Excuse Me Odisha

ଯାହା କହିବୁ ସତ କହିବୁ

ଏହି ୪ ଟି ରାଶି ପାଇଁ ଆସିବ ଖୁସିର ଦିନ , ଗୌରୀ ପୁତ୍ର ଗଣେଶଙ୍କ କୃପାରୁ ସବୁ କ୍ଷେତ୍ରରେ ମିଳିବ ଲାଭର ଅବସର।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷତ୍ରର ଲଗାତାର ବଦଳୁ ଥିବା ସ୍ଥିତି ଯୋଗୁଁ ପ୍ରତ୍ୟେକ ମନୁଷ୍ୟ ଜୀବନରେ କଠିନ ପରିସ୍ଥିତି ସୃଷ୍ଟି ହୋଇଥାଏ। ପ୍ରତ୍ୟିଆ ଲୋକଙ୍କ ରାଶି ଅଲଗା ଅଲଗା ହୋଇଥାଏ ଏବଂ ଗ୍ରହ ନକ୍ଷତ୍ରଙ୍କ ପ୍ରଭାବ ଅଲଗା ଅଲଗା ପଡି ଥାଏ। ଏଥିଯୋଗୁଁ କାହା ଜୀବନରେ ସମସ୍ୟା ଦେଖା ଦେଇଥାଏ , ଆଉ କାହା ଜୀବନରେ ସୁଖ ଶାନ୍ତି ବିରାଜମାନ ଥାଏ। ପରିବର୍ତ୍ତନ ପ୍ରକୃତିର ନିୟମ ଅଟେ, ଏହା ନିରନ୍ତର ଚାଲି ରହିଥାଏ। ଏହାକୁ ରୋକି ପାରିବା ଅସମ୍ଭବ ଅଟେ।

ଜ୍ୟୋତିଷ ଗଣନା ଅନୁସାରେ କିଛି ରାଶିର ଲୋକେ ଏଭଳି ଅଛନ୍ତି, ଯେଉଁ ମାନଙ୍କ କୁଣ୍ଡଳୀରେ ଗ୍ରହ ନକ୍ଷତ୍ରର ସ୍ଥିତି ଶୁଭ ସଙ୍କେତ ଦେଉଛି। ଏହି ରାଶିର ଲୋକଙ୍କ ଉପରେ ଗୌରୀ ପୁତ୍ର ଗଣେଶଙ୍କ କୃପା ଦୃଷ୍ଟି ରହିବ। ଏହି ରାଶିର ଲୋକଙ୍କ ଜୀବନରେ ଖୁସିର ମୁହୁର୍ତ୍ତ ଆସିବ। ଏହି ଭାଗ୍ୟବାନ ରାଶି କେଉଁ ଗୁଡ଼ିକ ଆସନ୍ତୁ ସେହି ବିଷୟରେ ଜାଣିବା।

ଆସନ୍ତୁ ଜାଣିବା ଗୌରୀ ପୁତ୍ର ଗଣେଶଙ୍କ କେଉଁ ରାଶି ଉପରେ ରହିବ କୃପା।

ମେଷ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଆପଣଙ୍କୁ ନିଜ କାର୍ଯ୍ୟ ଅନୁସାରେ ଉଚିତ ପରିଣାମ ପ୍ରାପ୍ତ ହେବ। ଚାକିରୀ କ୍ଷେତ୍ରରେ ଚାପଗ୍ରସ୍ତ ରହି ପାରନ୍ତି। ପୁରୁଣା ନିବେଶ ରୁ ଭାରୀ ଲାଭ ପ୍ରାପ୍ତ କରିବେ। ଗୌରୀ ପୁତ୍ର ଗଣେଶଙ୍କ କୃପାରୁ ବ୍ୟାପାର କରୁଥିବା ଲୋକଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି। ଆୟରେ ଜବରଦସ୍ତ ଲାଭ ହେବ, ଯାହାଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ। ପାରିବାରିକ ବାତାବରଣ ସୁଖମୟ ରହିବ।

କର୍କଟ ରାଶିର ଲୋକଙ୍କ ପାଇଁ ସମୟ ବହୁତ ବଢିଆ ରହିବ। ଗୌରୀ ପୁତ୍ର ଗଣେଶଙ୍କ କୃପାରୁ ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ମିଳିବ। ମାନସିକ ଚିନ୍ତା ଦୂର ହେବ। ସାମାଜିକ ସ୍ତର ରେ ଆପଣଙ୍କର ଲୋକପ୍ରିୟତା ବଢିବ। ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ହେବ। ବରିଷ୍ଠ ଅଧିକାରୀ ଆପଣଙ୍କୁ ପ୍ରଶଂସା କରିବେ। ଦାମ୍ପତ୍ୟ ଜୀବନରେ ସୁଖ ପ୍ରାପ୍ତ ହେବ। ପ୍ରେମ ଜୀବନରେ ପ୍ରେମ ବୃଦ୍ଧି ହେବାର ସମ୍ଭାବନା ରହିଛି।

Google

କନ୍ୟା ରାଶିର ଲୋକଙ୍କ ଉପରେ ଗୌରୀ ପୁତ୍ର ଗଣେଶଙ୍କ କୃପାଦୃଷ୍ଟି ରହିବ। ପ୍ରେମ ସମ୍ବନ୍ଧ ସୁଦୃଢ ରହିବ।ଦାମ୍ପତ୍ୟ ଜୀବନରେ ଚାଲିଥିବା ସମସ୍ୟା ଦୂର ହେବ। ଆପଣ ଭବିଷ୍ୟତ ପାଇଁ ଧନ ସଞ୍ଚୟ କରିବାରେ ସଫଳ ରହିବେ। ସନ୍ତାନଙ୍କ ଉନ୍ନତିର ଖୁସି ଖବର ମିଳିପାରେ। କାର୍ଯ୍ୟ ମାମଲାରେ ଯାତ୍ରା କରିବାକୁ ପଡିପାରେ। ଆପଣଙ୍କ ଦ୍ଵାରା କରିଥିବା ଯାତ୍ରା ସଫଳ ରହିବ। ବ୍ୟାପାର କରୁଥିବା ଲୋକଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି । ଘରର ମାହୋଲ ସୁଖମୟ ରହିବ।

କୁମ୍ଭ ରାଶିର ଲୋକଙ୍କୁ ନିଜ ଜୀବନରେ ଉତ୍ତମ ଫଳ ପ୍ରାପ୍ତ ହେବ। ଧନ ଲାଭ ହେବାର ସମ୍ଭାବନା ରହିଛି। ଆର୍ଥିକ ସମସ୍ୟା ଦୂର ହେବ। ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ ମନ ପ୍ରସନ୍ନ ରହିବ। ବ୍ୟାଙ୍କ ସମ୍ବନ୍ଧିତ ଦେବା ନେବା ରେ ଫାଇଦା ମିଳିବ। ଆପଣଙ୍କ ବିଚାର ସକାରାତ୍ମକ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଆପଣଙ୍କ ମନୋବଳ ସୁଦୃଢ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କୁ ସୁଖଦ ପରିଣାମ ପ୍ରାପ୍ତ ହେବ। କାର୍ଯ୍ୟରେ ଲଗାତାର ସଫଳତା ମିଳିବ।

ଆସନ୍ତୁ ଜାଣିବା ବାକି ରାଶିର ଲୋକଙ୍କ ପାଇଁ କିପରି ରହିବ ସ୍ଥିତି -ବୃଷ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଆପଣ ସକାରାତ୍ମକ ଉର୍ଜାରେ ଭରପୁର ରହିବେ। ଏହି ରାଶିର ଲୋକେ ମହିଳାଙ୍କ ଆଡ଼କୁ ଆକର୍ଷିତ ହୋଇ ପାରନ୍ତି। ପ୍ରେମ ସମ୍ବନ୍ଧରେ ଆପଣଙ୍କୁ ସଫଳତା ମିଳିବ। ଏହି ରାଶିର ଲୋକଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି। ଯେଉଁ ଲୋକେ ଚାକିରୀ ଖୋଜୁଛନ୍ତି, ସେମାନଙ୍କ ଅପେକ୍ଷା ସମାପ୍ତ ହେବ। ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ।

ମିଥୁନ ରାଶିର ଲୋକଙ୍କୁ ନିଜ କାମ ଉପରେ ଧ୍ୟାନ ରଖିବା ଆବଶ୍ୟକ। ଆପଣଙ୍କ ପ୍ରୟାସରେ ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ଶାରୀରିକ ଦୁର୍ବଳତା ଅନୁଭବ କରି ପାରନ୍ତି। ଦାମ୍ପତ୍ୟ ଜୀବନରେ କିଛି ସମସ୍ୟା ଦେଖା ଦେଇ ପାରେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ପ୍ରେମୀଙ୍କ ସହିତ ରୋମାଣ୍ଟିକ ସମୟ ଅତିବାହିତ କରିବେ। ଘରୋଇ ସୁଖ ସୁବିଧାରେ ବୃଦ୍ଧି ହେବ।

ସିଂହ ରାଶିର ଲୋକଙ୍କୁ ସାମାନ୍ୟ ଫଳ ପ୍ରାପ୍ତ ହେବ। ପୁରୁଣା ସମସ୍ୟା ରୁ ମୁକ୍ତି ମିଳିବ। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ମାନସିକ ଚିନ୍ତା ବଢିପାରେ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରି ପାରନ୍ତି। ଅଧିକ ଧନ ଖର୍ଚ୍ଚ ହେବାର ସମ୍ଭାବନା ରହିଛି। ବ୍ୟାପାର କରୁଥିବା ଲୋକଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ପ୍ରେମ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ।

ତୁଳା ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। କାର୍ଯ୍ୟ ବୋଝ ଅଧିକ ରହିବ। ଆପଣଙ୍କ ସ୍ବାସ୍ଥ୍ୟ ପ୍ରଭାବିତ ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପ୍ରେମ ଜୀବନରେ କୌଣସି କଥାକୁ ନେଇ ମତଭେଦ ହୋଇପାରେ। କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ବନ୍ଧୁଙ୍କ ସହଯୋଗ ନେଇ ପାରନ୍ତି । ଆପଣ ଲମ୍ବା ଯାତ୍ରାରେ ଯାଇ ପାରନ୍ତି।ଗାଡ଼ି ଚଳାଚଳ ସମୟରେ ସାବଧାନ ରୁହନ୍ତୁ।

ବିଛା ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଅଯଥା କଥା ଉପରେ ଧ୍ୟାନ ଦିଅନ୍ତୁ ନାହିଁ। ଆଜି ଆପଣଙ୍କୁ ଜରୁରୀ କାର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ। ପ୍ରେମ ଜୀବନ ସୁଖମୟ ରହିବ। ଆପଣ କିଛି ନୂଆ କରିବା ପାଇଁ ବିଚାର କରି ପାରନ୍ତି। ପିତାମାତାଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଭାଇ ଭଉଣୀଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ।

ଧନୁ ରାଶିର ଲୋକଙ୍କୁ ପୁରୁଣା କଥା କିଛି ଚିନ୍ତାରେ ପକାଇ ପାରେ। ପୁରୁଣା ବନ୍ଧୁଙ୍କ ସହିତ କଥାବାର୍ତ୍ତା ହୋଇପାରେ। ପାରିବାରିକ ମାହୋଲ ସୁଖମୟ ରହିବ। ଆପଣଙ୍କୁ ନିଜ ବାଣୀ ଏବଂ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଚାକିରୀ କ୍ଷେତ୍ରରେ ଆପଣଙ୍କୁ ନିଜ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ। କୌଣସି ପ୍ରକାରର ବିବାଦରେ ପଡନ୍ତୁ ନାହିଁ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପ୍ରେମ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ।

Google

ମକର ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ପରିବାର ସହିତ ଉତ୍ତମ ତାଳମେଳ ରଖିବେ। ପିତାମାତାଙ୍କ ସହିତ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇ ପାରନ୍ତି। କାର୍ଯ୍ୟ ମାମଲାରେ ସୁଖଦ ପରିଣାମ ପ୍ରାପ୍ତ ହେବ। ଦାମ୍ପତ୍ୟ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ। ବ୍ୟାପାର ରେ ଆଗକୁ ବଢିବେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କୁ ଶୁଭ ସମାଚାର ପ୍ରାପ୍ତ ହେବ। ଘରର କୌଣସି ସଦସ୍ୟଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ।

ମୀନ ରାଶିର ଲୋକଙ୍କୁ ନିଜ ଜୀବନରେ କିଛି ନୂଆ କରିବାକୁ ପ୍ରୟାସ କରିବେ। ଆପଣଙ୍କ ଲକ୍ଷ୍ୟ ସୁଦୃଢ ରହିବ। ଭାଗ୍ୟ ଆପଣଙ୍କ ସହଯୋଗରେ ରହି ନପାରେ। ବ୍ୟାପାର ରେ ହାନୀ ହେବାର ସମ୍ଭାବନା ରହିଛି। ସନ୍ତାନଙ୍କ ତରଫରୁ ସୁଖଦ ପରିଣାମ ପ୍ରାପ୍ତ ହେବ। ଚାକିରୀରେ ବରିଷ୍ଠ ଅଧିକାରୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପ୍ରେମ ଜୀବନ ସୁଖମୟ ରହିବ। ଗାଡି ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଗଣପତି ବପ୍ପା ମୋରିଆ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ଚାଲି ଥିବା ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *