Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୩୧ ଡିସେମ୍ବର ୨୦୨୦, ଗୁରୁବାର: ଏ ବର୍ଷର ଶେଷ ଦିନ ଏହି ରାଶିମାନଙ୍କ ପାଇଁ ବହୁତ ଭଲ ରହିବ, ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ , ଗୁରୁବାର ୩୧ ଡିସେମ୍ବରର ରାଶିଫଳ କହିବାକୁ ଯାଉଛୁ। ରାଶିଫଳର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୩୧ ଡିସେମ୍ବର ୨୦୨୦।

ମେଷ ରାଶି:-

ଆଜି ଦିନ ଏହି ରାଶି ପାଇଁ ବହୁତ ଭଲ ଲାଭଦାୟକ ରହିବ। ମାନସିକ ଚାପ ରହିବାର ସମ୍ଭାବନା ଅଛି। କାର୍ଯ୍ୟ କ୍ଷେତ୍ରରେ ସ୍ଥିତି ଭଲ ହେବାର ସମ୍ଭାବନା ଅଛି। ଜମି ସମ୍ବୋଦ୍ଧିତ ମାମଲାରେ ଲାଭ ହେବ। ତତ୍ପରରେ କୌଣସି ବି ନିଷ୍ପତି ନେବା ଠିକ ନୁହେଁ। ଆପଣଙ୍କର ରୋମାଣ୍ଟିକ ସମ୍ପର୍କ ଆଜି କିଛି ଅସୁବିଧାରେ ପଡିପାରେ। ଆୟ କମ ହେବ ଏବଂ ଖର୍ଚ୍ଚ ଅଧିକ ହେବ। ଅବିବାହିତ ଲୋକମାନେ ଭଲ ବିବାହ ପ୍ରସ୍ତାବ ପାଇପାରିବେ।

ବୃଷ ରାଶି:-

କୋଠା ଘର କାର୍ଯ୍ୟରେ ବ୍ୟସ୍ତ ରହିବେ। ବ୍ୟବସାୟ ସହ ଜଡିତ ଲୋକମାନେ ଉପକୃତ ହେବେ। ଇଞ୍ଜିନିୟରିଂ ଏବଂ ଡାକ୍ତରୀ ଛାତ୍ରମାନେ ସେମାନଙ୍କର ପରିଶ୍ରମର ଫଳାଫଳ ପାଇବେ। ଆପଣଙ୍କୁ ଅଚଳ ସମ୍ପତ୍ତି କିମ୍ବା ସାଂସ୍କୃତିକ ପ୍ରକଳ୍ପ ଉପରେ ଧ୍ୟାନ ଦେବା ଆବଶ୍ୟକ। ଧନ କ୍ଷତି ହେବ। ଆପଣଙ୍କର ଦାମ୍ପତ୍ୟ ଜୀବନ ପାଇଁ ଜୀବନର ସବୁଠାରୁ କଷ୍ଟଦାୟକ ସମୟ ହୋଇପାରେ। କୌଣସି ଜୀବିକା ପାଇଁ ଦୌଡ଼ିବାକୁ ପଡିବ।

ମିଥୁନ ରାଶି:-

ଧନ ପ୍ରାପ୍ତିର ଯୋଗ ରହିଛି। ବେରୋଜଗାର ଲୋକଙ୍କୁ ଚାକିରି ମିଳିପାରେ। ସେହି ସବୁ ମାମଲା ଠାରୁ ଦୂରେଇ ଯାଆନ୍ତୁ ଯେଉଁ କାମ ଆପଣଙ୍କୁ ଚାପ ଦେଉଛି। ଗୁରୁତ୍ବପୂର୍ଣ କାର୍ଯ୍ୟ ସମାପ୍ତ କରିବା ଲାଗି କିଛି ଲୋକଙ୍କର ସାହାର୍ଯ୍ୟ ମିଳିପାରେ। କୌଣସି ପରିବର୍ତ୍ତନ ଚିନ୍ତାର କାରଣ ହୋଇପାରେ। କୌଣସି ବଡ ପଦକ୍ଷେପ ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ। ଆଜି ଦୂର ଶିକ୍ଷା ସହିତ ଜଡିତ ଛାତ୍ରମାନେ ଆଜି କୌଣସି ବଡ଼ ସଫଳତା ପାଇବେ। ମାନସିକ ଅସ୍ଥିରତା ଠାରୁ ଦୂରେଇ ରୁହନ୍ତୁ।

Google

କର୍କଟ ରାଶି:-

ସରକାରୀ କାରବାର ସହିତ ଜଡିତ ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ଉପଯୁକ୍ତ। ଆଜି ଅଫିସରେ ଅଧିକାରୀମାନଙ୍କର ସହଯୋଗ ମିଳିବ। ଯଦି ଆପଣ ଅଭିଜ୍ଞ ବ୍ୟକ୍ତିଙ୍କ ମତାମତ ନିଅନ୍ତି ଏବଂ ଆପଣଙ୍କ କାର୍ଯ୍ୟରେ ନୂତନ ଚିନ୍ତାଧାରା ବ୍ୟବହାର କରନ୍ତି ତେବେ ଆପଣ ଲାଭ ପାଇବେ। ଆଜି ବୁଝି ବିଚାରି ପଦକ୍ଷେପ ନେବା ଆବଶ୍ୟକତା ଅଛି। ଦାମ୍ପତ୍ୟ ଜୀବନରେ ଜୀବନସାଥୀଙ୍କ ସମର୍ଥନ ପାଇବେ। ପରିବାରରେ ଚାପ ହୋଇପାରେ। କୌଣସି ଝଗଡା କରୁଥିବା ବ୍ୟକ୍ତିଙ୍କ ସହ ବିତର୍କ ହେବା କାରଣରୁ ଆପଣଙ୍କ ମନ ଖରାପ ହୋଇପାରେ।

ସିଂହ ରାଶି:-

ଆଜି ଆପଣଙ୍କ କ୍ରୋଧ ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ।ଆପଣଙ୍କର ଆତ୍ମବିଶ୍ୱାସ ଦ୍ରୁତ ଗତିରେ ବୃଦ୍ଧି ପାଇବ। ଆଜି ଛାତ୍ରମାନେ ଶିକ୍ଷା କ୍ଷେତ୍ରରେ ଲାଭ ପ୍ରାପ୍ତ କରିବେ।ଟଙ୍କା ରୋଜଗାର କରିବା ପାଇଁ ଅନେକ କଷ୍ଟ ଏବଂ ଯନ୍ତ୍ରଣାଦାୟକ ଉପାୟ ଆପଣେଇ ପାରନ୍ତି।ଜୀବନସାଥୀଙ୍କ ସହିତ କୌଣସି କଥାକୁ ନେଇ ଚାପ ହୋଇପାରେ। ପ୍ରେମ ଜୀବନରେ କିଛି କଥାକୁ ନେଇ ମତଭେଦ ହୋଇପାରେ। ଆଗାମୀ ସମୟ ଆପଣଙ୍କ ପାଇଁ ନୂଆ ଖୁସି ନେଇ ଆସିବ।

କନ୍ୟା ରାଶି:-

ଆଜି ଆପଣ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଏବଂ ତ୍ରୁଟି ବିଷୟରେ ଭଲ ଭାବରେ ବିଚାର କରନ୍ତୁ। କେତେକ ବିବାଦର ସମାପ୍ତ ହୋଇପାରେ। ଅର୍ଥ କ୍ଷେତ୍ରରେ ଅଗ୍ରଗତି ହେବ। ଆପଣ କେବଳ ନିଜ କାର୍ଯ୍ୟ ଠିକ ସମୟରେ ସମାପ୍ତ କରିବାକୁ ଚେଷ୍ଟା କରନ୍ତୁ। ଟଙ୍କା ଦୃଷ୍ଟିରୁ ଦିନଟି ଭଲ ରହିବ। ପୁରୁଣା ଅଟକି ରହିଥିବା କାର୍ଯ୍ୟଗୁଡ଼ିକରେ ମଧ୍ୟ ଗତି ହାସଲ ହୋଇପାରେ। କିଛି ଭଲ ଖବର ମଧ୍ୟ ପାଇପାରିବେ। ଆପଣଙ୍କ ଜୀବନରେ ନୂତନ ସମ୍ପର୍କ ଆରମ୍ଭ ହୋଇପାରେ।

ତୁଳା ରାଶି:-

ଆଜି ହତାଶ ଏବଂ ଉଦାସ ହୁଅନ୍ତୁ ନାହିଁ । ଆପଣଙ୍କୁ ଆପଣଙ୍କ ଜୀବନସାଥୀଙ୍କ ମଧ୍ୟ ଯତ୍ନ ନେବାକୁ ପଡିବ । ବୁଝି ବିଚାରି କାମ କରିବା ଦ୍ୱାରା ସଫଳ ହୋଇ ପାରନ୍ତି । କାର୍ଯ୍ୟକଳାପର ସମାଧାନ ପାଇଁ ଆପଣଙ୍କ ବୁଦ୍ଧି ଓ କୌଶଳର ପ୍ରୟୋଗ କରନ୍ତୁ । ଅବହେଳା ଦ୍ୱାରା କ୍ଷତି ହେବାର ସମ୍ଭାବନା ଅଛି । ସ୍ୱାସ୍ଥ୍ୟ ଭଲ ରହିବ ଏବଂ ପରିବାରର ସମର୍ଥନ ମିଳିବ । ଆପଣଙ୍କ ଆର୍ଥିକ ସ୍ଥିତି ନିରନ୍ତର ମଜବୁତ ହେବ ।

ବିଛା ରାଶି:-

ଆପଣଙ୍କ ସୃଜନଶୀଳ କାର୍ଯ୍ୟ ଉପରେ ବିଶ୍ୱାସ ରଖନ୍ତୁ । ଆପଣଙ୍କ ଦୁଃଖରେ ସମ୍ପର୍କୀୟମାନେ ଅଂଶୀଦାର ହେବେ । ଆପଣଙ୍କ ସମସ୍ୟାକୁ ସେମାନଙ୍କ ସହିତ ବାଣ୍ଟିବାକୁ କୁଣ୍ଠାବୋଧ କରନ୍ତୁ ନାହିଁ । ଆପଣ ଆପଣଙ୍କ ସମସ୍ୟାର ସମାଧାନ କରିବାକୁ ସମର୍ଥ ହେବେ। ବ୍ୟବସାୟ ଯାତ୍ରା ସଫଳ ହେବ । ଆଜି ଆପଣ ଯେ କୌଣସି ଅଭାବୀ ଲୋକଙ୍କୁ ସାହାଯ୍ୟ କରିପାରନ୍ତି । କେହି କେହି ଆପଣଙ୍କୁ ହୃଦୟରୁ ପ୍ରଶଂସା କରିବେ । ବିଳମ୍ବିତ ରାତ୍ରି ଯାଏଁ କାମ କରନ୍ତୁ ନାହିଁ । ଏକ ନୂତନ ଯାନ କିଣି ପାରିବେ ।

ଧନୁ ରାଶି:-

ଆଜି ଆପଣଙ୍କର ଇଚ୍ଛାଶକ୍ତିର ଅଭାବ ଆପଣଙ୍କୁ ଭାବପ୍ରବଣ ଏବଂ ମାନସିକ ଅସୁବିଧାରେ ପକାଇପାରେ । ଟଙ୍କା ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଏହା ଏକ ଲାଭଦାୟକ ଦିନ ରହିବାର ଅଛି । ଆଜି ଆପଣ କାର୍ଯ୍ୟରେ ବ୍ୟସ୍ତ ରହିବେ । ଆପଣ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କ ଦୈନନ୍ଦିନ କାର୍ଯ୍ୟରେ ପରିବର୍ତ୍ତନ ହୋଇପାରେ । ଆସିବାର ସମୟ ଆପଣଙ୍କୁ କିଛି ନୂଆ ଶିଖାଇବ ।

Google

ମକର ରାଶି:-

ବିନିଯୋଗ ମାମଲାରେ ଧ୍ୟାନ ଦେବାକୁ ପଡିବ । ପ୍ରେମ ଜୀବନରେ ଆପଣ ଆଜି ବିବାହ ପ୍ରସ୍ତାବ ଦେଇ ପାରନ୍ତି । ରୋଗ ସମସ୍ୟା ସୃଷ୍ଟି କରିପାରେ । ଆଜି ଆପଣ ଜାଣିବାକୁ ପାଇବେ ଯେ ଅପେକ୍ଷାର ଫଳ ମିଠା ହୋଇଥାଏ । ପାରିବାରିକ ଜୀବନ ଖୁସି ହେବ । ଟଙ୍କା ଆସିବାର ସମ୍ଭାବନା ଅଛି । ବନ୍ଧୁମାନଙ୍କୁ ଭେଟିବାର ସମୟ ଠିକ୍, ଯେଉଁମାନେ ଦୀର୍ଘ ସମୟ ଧରି ସାକ୍ଷାତ କରିନାହାଁନ୍ତି ।

କୁମ୍ଭ ରାଶି:-

ଆପଣ ଆପଣଙ୍କ ପ୍ରିୟତମଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି ।  ପରିବାରରେ ସମୃଦ୍ଧତା ରହିବ । ଯଦି ଆପଣଙ୍କର କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କିଛି ସମୟ ପାଇଁ ଅଟକି ଯାଇଛି, ତେବେ ଆଜି ଏହା ହେବାର ସମ୍ଭାବନା ବହୁତ ଅଧିକ ରହିଛି ।ଆପଣଙ୍କ ଚିନ୍ତାଧାରାରେ କିଛି ନୂଆ ପରିବର୍ତ୍ତନ ହୋଇପାରେ । ଖର୍ଚ୍ଚ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ ଏବଂ କେବଳ ଜରୁରୀ ଜିନିଷ କିଣନ୍ତୁ । ପରିବାର ସଦସ୍ୟଙ୍କ ସହ ସମ୍ପର୍କ ଦୃଢ଼ ରହିବ ଏବଂ ଆପଣ ସମସ୍ତଙ୍କଠାରୁ ପ୍ରେମ ଏବଂ ସମର୍ଥନ ପାଇବେ ।

ମୀନ ରାଶି:-

ଆଜି ଆପଣ ନିଜ ପ୍ରିୟଙ୍କ ଏକ ଭିନ୍ନ ଶୈଳୀରେ ଦେଖିବାକୁ ପାଇପାରନ୍ତି । ଆଜି ଆପଣଙ୍କ ପାଇଁ ବହୁତ ଭଲ ଦିନ ରହିବ । ଆଜି କିଛି ଗୁରୁତ୍ୱପୂର୍ଣ୍ଣ ସପିଂ କରି ପାରନ୍ତି । ବ୍ୟବସାୟରେ ରିସ୍କ ନେବା ଠାରୁ ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ଶତ୍ରୁମାନେ କ୍ଷତି କରିବାକୁ ଚେଷ୍ଟା କରିବେ କିନ୍ତୁ ସଫଳ ହେବେ ନାହିଁ । ଆଜି ଆପଣ ନିଜ ସାଥୀଙ୍କ ସହିତ ଆରାମଦାୟକ ସମୟ ଅତିବାହିତ କରିବେ ।

ବନ୍ଧୁଗଣ ଆଜି ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ମା ଲକ୍ଷ୍ମୀ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *