Excuse Me Odisha

ଯାହା କହିବୁ ସତ କହିବୁ

ହନୁମାନଙ୍କ କୃପାରୁ ଏହି ପାଞ୍ଚଟି ରାଶିର ହରଣ କରି ନେବେ ସବୁ କଷ୍ଟ। କୌଣସି ବଡ଼ ଉପଲବ୍ଧି ମିଳିବାର ଯୋଗ ରହିଛି।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନୁଷ୍ୟ ଜୀବନରେ ଗ୍ରହ ନକ୍ଷତ୍ରର ଲଗାତାର ବଦଳୁ ଥିବା ସ୍ଥିତିର କିଛି ନା କିଛି ପ୍ରଭାବ ନିଶ୍ଚିତ ପଡି ଥାଏ। ସର୍ବଦା ଗ୍ରହ ନକ୍ଷତ୍ରର ସ୍ଥିତି ବଦଳି ଥାଏ। ଏଥିପାଇଁ ମନୁଷ୍ୟ ଜୀବନରେ ଅନେକ ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳିଥାଏ। କେତେବେଳେ ବ୍ୟକ୍ତିର ଜୀବନରେ ଖୁସି ଦେଖିବାକୁ ମିଳିଥାଏ ତ ଆଉକେବେ ବ୍ୟକ୍ତିର ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇ ଥାଏ। ପରିବର୍ତ୍ତନ ପ୍ରକୃତିର ନିୟମ ଅଟେ, ଏହା ନିରନ୍ତର ଚାଲି ରହି ଥାଏ। ଏହାକୁ ଅଟକାଇ ପାରିବା ସମ୍ଭବ ନୁହେଁ।

ଜ୍ୟୋତିଷ ଗଣନା ଅନୁସାରେ କିଛି ରାଶିର ଲୋକେ ଏଭଳି ଅଛନ୍ତି , ଯେଉଁମାନଙ୍କ କୁଣ୍ଡଳୀରେ ଗ୍ରହ ନକ୍ଷତ୍ରର ଶୁଭ ପ୍ରଭାବ ରହିବ। ଏହି ରାଶିର ଲୋକଙ୍କ ଉପରେ ହନୁମାନଙ୍କ କୃପା ଦୃଷ୍ଟି ସର୍ବଦା ବନି ରହିବ ଏବଂ ଜୀବନରେ ସବୁ କଷ୍ଟ ଦୁର ହେବ। ଅନେକ ବଡ଼ ସଫଳତା ମିଳିବାର ସମ୍ଭାବନା ରହିଛି। ଏହି ଭାଗ୍ୟଶାଳୀ କେଉଁ ଗୁଡ଼ିକ ଆସନ୍ତୁ ଜାଣିବା ସେହି ବିଷୟରେ।

Google

ଆସନ୍ତୁ ଜାଣିବା ଭଗବାନ ହନୁମାନ କେଉଁ ରାଶିର ହରଣ କରିବେ ସବୁ କଷ୍ଟ ।

ମିଥୁନ ରାଶିର ଲୋକଙ୍କ ପାଇଁ ସମୟ ବଢିଆ ରହିଛି। ହନୁମାନଙ୍କ କୃପାରୁ ପରିବାରରେ ସବୁ ସମସ୍ୟା ଦୂର ହେବ। କାର୍ଯ୍ୟ ମାମଲାରେ ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ଜମିବାଡ଼ି ମାମଲାରେ ଆପଣଙ୍କୁ ଫାଇଦା ମିଳିପାରେ। କ୍ୟାରିୟରରେ ଆଗକୁ ବଢିବା ପାଇଁ ଉଚିତ ମାର୍ଗ ପ୍ରାପ୍ତ ହେବ। ଆମଦାନୀରେ ଜବରଦସ୍ତ ବୃଦ୍ଧି ହେବ। ଅଯଥା ଖର୍ଚ୍ଚ କମି ପାରେ। କାର୍ଯ୍ୟରେ ସଫଳତା ମିଳିବ ।

ତୁଳା ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ହନୁମାନଙ୍କ ଆଶୀର୍ବାଦରୁ ଧନଲାଭ ହେବାର ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ ଚାଲିଥିବା ସମସ୍ୟା ଦୂର ହେବ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ସେୟାର ବଜାରରେ ଜଡ଼ିତ ଲୋକଙ୍କୁ ଭାରୀ ଲାଭ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଅବିବାହିତ ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ସାମାଜିକ କ୍ଷେତ୍ରରେ ଲୋକପ୍ରିୟତା ବୃଦ୍ଧି ହେବ।

ବିଛା ରାଶିର ଲୋକଙ୍କୁ ନିଜ ପରିବାର ପ୍ରତି ଅଧିକ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ। କାର୍ଯ୍ୟ ମାମଲାରେ ଉଚିତ ପରିଣାମ ପ୍ରାପ୍ତ ହେବ। ଭଗବାନ ହନୁମାନଙ୍କ କୃପାରୁ ଆପଣଙ୍କର ସବୁ ସମସ୍ୟା ଦୂର ହେବ। ଆପଣ ନିଜର ପରିବାର ସହିତ ଉତ୍ତମ ସମୟ ଅତିବାହିତ କରିବେ। ପରିଶ୍ରମ ଅପେକ୍ଷା ଅଧିକ ଶୁଭ ଫଳ ପ୍ରାପ୍ତ ହେବ। ପ୍ରେମ ଜୀବନ ସୁଖମୟ ରହିବ।

ମକର ରାଶିର ଲୋକଙ୍କୁ ଜମିବାଡ଼ି ମାମଲାରେ ଫାଇଦା ମିଳିବାର ସମ୍ଭାବନା ରହିଛି। ଆପଣ ଯେଉଁ କାର୍ଯ୍ୟ କରିବେ ସେଥିରେ ସଫଳତା ପାଇବେ। ପ୍ରଭାବଶାଳୀ ଲୋକଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଅନ୍ୟମାନଙ୍କ କଲ୍ୟାଣ ପାଇଁ ଆପଣ ପ୍ରୟାସ କରିବେ। ପ୍ରେମ ଜୀବନରେ ଆପଣଙ୍କୁ ସୁଖଶାନ୍ତି ପ୍ରାପ୍ତ ହେବ। ଆୟରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ବିବାହିତ ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି।

କୁମ୍ଭ ରାଶିର ଲୋକଙ୍କ ପାରିବାରିକ ଜୀବନ ସୁଖମୟ ରହିବ। ଆପଣ କୌଣସି ଜମି କିଣାକିଣି କରି ପାରନ୍ତି। ଖର୍ଚ୍ଚ କମ୍ ହୋଇପାରେ। କାର୍ଯ୍ୟ ମାମଲାରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ। ମାନସିକ ଚିନ୍ତା ଦୂର ହେବ। ପ୍ରେମ ଜୀବନରେ ଉଚିତ ପରିଣାମ ପ୍ରାପ୍ତ ହେବ। ଅନେକ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା ରହିଛି। ଆପଣଙ୍କ ସ୍ଵଭାବ ଲୋକଙ୍କୁ ପ୍ରଭାବିତ କରି ପାରେ।

ଆସନ୍ତୁ ଜାଣିବା ବାକି ରାଶିର କିପରି ରହିବ ଅବସ୍ଥା –

ମେଷ ରାଶିର ଲୋକଙ୍କ ଜୀବନରେ ସମସ୍ୟା ଦେଖା ଦେଇପାରେ। କାର୍ଯ୍ୟରେ ଆପଣ ଅଧିକ ବ୍ୟସ୍ତ ରହି ପାରନ୍ତି। ଘରୁ ଦୂରକୁ ଯିବାର ସମ୍ଭାବନା ରହିଛି। ଯାତ୍ରା ସମୟରେ ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି ଏବଂ ଆପଣଙ୍କର ଜିନିଷପତ୍ର ଉପରେ ଧ୍ୟାନ ଦେବା ଉଚିତ। ନଚେତ ଚୋରି ହେବାର ଆଶଙ୍କା ରହିଛି। ବ୍ୟାପାର ରେ ଜଡ଼ିତ ଲୋକଙ୍କୁ ଲାଭ ମିଳିବ।

Google

ବୃଷ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। କାର୍ଯ୍ୟ ମାମଲାରେ ଆପଣଙ୍କ ପ୍ରୟାସ ସଫଳ ରହିବ। ଟଙ୍କାପଇସା ମାମଲାରେ ଆପଣଙ୍କୁ ସତର୍କ ରହିବା ଆବଶ୍ୟକ। ପାରିବାରିକ ବାତାବରଣ ସୁଖମୟ ରହିବ। ପ୍ରେମ ଜୀବନ ଅତିବାହିତ କରିଥିବା ଲୋକେ ପ୍ରେମୀଙ୍କ କଥା ବୁଝିବାକୁ ପ୍ରୟାସ କରନ୍ତୁ ନଚେତ ବିବାଦ ହେବାର ଆଶଙ୍କା ରହିଛି।

କର୍କଟ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଏହି ରାଶିର ଲୋକଙ୍କୁ ମହତ୍ୱପୂର୍ଣ୍ଣ ମାମଲାରେ ନିଷ୍ପତ୍ତି ନେବାକୁ ପଡିପାରେ। ବନ୍ଧୁଙ୍କ ସହିତ ଭ୍ରମଣରେ ଯାଇ ପାରନ୍ତି। ଜୀବନସାଥୀଙ୍କୁ ଗିଫ୍ଟ ମିଳିବାର ସମ୍ଭାବନା ରହିଛି। ବ୍ୟାପାର ମାମଲାରେ ଆପଣଙ୍କୁ ଯାତ୍ରା କରିବାକୁ ପଡିପାରେ। ଆପଣଙ୍କ ଦ୍ଵାରା କରିଥିବା ଯାତ୍ରା ସଫଳ ରହିବ।

ସିଂହ ରାଶିର ଲୋକଙ୍କୁ ନିଜ ଜୀବନ ସୁଖମୟ ରହିବ। କୌଣସି ପୁରୁଣା କଥା ଆପଣଙ୍କ ମନରେ ଆସିପାରେ। ଏହି ରାଶିର ଲୋକଙ୍କୁ ଅଧିକ ଲାଭ ପାଇବା ଆଶାରେ ଭୁଲ ପଦକ୍ଷେପ ନିଅନ୍ତୁ ନାହିଁ। ଚାକିରୀ କ୍ଷେତ୍ରରେ ସହକର୍ମୀଙ୍କ ଠାରୁ ସହଯୋଗ ପ୍ରାପ୍ତ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପ୍ରେମ ଜୀବନରେ ଉଚିତ ପରିଣାମ ପ୍ରାପ୍ତ ହେବ।

କନ୍ୟା ରାଶିର ଲୋକଙ୍କୁ ଅଯଥା ଖର୍ଚ୍ଚର ସାମ୍ନା କରିବାକୁ ପଡିବ। ଘର ପରିବାର ରେ କୌଣସି ସଦସ୍ୟଙ୍କ ସହିତ ଭୁଲ ବୁଝାମଣା ହୋଇପାରେ। କାର୍ଯ୍ୟରେ ଅଧିକ ପରିଶ୍ରମ କରିବାକୁ ପଡିପାରେ। କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟ ପୂରଣ ହୋଇପାରେ, ଯାହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯାଇ ପାରନ୍ତି। ପ୍ରେମ ଜୀବନ ସୁଖମୟ ରହିବ। ପ୍ରେମ ଜୀବନରେ ରୋମାଣ୍ଟିକ ସମୟ ଅତିବାହିତ କରିବେ। ମାନସିକ ଚିନ୍ତା ବଢିପାରେ।

ଧନୁ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଭାଇ ଭଉଣୀଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ଘର ପରିବାରରେ ସୁଖଶାନ୍ତି ବୃଦ୍ଧି ହେବ। ପିତାମାତାଙ୍କ ସହିତ କୌଣସି ଧାର୍ମିକ ସ୍ଥଳକୁ ଯାତ୍ରା କରି ପାରନ୍ତି। ସାମାଜିକ କ୍ଷେତ୍ରରେ ଆପଣଙ୍କ ଲୋକପ୍ରିୟତା ବଢିବ। ଆପଣ ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି, ଆପଣଙ୍କୁ ଭବିଷ୍ୟତ ରେ ଫାଇଦା ମିଳିବ। ଭବିଷ୍ୟତରେ ଆପଣଙ୍କୁ ଫାଇଦା ମିଳିପାରେ।

ମୀନ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। କାର୍ଯ୍ୟ ମାମଲାରେ ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ଚାକିରୀ କ୍ଷେତ୍ରରେ ସମ୍ଭାଳି ଚାଲିବା ଆବଶ୍ୟକ। ଅଧିକାରୀଙ୍କ ସହିତ କୌଣସି କଥାରେ ମତଭେଦ ହୋଇପାରେ। ଆପଣଙ୍କୁ ନିଜ ବାଣୀ ଏବଂ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ହନୁମାନ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *