Excuse Me Odisha

ଯାହା କହିବୁ ସତ କହିବୁ

କପୁର ସହିତ ଜଡିତ ୭ ଟି ଉପାୟ : ଆପଣେଇବା ଦ୍ଵାରା ମିଳିଥାଏ ଭାଗ୍ୟର ସପକ୍ଷ, ଦୂର ହୋଇଥାଏ ବାସ୍ତୁ ଦୋଷ, ପିତୃ ଦୋଷ ଏବଂ ନଜର ଦୋଷ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମରେ କୌଣସି ପୂଜା ବା ଅନୁଷ୍ଠାନ କପୁର ବିନା ପୂରଣ ମାନା ଯାଇଥାଏ। ପୂଜା କୁ ଛାଡ଼ି କପୁର ଅନେକ ପ୍ରକାରର ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାକୁ ଦୂର କରିଥାଏ। ଏହାର ନିୟମିତ ପ୍ରୟୋଗ ଦ୍ଵାରା ଘରେ ନକାରାତ୍ମକ ଉର୍ଜା ଦୂର ହୋଇଥାଏ। ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ରରେ ଏହାର ମହତ୍ୱ ଏବଂ ଉପଯୋଗ ବିଷୟରେ କୁହାଯାଇଛି।

ବିଗିଡି ଥିବା କାର୍ଯ୍ୟ ବନିବ –

ବାସ୍ତୁ ଅନୁସାରେ , ଆପଣଙ୍କ କଠିନ ପ୍ରୟାସ ପରେ ମଧ୍ୟ କାମ ସମ୍ପନ୍ନ ହୋଇ ପାରୁ ନଥିବ ବା କାମ ସମ୍ପନ୍ନ ହେବାରେ ବାଧା ସୃଷ୍ଟି ହେଉଥିବ, ଏଥିପାଇଁ ରୂପରେ ଗିନାରେ ନିୟମିତ କପୁର ଏବଂ ଲବଙ୍ଗ ଜଳାଇ ଘରେ ବୁଲାନ୍ତୁ। ଏହାଦ୍ବାରା ଜୀବନରେ ଆସୁଥିବା ସବୁ ବାଧା ଦୂର ହେବ ଏବଂ ବିଗିଡି ଥିବା କାର୍ଯ୍ୟ ସମ୍ପନ୍ନ ସମ୍ପନ୍ନ ହେବ।

Google

ନକାରାତ୍ମକ ଉର୍ଜା ହେବ ଦୂର –

ଘରେ ବାସ୍ତୁ ଦୋଷ ରହିଥିବା କାରଣରୁ ସୁଖଶାନ୍ତି ଭଙ୍ଗ ହୋଇଥାଏ, ଯାହାଦ୍ବାରା କଳହ ର ମାହୋଲ ରହିଥାଏ। ଦୋକାନ ବା ପ୍ରତିଷ୍ଠାନ ରେ ବାସ୍ତୁ ଦୋଷ ରହିଥିବା କାରଣରୁ ସର୍ବଦା କ୍ଷତି ହୋଇଥାଏ। ଘରେ ବା ପ୍ରତିଷ୍ଠାନରେ ବାସ୍ତୁ ଦୋଷ ଏବଂ ନକାରାତ୍ମକ ଉର୍ଜାକୁ ଦୂର କରିବା ପାଇଁ କପୁର ରଖନ୍ତୁ ଏଭଳି କରିବା ଦ୍ୱାରା ନକାରାତ୍ମକ ଉର୍ଜା ଦୂର ହୋଇଥାଏ ଏବଂ ଧନଲାଭ ହୋଇଥାଏ।

ବାତାବରଣ ହୋଇଥାଏ ଶୁଦ୍ଧ –

ଘରେ ପୂଜାପାଠ ସମୟରେ କପୁର ଜଳେଇବା ଦ୍ଵାରା ଏହାର ସୁଗନ୍ଧିତ ଧୁଆଁ ବାତାବରଣ ବ୍ୟାପି ଯିବ। ଯାହାଦ୍ବାରା ବ୍ୟାକ୍ଟେରିଆ ଆସି ସମାପ୍ତ ହୋଇଯାଏ। ସର୍ଦ୍ଦି ଦିନରେ କପୁରର ପ୍ରୟୋଗ ପୋଷାକରେ କରିବା ଆବଶ୍ୟକ।

ସ୍ବାସ୍ଥ୍ୟ ପାଇଁ ଲାଭକାରୀ –

କପୁରର ସୁଗନ୍ଧ ଶରୀର ତଥା ମସ୍ତିଷ୍କକୁ ପ୍ରଭାବିତ କରି ଥାଏ। ଯଦି ଅନିଦ୍ରାର ସମସ୍ୟା ଦେଖା ଦେଉଛି, କପୁର  ତେଲର ସୁଗନ୍ଧ ମସ୍ତିଷ୍କକୁ ଶାନ୍ତ କରିବା ପାଇଁ ସହାୟକ ହୁଏ। କପୁର ତେଲର କିଛି ବୁନ୍ଦା ଶୋଇବା ସମୟରେ ନିଜ ତକିଆରେ ଲଗାନ୍ତୁ। ଏହାଦ୍ବାରା ଭଲ ନିଦ ହୋଇଥାଏ।

Google

ବନ୍ଦ ନାକ ଏବଂ କୁଣ୍ଡିଆଣର ସହାୟକ –

ସର୍ଦ୍ଦିରେ ବନ୍ଦ ନାକ, ନିଶ୍ବାସ ରେ ଅସୁବିଧା ଏବଂ ଛିଙ୍କ ଭଳି ସମସ୍ୟା ଦେଖା ଦେଇଥାଏ। କପୁର ଦ୍ଵାରା ଏହି ସମସ୍ୟାରୁ ମୁକ୍ତି ପାଇବାର ବିକଳ୍ପ ରହିଛି। ଗରମ ପାଣିରେ କପୁର ପକେଇ ବାମ୍ଫ ନେବା ଦ୍ଵାରା ଏଥିରୁ ମୁକ୍ତି ମିଳି ପାରିବ। ତେଲରେ କପୁର ମିଶାଇ ଲଗାଇବା ଦ୍ଵାରା ମୁଣ୍ଡର ତ୍ଵଚାରେ ରକ୍ତ ପ୍ରବାହ ବଢ଼ିଥାଏ ଏବଂ ଚୁଟି ସୁଦୃଢ ହୋଇଥାଏ। ତେଲରେ କପୁର ମିଶାଇ ମୁହଁ ରେ ଲଗାଇବା ଦ୍ଵାରା ମଧ୍ୟ ଲାଭ ମିଳିଥାଏ।

ଧନଲାଭର ଅବସର ମିଳିବ।

ଯଦି ଆପଣଙ୍କ ଟଙ୍କା ଅଟକି ରହିଥିବ ଏବଂ ଅଧିକ ଖର୍ଚ୍ଚ ହେଉଥିବ, ତାହେଲେ ଲାଲ ଗୋଲାପ ଫୁଲରେ କପୁରର ଏକ ଟୁକୁଡ଼ା ରଖି ଏବଂ କପୁରକୁ ଜଳାଇ ଫୁଲକୁ ଦେବୀ ଦୁର୍ଗାଙ୍କୁ ଅର୍ପଣ କରନ୍ତୁ। ସନ୍ଧ୍ୟା ସମୟରେ କପୁର ତେଲର ଦୀପ ଜଳାନ୍ତୁ। ଶେଷରେ ମା ଲକ୍ଷ୍ମୀଙ୍କ ଆଳତୀ କରିବା ସମୟରେ ଘର ମନ୍ଦିରରେ ସ୍ଥାପନ କରନ୍ତୁ। ଏହାଦ୍ବାରା ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିଥାଏ।

ପିତୃଦୋଷ ହେବ ଦୂର –

ଜ୍ୟୋତିଷ ଅନୁସାରେ ପିତୃ ଦୋଷ ବା ରାହୁ କେତୁଙ୍କ ଖରାପ ପ୍ରଭାବକୁ ଦୂର କରିବା ପାଇଁ ସର୍ବଦା କପୁର ଦୀପ ପ୍ରଜ୍ବଳନ କରନ୍ତୁ। ଆକସ୍ମିକ ଦୁର୍ଘଟଣାରୁ ବଞ୍ଚିତ ହେବା ପାଇଁ ସନ୍ଧ୍ୟା ପୂଜା ସମୟରେ ହନୁମାନ ଚାଳିଶା ପାଠ କରନ୍ତୁ।ଏହାପରେ କପୁରରେ ଲବଙ୍ଗ ପକାଇ ଆଳତୀ କରନ୍ତୁ। ଯଦି ଭାଗ୍ୟ ଆପଣଙ୍କ ସପକ୍ଷରେ ରହୁ ନାହିଁ, ତାହେଲେ ଗାଧୋଇବା ସମୟରେ କପୁର ତେଲର କିଛି ବୁନ୍ଦା ପକେଇ ସ୍ନାନ କରନ୍ତୁ। ଏହାଦ୍ବାରା ଶରୀର ସକାରାତ୍ମକ ରହିବା ସହିତ ଭାଗ୍ୟ ବୃଦ୍ଧି ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *