Excuse Me Odisha

ଯାହା କହିବୁ ସତ କହିବୁ

ଭାରତକୁ ବର୍ଷ ୨୦୨୧ ରେ କରୋନା ଦ୍ଵାରା ମିଳିବ ମୁକ୍ତି ବା ବଢିବ ସମସ୍ୟା, ଜାଣନ୍ତୁ କଣ କହୁଛି ନକ୍ଷତ୍ର।

ସେୟାର୍ କରନ୍ତୁ

ବର୍ଷ ୨୦୨୦ ଭାରତ ସମେତ ସାରା ଦୁନିଆ ପାଇଁ ଭୟାବହ ରହିବ। ଏହି ବର୍ଷ କୋରୋନା ବୈଶ୍ଵିକ ମହାମାରୀ ଯୋଗୁଁ ଅନେକ ସମସ୍ୟା ଉତ୍ପନ୍ନ ହୋଇଥିଲା, ଯାହାଦ୍ବାରା ଅନେକ ଲୋକ ମୃତ୍ୟୁବରଣ କଲେ। ଖାଲି ଏହା ନୁହେଁ, ଅର୍ଥ ବ୍ୟବସ୍ଥା ଠାରୁ ଆରମ୍ଭ କରି ଚାକିରୀ, ଚାଷ, ବ୍ୟବସାୟ ପର୍ଯ୍ୟନ୍ତ ସବୁ କ୍ଷତିଗ୍ରସ୍ତ ହୋଇ ପଡ଼ିଛି।

କହିବାକୁ ଗଲେ ସମସ୍ତଙ୍କୁ ୨୦୨୧ ରେ ଅନେକ ଆଶା ରହିଛି। ତାହେଲେ ଆଜି ଆମେ ଆପଣଙ୍କୁ ଶାସ୍ତ୍ର ଅନୁସାରେ କହିବାକୁ ଯାଉଛୁ କି ବର୍ଷ ୨୦୨୧ ଭାରତ ପାଇଁ କିପରି ରହିବ।

କିପରି ରହିବ ରାଜନୈତିକ ଅବସ୍ଥା –

୨୦୨୦ ରେ ରାଜନୀତିରେ ସତ୍ତାରୁଢ ବିଜେପିର ବର୍ଚସ୍ଵ ଦେଖିବାକୁ ମିଳିଥିଲା। ୨୦୨୧ ରେ ବିଜେପିର ବର୍ଚସ୍ୱ କାୟମ ରହିଛି। ସରକାର କୃଷି ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧିତ ମାମଲା ଉପରେ କିଛି ପଦକ୍ଷେପ ନିଆ ଯାଇପାରେ।

କ୍ୟାରିୟର ଏବଂ ବ୍ୟବସାୟ –

Google

ବ୍ୟବସାୟ ମାମଲାରେ ୨୦୨୧ ଅଧିକ ଅନୁକୂଳ ସାବ୍ୟସ୍ତ ହେବ। ବିତ୍ତୀୟ ଦେବାନେବା ମାମଲାରେ ଏହି ବର୍ଷ ଅନୁକୂଳ ରହିବ। ୨୦୨୧ ରେ ବୁଧର ସୂର୍ଯ୍ୟର ଚତୁର୍ଥ ଭାବରେ ଗୋଚର ହେବା ଶୁଭ ସଂକେତ ଦେଉଛି। ଯାହାଦ୍ବାରା କ୍ୟାରିୟର ଏବଂ ବ୍ୟବସାୟ ମାମଲାରେ ଲୋକଙ୍କୁ ବଡ଼ ଲାଭ ମିଳିବାର ସମ୍ଭାବନା ରହିଛି।

ବୈଶ୍ଵିକ ଆର୍ଥିକ ସଙ୍କଟ –

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବର୍ଷ ୨୦୨୨ ପୂର୍ବରୁ ଆର୍ଥିକ ସଙ୍କଟ ଦୂର ହେବ ନାହିଁ। କହିବାକୁ ଗଲେ ୨୦୨୦ ଏବଂ ୨୦୨୧ ରେ ମକର ରାଶିରେ ଶନି ଏବଂ ବୃହସ୍ପତିର ଯୋଗ ବନିବାକୁ ଯାଉଛି। ଯେଉଁ କାରଣରୁ ଆର୍ଥିକ ମାନ୍ଦା ଅବସ୍ଥା ଏବଂ ବୈଶ୍ୱିକ ମାନ୍ଦା ଅବସ୍ଥା ଦେଖା ଦେଇପାରେ।

ଶନି ଏବଂ ବୃହସ୍ପତିଙ୍କ ମିଳନ ଦୁନିଆରେ ଅନେକ ବଡ଼ ଆର୍ଥିକ , ସାମାଜିକ ଏବଂ ରାଜନୈତିକ ପରିବର୍ତ୍ତନ ହୋଇପାରେ। କହିବାକୁ ଗଲେ ଶନି ସମାନ୍ୟତଃ ଜନତାଙ୍କ ପାଇଁ ହିତକାରୀ ମାନା ଯାଇଛି। କହିବାକୁ ଗଲେ ଗୁରୁ ଧନ ଏବଂ ଜ୍ଞାନର ପ୍ରତୀକ ଅଟେ। କିନ୍ତୁ ଯେତେବେଳେ ଏମାନେ ସାମ୍ନାରେ ଆସିଥାନ୍ତି, ତେବେ ବଡ଼ ରାଜନୈତିକ , ସାମାଜିକ ଏବଂ ଆର୍ଥିକ ପରିବର୍ତ୍ତନ ଆସିବ।

୨୦୨୧ ରେ ଶନି ଏବଂ ବୃହସ୍ପତି ଦୁଇଥର ଏକାଠି ହେବାକୁ ଯାଉଛନ୍ତି। ନଭେମ୍ବର ଓ ଡିସେମ୍ବର ମାସରେ ଶନି ଓ ବୃହସ୍ପତି ମକର ରାଶିର ଅବସ୍ଥାନ କରିବେ। ଏହି ଗୋଚର ଦ୍ଵାରା ସାରା ଦୁନିଆରେ ବିଶ୍ଵ ଯୁଦ୍ଧର ପରିସ୍ଥିତି ସୃଷ୍ଟି ହୋଇପାରେ। ବୈଶ୍ଵିକ ଆର୍ଥିକ ମାନ୍ଦା ଅବସ୍ଥାର ପ୍ରଭାବ ଭାରତ,ଜାପାନ, ଆମେରିକା ଭଳି ଅନେକ ଦେଶରେ ପଡ଼ିବ।

ଏପ୍ରିଲ ୨୦୨୨ ରେ ଏହି ସବୁ ସ୍ଥିତି ରୁ ମୁକ୍ତି ମିଳିବାର ସମ୍ଭାବନା ରହିଛି। କହି ରଖୁଛୁ ଏପ୍ରିଲ ୨୦୨୨ ରୁ ଜାନୁଆରୀ ୨୦୨୩ ରେ ଯେବେ ବୃହସ୍ପତିର ଗୋଚର ମୀନ ରାଶିରେ ହେବ, ତେବେ ବୈଶ୍ଵିକ ଅର୍ଥ ବ୍ୟବସ୍ଥା ଦ୍ରୁତ ଗତିରେ ଅତିକ୍ରମ କରିବ।

କଣ ନିୟନ୍ତ୍ରଣରେ ରହିବ କରୋନା –

Google

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଡିସେମ୍ବର ୨୦୨୦ ରୁ ଜାନୁଆରୀ ୨୦୨୧ ରେ କୋରୋନା ର ପ୍ରଭାବ କମି ପାରେ। ଏହାଦ୍ବାରା ଲୋକଙ୍କ ଜୀବନ ପରିବର୍ତ୍ତନ ହୋଇପାରେ। କୋଭିଡ଼ – ୧୯ ର ମାମଲାର ଖୁବ୍ ଶୀଘ୍ର ସମାଧାନ ହୋଇଯିବ। ଅଗଷ୍ଟ ମାସ ମଧ୍ୟରେ ସ୍ଥିତି ସାମାନ୍ୟ ରହିବ।

ସଞ୍ଚାର ଉପରେ କିପରି ରହିବ ପ୍ରଭାବ –

୨୦୨୧ ରେ ବୁଧ ଗ୍ରହର ବକ୍ରୀ ଚଳନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ଭାରତର ଦ୍ଵିତୀୟ ପାର୍ଶ୍ଵରେ ସମ୍ବନ୍ଧ ସ୍ଥାପନ ହେବ। କହି ରଖୁଛୁ ୩୦ ଜାନୁଆରୀରୁ ଆରମ୍ଭ କରି ୨୧ ଫେବୃଆରୀ  ରେ ବୁଧ ର କୁମ୍ଭ ରାଶି ରେ ଗୋଚର ହେବ ଏବଂ ୨୯ ମେ ରୁ ୧୧  ଜୁନ ପର୍ଯ୍ୟନ୍ତ ମିଥୁନ ରାଶିରେ । ଏହାପରେ ୨୭ ସେପ୍ଟେମ୍ବର ରୁ ୨୩ ଅକ୍ଟୋବର ପର୍ଯ୍ୟନ୍ତ ତୁଳା ରାଶିରେ ବକ୍ରୀ ହେବେ।

ରାହୁ-କେତୁର ପ୍ରଭାବ –

କୁଣ୍ଡଳୀର ଦିତୀୟ ଘରେ ରାହୁର ଉପସ୍ଥିତି ଦ୍ଵାରା ଅର୍ଥ ବ୍ୟବସ୍ଥା ନଷ୍ଟ ହୋଇପାରେ ଏବଂ ବିତ୍ତୀୟ ଅପରାଧ ବଢିବ। ଅଷ୍ଟମ ଭାବରେ କେତୁ ମଧ୍ୟ ଅସଙ୍ଗତ ଆଡ଼କୁ ଗତି କରାଇ ପାରେ। ରୋଜଗାରରେ ହାନୀ ହୋଇପାରେ, ସାମ୍ପ୍ରଦାୟିକ ହିଂସାରେ ବୃଦ୍ଧି ହୋଇପାରେ।

ବୃଷ ଏବଂ ବିଛା ରାଶି ରାହୁ କେତୁ ପାଇଁ ସୁଦୃଢ ରାଶି ମାନା ଯାଇଛି। ସେପ୍ଟେମ୍ବର ୨୦୨୦ ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ହୋଇଥିବା ଘଟଣାର ପ୍ରଭାବ ଲମ୍ବା ସମୟ ପର୍ଯ୍ୟନ୍ତ ରହିବ। ଏହି ୧୮ ମାସ ମଧ୍ୟରେ ଆର୍ଥିକ ମାନ୍ଦା ଅବସ୍ଥା , ଚାକିରୀରେ ହାନୀ, ଉଦ୍ୟୋଗ ଧନ୍ଦା, ବ୍ୟାଙ୍କ ରେ ଠକେଇ ହେବାର ସମ୍ଭାବନା ରହିଛି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *