Excuse Me Odisha

ଯାହା କହିବୁ ସତ କହିବୁ

ରାଶିଫଳ ୨୦୨୧ : ଚାକିରୀ ଏବଂ କାରବାର ପାଇଁ କିପରି ରହିବ ବର୍ଷ ୨୦୨୧ ? ଏହି ଛଅଟି ରାଶିର ଲୋକଙ୍କୁ ମିଳିବ ଫାଇଦା।

ସେୟାର୍ କରନ୍ତୁ

ଚାକିରୀ , କ୍ୟାରିୟର, ବ୍ୟାପାର ପାଇଁ ବର୍ଷ ୨୦୨୦ ଲୋକଙ୍କ ପାଇଁ ନିରାଶାଜନକ ରହିବ। ଏବେ ୨୦୨୧ ଆସିବାର କିଛି ଦିନ ରହିଛି। ନୂଆ ଜୀବନ ଆରମ୍ଭ ହେବା ସହିତ ଲୋକଙ୍କ ଜୀବନରେ ସଫଳତା ଏବଂ ଉପଲବ୍ଧିର କାମନା କରୁଛୁ। ଜ୍ୟୋତିଷ ଗଣନା ଅନୁସାରେ ବର୍ଷ ୨୦୨୧ ଚାକିରୀ ଏବଂ ବ୍ୟାପାର ମାମଲାରେ କର୍କଟ, ସିଂହ, ବିଛା , ଧନୁ , ମକର ଏବଂ କୁମ୍ଭ ରାଶିର ଲୋକଙ୍କ ପାଇଁ ଅଧିକ ଫାଇଦା ହୋଇପାରେ। ଆସନ୍ତୁ ଜାଣିବା ବର୍ଷ ୨୦୨୧ ରେ ସବୁ ରାଶିର କିପରି ରହିବ ଅବସ୍ଥା ।

ମେଷ ରାଶି –

ଚାକିରୀ ମାମଲାରେ ଆପଣ ଉତ୍ତମ ରହିବେ। ଚାକିରୀ ରେ ଆପଣଙ୍କୁ ଆଶାନୁରୂପ ଲାଭ ମିଳିବ। କାରବାରରେ ଲାଭ ମିଳିବ। ଜାନୁଆରୀ ଏବଂ ଏପ୍ରିଲ ମାସ ମଧ୍ୟରେ ସମ୍ଭାଳି ରୁହନ୍ତୁ।

Google

ବୃଷ ରାଶି –

ଚାକିରୀ କ୍ଷେତ୍ରରେ ଆପଣ ଅଧିକ ପରିଶ୍ରମ କରିବେ। ପଦୋନ୍ନତୀ ମିଳିବାର ମିଳିବାର ଯୋଗ ରହିଛି। ଅଫିସ ରେ ଦାୟିତ୍ୱ ଅଧିକ ବଢିପାରେ। ବିଦେଶରୁ ଲାଭ ମିଳିବ। କାରବାରରେ ବିସ୍ତାର ହେବ। ସମ୍ପତ୍ତିର ବିସ୍ତାର ହେବ। ଆୟରେ ବୃଦ୍ଧି

ମିଥୁନ ରାଶି –

ଏହି ବର୍ଷ ଚାକିରୀରେ ବ୍ୟର୍ଥ ଚିନ୍ତା ରହିପାରେ। ଚାକିରୀରେ ପରିବର୍ତ୍ତନ କରନ୍ତୁ ନାହିଁ। ଉଚ୍ଚ ଅଧିକାରୀଙ୍କ ସହିତ ତାଳମେଳ ବନେଇ ରଖନ୍ତୁ। ନୂଆ କାରବାର ଆରମ୍ଭ କରିବା ପାଇଁ ବିଚାର କରି ପାରନ୍ତି। ଛୋଟ ଛୋଟ ବ୍ୟାପାର କରିବାର ଯୋଜନା ପ୍ରସ୍ତୁତ କରି ପାରନ୍ତି। ନିବେଶ କରି ପାରନ୍ତି।

କର୍କଟ ରାଶି –

ବର୍ଷ ର ଆରମ୍ଭରେ କ୍ୟାରିୟର ରେ ପରିବର୍ତ୍ତନ ହୋଇପାରେ। ପରିବର୍ତ୍ତନ ଦ୍ଵାରା କୌଣସି ବନ୍ଧୁଙ୍କ ତରଫରୁ ଲାଭ ମିଳିବ। ନୂଆ ବ୍ୟାପାର ଆରମ୍ଭ କରି ପାରନ୍ତି। ବ୍ୟାପାରିକ ଗତିବିଧିରେ ହାତ ଦେବା ପୂର୍ବରୁ ବରିଷ୍ଠ ଲୋକଙ୍କ ରାୟ ନିଅନ୍ତୁ।

ସିଂହ ରାଶି –

ଏହି ବର୍ଷ ଚାକିରୀ ଏବଂ କ୍ୟାରିୟର ମାମଲାରେ ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ଚାକିରୀ ମାମଲା ପାଇଁ ଯାତ୍ରା କରିବାକୁ ପଡିପାରେ। ପୁରୁଣା କାରବାରକୁ ଛାଡ଼ି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି । ଆୟର ସ୍ରୋତ ବୃଦ୍ଧି ହେବ।

କନ୍ୟା ରାଶି –

ଏହି ବର୍ଷ ରେ ଚାକିରୀ ମାମଲା ପାଇଁ ଅନୁକୂଳ ସମୟ ରହିଛି। କାରବାରରେ ଲାଭ ମିଳିବାର ସମ୍ଭାବନା ରହିଛି ଏବଂ ଖର୍ଚ୍ଚ କମ ହେବ।

ତୁଳା ରାଶି –

ଚାକିରୀ କ୍ଷେତ୍ରରେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। କ୍ୟାରିୟରକୁ ନେଇ ଶୀଘ୍ରତା କରନ୍ତୁ ନାହିଁ। ବୁଝି ବିଚାରି ନୂଆ କାରବାର ଆରମ୍ଭ କରନ୍ତୁ। ବଡ଼ ନିବେଶ କରିବା ପାଇଁ ସମୟ ଅନୁକୂଳ ନାହିଁ।

ବିଛା ରାଶି –

ଏହି ବର୍ଷ ଚାକିରୀ ରେ ପରିବର୍ତ୍ତନ ଆସିପାରେ। ଉତ୍ତମ ଅବସର ମିଳିବାର ସମ୍ଭାବନା ରହିଛି। ସ୍ଥାନ ପରିବର୍ତ୍ତନ ସହିତ ନୂଆ କାରବାରର ଆରମ୍ଭ କରି ପାରନ୍ତି। ବ୍ୟାପାରରେ ସ୍ଥିତି ଅନୁକୂଳ ରହିଛି। ସମସ୍ୟା ଦୂର ହେବ।

ଧନୁ ରାଶି –

ଏହି ବର୍ଷ ଚାକିରୀ ଏବଂ ସ୍ଥାନ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ରୁହନ୍ତୁ। ବିଦେଶ ରେ ଚାକିରୀ ବା ନୂଆ ଆରମ୍ଭ କରିବାକୁ ବିଚାର କରି ପାରନ୍ତି। କାରବାରରେ ସ୍ଥିତି ଅନୁକୂଳ ରହିବ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ସମ୍ପତ୍ତି ମାମଲାରେ ଆପଣଙ୍କୁ ସଫଳତା ମିଳିବ।

Google

ମକର ରାଶି –

ବର୍ଷର ଆରମ୍ଭରେ ଚାକିରୀରେ ବଡ଼ ପରିବର୍ତ୍ତନ ହୋଇପାରେ। ଚାକିରୀ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ପଦ ପ୍ରତିଷ୍ଠାରେ ଲାଭ ମିଳିବ।କାରବାରରେ ସ୍ଥିତି ଅନୁକୂଳ ରହିବ।

କୁମ୍ଭ ରାଶି –

ଏହି ବର୍ଷ କ୍ୟାରିୟର ପାଇଁ ଯୋଜନା କରିବା ପାଇଁ ବିଚାର କରି ପାରନ୍ତି। ଚାକିରୀ କ୍ଷେତ୍ରରେ ସ୍ଥିରତା ଆସିବ। ଧନରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ଆୟର ନୂତନ ସାଧନ ରେ ବୃଦ୍ଧି ହେବ। ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ମିଳିପାରେ।

ମୀନ ରାଶି –

ଏହି ବର୍ଷ ଚାକିରୀ ଏବଂ ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ବିଦେଶ ସମ୍ବନ୍ଧିତ ଲାଭର ସମ୍ଭାବନା ରହିଛି। କାରବାରରେ ସୁଧାର ଆସିବ। ଋଣର ସମସ୍ୟା ଦୂର ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଜୟ ମା ଲକ୍ଷ୍ମୀ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *