Excuse Me Odisha

ଯାହା କହିବୁ ସତ କହିବୁ

ଅମୃତସିଦ୍ଧି ଯୋଗ ସହିତ ପ୍ରସ୍ତୁତ ହେଳା ୨ଟି ଶୁଭ ଯୋଗ, ଏହି ୪ ରାଶିଙ୍କ ଜୀବନରେ ଆସିବ ବହୁତ ଖୁସି।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହ ନକ୍ଷତ୍ରଗୁଡିକର କ୍ରମାଗତ ପରିବର୍ତ୍ତନ ହେତୁ ଆକାଶ ମଣ୍ଡପରେ ଅନେକ ଯୋଗ ସୃଷ୍ଟି ହୋଇଥାଏ, ଯାହାକି ସମସ୍ତ ୧୨ ଟି ରାଶିର ଜାତକ ଉପରେ କିଛି ପ୍ରଭାବ ପକାଇବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯଦି କୌଣସି ବ୍ୟକ୍ତିର ରାଶିରେ ଶୁଭ ଯୋଗ ସୃଷ୍ଟି ହୁଏ ତେବେ ଏହା ଜୀବନରେ ସକରାତ୍ମକ ଫଳାଫଳ ଦେଇଥାଏ କିନ୍ତୁ ସିଦ୍ଧ ନହେବା ହେତୁ ସେମାନଙ୍କୁ ନକାରାତ୍ମକ ପରିସ୍ଥିତି ଦେଇ ଗତି କରିବାକୁ ପଡେ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଜି ପ୍ରାତଃ: ସମୟରେ ସର୍ବସିଦ୍ଧ ଯୋଗର ନିର୍ମାଣ ହେଉଅଛି। ଅପରାହ୍ନରେ ଅମୃତସିଦ୍ଧ ଯୋଗ ହେବ, ଏହା ପରେ ଶ୍ରୀମୃଗାଶିର ନକ୍ଷତ୍ରରେ ସିଦ୍ଧ ଯୋଗ ହେବ। ସର୍ବଶେଷରେ, ଏହି ଶୁଭ ଯୋଗ ଆପଣଙ୍କ ରାଶିର ଜାତକଙ୍କ ଉପରେ କିପରି ପ୍ରଭାବ ପକାଇବ,ଆସନ୍ତୁ ଜାଣିବା ଏହି ବିଷୟରେ।

Google

ଆସନ୍ତୁ ଜାଣିବା ଶୁଭ ଯୋଗର କେଉଁ ରାଶି ମାନଙ୍କ ଉପରେ ରହିବ ସକାରାତ୍ମକ ପ୍ରଭାବ।

ମିଥୁନ ରାଶି:-

ମିଥୁନ ରାଶି ଥିବା ଲୋକଙ୍କ ଉପରେ ଶୁଭ ଯୋଗ ଭଲ ପ୍ରଭାବ ପକାଇବ। ଆପଣ ଶକ୍ତିରେ ପରିପୂର୍ଣ୍ଣ ରହିବେ। ଆପଣ ନିଜର ମଧୁର କଥାରେ ଲୋକଙ୍କୁ ପ୍ରଭାବିତ କରିପାରିବେ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ବିବାଦ ଦୂର ହୋଇପାରେ। କୌଣସି ପୁରୁଣା ରୋଗରୁ ମୁକ୍ତି ପାଇବେ। ଚାକିରି କ୍ଷେତ୍ରରେ ଆପଣ ସହକର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ, ଯାହା ଆପଣଙ୍କ ମନକୁ ଖୁସି କରିବ। ଆପଣ ବ୍ୟବସାୟରେ ସକରାତ୍ମକ ଫଳାଫଳ ଦେଖିପାରିବେ। ଆପଣଙ୍କ ଦ୍ବାରା କରାଯାଇଥିବା ପ୍ରୟାସର ଫଳ ମିଳିବ।

କର୍କଟ ରାଶି:-

ଏହି ରାଶିର ଲୋକଙ୍କ ଜୀବନରେ ଏହି ଶୁଭ ଯୋଗ ଖୁସି ନେଇ ଆସିବ।ରାଜନୀତି କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ସଫଳତା ହାସଲ ହେବ।ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଯେଉଁମାନେ ବିଦେଶରେ କାମ କରୁଛନ୍ତି ସେମାନେ ଲାଭ ପାଇପାରିବେ। ଛାତ୍ରମାନେ ଅଧ୍ୟୟନ କରିବାକୁ ଆଗ୍ରହୀ ହେବେ। ମନର ସମସ୍ୟା ଦୂର ହେବ। ପାରିବାରିକ ପରିବେଶ ସକରାତ୍ମକ ରହିବ। ଆପଣ କୌଣସି ଲାଭଜନକ ଯାତ୍ରାକୁ ଯାଇପାରନ୍ତି। ନିବେଶ ସମ୍ବନ୍ଧୀୟ କାର୍ଯ୍ୟରେ ଲାଭ ମିଳିବ। ଭାଇଭଉଣୀଙ୍କ ସହିତ ଉତ୍ତମ ସମନ୍ୱୟ ରହିବ।

କନ୍ୟା ରାଶି:-

ଏହି ରାଶିର ଲୋକଙ୍କ ଉପରେ ଶୁଭ ଯୋଗର ବହୁତ ପ୍ରଭାବ ରହିବାକୁ ଯାଉଛି। ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ପଦୋନ୍ନତି ପାଇପାରିବେ। ଜୀବନସାଥୀଙ୍କ ସହିତ ପୁରୁଣା ଟେନସନ ଦୂର ହେବ। ଆପଣ ନିଜର ଜୀବନସାଥୀଙ୍କ ସହିତ ରୋମାଣ୍ଟିକ ମୁହୂର୍ତ୍ତ ବିତାଇବେ। ଘରର ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଆପଣ ପରିବାର ସଦସ୍ୟଙ୍କ ସହିତ ଶାନ୍ତି ଅନୁଭବ କରିବେ। ସୃଜନଶୀଳ କାର୍ଯ୍ୟରେ ଆଗ୍ରହ ବୃଦ୍ଧି ପାଇବ। ଆୟର ଉତ୍ସ ବୃଦ୍ଧି ପାଇପାରେ।

ବିଛା ରାଶି:-

ଏହି ରାଶିର ଲୋକଙ୍କୁ ଭାଗ୍ୟ ପୁର ସହଯୋଗ କରିବ। ପରିବାର ଲୋକଙ୍କ ସହିତ ପରସ୍ପର ତାଳମେଳ ଭଲ ରହିବ। ଚାକିରି କ୍ଷେତ୍ରରେ ବଡ଼ ଅଧିକାରୀଙ୍କ ପୁରା ସହଯୋଗ ମିଳିବ। ବିଦେଶ ଯାତ୍ରା କରିବାର ଇଛୁକ ଲୋକଙ୍କୁ ଖୁସି ଖବର ମିଳିପାରେ। କୌଣସି ପୁରୁଣା ଯୋଜନାରେ ବହୁତ ଭଲ ଲାଭ ମିଳିବ। ଦାମ୍ପତ୍ୟ ଜୀବନରେ ସୁଖ ପ୍ରାପ୍ତି ହେବ। ପ୍ରେମ ଜୀବନରେ ଚାଲିଥିବା ସମସ୍ୟା ଦୂର ହେବ। ବ୍ୟବସାୟ କାର୍ଯ୍ୟ ପାଇଁ କୌଣସି ଯାତ୍ରା କରିବାକୁ ପଡିପାରେ।ଆର୍ଥିକ ଦୃଷ୍ଟିରୁ ଆପଣଙ୍କୁ ଲାଭ ମିଳିବାର ସମ୍ଭାବନା ଅଛି।

ଆସନ୍ତୁ ଜାଣିବା ଅନ୍ୟ ରାଶି ମାନଙ୍କର ସ୍ଥିତି କେମିତି ରହିବ।

ମେଷ ରାଶି:-

ଏହି ରାଶିର ଲୋକଙ୍କୁ ନିଜ କାର୍ଯ୍ୟରେ ବିଶେଷ ସାବଧାନ ରହିବାର ଆବଶ୍ୟକତା ଅଛି। ଛୋଟ ବିଜନେସ ସହିତ ଜଡ଼ିତ ଲୋକଙ୍କୁ ସମୟ ଲାଭକାରୀ ସାବ୍ୟସ୍ତ ହେବ। ଆପଣଙ୍କୁ ନିଜ ଲକ୍ଷ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ। କୌଣସି ନିଜ ଲୋକଙ୍କ ସହିତ ଝଗଡା ହୋଇପାରେ। କାର୍ଯ୍ୟ କ୍ଷେତ୍ରରେ ବିରୋଧୀ ମାନେ ଆପଣଙ୍କର କ୍ଷତି କରିବା ପାଇଁ ଚେଷ୍ଟା କରିପାରନ୍ତି। କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ବନ୍ଧୁଙ୍କ ସହଯୋଗ ମିଳିବ। ଏହି ରାଶିର ଲୋକଙ୍କୁ ଏହି ପରାମର୍ଶ ଯେ ସେମାନେ ନିଜ କାମ ନିଜେ ପୁରଣ କରନ୍ତୁ। ଅନ୍ୟ ଉପରେ ଭରସା କରିବା ଛାଡ଼ି ଦେବା ଭଲ ହେବ।

Google

ବୃଷ ରାଶି:-

ଏହି ରାଶିର ଲୋକଙ୍କ ମନ ଧର୍ମ କର୍ମରେ ଅଧିକ ଲାଗିବ। ଆପଣ କୌଣସି ନୂତନ କାର୍ଯ୍ୟ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି। ପରିବାର ଲୋକଙ୍କ ସହିତ କୌଣସି ଧାର୍ମିକ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି। ହଠାତ କୌଣସି ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ। ଭବିଷ୍ୟତକୁ ନେଇ ଆପଣ ବହୁତ ଗମ୍ଭୀର ହୋଇପାରନ୍ତି। ନକାରାତ୍ମକ ଗତିବିଧିରୁ ଦୂରେଇ ରହିବା ଉଚିତ। ଜରୁରୀ ଯୋଜନା ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ। ଆପଣ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ ବିବାଦର ସ୍ଥିତି ଉପୁଜି ପାରେ

ସିଂହ ରାଶି:-

ଏହି ରାଶିର କୋକଙ୍କର ସମୟ ଯଥେଷ୍ଟ ଭଲ ରହିବ। ସମାଜରେ ନୂତନ ଲୋକଙ୍କ ସହିତ ଜଡ଼ିତ ହେବାରେ ସୁଯୋଗ ମିଳିପାରେ, ଯେଉଁଥି ପାଇଁ ଆପଣଙ୍କୁ  ଭବିଷ୍ୟତରେ ଲାଭ ମିଳିବ। କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ଘରର ବଡ଼ ମାନଙ୍କର ପରାମର୍ଶ ଲାଭଦାୟକ ସାବ୍ୟସ୍ତ ହେବ। ଏହି ରାଶିର ଲୋକମାନେ ଅପରିଚିତ ଲୋକଙ୍କ ଉପରେ ଦରକାରଠାରୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ ନଚେତ ପ୍ରତାରଣା ମିଳିପାରେ। ହଠାତ ଦୁର ସଂଚାର ମାଧ୍ୟମରେ ଦୁଃଖ ଖବର ମିଳିପାରେ,ଯେଉଁଥି ପାଇଁ ଆପଣ ବହୁତ ଚିନ୍ତିତ ରହିବେ

ତୁଳା ରାଶି:-

ଏହି ରାଶିର ଲୋକଙ୍କର ସମୟ ଯଥେଷ୍ଟ ଭଲ ରହିବ କିନ୍ତୁ କାମ କାର୍ଯ୍ୟ ପ୍ରତି ଆପଣଙ୍କୁ ଅଧିକ ଗମ୍ଭୀର ହେବାକୁ ପଡ଼ିବ। କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ମହିଳା ସାଙ୍ଗ ତରଫରୁ କଷ୍ଟର ସାମ୍ନା କରିବାକୁ ପଡ଼ିବ। କୌଣସି କାମରେ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଆପଣଙ୍କ ଦ୍ବାରା କରାଯାଇଥିବା ପରିଶ୍ରମ ରଙ୍ଗ ଆଣିବ। ଭାଇ ଭଉଣୀଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ହେବ।

ଧନୁ ରାଶି:-

ଏହି ରାଶିର ଲୋକଙ୍କର ପୋଡସି ମାନଙ୍କ ସହିତ ମତଭେଦ ହୋଇପାରେ। ସାମାଜିକ ସ୍ତରରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ। ସମାଜରେ ନୂତନ ଲୋକଙ୍କ ସହିତ ଜଡ଼ିତ ହୋଇପାରନ୍ତି। ସଫଳତାରେ ଅସୁଥିବା ସମସ୍ୟା ଦୂର ହୋଇପାରେ। ଆପଣଙ୍କୁ ନିଜ ଚିନ୍ତାଧାରାକୁ ସକାରାତ୍ମକ ରଖିବାକୁ ପଡ଼ିବ। ଆପଣ ଅନ୍ୟ ମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ। ଆପଣଙ୍କୁ ନିଜ ପରିଶ୍ରମର ଲକ୍ଷ ଅପେକ୍ଷା କମ ଲାଭ ମିଳିବ, ଯେଉଁଥିପାଇଁ ଆପଣ ଅକ୍ପ ନିରାଶା ହୋଇପାରନ୍ତି। ପାରିବାରର ସହଯୋଗ ମିଳିବ।

ମକର ରାଶି:-

ଏହି ରାଶିର ଲୋକମାନେ ନିଜ ଭବିଷ୍ୟତର ଯୋଜନାକୁ ନେଇ ବହୁତ ଅଧିକ ବିଚାର କରିବେ। ମାର୍କେଟିଂ ସହିତ ଜଡିତ ଲୋକଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ।ଆପଣ ଜୀବନର ସମସ୍ତ ଅସୁବିଧାରୁ ମୁକ୍ତି ପାଇବା ପାଇଁ ଆପଣ କୌଣସି ଉପାୟ ପାଇପାରିବେ। ଆପଣ ଅଫିସରେ କିଛି ପରିସ୍ଥିତିର ସାମ୍ନା କରିପାରନ୍ତି ଯେଉଁଥି ପାଇଁ ଆପଣ ଚିନ୍ତିତ ରହିବେ। ଅଦ୍ଭୁତ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣ ରଖନ୍ତୁ। ଯଦି ଆପଣ ବୁଦ୍ଧିମାନ ଭାବରେ କାର୍ଯ୍ୟ କରିବେ ତେବେ ଆପଣ ପ୍ରତ୍ୟେକ ପରିସ୍ଥିତିର ସାମ୍ନା କରିପାରିବେ।

କୁମ୍ଭ ରାଶି:-

ଏହି ରାଶିର ଲୋକମାନଙ୍କୁ ମିଶ୍ରିତ ଫଳ ମିଳିବ। ସଫଳତାର ନୂତନ ସୁଯୋଗ ମିଳିପାରେ। ଆର୍ଥିକ ସ୍ଥିତି ଭଲ ରହିବ। ଆପଣ ନିଜର ପରିଶ୍ରମରେ ପ୍ରତ୍ୟକ କାର୍ଯ୍ୟ ସଫଳ କରିବେ। ଶତୃ ପକ୍ଷ ସକ୍ରିୟ ରହିବେ, ସେମାନେ ଆପଣଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରି ପାରନ୍ତି। କୌଣସି ପୁରୁଣା ଚିନ୍ତା ଆପଣଙ୍କୁ ବହୁତ ଚିନ୍ତିତ କରିବ। ବୈବାହିକ ଜୀବନ ଭଲ ରହିବ। ପ୍ରେମ ଜୀବନରେ ପରିବର୍ତନ ରହିବ। ଛାତ୍ର ମାନଙ୍କୁ ପଢ଼ା ଉପରେ ସମ୍ପୂର୍ଣ ଧ୍ୟାନ ଦେବାକୁ ପଡ଼ିବ।

ମୀନ ରାଶି:-

ଏହି ରାଶିର ଲୋକମାନେ କୋର୍ଟ କଚେରୀ ମାମଲାରେ ଦୂରେଇ ରୁହନ୍ତୁ। ଅବିବାହିତ ଲୋକଙ୍କୁ ବିବାହର ଭଲ ପ୍ରସ୍ତାବ ମିଳିପାରେ। ଆପଣ କୌଣସି ନୂତନ ଯୋଜନା ଆଡକୁ ଆକର୍ଷିତ ହୋଇପାରନ୍ତି। ଜମି ସମ୍ପତ୍ତି ସହିତ ଜଡ଼ିତ ମାମଲାରେ ସାବଧାନ ରୁହନ୍ତୁ। ସ୍ବାସ୍ଥ୍ୟ ଖରାପ ହୋଇପାରେ। ବାହାରର ଖାଇବା ପିଇବା ଠାରୁ ଦୂରେଇ ରୁହନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *