ବ୍ୟବସାୟ ଲ୍ରେ ନୂତନ ଭାଗୀଦାର ବନିବେ। ଏହି ମାସରେ କରିଥିବା ସଉଦାରୁ ଫାଇଦା ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ନିଜ ସ୍ବାସ୍ଥ୍ୟ ମାମଲାରେ ଆପଣଙ୍କୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ମୀନ ରାଶି –

ଏହି ମାସର ଭାଇ ଭଉଣୀଙ୍କ ସହିତ ଆନନ୍ଦର ସହିତ ସମୟ ଅତିବାହିତ କରିବେ। ବ୍ୟବସାୟ ମାମଲାରେ ଆପଣ ଅଧିକ ବ୍ୟସ୍ତ ରହିବେ। ବରିଷ୍ଠ ବ୍ୟକ୍ତିଙ୍କ ଠାରୁ ପର୍ଯ୍ୟାପ୍ତ ପରିଣାମ ରେ ସହଯୋଗ ପ୍ରାପ୍ତ ହେବ। ବନ୍ଧୁଙ୍କ ସହିତ ଆପଣ ଦେଖାସାକ୍ଷାତ କରି ପାରନ୍ତି। ଘର ପରିବାରର ମାହୋଲ ସୁଖମୟ ରହିବ।  ପରିବାର ଲୋକେ ଆପଣଙ୍କୁ ସହଯୋଗ ପ୍ରାପ୍ତ ହେବ।

ପ୍ରେମ ମାମଲାରେ , ଜୀବନସାଥୀ ଙ୍କ ଉପରେ ଧ୍ୟାନ ଦେବେ। କାର୍ଯ୍ୟରେ ଆପଣଙ୍କୁ ପ୍ରେମୀ ସହଯୋଗ କରିବେ।

କ୍ୟାରିୟର ମାମଲାରେ, ଛାତ୍ର ମାନଙ୍କୁ ସଫଳତାର ନୂତନ ସାଧନ ପ୍ରାପ୍ତ ହେବ।

ସ୍ବାସ୍ଥ୍ୟ ମାମଲାରେ, ଘରୋଇ ଉପଚାର ଦ୍ଵାରା ଆପଣଙ୍କୁ ବେମାରୀ ଭଲ ହୋଇପାରେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *