Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୨୭ ଡିସେମ୍ବର ୨୦୨୦, ରବିବାର: ମେଷ, କର୍କଟ ଏବଂ କନ୍ୟା ସହିତ ତିନୋଟି ରାଶିର ଲୋକଙ୍କ ପାଇଁ ଉତ୍ତମ ଦିନ, ପଢନ୍ତୁ ରବିବାର ଦିନର ରାଶିଫଳ।

ସେୟାର୍ କରନ୍ତୁ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଛି। ଆଜିର ରାଶିଫଳ ଗଣନା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ ବିଶ୍ଳେଷଣ କରାଯାଏ। ଆମର ଏହି ଦୈନିକ ରାଶିଫଳରେ ୧୨ଟି ରାଶିର ଭବିଷ୍ୟତ କୁହାଯାଇଛି। ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନା  ପୂରଣ କରିବାରେ ସଫଳ ହେବେ । ଆଜିର ରାଶିଫଳ ଆପଣଙ୍କୁ ଚାକିରୀ, ବ୍ୟାପାର, ପରିବାର ଓ  ମାନଙ୍କ ସହିତ ସମ୍ବନ୍ଧ , ସ୍ଵାସ୍ଥ୍ୟ ଓ ଆଜିର ଦିନଚର୍ଯ୍ୟାରେ ହେବାକୁ ଥିବା ଶୁଭ ଅଶୁଭ ଘଟଣାର ଭବିଷ୍ୟ ଫଳ ହୋଇଥାଏ।

ମେଷ ରାଶି –

ଗ୍ରହ ମାନଙ୍କର ଶୁଭ ସ୍ଥିତି ଯୋଗୁଁ ଘରର ମାହୋଲ ସୁଖମୟ ରହିବ। କିଛି ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଘରର ବାତାବରଣ ସୁଖମୟ ରହିବ। ଆପଣ ଧନ ପ୍ରାପ୍ତ କରିବାରେ ସଫଳ ରହିବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଭାଗ୍ୟ ପ୍ରବଳ ରହିବ। ଚାକିରୀ ପେଶାରେ ଥିବା ଲୋକଙ୍କୁ ଜବରଦସ୍ତ ଲାଭ ମିଳିବ। ବ୍ୟବସାୟରେ ଆପଣଙ୍କୁ ସଫଳତା ମିଳିବ।

ବୃଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣ କିଛି ନୂଆ କରିବା ପାଇଁ ବିଚାର କରିବେ। ବ୍ୟକ୍ତିଗତ ଜୀବନରେ ସମସ୍ୟା ଦେଖା ଦେଇପାରେ। ଆଜି ଆପଣ ଅଧିକ ଆତ୍ମବିଶ୍ଵାସୀ ରହିବେ। କିଛି ଖର୍ଚ୍ଚ ଅଧିକ ରହିପାରେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ଅଧିକ ପ୍ରସନ୍ନ ରହିବେ।

ମିଥୁନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଅଯଥା ଖର୍ଚ୍ଚ ହୋଇପାରେ। ବିରୋଧୀ ମାନଙ୍କ ଠାରୁ ସାବଧାନ ରୁହନ୍ତୁ। ଶାରୀରିକ ରୂପରେ ଅସୁସ୍ଥତା ଅନୁଭବ କରି ପାରନ୍ତି, ଏଥିପାଇଁ ଧ୍ୟାନ ରଖନ୍ତୁ। ଆଜି ଆପଣ କୌଣସି ଗରିବ ଲୋକଙ୍କୁ ସହଯୋଗ କରିବାକୁ ପଡ଼ିବ। ଗରିବ ଲୋକଙ୍କୁ ସାହାଯ୍ୟ କରି ପାରନ୍ତି। ବ୍ୟକ୍ତିଗତ ଜୀବନ ସୁଖମୟ ରହିବ। ନୂଆ ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ ହୋଇ ପାରେ।

Google

କର୍କଟ ରାଶି –

ଗ୍ରହ ମାନଙ୍କର ସ୍ଥିତି ଅନୁକୂଳ ରହିବ। ଉତ୍ତମ ଲାଭ ମିଳିବାର ସମ୍ଭାବନା ରହିଛି। ବ୍ୟବସାୟରେ ସଫଳତା ମିଳିବାର ସମ୍ଭାବନା ରହିଛି। ନିବେଶ କରି ପାରନ୍ତି। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଚାକିରୀ ପେଶାରେ ଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ବ୍ୟବସାୟ ମାମଲା ପାଇଁ ଆଜିର ଦିନଟି ଅନୁକୂଳ ରହିବ।

ସିଂହ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କାର୍ଯ୍ୟ କ୍ଷେତ୍ରରେ ଆପଣ ଅଧିକ ପରିଶ୍ରମ କରିବେ ଏବଂ ଆପଣ ଉତ୍ତମ ପ୍ରଦର୍ଶନ କରିବେ। ଆପଣଙ୍କର ଅଧିକ ଆତ୍ମବିଶ୍ବାସ ହାନିକାରକ ସାବ୍ୟସ୍ତ ହୋଇପାରେ। ଜମିବାଡ଼ି ମାମଲାରେ ଆପଣଙ୍କୁ ସଫଳତା ମିଳିବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ବ୍ୟସ୍ତତା ରହିପାରେ। ବ୍ୟକ୍ତିଗତ ଜୀବନ ସୁଖମୟ ରହିବ।

କନ୍ୟା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କୌଣସି ଲମ୍ବା ଯାତ୍ରା ର ଯୋଜନା କରି ପାରନ୍ତି। ବନ୍ଧୁଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ସରକାରୀ କ୍ଷେତ୍ରରୁ ଆପଣଙ୍କୁ ଲାଭ ମିଳିବ। ଘରର ଦାୟିତ୍ୱ ଆପଣ ତୁଲାଇବା ପାଇଁ ସବୁ ପ୍ରକାରର ପ୍ରୟାସ କରିବେ। ସନ୍ତାନ ସୁଖ ପ୍ରାପ୍ତ ହେବ। ଶ୍ଵଶୁର ଘର ପକ୍ଷରୁ ଆପଣଙ୍କୁ କିଛି ସମସ୍ୟା ଦେଖା ଦେଇପାରେ।

ତୁଳା ରାଶି -\

ଆଜି ଆପଣଙ୍କୁ ସମ୍ଭାଳି ଚାଲିବା ଉଚିତ। ଆପଣଙ୍କୁ ଧନହାନୀ ହେବାର ସମ୍ଭାବନା ରହିଛି। କାହାକୁ ଟଙ୍କା ଉଧାର ଦିଅନ୍ତୁ ନାହିଁ। ଉତ୍ତମ ଭୋଜନ କରନ୍ତୁ, ନଚେତ ଶରୀର ଦୁର୍ବଳ ରହିପାରେ। ଘରେ ସୁଖଶାନ୍ତି ବିଦ୍ୟମାନ ହେବ। ବୃଦ୍ଧ ଲୋକଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ବୃଦ୍ଧ ଲୋକଙ୍କ ସ୍ବାସ୍ଥ୍ୟ ପ୍ରଭାବିତ ହୋଇପାରେ। ବ୍ୟକ୍ତିଗତ ଜୀବନରେ ସମସ୍ୟା ଦେଖା ଦେଇପାରେ। କାର୍ଯ୍ୟ ମାମଲାରେ କଠିନ ପରିସ୍ଥିତି ସୃଷ୍ଟି ହୋଇପାରେ।

ବିଛା ରାଶି –

ଆପଣ ନିଜର ଭୁଲ କୁ ସୁଧାରିବା କୁ ପ୍ରୟାସ କରିବେ। କିଛି ଅଧିକ ଖର୍ଚ୍ଚ ହୋଇପାରେ। ପରିବାର ସଦସ୍ୟଙ୍କ ସହିତ ଉତ୍ତମ ତାଳମେଳ ରହିବ। କୌଣସି ପ୍ରତିଯୋଗିତା ରେ ଆପଣ ସଫଳ ରହିବେ। କାର୍ଯ୍ୟ ମାମଲାରେ ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣଙ୍କର ସବୁ ପ୍ରୟାସ ସଫଳ ରହିବ। ସରକାରୀ କ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିବ।

ଧନୁ ରାଶି –

ଆଜି ଗ୍ରହ ଆପଣଙ୍କ ସପକ୍ଷରେ ରହିବ। ଅଯଥା ସମସ୍ୟାରେ ପଡି ପାରନ୍ତି। ସନ୍ତାନଙ୍କ ତରଫରୁ କିଛି ଶୁଭ ସମାଚାର ମିଳିପାରେ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ଖର୍ଚ୍ଚରେ ବୃଦ୍ଧି ହେବ। ପ୍ରେମ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ। ମାନସିକ ସ୍ଵାସ୍ଥ୍ୟ ବିଗିଡି ପାରେ। ଖର୍ଚ୍ଚ ବୃଦ୍ଧି ହେବ। କାର୍ଯ୍ୟ ମାମଲାରେ ଆପଣ ଉତ୍ତମ ପ୍ରଦର୍ଶନ କରିବେ।

Google

ମକର ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଉତ୍ତମ ସାବ୍ୟସ୍ତ ହେବ। ପ୍ରେମ ଜୀବନ ସୁଖମୟ ରହିବ। ପରିବାର ତଥା ପ୍ରେମୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଆୟରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ଧନ ପ୍ରାପ୍ତି ହେବାର ସଂକେତ ରହିଛି। ସ୍ବାସ୍ଥ୍ୟରେ ସୁଧାର ହେବାର ସମ୍ଭାବନା ରହିଛି। ବିବାହିତ ଲୋକଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଅନ୍ୟମାନଙ୍କ ଭଲ ଚିନ୍ତା କରି ପାରନ୍ତି। ପରିବାରର ମାହୋଲ ସୁଖମୟ ରହିବ।

କୁମ୍ଭ ରାଶି –

ଗ୍ରହ ମାନଙ୍କର ସ୍ଥିତି ପାରିବାରିକ କଳହ ବଢେଇ ପାରେ। ପରିବାରରେ କୌଣସି କଥାକୁ ନେଇ ଆଲୋଚନା ହୋଇପାରେ। କାର୍ଯ୍ୟ ମାମଲାରେ ଆପଣଙ୍କୁ ସମସ୍ୟା ହୋଇପାରେ। କାର୍ଯ୍ୟରେ ଆପଣଙ୍କ ପ୍ରଦର୍ଶନ ଦୁର୍ବଳ ରହିପାରେ। ଖର୍ଚ୍ଚ ଅଧିକ ହୋଇପାରେ। ଆପଣଙ୍କ ମଧ୍ୟରେ ଅଧିକ ସକାରାତ୍ମକ ଉର୍ଜା ଦେଖିବାକୁ ମିଳିବ। ବ୍ୟକ୍ତିଗତ ଜୀବନ ସୁଖମୟ ରହିବ।

ମୀନ ରାଶି –

ଗ୍ରହର ସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। ନୂଆ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ବନ୍ଧୁଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। କାର୍ଯ୍ୟ ମାମଲାରେ ଆପଣ ସୁଦୃଢ ରହିବେ। ବ୍ୟବସାୟ ରେ ଆପଣଙ୍କୁ ସଫଳତା ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଆମଦାନୀରେ ବୃଦ୍ଧି ହେବା ଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ।

ବନ୍ଧୁଗଣ ଆଜି ପ୍ରଭୁ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଓଁ ସୂର୍ଯ୍ୟା ଦେବାୟ ନମଃ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *