Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଗଣପତି ବପ୍ପାଙ୍କ ଆଶୀର୍ବାଦରୁ ଏହି ୩ଟି ରାଶିଙ୍କ ଭାଗ୍ୟ ବଦଳିଯିବ, ଉନ୍ନତିର ଦ୍ୱାର ଖୋଲିବ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତିଦିନ ଗ୍ରହ ନକ୍ଷତ୍ରଗୁଡିକର ସ୍ଥିତିରେ କ୍ରମାଗତ ପରିବର୍ତ୍ତନ ହୋଇଥାଏ ଯେଉଁଥିପାଇଁ ପ୍ରତ୍ୟେକ ମନୁଷ୍ୟର ଜୀବନ ପ୍ରଭାବିତ ହୋଇଥାଏ।  ଜ୍ୟୋତିଷଙ୍କ ଅନୁଯାୟୀ ଯଦି ବ୍ୟକ୍ତିଙ୍କ ରାଶିରେ ଗ୍ରହମାନଙ୍କର ସ୍ଥିତି ଭଲ ତେବେ ଏହା ଜୀବନରେ ସକରାତ୍ମକ ଫଳାଫଳ ଦେଇଥାଏ କିନ୍ତୁ ଗ୍ରହମାନଙ୍କର ଗତିବିଧି ଅଭାବରୁ ଜୀବନରେ ଅନେକ ସମସ୍ୟା ଉପୁଜେ ପରିବର୍ତ୍ତନ ହେଉଛି ପ୍ରକୃତିର ନିୟମ ଏବଂ ଏହା କ୍ରମାଗତ ଭାବରେ ଚାଲିଥାଏ। ଏହାକୁ ଅଟକାଇବା ସମ୍ଭବ ନୁହେଁ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କେତେକ ରାଶିର ଲୋକ ଅଛନ୍ତି ଯେଉଁମାନେ ନିଜର ରାଶିରେ ଗ୍ରହମାନଙ୍କର ଶୁଭ ସ୍ଥିତି ହେତୁ ସକରାତ୍ମକର ସଂକେତ ପାଇବେ। ଭଗବାନ ଗଣପତି ବପ୍ପାଙ୍କ ଆଶୀର୍ବାଦ ଏହି ରାଶି ଉପରେ ରହିବ ଏବଂ ଭାଗ୍ୟର ଉନ୍ନତି ହେବାର ସମ୍ଭାବନା ଅଛି। ଅନେକ କ୍ଷେତ୍ରରୁ ସଫଳତା ପାଇବାର ସମ୍ଭାବନା ଅଛି। ଏହି ଭାଗ୍ୟଶାଳୀ ରାଶିର ଲୋକ କିଏ? ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା।

Google

ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଉପରେ ରହିବ ଭଗବାନ
ଗଣପତିବାପାଙ୍କ ଆଶୀର୍ବାଦ।

ମେଷ ରାଶି:-

ଏହି ରାଶି ଥିବା ଲୋକଙ୍କ କୁଣ୍ଡଳିରେ ଗ୍ରହମାନଙ୍କର ଗତି ଶୁଭ ସଙ୍କେତ ଦେଉଛି। ଭଗବାନ ଗଣପତିବାପାଙ୍କ ଆଶୀର୍ବାଦରୁ ଜୀବନରେ ଆଗକୁ ବଢିବାର ଅନେକ ସୁଯୋଗ ମିଳିପାରିବ। ଆପଣଙ୍କର ଆତ୍ମବିଶ୍ୱାସ ବହୁତ ଶକ୍ତିଶାଳୀ ହେବ। ବ୍ୟବସାୟରେ ଆପଣ କୌଣସି ନୂତନ ରିକ୍ସ ନେବାକୁ ଚେଷ୍ଟା କରିପାରିବେ ଯାହା ଆପଣଙ୍କୁ ଭଲ ଲାଭ ଦେଇପାରେ। ଆପଣଙ୍କର କଠିନ ପରିଶ୍ରମ ଫଳ ଦେବ। ଆପଣ ସବୁ କାମ ନିଜେ କରିବାକୁ ଇଚ୍ଛା କରିବେ।ପାରିବାରିକ ପରିବେଶ ଭଲ ରହିବ। ପୁରୁଣା ସାଙ୍ଗମାନଙ୍କ ସହିତ ସାକ୍ଷାତ ହେବା ଦ୍ୱାରା ମନ ଖୁସି ରହିବ।

କନ୍ୟା ରାଶି:-

ଏହି ରାଶିର ଲୋକ ମାନସିକ ରୁପରେ ମଜବୁତ ରହିବେ। କାମ କାର୍ଯ୍ୟରେ ସର୍ବଦା ସଫଳତା ପ୍ରାପ୍ତ ହେବ। ଆୟର ବୃଦ୍ଧି ହେବ। ଯେଉଁମାନେ ଚାକିରିରେ ଅଛନ୍ତି ସେମାନେ ପଦୋନ୍ନତି ପାଇବେ। ବ୍ୟବସାୟରେ ବିପୁଳ ଲାଭର ସମ୍ଭାବନା ଅଛି। ଭଗବାନ ଗଣପତିବାପାଙ୍କ ଆଶୀର୍ବାଦରୁ  ଛାତ୍ରମାନେ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇପାରିବେ। ଆପଣ ସାଙ୍ଗମାନଙ୍କ ସହିତ ମଜା କରିବାର ସୁଯୋଗ ପାଇବେ। ପିତାମାତାଙ୍କର ଆଶୀର୍ବାଦ ଏବଂ ସହଯୋଗ ପାଇବେ ଯାହା ସେମାନଙ୍କର ଆତ୍ମବିଶ୍ୱାସକୁ ଦୃଢ କରିବ।

କୁମ୍ଭ ରାଶି:-

କୁମ୍ଭୀ ରାଶିର ଲୋକଙ୍କ ଭାଗ୍ୟ ନିଜ ସପକ୍ଷରେ ରହିବ। ଭଗବାନ ଗଣପତିବାବାଙ୍କ ଆଶୀର୍ବାରୁ ପାରିବାରିକ ଜୀବନରେ ସୁଖ ରହିବ। ବିବାହିତ ଲୋକମାନେ ନିଜ ସନ୍ତାନର ସୁଖ ପ୍ରାପ୍ତ କରିବେ। କୌଣସି ପୁରୁଣା ଇଚ୍ଛା ପୂରଣ ହୋଇପାରେ। ଧନ ଲାଭ ହେବାର ସମ୍ଭାବନା ଅଛି। କୌଣସି ପୁରୁଣା ରୋଗରୁ ମୁକ୍ତି ପାଇବେ। ବ୍ୟବସାୟ ଭଲ ଚାଲିବ। ଲାଭଜନକ ସମାଧାନର ସମ୍ଭାବନା ଅଛି। ସାମାଜିକ କ୍ଷେତ୍ରରେ ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ପାଇବ।

ଆସନ୍ତୁ ଜାଣିବା ଅନ୍ୟ ରାଶି ମାନଙ୍କର ସ୍ଥିତି କେମିତି ରହିବ।

ବୃଷ ରାଶି:-

ଏହି ରାଶିର ଲୋକଙ୍କ ସମୟ ଯଥେଷ୍ଟ ଭଲ ହେବାର ଦେଖାଯାଉଛି। ଆର୍ଥିକ ସ୍ଥିତି କମଜୋର ରହିବ ସେଥିପାଇଁ ଆୟ ଅପେକ୍ଷା ଘରୋଇ ଖର୍ଚ୍ଚର ବଜେଟ ଠିକ କରିବାକୁ ପଡ଼ିବ। କିଛି ଲୋକ ଆପଣଙ୍କ ଭଲ ବ୍ୟବହାରରେ ଫାଇଦା ଉଠାଇବାକୁ ଚେଷ୍ଟା କରିବେ, ସେଥିପାଇଁ ଆପଣ ସତର୍କ ରହିବେ। ବ୍ୟକ୍ତିଗତ ଜୀବନରେ ଖୁସି ରହିବ। ଜୀବନସାଥୀଙ୍କ ସହିତ ଆପଣ କୌଣସି ସ୍ଥାନକୁ ବୁଲି ଯିବାର ଯୋଜନା କରିପାରନ୍ତି। ଅବିବାହିତ ଲୋକଙ୍କୁ ଭଲ ବିବାହ ପ୍ରସ୍ତାବ ମିଳିପାରେ।

Google

ମିଥୁନ ରାଶି:-

ମିଥୁନ ରାଶିର ଲୋକଙ୍କର ସମୟ ଟିକେ କଷ୍ଟଦାୟକ ରହିବ।ଆପଣଙ୍କୁ ନିଜ କାମ କାର୍ଯ୍ୟ ପ୍ରତି ନିଜ ଉପରେ ଭରସା ରଖିବାକୁ ପଡ଼ିବ। ମାନସିକ ଚିନ୍ତା ଅଧିକ ରହିବ। ଘରର କୌଣସି ସଦସ୍ୟଙ୍କ ସହିତ ଝଗଡା ହୋଇପାରେ। ଆପଣଙ୍କର କ୍ରୋଧ ଏବଂ କଥାକୁ ନିୟନ୍ତ୍ରଣ କରିବାକୁ ପଡିବ। ହଠାତ ଆୟର ବୃଦ୍ଧି ହୋଇପାରେ ଯାହା ଆପଣଙ୍କ ମନକୁ ଖୁସି କରିବ। ଚାକିରି କ୍ଷେତ୍ରରେ କୌଣସି କାର୍ଯ୍ୟରେ ଅବହେଳା କରନ୍ତୁ ନାହିଁ ନଚେତ ବଡ଼ ଅଧିକାରୀମାନେ କ୍ରୋଧିତ ହୋଇପାରନ୍ତି।

କର୍କଟ ରାଶି:-

ଏହି ରାଶିର ଲୋକଙ୍କୁ ନିଜ ସ୍ବାସ୍ଥ୍ୟ ଉପରେ  ଧ୍ୟାନ ଦେବା ଆବଶ୍ୟକ ଅଟେ। ପାଗ ପରିବର୍ତନ ହେବା କାରଣରୁ ସ୍ବାସ୍ଥ୍ୟ ପ୍ରଭାବିତ ହେବ। ଯଦି ଆପଣ ଭାଗିଦାରୀରେ କୌଣସି କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଏହାକୁ ସଠିକ ଭାବରେ କରନ୍ତୁ। ଗୁପ୍ତ ଶତ୍ରୁମାନେ ଆପଣଙ୍କୁ କ୍ଷତି କରିବାକୁ ଚେଷ୍ଟା କରିପାରନ୍ତି। ବ୍ୟବସାୟ ସଂପର୍କରେ କୌଣସି ଯାତ୍ରା କରିବାକୁ ପଡ଼ିବ। ଆପଣଙ୍କ ଦ୍ବାରା କରାଯାଇଥିବା ଯାତ୍ରା ଟିକେ କଷ୍ଟଦାୟକ ପ୍ରମାଣିତ ହେବ। ଅଭାବି ଲୋକଙ୍କୁ ସାହାଯ୍ୟ କରିବାରେ ଆପଣ ଆଗରେ ରହିବେ। ସମାଜରେ ମାନ ସମ୍ମାନ ପ୍ରାପ୍ତି ହେବ।

ସିଂହ ରାଶି:-

ଏହି ରାଶି ଥିବା ଲୋକମାନେ ମଧ୍ୟମ ଫଳ ପାଇବେ।ଖାଇବା ପିଇବା ପ୍ରତି ଆଗ୍ରହ ବଢିପାରେ। ଆତ୍ମବିଶ୍ୱାସରେ ହ୍ରାସ ଘଟିବ। ପରିବାର ସଦସ୍ୟଙ୍କ ସହିତ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ଭଗବାନଙ୍କ ପ୍ରତି ଭକ୍ତି ଆପଣଙ୍କ ମନରେ ଶାନ୍ତି ଆଣିବ। ପିଲାମାନଙ୍କଠାରୁ କିଛି ନିରାଶା ହୋଇପାରେ। ପ୍ରେମ ଜୀବନ ବିତାଉଥିବା ଲୋକଙ୍କ ମଧ୍ୟରେ ମତଭେଦ ହୋଇପାରେ। ଆପଣ ପରସ୍ପରକୁ ବୁଝିବାକୁ ଚେଷ୍ଟା କରନ୍ତୁ।

ତୁଳା ରାଶି:-

ଏହି ରାଶିର ଲୋକଙ୍କର ସମୟ କଷ୍ଟଦାୟକ ସାବ୍ୟସ୍ତ ହେବ। ମାନସିକ ଚାପ ଅଧିକ ରହିବ। କାମ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବା କଷ୍ଟକର ହେବ। ଚାକିରିରେ ପରିବର୍ତ୍ତନର ଯୋଗ ରହିଛି। ହଠାତ ସ୍ଥାନାନ୍ତର ହୋଇପାରେ। ସଫଳତା ପାଇବା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ। ଧନ ହାନି  ହେବାର ସମ୍ଭାବନା ଅଛି। ଆପଣ କାହାକୁବି ଟଙ୍କା ଦିଅନ୍ତୁ ନାହିଁ। ଶାଶୁ ଘର ପକ୍ଷରୁ ସମ୍ପର୍କ ଖରାପ ହୋଇପାରେ। ଆପଣଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ।

ବିଛା ରାଶି:-

ଏହି ରାଶି ଥିବା ଲୋକଙ୍କ ପାଇଁ ସମୟ ଠିକ ରହିବ। ଆର୍ଥିକ ଏବଂ ମାନସିକ ଚିନ୍ତା ଟିକେ ଚାପ ଦେଇପାରେ। ନକାରାତ୍ମକ ଚିନ୍ତାଧାରାକୁ ଆପଣ ପ୍ରାଧାନ୍ୟ ଦେବାକୁ ଦିଅନ୍ତୁ ନାହିଁ। କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟକି ଯାଇପାରେ। ଆପଣଙ୍କ କାମରେ ଧର୍ଯ୍ୟବାନ ହେବାକୁ ପଡିବ। ଖର୍ଚ୍ଚର ବୃଦ୍ଧି ପାଇବ। ବିରୋଧୀମାନେ ଆପଣଙ୍କୁ କ୍ଷତି କରିବାକୁ ଚେଷ୍ଟା କରିବେ। ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସହଯୋଗ ରହିବ। ଜୀବନସାଥୀ ଆପଣଙ୍କର ଭାବନା ବୁଜିବେ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ।

ଧନୁ ରାଶି:-

ଏହି ରାଶିର ଲୋକଙ୍କୁ କିଛି ଜରୁରୀ କାର୍ଯ୍ୟରେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ। ବିଜନେସରେ ଇନଭେସ୍ଟ କରିବା ପୁର୍ବରୁ ବୁଝି ବିଚାରି କରନ୍ତୁ। ଆର୍ଥିକଦୃଷ୍ଟିରୁ ମଜବୁତ ରହିବେ କିନ୍ତୁ ଟଙ୍କା ଉଚିତ ସ୍ଥାନରେ ବ୍ୟବହାର କରନ୍ତୁ ନଚେତ ଆର୍ଥିକ ସ୍ଥିତିର ସମ୍ମୁଖିନ ହେବାକୁ ପଡିପାରେ। ପରିବାର ଲୋକଙ୍କ ସହିତ ଅଧିକରୁ ଅଧିକ ସମୟ ବ୍ୟତିତ କରିବାକୁ ଚେଷ୍ଟା କରିବେ। ବିବାହିତ ଜୀବନରେ ସୁଖଦ ଆସିବ। ପ୍ରେମ ଜୀବନରେ ଭଲ ରହିବ। ଜୀବନସାଥୀଙ୍କର କିଛି କଥା ଆପଣଙ୍କ ମନକୁ ଚିନ୍ତିତ କରିପାରେ।

ମକର ରାଶି:-

ମକର ରାଶି ଲୋକଙ୍କ ସମୟ ଟିକେ ଚୁନତି ପୂର୍ଣ ରହିବ। ବିରୋଧୀମାନେ ଆପଣଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବେ ଯେଉଁଥି ପାଇଁ ଆପଣ ଟିକେ ଚିନ୍ତିତ ଦେଖାଯିବେ। ଆପଣ ପରିବାରର ଆର୍ଥିକ ସ୍ଥିତିକୁ ମଜବୁତ କରିବାକୁ ଚେଷ୍ଟା କରିପାରିବେ। ମାତା ପିତାଙ୍କର ସମ୍ପୂର୍ଣ ସହଯୋଗ ମିଳିବ। ଅଭାବୀ ଲୋକଙ୍କୁ ପୂର୍ଣ୍ଣ ସହଯୋଗ କରିବାର ସୁଯୋଗ ମିଳିବ। ଘରେ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆଲୋଚନା ହୋଇପାରେ। ପ୍ରେମ ଜୀବନ ଭଲ ରହିବ।ଆପଣ ନିଜର ପ୍ରିୟଙ୍କ ସହିତ ଏକ ରୋମାଣ୍ଟିକ ମୁହୂର୍ତ୍ତ ବିତାଇବେ। ଯେ ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିପାରେ।

ମୀନ ରାଶି:-

ଏହି ରାଶିର ଲୋକ ମାନଙ୍କର ସମୟ ସାମାନ୍ୟ ରହିବ। ଆପଣଙ୍କୁ ନିଜ ପାରିବାରିକ ଦାୟିତ୍ୱକୁ ବୁଝିବା ଉଚିତ। ଦାମ୍ପତ୍ୟ ଜୀବନ ଭଲ ରହିବ। ଜୀବନସାଥୀଙ୍କ ସମ୍ପୂର୍ଣ ସହଯୋଗ ମିଳିବ। କିଛି ନୂତନ ଯୋଜନା ଆପଣଙ୍କ ଧ୍ୟାନ ଆକର୍ଷିତ କରିବ କିନ୍ତୁ କୌଣସି ବି ନୂତନ ପଦକ୍ଷେପ ନେବା ପୁର୍ବରୁ ପ୍ରଥମେ ବୁଝି ବିଚାରି ନିଶ୍ଚୟ କରନ୍ତୁ। ସରକାରୀ ଚାକିରି କରୁଥିବା ଲୋକଙ୍କୁ ହଠାତ ସ୍ଥାନାନ୍ତର ହୋଇପାରେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ “ଗଣପତି ବପ୍ପା ମୋରିଆ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *